ଜାତୀୟ

ଶନିବାର ରୋଜଗାର ମେଳାରେ ୫୧ ହଜାର ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଅକ୍ଟୋବର ୨୮ତାରିଖ ଅପରାହ୍ନ ଗୋଟାଏ ସମୟରେ ୫୧ ହଜାରରୁ ଅଧିକ ନିଯୁକ୍ତିପତ୍ର ନବନିଯୁକ୍ତମାନଙ୍କୁ ଆଭାସୀ ମାଧ୍ୟମରେ ବଣ୍ଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ନିଜର ଅଭିଭାଷଣ ରଖିବେ। ଦେଶରେ ୩୭ଟି ସ୍ଥାନରେ…

କଂଗ୍ରେସରେ କାହାର ହେବାକୁ ଯାଉଛି ବିବାହ, ବାଣ୍ଟିବ ଓ୍ବେଡିଂ କାର୍ଡ

ନୂଆଦିଲ୍ଲୀ,୨୭।୧୦: କଂଗ୍ରେସ ବାଣ୍ଟିବ ବିବାହ କାର୍ଡ। ଆଗାମୀ ଭାଲେଣ୍ଟାଇନ ଡେ ପାଇଁ ଅଛି ସ୍ପେଶିଆଲ ପ୍ଲାନ। ନିମନ୍ତ୍ରଣ କାର୍ଡକୁ ଗୋଲାପୀ ଓ କମଳା ରଙ୍ଗରେ ସଜ୍ଜା ଯାଇଛି। ଅତିଥିଙ୍କୁ ସାଦରେ ନିମନ୍ତ୍ରଣ କରିବା ସହ ଦର୍ଶନଭିଳାଷୀ ଭାବରେ ପ୍ରଧାନମନ୍ତ୍ରୀ ମୋଦି-କେସିଆରଙ୍କ ନାଁ…

ସୀମାରେ ଜୋର୍‌ଦାର ଗୁଳି ବିନିମୟ

ଆର୍ନିଆ,୨୭ା୧୦୨୦୨୧ ପରେ ପାକିସ୍ତାନୀ ରେଞ୍ଜରମାନେ ପ୍ରଥମ ଥର ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମାନ୍ତ ଅଞ୍ଚଳରେ ଜୋର୍‌ଦାର ଗୁଳିଗୋଳା ଓ ସେଲ୍‌ ମାଡ଼ କରିଛନ୍ତି। ଜମ୍ମୁ-କଶ୍ମୀରର ଆର୍ନିଆ ସେକ୍ଟରରେ ଗୁରୁବାର ରାତି ୮ଟାରୁ ଏହି ଗୁଳିବିନିମୟ ଆରମ୍ଭ ହୋଇ ୭ ଘଣ୍ଟାରୁ…

ଆମେରିକାର ‘ସର୍ବୋଚ୍ଚ ବୈଜ୍ଞାନିକ ସମ୍ମାନ’ ପାଇଲେ ଦୁଇ ଭାରତୀୟ ବଂଶୋଦ୍ଭବ

ଓ୍ବାଶିଂଟନ୍‌,୨୭।୧୦: ଆମେରିକାରେ ଦୁଇ ଭାରତୀୟଙ୍କୁ ସମ୍ମାନିତ କରାଯାଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କୁ ସମ୍ମାନିତ କରିଛନ୍ତି। ଏହି ଦୁଇ ବୈଜ୍ଞାନିକ ହେଲେ ଅଶୋକ…

‘ଖାତା ନା ବହି ଦୁବାଇ ଦିଦି ଯାହା କହିଲେ ତାହା ଠିକ’,ମହୁଆଙ୍କୁ ଟାର୍ଗେଟ କଲେ ନିଶିକାନ୍ତ

ନୂଆଦିଲ୍ଲୀ,୨୭।୧୦: ଭାଜପା ଏମପି ନିଶିକାନ୍ତ ଦୁବେ ଶୁକ୍ରବାର ଟିଏମସି ଏମପି ମହୁଆ ମୋଇତ୍ରଙ୍କୁ କ୍ୟାଶ ଫର କୋରି ମାମଲାରେ ଟାର୍ଗେଟ କରିଛନ୍ତି। ଭାଜପା ଏମପି ମହୁଆଙ୍କୁ ‘ଦୁବାଇ ଦିଦି’ ବୋଲି କହିଛନ୍ତି। ନିଶିକାନ୍ତ ଦୁବେ ତାଙ୍କ ଉପରେ ଆଶ୍ଚର୍ଯ୍ୟ ପ୍ରକଟ କରି…

ଦ୍ୱିତୀୟ ବିବାହ କରିପାରିବେନି ସରକାରୀ କର୍ମଚାରୀ, ନିୟମ କଡାକଡି କଲେ ସରକାର

ଗୁଆହାଟୀ,୨୭।୧୦: ନିଜ ଜୀବନସାଥୀ ଜୀବିତ ଥିବା ଅବସ୍ଥାରେ ଦ୍ୱିତୀୟ ବିବାହ କରିପାରିବେନି ସରକାରୀ କର୍ମଚାରୀ। ଏପରି ନୂଆ ନିୟମ ଲାଗୁ କରିଛନ୍ତି ଆସାମ ସରକାର। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସରକାରୀ କର୍ମଚାରୀଙ୍କୁ ରାଜ୍ୟରେ ଏହି ନିୟମ କଡାକଡି କରିବାକୁ…

ମାଳଦ୍ୱୀପ ଛାଡନ୍ତୁ ଭାରତୀୟ ସୈନିକ, ଭାରତକୁ ନାଲିଆଖି ଦେଖାଇଲେ ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ମହମ୍ମଦ ମୋଇଜୁ

ନୂଆଦିଲ୍ଲୀ, ୨୮।୧୦: ନବ ନିର୍ବାଚିତ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ଭାରତୀୟୂ ସେନାଙ୍କୁ ଦ୍ୱୀପ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଜାରି କରି ସେ କହିଛନ୍ତି, ମାଳଦ୍ୱୀପ ଏବେ ସ୍ବାଧୀନ। ବେଜିଂ ଓ ନୂଆଦିଲ୍ଲୀ ମାଳଦ୍ୱୀପକୁ ସୁରକ୍ଷା ବଢାଇବା ଦରକାର ନାହିଁ।…

୫୧ ହଜାର ଲୋକଙ୍କୁ ମିଳିବ ସରକାରୀ ଚାକିରି, ଏହିଦିନ ମୋଦି ବାଣ୍ଟିବେ ନିଯୁକ୍ତି ପତ୍ର

ନୂଆଦିଲ୍ଲୀ,୨୭।୧୦: କେନ୍ଦ୍ରରେ ମୋଦି ସରକାରଙ୍କ ଅଧୀନରେ ଯୁବକମାନେ ରୋଜଗାରର ସୁଯୋଗ ପାଇଛନ୍ତି। ଏହି କ୍ରମରେ, ପୁଣି ଥରେ ୫୧ ହଜାର ଲୋକ ସରକାରୀ ଚାକିରି ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ ରୁ ଅଧିକ ନିଯୁକ୍ତି…

ଡିଜେ ଜକି ଭାବେ କାମ କରୁଥିଲେ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୨୭।୧୦: ଦେଶର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ। ତାଙ୍କ ଖଣ୍ଡପୀଠର ପ୍ରତିଟି ମାମଲାରେ ନିଜର ସ୍ବତନ୍ତ୍ର ରାୟ ଶୁଣାଇ ଦେଶରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ପ୍ରତିଟି ମାମଲାର ତାଙ୍କର ସ୍ବତନ୍ତ୍ର ଆଭିମୁଖ୍ୟକୁ ସମସ୍ତେ ପସନ୍ଦ କରନ୍ତି। ତାହେଲେ ଆପଣ…

ପ୍ରଦୂଷଣ ବଢାଉଛି ଚିନ୍ତା: ଶୀଘ୍ର ଯୁବତୀ ହେଉଛନ୍ତି କିଶୋରୀ

ନୂଆଦିଲ୍ଲୀ, ୨୭।୧୦: ପ୍ରତିବର୍ଷ ଚିନ୍ତା ବଢାଉଛି ପ୍ରଦୂଷଣ। ବଢୁଥିବା ବାୟୁ ପ୍ରଦୂଷଣ ଯୋଗୁ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଯୋଗୁ ଶିଶୁ ଠାରୁ ବୁଢା ଯାଏଁ ଅସଂଖ୍ୟ ଅଚିହ୍ନା ରୋଗରେ ପୀଡିତ ହେଉଛନ୍ତି। ନିକଟରେ…

ୟୁଜିସି ନେଟ୍‌ ୨୦୨୩ ପରୀକ୍ଷା  ଲାଗି ବଢ଼ିଲା ଆବେଦନର ଅନ୍ତିମ ତାରିଖ, ଆଶାୟୀ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ, ୨୭।୧୦: ୟୁଜିସି ନେଟ୍‌ ପରୀକ୍ଷା ନେଇ ପ୍ରସ୍ତୁତି କରୁଥିବା ଆଶାୟୀଙ୍କ ଲାଗି ବଡ଼ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ଏନ୍‌ଟିଏ ୟୁଜିସି ନେଟ୍‌ ଡିସେମ୍ବର ପରୀକ୍ଷା ଲାଗି ଆବେଦନର ଅନ୍ତିମ ତାରିଖକୁ ବଢ଼ାଇ ଦେଇଛି। ଏଣୁ ଯେଉଁମାନେ ଏଯାବତ ଆବେଦନ କରିନାହାନ୍ତି…

ଏବେ ଭାରତରେ ଟାଟା ଗ୍ରୁପ ନିର୍ମାଣ କରିବ iPhone, ଆଇଟି ମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ,୨୬/୧୦: ଭାରତରେ ଏଣିକି ଟାଟା ଗ୍ରୁପ ନିର୍ମାଣ କରିବ ଆପଲ୍ ଆଇଫୋନ୍। ଏହି ଘୋଷଣା କରିଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର। ଟାଟା ଗ୍ରୁପ୍ ସହିତ ୱିଷ୍ଟ୍ରନ୍ କାରଖାନା ଅଧିଗ୍ରହଣ ପାଇଁ ଚୁକ୍ତି ଅନୁମୋଦନ ମିଳିଛି, ଯାହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?