ଜାତୀୟ

ସାପ ମିଛ, ଗିରଫ ବି ମିଛ, ମୁଁ ପୋଲିସକୁ ସହଯୋଗ କରିବି: ଏଲ୍‌ଭିଶ

ନୂଆଦିଲ୍ଲୀ,୩ା୧୧: ୟୁଟ୍ୟୁବର ଏଲ୍‌ଭିଶ ଯାଦବ ବିଷାକ୍ତ ସାପ ଏବଂ ରେଭ୍‌ ପାର୍ଟି କରିବା ପ୍ରସଙ୍ଗରେ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ X’ ରେ ଭିଡିଓ ଶେୟାର କରି କ୍ୟାପଶନ ଲେଖିଛନ୍ତି, ମୁଁ ଏଲ୍‌ଭିଶ…

ବିଜୟ ମାଲ୍ୟା, ଲଳିତ ମୋଦି ଏବଂ ନିରବ ମୋଦିଙ୍କ ଭଳି ଲୋକଙ୍କୁ ଧରୁ ଇଡି, ନିର୍ବାଚନ ମଧ୍ୟରେ ଚଢ଼ାଉ ଉପରେ ବର୍ଷିଲେ ଗେହେଲଟ

ନୂଆଦିଲ୍ଲୀ,3/11: ରାଜସ୍ଥାନରେ ବର୍ତ୍ତମାନ ନିର୍ବାଚନୀ ମାହୋଲ ମଧ୍ୟରେ ଗୋଟିଏ ଦଳ ଅନ୍ୟକୁ ଟାର୍ଗେଟ କରିବା ପାଇଁ କୌଣସି ସୁଯୋଗ ହାତଛଡା କରୁ ନାହାନ୍ତି। ସେହିପରି ରାଜ୍ୟରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ନିରନ୍ତର ଚାଲିଥିବା ଚଢ଼ାଉ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାକୁ…

ସ୍ୱାଦ ଏବଂ ବୈଷୟିକ ଜ୍ଞାନର ମିଶ୍ରଣ ଏକ ନୂତନ ଅର୍ଥନୀତିକୁ ପ୍ରେରଣା ଯୋଗାଇବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,୩/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ମଣ୍ଡପମ ଠାରେ ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩’ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଦିଲ୍ଲୀରେ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ୩୮୦ କୋଟି ଟଙ୍କାର ପ୍ରାରମ୍ଭିକ ପୁଞ୍ଜି ସହାୟତା ୧ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ(…

ନିଲମ୍ବନ ମାମଲା: ରାଜ୍ୟସଭା ସଭାପତିଙ୍କୁ ନିସର୍ତ୍ତ କ୍ଷମା ମାଗିବାକୁ ରାଘବ ଚଡ଼ାଙ୍କୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩/୧୧: ଆମ ଆଦମୀ ପାର୍ଟି(ଆପ୍) ରାଜ୍ୟସଭା ଏମପି ରାଘବ ଚଡ୍ଡାଙ୍କ ନିଲମ୍ବନ ମାମଲାରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ରାଜ୍ୟସଭା ସଭାପତି ଜଗଦୀପ ଧନକଡ଼ଙ୍କୁ ସାକ୍ଷାତ କରି ନିସର୍ତ୍ତ କ୍ଷମା ମାଗିବାକୁ ରାଘବ ଚଡ୍ଡାଙ୍କୁ କହିଛନ୍ତି। ତେବେ ଦୀପାବଳି ଛୁଟି…

ଏଲଭିଶ ଯାଦବଙ୍କ ନାଁରେ ରୁଜୁ ହେଲା ମାମଲା: ରେଭ୍ ପାର୍ଟିରୁ ୫ ଜଣ ଗିରଫ, ସାପ ବିଷ ଏବଂ ବିଦେଶୀ ମହିଳା ଚାଲାଣ ଅଭିଯୋଗ

ନୂଆଦିଲ୍ଲୀ,୩/୧୧: ନିକଟରେ ବିଗ୍ ବସ୍ ଓଟିଟି ବିଜୟୀ ହୋଇଥିବା ୟୁଟ୍ୟୁବର ଏଲଭିଶ ଯାଦବଙ୍କ ନାଁରେ ଆସିଛି ବଡ଼ ଅଭିଯୋଗ। ନୋଏଡା ସେକ୍ଟର ୪୯ ରେ ଏଲବିଶଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏକ ରେଭ୍ ପାର୍ଟିରୁ ଗିରଫ…

ଲୋକ ସଭା ନିର୍ବାଚନ ପୂର୍ବରୁ ଅଖିଳେଶଙ୍କୁ ଝଟ୍‌କା

ଲକ୍ଷ୍ନୌ,୩।୧୧: ଲୋକ ସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ଉତ୍ତରପ୍ରଦେଶରେ ବଡ଼ ଝଟକା ଲାଗିଛି। ଲଖିମପୁରୀ ଖେରୀର ଏସପି ନେତା ତଥା ଚାରିଥର ଏମପି ଥିବା ରବି ପ୍ରକାଶ ବର୍ମା ଶୁକ୍ରବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ ସୋମବାର…

ଗତ ପାଞ୍ଚ ବର୍ଷରେ ଦିଲ୍ଲୀ ଭାରତର ସର୍ବାଧିକ ପ୍ରଦୂଷିତ ସହର 

ନୂଆଦିଲ୍ଲୀ,୩/୧୧: ଦେଶର ରାଜଧାନୀ ଦିଲ୍ଲୀ ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଧିକ ପ୍ରଦୂଷିତ ସହର ବୋଲି ଏକ ରିପୋର୍ଟରୁ ଜଣା ପଡିଛି। ୨୦୨୧ ପରଠାରୁ ଦିଲ୍ଲୀ ଆକାଶରେ ପ୍ରଦୂଷିତ ବର୍ଜ୍ୟବସ୍ତୁ(ପିଏମ) ର ମାତ୍ରା ୨.୫ ସ୍ତର ଯାଏଁ ବଢ଼ିଛି। ଏହି ରିପୋର୍ଟରୁ…

ମନି ଲଣ୍ଡରିଂ ମାମଲାରେ ରାଜସ୍ଥାନର ୨୫ ସ୍ଥାନରେ ଚଢାଉ

ଜୟପୁର,୩।୧୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଜସ୍ଥାନର ୨୫ରୁ ଅଧିକ ସ୍ଥାନରେ ଚଢାଉ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜଳ ଜୀବନ ମିଶନ ଦୁର୍ନୀତିରେ ମନି ଲଣ୍ଡରିଂ ମାମଲାରେ ଏହି ଚଢାଉ କରାଯାଉଛି। ତଦନ୍ତକାରୀ ସଂସ୍ଥା ଜୟପୁର ଏବଂ ଦୌସାର ୨୫ ରୁ…

ଦଳିତଙ୍କ ଉପରେ ପରିସ୍ରା କରି ୬ ଗିରଫ

ତିରୁନେଲ୍‌ଭେଲି,୩ା୧୧:ତାମିଲନାଡୁର ତିରୁନେଲ୍‌ଭେଲି ଜିଲାରେ ୨ ଜଣ ଦଳିତ ବ୍ୟକ୍ତିଙ୍କୁ ମାଡ଼ ମାରିବା, ଉଲଗ୍ନ କରାଇବା, ସେମାନଙ୍କ ଉପରେ ପରିସ୍ରା କରିବା ଓ ସେମାନଙ୍କ ପାଖରେ ଥିବା ଟଙ୍କା ଲୁଟିବା ଅଭିଯୋଗରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଏଭଳି ଘଟଣାକୁ ବିଭିନ୍ନ…

ଆଇଆଇଟି ଛାତ୍ରୀଙ୍କୁ ଉଲଗ୍ନ କରି ଭିଡିଓ ରେକର୍ଡିଂ କଲେ ବାଇକ୍‌ ଆରୋହୀ: ବିଏଚ୍‌ୟୁ କ୍ୟାମ୍ପସ୍‌ରେ ବିକ୍ଷୋଭ

ବାରାଣସୀ,୩ା୧୧:ବନାରସ୍‌ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ)ର ଜଣେ ଆଇଆଇଟି ଛାତ୍ରୀଙ୍କୁ ତାଙ୍କ ହଷ୍ଟେଲ ନିକଟରେ ୩ଜଣ ବାଇକ୍‌ ଆରୋହୀ ଅସଦାଚରଣ କରିବା ସହ ଉଲଗ୍ନ କରି ଏହାର ଭିଡିଓ ରେକର୍ଡିଂ କରିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବିଏଚ୍‌ୟୁ ଛାତ୍ରୀଛାତ୍ର ଗୁରୁବାର ବିକ୍ଷୋଭ…

ସ୍କୁଲ ପିଲାଙ୍କୁ ପଢ଼ାଯିବ ନିର୍ବାଚନୀ ପାଠ

ନୂଆଦିଲ୍ଲୀ,୩ା୧୧(ପି.ଟି.): ସାରା ଦେଶରେ ନିର୍ବାଚନ ସମ୍ପର୍କିତ ସାକ୍ଷରତା ପାଇଁ ବିଦ୍ୟାଳୟସ୍ତରରେ ପିଲାମାନଙ୍କୁ ପାଠ ପଢ଼ାଯିବ। ଏଥିପାଇଁ ନିର୍ବାଚନ କମିଶନ (ଇସି) ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଗୁରୁବାର ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଏମ୍‌ଓୟୁ ଅନୁଯାୟୀ ସବୁ ସ୍କୁଲ୍‌ର ଷଷ୍ଠରୁ…

‘ମାଇଁ ଲର୍ଡ଼, କହିବା ବନ୍ଦ କରନ୍ତୁ ଆପଣଙ୍କୁ ମୋର ଅଧା ଦରମା ଦେବି’: ଜାଣନ୍ତୁ କାହିଁକି ଏପରି କହିଲେ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୩/୧୧: ବିଚାର ପ୍ରକ୍ରିୟା ମଧ୍ୟରେ ବାରମ୍ବାର ‘ମାଇଁ ଲର୍ଡ଼ ଏବଂ ୟୋର ଲର୍ଡସିପ୍’ କହିବାରୁ ସୁପ୍ରିମକୋର୍ଟ ବିଚାରପତି ଜଣେ ବରିଷ୍ଠ ଓକିଲଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ବୁଧବାର ଏକ ମାମଲାର ଶୁଣାଣି ସମୟରେ ବିଚାରପତି ପିଏସ୍. ନରସିଂହ କହିଛନ୍ତି “ତୁମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?