ଜାତୀୟ

କୁଲଗାମରେ ସୁରକ୍ଷା ବାହିନୀଙ୍କୁ ମିଳିଲା ବଡ ସଫଳତା, ଲଶ୍କରର ୫ ଆତଙ୍କବାଦୀ ନିହତ

ଶ୍ରୀନଗର,୧୭।୧୧: ଦକ୍ଷିଣ କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଶୁକ୍ରବାର ଦ୍ୱିତୀୟ ଦିନ ପାଇଁ ଜାରି ରହିଛି। କୁହାଯାଉଛି ଯେ ସୁରକ୍ଷା ବାହିନୀ ବହୁତ ସଫଳତା ହାସଲ କରିଛି। ସୂଚନାନୁସାରେ, ଏନକାଉଣ୍ଟର ସ୍ଥାନରେ ୫ ଜଣ…

ମଧ୍ୟପ୍ରଦେଶ, ଛତିଶଗଡ ମତଦାତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ, ଗଣତନ୍ତ୍ର ପାଇଁ ପ୍ରତ୍ୟେକ ଭୋଟ ମୂଲ୍ୟବାନ

ନୂଆଦିଲ୍ଲୀ,୧୭।୧୧: ଆଜି ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ମତଦାନ ଆରମ୍ଭ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମସ୍ତ ମତଦାତାଙ୍କୁ ମୋର ନିବେଦନ ଯେ ସେମାନେ ନିଜର ମତାଧିକାରର ପ୍ରୟୋଗ…

ଭାଜପା ରୁଟି ଓଲଟାଇ ନାହିଁ, ସେଥିପାଇଁ ଜଳିଗଲା: ପିସି ଶର୍ମା

ଭୋପାଳ,୧୭।୧୧:ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି। ବିଭିନ୍ନ ଦଳର ନେତାମାନେ ଭୋଟ ଦେବାକୁ ଆସୁଛନ୍ତି। ସେହି କ୍ରମରେ ଭୋପାଳ ଦକ୍ଷିଣ ଆସନରୁ ବିଧାୟକ ତଥା କଂଗ୍ରେସ ପାର୍ଟି ପ୍ରାର୍ଥୀ ପିସି ଶର୍ମା ମଧ୍ୟ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି। ମତଦାନ ବୁଥରେ…

ୟୁଏଇରେ ୪୫ କୋଟି ଟଙ୍କାର ଲଟେରୀ ଜିତିଲେ ଭାରତୀୟ ବ୍ୟକ୍ତି

ନୂଆଦିଲ୍ଲୀ,୧୭।୧୧: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ବିଭିନ୍ନ ସହରରେ ବାସ କରୁଥିବା ଅତି କମରେ ପାଞ୍ଚ ଜଣ ଭାରତୀୟ ସାପ୍ତାହିକ ଡ୍ର କିମ୍ବା ଲଟେରୀ ଜିତିଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ସଦ୍ୟତମ ଜଣେ ହେଉଛନ୍ତି କଣ୍ଟ୍ରୋଲ ରୁମ ଅପରେଟର ଯିଏ…

ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ

ରାୟପୁର,୧୭।୧୧:ଛତିଶଗଡ଼ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୭୦ଟି ଆସନ ପାଇଁ ମତଦାନ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୯୫୮ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ୭୦ଟି ଆସନରେ ମୋଟ ଭୋଟରଙ୍କ ସଂଖ୍ୟା ହେଉଛି…

ନିର୍ବାଚନ ଲଢିବେ ଧକ୍‌ଧକ୍‌ ଗର୍ଲ

ମୁମ୍ବାଇ,୧୭।୧୧: ବଲିଉଡର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ସିନେମା ଜଗତରେ ନିଜର ଯାଦୁ ଦେଖାଇବା ପରେ ଏବେ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ମାଧୁରୀଙ୍କୁ ଗତ କିଛି ଦିନ ହେବ ନେତାଙ୍କ ସହ ଯୋଗାଯୋଗରେ ଥିଲେ। ଭାରତ ଏବଂ…

ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନ: ମତଦାନ ଆରମ୍ଭ

ଭୋପାଳ,୧୭।୧୧: ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନ ପାଇଁ ଶୁକବ୍ରାର ସକାଳ ୭ଠାରୁ ମତଦାନ ଆରମ୍ଭ ହୋଇଛି। ଭୋଟ ଦେବା ପାଇଁ ସକାଳୁ ଭୋଟରମାନେ ଆସିବା ଆରମ୍ଭ କରି ଦେଇଛନ୍ତି। ଏଥି ସହିତ ବରିଷ୍ଠ ନାଗରିକ କୁମୁଦ ବିଜୟବର୍ଗିୟ ପ୍ରଥମେ ପାଲାସିଆରେ ଅବସ୍ଥିତ…

ବଙ୍ଗୋପସାଗର ଉପକୂଳରେ ଘୂର୍ଣ୍ଣିବଳୟ, ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ,୧୬।୧୧: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସୂଚନା ଦେଇଛି। ପାଣିପାଗ ବିଭାଗ କହିଛି ଯେ ବଙ୍ଗୋପସାଗରରେ ଥିବା ଚାପ ଶୁକ୍ରବାର ସୁଦ୍ଧା ଏକ ଘୂର୍ଣ୍ଣିବଳୟ ଘୂର୍ଣ୍ଣିଝଡ଼ରେ ପରିଣତ ହେବ। ପାଣିପାଗ ବିଭାଗ କହିଛି ଯେ ଏହା…

କଂଗ୍ରେସକୁ ଟାର୍ଗେଟ କଲେ କେ କବିତା

ହାଇଦ୍ରାବାଦ,୧୬।୧୧: ଗୁରୁବାର (ନଭେମ୍ବର ୧୬) ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (KCR) ଙ୍କ ଝିଅ କେ କବିତା ତାଙ୍କ ନାମ ନ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ସେ ଦାବି କରିଛନ୍ତି…

ଭୟଙ୍କର ଟ୍ରେନ ଯାତ୍ରା, ଅତ୍ୟଧିକ ଭିଡରେ ସ୍ତ୍ରୀଙ୍କ ଆଗରେ ଚାଲିଗଲା ସ୍ବାମୀଙ୍କ ଜୀବନ

ହାପୁଡ,୧୬।୧୧: ଦୀପାବଳି ପରେ ଛଟ ପୂଜା ଯୋଗୁଁ ପୂର୍ବାଞ୍ଚଳ ଏବଂ ବିହାର ଅଭିମୁଖେ ଯାଉଥିବା ଟ୍ରେନରେ ଯାତ୍ରୀଙ୍କ ଭିଡ଼ କମିନାହିଁ। ଗୁରୁବାର ଅବଧ ଆସାମ ଏକ୍ସପ୍ରେସରେ ଆସାମ ଯାଉଥିବା ଜଣେ ଯୁବକ ତାଙ୍କ ପତ୍ନୀଙ୍କ ସହ ଶୋଇଥିବା କୋଚରେ ଅତ୍ୟଧିକ ଗହଳି…

ବିଆରଏସ ତେଲଙ୍ଗାନା ଉପରେ ୨ ଥର ଶାସନ କରିଛି, ଏବେ ପରିବର୍ତ୍ତନ ଚାହୁଁଛନ୍ତି ଜନତା: ଚିଦାମ୍ବରମ

ହାଇଦ୍ରାବାଦ,୧୬।୧୧: ତେଲଙ୍ଗାନାର ଜନତା ବିଧାନସଭା ନିର୍ବାଚନରେ ପରିବର୍ତ୍ତନ ଚାହୁଁଛନ୍ତି। କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଏହି ଦାବି କରିଛନ୍ତି। ଗୁରୁବାର ସେ କହିଛନ୍ତି, ଭାରତ ରାଷ୍ଟ୍ର ସମିତି (ବିଆରଏସ) ଶାସନର ଦୁଇ କାର୍ଯ୍ୟକାଳ ପରେ ଆସନ୍ତା ବିଧାନସଭା ନିର୍ବାଚନରେ ପରିବର୍ତ୍ତନ…

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ: ଡ୍ୟୁଟିରେ ଥିବା ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

ବେଟୁଲ୍‌,୧୬ା୧୧: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବେଟୁଲ୍‌ ସହରକୁ ପୋଲିଂ କର୍ମଚାରୀ ଭାବେ ଡ୍ୟୁଟିରେ ଯାଇଥିବା ଜଣେ ୫୫ ବର୍ଷୀୟ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଭୀମରାଓ ନାମକ ଏହି କର୍ମଚାରୀଙ୍କୁ ବେଟୁଲ୍‌ ବାଳିକା ବିଦ୍ୟାଳୟର ୧୨୩ ନମ୍ବର ବୁଥ୍‌ରେ ଡ୍ୟୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?