ଜାତୀୟ

ଯେଉଁଠି କଂଗ୍ରେସ ରହିବ ସେଠାରେ ବିକାଶ ହେବ ନାହିଁ: ମୋଦି

ରାୟପୁର,୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଛତିଶଗଡ଼ର କାଂକେରରେ ଭାଜପାର ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ରାଜ୍ୟର ଶାସକ କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯେଉଁଠାରେ ଏହି ଦଳ ଉପସ୍ଥିତ ଅଛନ୍ତି ସେଠାରେ ବିକାଶ ହୋଇପାରିବ…

ଇଡି ଅଧିକାରୀ ନଭଲ କିଶୋର ମିଣାଙ୍କ ଉପରେ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ, ଗିରଫ କଲା ରାଜସ୍ଥାନ ଏସିବି

ଜୟପୁର,୨।୧୧: ଏସିବି ଇଡିର ଅଧିକାରୀ ନଭଲ କିଶୋର ମିଣାଙ୍କୁ ଟ୍ରାପ କରିଛି। ଏସିବି ଦଲାଲ ବାବୁଲାଲଙ୍କୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛି। ଏସିବିର ବରିଷ୍ଠ ଅଧିକାରୀମାନେ ଏହାର ସୂଚନା ଦେଇଛନ୍ତି। ଏସିବି ଅନେକ ସ୍ଥାନରେ ଚଢାଉ…

କେଜ୍‌ରିଓ୍ବାଲ ଭ୍ରଷ୍ଟାଚାରର ସାଗର, ସଚ୍ଚୋଟ ନୁହନ୍ତି ପୂରା ଅଲାଜୁକ : ଭାଜପା

ନୂଆଦିଲ୍ଲୀ,୨।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ଶୁକ୍ରବାର ହାଜର ହୋଇନାହାନ୍ତି। ଏହା ତାଙ୍କର ଡରକୁ ଦର୍ଶାଉଛି ବୋଲି ଭାରତୀୟ ଜନତା ପାର୍ଟୀ(ଭାଜପା) କଟାକ୍ଷ କରିଛି। ଇଡି ସମ୍ମୁଖରେ ହାଜର ନ ହୋଇ କେଜ୍‌ରିଓ୍ବାଲ ସ୍ପଷ୍ଟ କରିଛନ୍ତି ଯେ…

ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା

ହାଇଦ୍ରାବଦ୍‌,୨।୧୧: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା ଲାଗିଛି। ପାର୍ଟି ମାନିଫେଷ୍ଟୋ କମିଟିର ସଭାପତି ତଥା ପୂର୍ବତନ ଏମ୍‌ପି ଗାଡାମ ବିବେକ ଭେଙ୍କଟସ୍ବାମୀ ବୁଧବାର ଭାଜପା ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ସହ…

ପିଲାଙ୍କୁ ମା’ଙ୍କ ଠାରୁ ଛଡାଇ ନେଲେ ବାପାଙ୍କ ବିରୋଧରେ ହୋଇ ପାରିବନି ଅପହରଣ ମାମଲା: ହାଇକୋର୍ଟ…

ମୁମ୍ବାଇ,୨।୧୧ : ମା’ଙ୍କର ହେପାଜତରେ ଥିବା କୌଣସି ପିଲାଙ୍କୁ ବାପା ଛଡ଼ାଇ ନେଲେ, ତା’ହେଲେ ତାଙ୍କ ବିରୋଧରେ ଅପହରଣ ମାମଲା ହେବ କି ନାହିଁ, ସେ ନେଇ ବମ୍ବେ ହାଇକୋର୍ଟ ଏହା ଉପରେ ଏକ ବଡ଼ ରାୟ ପ୍ରଦାନ କରିଛନ୍ତି। ବମ୍ବେ…

ସୀମା ହାଇଦରଙ୍କୁ ପ୍ରଥମଥର ୟୁଟ୍ୟୁବରୁ ମିଳିଲା ଟଙ୍କା: ଏହି କାର୍ଯ୍ୟରେ କଲେ ବିନିଯୋଗ

ଲକ୍ଷ୍ନୌ,୨।୧୧: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ପ୍ରଥମ ରୋଜଗାର ଟଙ୍କା ମିଳିଛି। ସେ ଏହି ଟଙ୍କା ୟୁଟ୍ୟୁବରୁ ପାଇଛନ୍ତି। ପ୍ରଥମଥର ରୋଜଗାର ଟଙ୍କା ପାଇବା ପରେ ସୀମା ବହୁତ ଖୁସି ଅଛନ୍ତି। ବିଶେଷ କଥା ହେଉଛି କରବାଚୌଥର କିଛି ଦିନ…

ପାଠପଢ଼ା ବନ୍ଦ, ୨୨ ଲକ୍ଷରୁ ଅଧିକ ପିଲାଙ୍କର ସ୍କୁଲରୁ କଟିଲା ନାମ, ୭୫ ପ୍ରତିଶତରୁ କମ ଉପସ୍ଥାନ ଥିଲେ ମିଳିବନି ବୋର୍ଡ ପରୀକ୍ଷା ଆଡମିଟ କାର୍ଡ…

ପାଟନା,୨।୧୧ : ଶିକ୍ଷା ବିଭାଗର କଠୋର ପ୍ରଭାବ ବର୍ତ୍ତମାନ ବିହାରରେ ଦେଖିବାକୁ ମିଳିଛି। ବିଦ୍ୟାଳୟ ଆସୁ ନ ଥିବା ଛାତ୍ରୀଛାତ୍ରଙ୍କ ବିରୋଧରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ କେ.କେ ପାଠକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏକାସାଙ୍ଗରେ ଦୁଇଟି ସ୍ଥାନରେ ନାମଲେଖା କରିବା…

ନିଃସ୍ବାର୍ଥପର ମନୋଭାବ ଥିଲେ ସରୋଗେସିକୁ ଦିଆଯିବ ଅନୁମତି, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ଥିରୁଭାନନ୍ତପୁରମ,୨।୧୧ : ନିଃସ୍ବାର୍ଥପର ଏବଂ ଆର୍ଥିକ ଲାଭ ନ ଥିବା କ୍ଷେତ୍ରରେ ସରୋଗେସି ପାଇଁ ଅନୁମତି ପ୍ରଦାନ କରାଯାଇ ପାରିବ ବୋଲି କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏନେଇ ସରୋଗେସି ମା’ଙ୍କୁ ପଚରାଉଚରା କରିବାକୁ କୋର୍ଟ ପୋଲିସକୁ…

ମୋ ସ୍ବାମୀଙ୍କୁ ୧୫ ଦିନ ପାଇଁ ଛାଡ଼ନ୍ତୁ, ମୁଁ ମା’ହେବାକୁ ଚାହୁଁଛି: ହାଇକୋର୍ଟରେ ଗୁହାରି କଲେ ମହିଳା

ଭୋପାଳ,୨।୧୦: ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ଏଥିରେ ଜଣେ ମହିଳା ମା’ ହେବାକୁ ଚାହୁଁଥିବାରୁ ତାଙ୍କ ସ୍ବାମୀଙ୍କୁ ଜେଲରୁ ମୁକ୍ତ କରିବାକୁ ଗୁହାରି କରିଛନ୍ତି। ବର୍ତ୍ତମାନ ଏହି ମାମଲାରେ ହାଇକୋର୍ଟ ମହିଳାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି,…

ଆମେଠିରୁ ହାରିବା ପାଇଁ ଟଙ୍କା ନେଇଥିଲେ ରାହୁଲ!

ନୂଆଦିଲ୍ଲୀ,୨।୧୧: ଅଲ ଇଣ୍ଡିଆ ମଜଲିସ-ଇ-ଇନ୍ତେହାଦୁଲ ମୁସଲିମ(ଏଆଇଏମଆଇଏମ) ସଭାପତି ଅସଦୁଦ୍ଦିନ ଓଓ୍ବେସି କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ଟାର୍ଗେଟ କରିଛନ୍ତି। ଏଆଇଏମଆଇଏମ ଭାଜପା ଠାରୁ ଟଙ୍କା ନେଉଥିବା ରାହୁଲ ଅଭିଯୋଗ କରିଥିଲେ। ଏହାକୁ ନେଇ ପ୍ରତି ଆକ୍ରମଣ କରିଛନ୍ତି ଓଓ୍ବେସି। ସେ…

ଡାଇବେଟିସକୁ ଆଉ ଭୟ ନାହିଁ, ବଜାରରେ ମିଳିବ ଇନସୁଲିନ ଓରାଲ ସ୍ପ୍ରେ…

ହାଇଦ୍ରାବାଦ,୨।୧୧ : ଡାଇବେଟିସ ସମସ୍ୟାରେ ପୀଡିତ ଲୋକେ ଏବେ ଆଉ ଇନସୁଲିନ ଇଞ୍ଜେକଶନ ନେବାକୁ ଭୟ କରିବାର ଆବଶ୍ୟକତା ନାହିଁ। ଖୁବ ଶୀଘ୍ର ବଜାରରେ ଇନସୁଲିନ ସ୍ପ୍ରେ ବିକ୍ରି ହେବାକୁ ଯାଉଛି। ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ଇନସୁଲିନ ସ୍ପ୍ରେ ଉପଲବ୍ଧ…

ଦୁଇଟି ଗାଡି ମଧ୍ୟରେ ଚାପି ହୋଇଗଲା କାର୍‌: ଚାଲିଗଲା ୬ ଜୀବନ

ଚଣ୍ଡିଗଡ,୨।୧୧: ପଞ୍ଜାବର ସୁନାମ ଠାରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତେ ଏକ କାରରେ ଯାତ୍ରା କରୁଥିଲେ ଏବଂ ମଲେରକୋଟଲା ଠାରୁ ସୁନାମକୁ ଫେରୁଥିଲେ। ସୂଚନାନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?