ଲୋକସଭା ସୁରକ୍ଷାରେ ତ୍ରୁଟି, ଭିଜିଟର ଗ୍ୟାଲେରୀରୁ ଡେଇଁଲେ ଯୁବକ,ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ,୧୩।୧୨ : ସଂସଦର ଚାଲିଥିବା ଶୀତକାଳୀନ ଅଧିବେଶନରେ ଲୋକସଭା ସୁରକ୍ଷାରେ ତ୍ରୁଟି ଦେଖାଦେଇଛି। ୨ ଜଣ ଯୁବକ ହଠାତ ଭିଜିଟର ଗ୍ୟାଲେରୀରୁ ଡେଇଁପଡିଥିଲେ। ଏହି କାରଣରୁ ଗୃହରେ ବିଶୃଙ୍ଖଳା ଦେଖାଦେଇଥିଲା। ତେବେ ସୁରକ୍ଷା କର୍ମୀ ଏହି ଯୁବକଙ୍କୁ ଧରିଥିଲେ। ସମସ୍ତ ତିନିଜଣ…
ମୃତଦେହ ରାସ୍ତାରେ ରଖି ବିରୋଧ କଲେ ଜେଲ ସହ ଜରିମାନା: ସରକାର ଆଣୁଛନ୍ତି ନୂଆ ଆଇନ…
ଚଣ୍ଡିଗଡ,୧୩।୧୨ : ଏଣିକି ଲୋକେ ମୃତଦେହକୁ ରାଜପଥ କିମ୍ବା ରାସ୍ତାରେ ରଖି ବିରୋଧ କରିପାରିବେ ନାହିଁ। ଆସନ୍ତା ବିଧାନସଭା ଅଧିବେଶନରେ ହରିୟାଣା ସରକାର ଏକ ନୂତନ ବିଲ ଆଣୁଛନ୍ତି। ଯାହା ଅନ୍ତର୍ଗତ ଏଭଳି କରିବା ଏକ ଆଇନଗତ ଅପରାଧ ହେବ। ବାସ୍ତବରେ,…
ବିମାନ ଭଡା ପୁଣି ବେଲଗାମ, ଦିଲ୍ଲୀରୁ ମୁମ୍ବାଇ ଭଡା ହେଲା ୫ ଗୁଣା…
ନୂଆଦିଲ୍ଲୀ/ମୁମ୍ବାଇ,୧୩।୧୨ : ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ବିମାନ ଭଡା ପ୍ରାୟ ୫ ଗୁଣା ବୃଦ୍ଧି ପାଇଛି। ପୂର୍ବରୁ ଦିଲ୍ଲୀରୁ ମୁମ୍ବାଇ ଯିବାକୁ ହେଲେ ପ୍ରାୟ ୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଏହି କ୍ଷେତ୍ରର ଭଡା ପ୍ରାୟ…
କହିବାର ସ୍ବାଧିନତା ରହିଛି ବୋଲି ମନ ଇଛା କିଛି କହି ହେବ ନାହିଁ: ହାଇକୋର୍ଟ…
ମୁମ୍ବାଇ,୧୩।୧୨ : ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ରହିଛି ବୋଲି ଏହାର ଯଥାର୍ଥ ସୀମା ଅତିକ୍ରମ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଏହାର ପରିଣାମ ବିପଦଜନକ ହୋଇପାରେ। କହିବାର ସ୍ବାଧିନତା ରହିଛି…
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ
ଭୋପାଳ,୧୩।୧୨: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଭାଜପା ନେତା ମୋହନ ଯାଦବ। ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୋତିଲାଲ ନେହେରୁ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ହୋଇଥିବା ଏହି ଶପଥ…
ଶପଥ ଗ୍ରହଣ ସମାରୋହ ପୂର୍ବରୁ ସିନ୍ଧିଆଙ୍କୁ ଭେଟିଲେ ମୋହନ ଯାଦବ
ଭୋପାଳ,୧୩।୧୨: ଭୋପାଳର ମୋତିଲାଲ ନେହେରୁ ଷ୍ଟାଡିୟମରେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ମୋହନ ଯାଦବ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ମୋହନ ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି। ଅନ୍ୟପଟେ, ଶପଥ ଗ୍ରହଣ ଉତ୍ସବରେ ଯୋଗ…
ସଂସଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ୨୦୦୧ ଆକ୍ରମଣରେ ଶହୀଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ,୧୩।୧୨: ଆଜି ସଂସଦର ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ସଂସଦ ଗୃହରେ ପହଞ୍ଚିଛନ୍ତି। ଏଠାରେ ସେ ସଂସଦ ଉପରେ ୧୩ ଡିସେମ୍ବର ୨୦୦୧ରେ ହୋଇଥିବା ଆକ୍ରମଣରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ…
ଧୀରଜ ସାହୁଙ୍କ ହ୍ବାଇଟ୍ ହାଉସରେ ରହୁଥିଲେ ଇନ୍ଧିରା ଗାନ୍ଧୀ
ରାଞ୍ଚି,୧୩।୧୨: କଂଗ୍ରେସ ରାଜ୍ୟ ସଭା ଏମ୍ପି ଧୀରଜ ସାହୁଙ୍କ ଘରେ ଆୟକର ଚଢାଉରେ ନଗଦ ୩୫୪ କୋଟି ଟଙ୍କା ଜବତ କରାଯାଇଛି। କୌଣସି ଆଇନ ପ୍ରଣୟନକାରୀ ସଂସ୍ଥା ଦ୍ୱାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଏ ପର୍ଯ୍ୟନ୍ତ ଜବତ ହୋଇଥିବା ଏହା ହେଉଛି ସର୍ବ…
ମଧ୍ୟପ୍ରଦେଶ, ଛତିଶଗଡରେ ଆଜି ଶପଥ ନେବେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ହେବେ ସାମିଲ
ନୂଆଦିଲ୍ଲୀ,୧୩।୧୨: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଚୟନ ହୋଇଛନ୍ତି। ଏହି ତିନୋଟି ରାଜ୍ୟ ମଧ୍ୟରୁ ମଧ୍ୟପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ଛତିଶଗଡରନୂଆ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ବୁଧବାର ଶପଥ ଗ୍ରହଣ କରିବେ। ମଧ୍ୟପ୍ରଦେଶରେ ରାଜେନ୍ଦ୍ର ଶୁକ୍ଲା…
କଶ୍ମୀର, ପଣ୍ଡିଚେରୀରେ ମହିଳାଙ୍କ ପାଇଁ ସଂରକ୍ଷଣ ବିଲ୍ ଆଗତ
ନୂଆଦିଲ୍ଲୀ,୧୩ା୧୨(ପି.ଟି.): କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ପଣ୍ଡିଚେରୀରେ ମହିଳାଙ୍କ ପାଇଁ ସଂରକ୍ଷଣ ସୀମା ବଢ଼ାଇବା ନିମନ୍ତେ ଦୁଇଟି ବିଲ୍ ମଙ୍ଗଳବାର ଲୋକ ସଭାରେ ଆଗତ ହୋଇଛି। ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ଜମ୍ମୁ-କଶ୍ମୀର ପୁନର୍ଗଠନ (ଦ୍ୱିତୀୟ ସଂଶୋଧନ) ବିଲ୍ ଏବଂ…
ସ୍ବାଧୀନତା ହରାଇବେ ଇସି
ନୂଆଦିଲ୍ଲୀ,୧୩ା୧୨ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି)ମାନଙ୍କ ନିଯୁକ୍ତି ଓ କାର୍ଯ୍ୟକାଳକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ରାଜ୍ୟ ସଭାରେ ଆଗତ ବିଲ୍ ଧ୍ୱନିମତରେ ଗୃହୀତ ହୋଇଯାଇଛି। ପ୍ରଚଳିତ…
କଂଗ୍ରେସର ଦୁର୍ନୀତି ଦୋକାନ ବନ୍ଦ ହେବା ଆବଶ୍ୟକ: ଭାଜପା…
ନୂଆଦିଲ୍ଲୀ,୧୨।୧୨ : ବିରୋଧୀ ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରି କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଙ୍ଗଳବାର କହିଛନ୍ତି ନୂତନ ଶକ୍ତି ସହ ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ଯୋଗୁ ବିରୋଧୀ ଦଳ…

