ଜାତୀୟ

ସଂସଦ ସୁରକ୍ଷାରେ ତ୍ରୁଟି: ଆଉ ପରିଦର୍ଶକଙ୍କୁ ମିଳିବନି ପାସ୍, ବିମାନ ବନ୍ଦର ପରି ହେବ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୧୩ା୧୨: ପରିଦର୍ଶକଙ୍କ ପାଇଁ ବନ୍ଦ ହେଲା ପାର୍ଲାମେଣ୍ଟ ଦ୍ୱାର। ବୁଧବାର ସଂସଦରେ ଏକ ବଡ଼ ସୁରକ୍ଷା ତ୍ରୁଟି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଲୋକସଭା ପରିଚାଳନା ସଚିବ। ଏନେଇ ସେ କେନ୍ଦ୍ର ଗୃହ ମନ୍ତ୍ରାଳାୟକୁ ଏକ ଚିଠି ଲେଖି ସୁରକ୍ଷା ବ୍ୟବସ୍ଥାର…

ଦ୍ୱିଗୁଣା ହେଲା ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ଶର୍ମାଙ୍କ ଖୁସି, ଜାଣନ୍ତୁ…

ଜୟପୁର,୧୩।୧୨: ରାଜସ୍ଥାନର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଶୁକ୍ରବାର ଅର୍ଥାତ ଡିସେମ୍ବର ୧୫ରେ ଶପଥ ନେବେ। ଜୟପୁରର ରାମନିବାସ ବାଗ ସ୍ଥିତ ଅଲବର୍ଟ ହଲ୍‌ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତାଙ୍କ ସହ ଦିୟା କୁମାରୀ ଏବଂ ପ୍ରେମଚାନ୍ଦ ବୈରଓ୍ବା…

ଦାୟିତ୍ୱ ଗ୍ରହଣ ପରେ ମୋହନଙ୍କ ବଡ଼ ନିଷ୍ପତ୍ତି

ଭୋପାଳ,୧୩ା୧୨: ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଧ୍ୟପ୍ରଦେଶର ଧାର୍ମିକ ସ୍ଥାନରେ ଉଚ୍ଚ ସ୍ବରରେ ମାଇକ୍‌ ବାଜିବାକୁ ମୁଖ୍ୟମନ୍ତ୍ରୀ ନିଷେଧ କରିଛନ୍ତି। ଭୋପାଳରେ ପ୍ରଥମ କ୍ୟାବିନେଟ ବୈଠକରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।…

ଲୋକ ସଭାରେ ଧୂଆଁ ସୃଷ୍ଟି କରିଥିବା ସ୍ମୋକ ଷ୍ଟିକ୍‌ କ’ଣ: ଜାଣନ୍ତୁ ଏହା ସମ୍ପର୍କରେ…

ନୂଆଦିଲ୍ଲୀ,୧୩।୧୨: ସଂସଦ ଆକ୍ରମଣ ବାର୍ଷିକୀରେ ଲୋକ ସଭା ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ଦେଖାଦେଇଛି। ସୁରକ୍ଷା ବଳୟ ଭେଦ କରି ଦୁଇ ଅଜ୍ଞାତ ଯୁବକ ଲୋକ ସଭାରେ ପଶିଯାଇ ଧୂଆଁ ନିର୍ଗତ କରିଛନ୍ତି। ଲୋକ ସଭା ଚାଲିଥିବା ବେଳେ ହଠାତ୍‌ ଦର୍ଶକ…

ସଂସଦ ଭିତରେ ଓ ବାହାରେ ଧୂଆଁ ସ୍ପ୍ରେ କରି ଆତଙ୍କ ସୃଷ୍ଟି କରିଥିବା ଯୁବତୀ ଓ ଯୁବକମାନେ କିଏ?

ନୂଆଦିଲ୍ଲୀ, ୧୩ା୧୨: ୨୨ ବର୍ଷ ପୂର୍ବେ ସଂସଦ ଗୃହ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ନୂତନ ସଂସଦ ଭବନରେ ଏକ ବଡ଼ ଉତ୍ତେଜନା ଦେଖିବାକୁ ମିଳିଛି। ଯେତେବେଳେ ପରିଦର୍ଶକ ଗ୍ୟାଲେରୀରେ ବସିଥିବା ଦୁଇଜଣ ଯୁବକ ସଂସଦରେ ଶୁନ୍ୟକାଳ ଚାଲିଥିବା…

ଲୋକସଭାରେ ଧୂଆଁ ଉଡ଼ାଇଥିବା ଯୁବକଙ୍କୁ ଏକାଠି ଆକ୍ରମଣ କଲେ ଲୋକସଭା ସଦସ୍ୟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୩।୧୨ : ବୁଧବାର ଦିନ ଦୁଇ ଯୁବକ ସର୍ବସାଧାରଣ ଗ୍ୟାଲେରୀରୁ ଲୋକସଭା ଚାମ୍ବରକୁ ଡେଇଁପଡି ହଳଦିଆ ଧୂଆଁ ଉଡାଇବା ଘଟଣା ସଂସଦର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ଏହି ସମୟରେ ଗୃହରେ ଭୟର ବାତାବରଣ ଖେଳି ଯାଇଥିଲା। ତେବେ ଉପସ୍ଥିତ ଏମପି…

”ଲାଗିଲା ମୁଁ ଆଉ ବଞ୍ଚିବି ନାହିଁ”, ଜାଣନ୍ତୁ କାହିଁକି ଏମିତି କହିଲେ ଲୋକସଭାରେ ଧୂଆଁ ଉଡ଼ାଇଥିବା ଯୁବକକୁ ଧରିଥିବା ଏମପି

ଭୁବନେଶ୍ୱର,୧୩ା୧୨: ଡିସେମ୍ବର ୧୩ ରେ ପୂରା ଦେଶ ପୁରୁଣା ସଂସଦ ଉପରେ ହୋଇଥିବା ଆକ୍ରମଣର ବାର୍ଷିକୀ ପାଳନ କରୁଛି। ୨୦୦୧ ରେ, ପୁରୁଣା ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ, ନୂତନ ସଂସଦରେ ମଧ୍ୟ ସମାନ ପ୍ରକାର ଘଟଣା…

ଲୋକ ସଭା ଧୂଆଁ ଧୂଆଁ କରିଥିବା ଯୁବକ ଭାଜପା ଏମପିଙ୍କ ଠାରୁ ପାଇଥିଲେ ପାସ୍

ନୂଆଦିଲ୍ଲୀ, ୧୩ା୧୨: ବୁଧବାର ଦିନ ଲୋକସଭାରେ ଏକ ବଡ଼ ସୁରକ୍ଷା ତ୍ରୁଟି ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଭିଜିଟର ପାସ୍ ପାଇ ଗୃହ ଭିତରୁ ଯାଇଥିବା ସୂଚନା ମିଳିଛି। ଏହି ପାସ୍‌ରେ ବନ୍ଦୀ ସାଗର ଶର୍ମାଙ୍କ ନାମ ରହିଥିଲା…

ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ବିଷ୍ଣୁଦେଓ ସାଏ

ରାୟପୁର,୧୩।୧୨: ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ବିଷ୍ଣୁଦେଓ ସାଏ ଶପଥ ଗ୍ରହଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଭାବେ ଭାଜପା ରାଜ୍ୟ ସଭାପତି ଅରୁଣ ସାଓ ଏବଂ ବିଜୟ ଶର୍ମା ଶପଥ ଗ୍ରହଣ କରିଥିଲେ। ରାଜଧାନୀ ରାୟପୁରର ସାଇନ୍ସ କଲେଜରେ ଏହି ଶପଥ ଗ୍ରହଣ…

୩ ରାଜ୍ୟରେ ଭାଜପାର କାଠ କଣ୍ଢେଇ ସରକାର: କଂଗ୍ରେସ…

ନୂଆଦିଲ୍ଲୀ,୧୩।୧୨ : ଭାରତୀୟ ଜନତା ପାର୍ଟି ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ୩ ଜଣ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବା ପରେ ତିନି ହିନ୍ଦୀ ଭାଷାଭାଷୀ ରାଜ୍ୟରେ ସିଏମ ଚୟନକୁ ନେଇ କଂଗ୍ରେସ କଡାସମାଲୋଚନା କରିଛି। କଂଗ୍ରେସର ଜାତୀୟ ମୁଖପାତ୍ର…

କାମସୂତ୍ରର ନୂତନ ଲେଖକ ହୋଇପାରିଛନ୍ତି ନୀତୀଶ: ଗିରିରାଜଙ୍କ ବିବାଦୀୟ ମନ୍ତବ୍ୟ…

ନୂଆଦିଲ୍ଲୀ,୧୩।୧୨ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ନୀତୀଶ ଯେଉଁ ଦିନ ସେ ମହିଳାମାନଙ୍କୁ ଅପମାନିତ କରିଥିଲେ, ତାଙ୍କର ଅନ୍ତ ସେ ଦିନ ହୋଇଥିଲା। ସେ…

ପୁଣି ଘଟିଲା ୨୨ ବର୍ଷ ପୁରୁଣା ଘଟଣା, ଏବେ ସଂସଦ ଭିତର ହେଲା ଧୂଆଁ ଧୂଆଁ…

ନୂଆଦିଲ୍ଲୀ,୧୩।୧୨ : ୨୨ ବର୍ଷ ତଳେ ୨୦୦୧ରେ ସଂସଦ ଭବନରେ ହୋଇଥିବା ଆକ୍ରମଣର ପୂନରାବୃତ୍ତି ହୋଇଛି। ଲୋକସଭାରେ ୩ ଯୁବକ ହଠାତ ଭିଜିଟର ଗ୍ୟାଲେରୀରୁ ଡେଇଁ ପଡି ତା’ପରେ ସିଟ ଉପରେ ଠିଆ ହୋଇ ଜୋତା ଖୋଲି. ସେଥିରୁ ବୋମା ପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?