ମାଟିଲେ ମିଶିଲା ବିଏସ୍ପି ନେତାଙ୍କ ୨୦ କୋଟି ଟଙ୍କାର ହୋଟେଲ୍
ଲକ୍ଷ୍ନୌ,୧୭।୧୦: ଗ୍ୟାଙ୍ଗଷ୍ଟର ଆକ୍ଟରେ ଅଭିଯୁକ୍ତ ତଥା ଫତେହଗଡର ମୋହଲା କସରଟାର ବିଏସପି ନେତା ଅନୁପମ ଦୁବେ ବର୍ତ୍ତମାନ ଆଗ୍ରା ଜେଲରେ ଅଛନ୍ତି। ଅନୁପମଙ୍କ ବିଳାସପୂର୍ଣ୍ଣ ଗୁରୁଶରନମ ହୋଟେଲ ଶ୍ମଶାନ ଜମିରେ ନିର୍ମାଣ ହୋଇଥିବା ଡିଏମ ଶୁଣାଣି ପରେ ଜଣାପଡିଥିଲା। ଏବେ ହୋଟେଲକୁ…
ରାଜ୍ୟ ସଭା ସଚିବାଳୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୭ା୧୦: ଆମ୍ ଆଦ୍ମୀ ପାର୍ଟି ଏମ୍ପି ରାଘବ ଚଢ଼ାଙ୍କୁ ରାଜ୍ୟ ସଭାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବନ କରାଯାଇଥିବାରୁ ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସର୍ବୋଚ୍ଚ ଅଦାଲତ ଏନେଇ ସୋମବାର ରାଜ୍ୟ ସଭା ସଚିବାଳୟକୁ ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି…
ଦୂତାବାସ ଯାଇ ପାଲେଷ୍ଟିନୀୟଙ୍କୁ ସମର୍ଥନ ଜଣାଇଲେ ବିରୋଧୀ ନେତା
ନୂଆଦିଲ୍ଲୀ,୧୭ା୧୦(ପି.ଟି.): ଗାଜା ଷ୍ଟ୍ରିପ୍ ଉପରେ ଇସ୍ରାଏଲ୍ ଆକ୍ରମଣ ଜାରି ରଖିଥିବାବେଳେ ଭାରତର ବିରୋଧୀ ଦଳ ନେତାମାନେ ସୋମବାର ନୂଆଦିଲ୍ଲୀସ୍ଥିତ ପାଲେଷ୍ଟାଇନ୍ ଦୂତାବାସ ଯାଇ ଏହାର ଜନସାଧାରଣଙ୍କୁ ସମର୍ଥନ ଜଣାଇଛନ୍ତି। ଦୂତାବାସ ଯାଇଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ବିଏସ୍ପି ଏମ୍ପି ଡାନିସ୍ ଅଲି,…
ଆଷ୍ଟି-ଅହମଦନଗର ଟ୍ରେନ୍ରେ ନିଆଁ
ମୁମ୍ବାଇ,୧୭।୧୦: ମହାରାଷ୍ଟ୍ରର ବିଡ୍ ଜିଲା ଅନ୍ତର୍ଗତ ଆଷ୍ଟି ସହରରୁ ଅହମଦନଗର ଯାଉଥିବା ଡେମୁ ଟ୍ରେନ୍ର ୫ଟି ବଗିରେ ସୋମବାର ଅପରାହ୍ନରେ ନିଆଁ ଲାଗିଯାଇଥିଲା। ଫଳରେ ଯାତ୍ରୀମାନଙ୍କୁ ତୁରନ୍ତ ଟ୍ରେନ୍ରୁ ଓହ୍ଲାଇ ଦିଆଯାଇଛି। ନାରାୟଣଡୋହ ଏବଂ ଅହମଦନଗର ଷ୍ଟେଶନ ମଧ୍ୟବର୍ତ୍ତୀ ସ୍ଥାନରେ ଏହି…
ଗୁଗଲ୍ ସିଇଓଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚର୍ଚ୍ଚା
ନୂଆଦିଲ୍ଲୀ,୧୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଗୁଲ ଏବଂ ଆଲଫାବେଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କ ସହ ଡିଜିଟାଲ ମାଧ୍ୟମରେ କଥା ହୋଇଥିଲେ। ଭାରତରେ ବୈଦ୍ୟୁତିକ ଉତ୍ପାଦନ ଇକୋସିଷ୍ଟମର ବିସ୍ତାରରେ ଭାଗ ନେବାକୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଗୁଗଲର ଯୋଜନା ଉପରେ…
ସିସୋଡିଆଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜେଲରେ ରଖାଯାଇପାରିବ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୬।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଡୁଆ କମୁନାହିଁ। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ପ୍ରାୟ ଆଠ ମାସ ଜେଲରେ ଅଛନ୍ତି। ସିବିଆଇ ଏବଂ ଇଡି ଏହି ଘଟଣାର ତଦନ୍ତ କରୁଛନ୍ତି। ଜାମିନ…
ଅସଦାଚରଣରୁ ଗୁଳିକାଣ୍ଡ: ୧୦ ଆହତ
ମାହୋବା (ୟୁପି),୧୬ା୧୦: ଉତ୍ତରପ୍ରଦେଶର ମାହୋବା ଜିଲାର ବେନ୍ଦୋ ଗ୍ରାମରେ ଅସଦାଚରଣକୁ କେନ୍ଦ୍ରକରି ଗୁଳିମାଡ଼ ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ୭ ଜଣଙ୍କୁ ମାହୋବା ଜିଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବି.ଏ. ବଢ଼ୁଥିବା ଜଣେ ଛାତ୍ରୀଙ୍କୁ ଜିତେନ୍ଦ୍ର…
ବୈଶ୍ବିକ ସମସ୍ୟା, ଅଶୋଧିତ ତୈଳ ଦାମ୍ ବୃଦ୍ଧିର ପ୍ରଭାବ, ରେକର୍ଡ ନିମ୍ନ ସ୍ତରକୁ ଖସିଲା ଟଙ୍କା
ନୂଆଦିଲ୍ଲୀ, ୧୬।୧୦:(୧୦) ଭାରତୀୟ ଟଙ୍କାର ମୂଲ୍ୟ ସୋମବାର ଐତିହାସିକ ନିମ୍ନ ସ୍ତରକୁ ହ୍ରାସ ପାଇଛି। ବିଶ୍ୱ ବଜାରରେ ଅଶୋଧିତ ତେଲର ଦର ବୃଦ୍ଧି ପାଇ ବ୍ୟାରେଲ ପିଛା ୯୦ ଡଲାର ପାର କରିବା ଏବଂ ଡଲାର ତୁଳନାରେ ଅନ୍ୟ ଏସୀୟ ମୁଦ୍ରାର…
ସମଲିଙ୍ଗୀ ବିବାହକୁ ମିଳିବ କି ଅନୁମତି ? ମଙ୍ଗଳବାର ନିଷ୍ପତ୍ତି ଶୁଣାଇବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୬।୧୦:(୧୦) ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ମାନ୍ୟତା ଦାବି କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ମଙ୍ଗଳବାର କୋର୍ଟ ନିଜର ନିଷ୍ପତି ଶୁଣାଇବେ। ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ପୀଠ ଏହି ମାମଲାର ଶୁଣାଣି ୧୦ ଦିନ ଧରି…
ଆହତ ହେଲେ ସୁମିତ୍ରା ମହାଜନ
ଇନ୍ଦୋର,୧୬।୧୦: ପୂର୍ବତନ ଲୋକ ସଭା ବାଚସ୍ପତି ସୁମିତ୍ରା ମହାଜନ ଇନ୍ଦୋରସ୍ଥିତ ନିଜ ଘରେ ପଡ଼ିଯିବାରୁ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ସୋମବାର ସୁମିତ୍ରା ମହାଜନଙ୍କ ସିଟି ସ୍କାନ ମଧ୍ୟ କରାଯାଇଛି। ପୂର୍ବତନ ଲୋକ ସଭା ବାଚସ୍ପତି ସୁମିତ୍ରା ମହାଜନ…
ମମତାଙ୍କୁ ଟାର୍ଗେଟ କଲେ ଶାହା
କୋଲକାତା,୧୬।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ତାଙ୍କର ପଶ୍ଚିମ ବଙ୍ଗ ଯାତ୍ରା ସମୟରେ କୋଲକାତାରେ ଦୁର୍ଗା ପୂଜାର ଉଦଘାଟନ କରିଛନ୍ତି। ଏହି ସମୟରେ ସେ ରାଜ୍ୟର ମମତା ବାନାର୍ଜୀ ସରକାରଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା…
ତେଜସ୍ବୀଙ୍କୁ ଆଶ୍ୱସ୍ତି, କରିବେ ବିଦେଶ ଯାତ୍ରା
ପାଟନା,୧୬।୧୦: ଜମି ବଦଳରେ ଚାକିରି ଦେବା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର କୋର୍ଟରୁ ଆଉ ଏକ ଆଶ୍ୱସ୍ତି ପାଇଛନ୍ତି। କୋର୍ଟ ତେଜସ୍ବୀଙ୍କୁ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ, ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତଥା ବିହାରର…
Archives


