ଲୋକ ସଭା ଶୀତକାଳିନ ଅଧିବେଶନରୁ ୫ କଂଗ୍ରେସ ଏମପି ସସପେଣ୍ଡ
ନୂଆଦିଲ୍ଲୀ,୧୪।୧୨: ସଂସଦର ସୁରକ୍ଷା ଅଭାବକୁ ନେଇ ବିରୋଧୀ ଦଳ ଗୁରୁବାର ଲୋକ ସଭା ଓ ରାଜ୍ୟ ସଭାରେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବି କରିଛନ୍ତି। ଏହି ସମୟରେ ଲୋକ ସଭା ବାଚସ୍ପତି…
ଅପ୍ରାକୃତିକ ଯୌନ ସମ୍ପର୍କ ଆଉ ବିବାହ ନାରେ ବଳାତ୍କାର ନୁହେଁ ଅପରାଧ! ବ୍ରିଟିଶ ଆଇପିସି ସ୍ଥାନରେ ମୋଦି ସରକାର ଆଣିଲେ ବିଏନଏସ, ଜାଣନ୍ତୁ ବ୍ୟବସ୍ଥାରେ କ’ଣ ଅଛି…
ନୂଆଦିଲ୍ଲୀ,୧୪।୧୨ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସଂଶୋଧନ ପରେ ସଂସଦରେ ‘ଭାରତୀୟ ଜୁଡିସିଆଲ କୋଡ’ ଅର୍ଥାତ ବିଏନଏସର ନୂତନ ଡ୍ରାଫ୍ଟ ଉପସ୍ଥାପନ କରିଛନ୍ତି। ଲୋକସଭାରେ ଉପସ୍ଥାପିତ ହୋଇଥିବା ବିଏନଏସ (ଦ୍ୱିତୀୟ) ବିଲ, ୨୦୨୩ ର ନୂତନ ସଂସ୍କରଣ, ସଂସଦୀୟ କମିଟିର…
ଭାଇ ଆଉ ମାମା: ଶିବରାଜ ୨୪ ଘଣ୍ଟାରେ ୨ ଥର ବଦଳାଇଲେ ନିଜ ସୋସିଆଲ ମିଡିଆ ପ୍ରୋଫାଇଲ…
ଭୋପାଳ,୧୪।୧୨ : ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହା ପରେ, ପ୍ରଥମ କ୍ୟାବିନେଟ ବୈଠକରେ ସେ ଅନେକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ସେପଟେ ପୂର୍ବତନ ସିଏମ ଶିବରାଜ ସିଂ ଚୌହ୍ବାନ…
ସଂସଦ ସୁରକ୍ଷା ତ୍ରୁଟି ଘଟଣା: ପୋଲିସକୁ ଚମକାଇଦେଲା ଭଳି ବୟାନ ଦେଲେ ଅଭିଯୁକ୍ତ, ମୋଦିଙ୍କୁ…
ନୂଆଦିଲ୍ଲୀ,୧୪।୧୨: ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ନେଇ ସାରା ଦେଶରେ ତୁମ୍ବି ତୋଫାନ ଲାଗି ରହିଛି। ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ବିଶେଷ କରି ଠିକ୍ ଡିସେମ୍ବର ୧୩ ୨୦୦୧ରେ ଘଟିଥିବା ସମାନ ଘଟଣା ପୁଣି ସମାନ ଦିନରେ…
‘ରାମ ଭଜନ ସୁଖଦାଇ ଭଜୋ ରେ ମେରେ ଭାଇ …’, ଶିବରାଜଙ୍କ ଭଜନ ଭିଡିଓ ଭାଇରାଲ…
ଭୋପାଳ,୧୪।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ବହୁମତ ପାଇବା ପରେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ଅନେକ ଦିନର ଆଲୋଚନା ପରେ ଭାଜପା ପକ୍ଷରୁ ମଧ୍ୟପ୍ରଦେଶରେ ୧୮ ବର୍ଷ ଧରି ଶାସନ କରିଥିବା ପରିଚାଳନା ଶିବରାଜ ସିଂ…
ରତନ ଟାଟାଙ୍କ ଡ୍ରିମ ପୋଜେକ୍ଟ ଟାଟା ନାନୋକୁ ପ୍ରସ୍ତୁତ କରିଥିଲେ ଏହି ବ୍ୟକ୍ତି, ଏବେ ଅଛନ୍ତି ଇଡି
ନୂଆଦିଲ୍ଲୀ,୧୪।୧୨: ରତନ ଟାଟା ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଭାରତୀୟ ଶିଳ୍ପପତିମାନଙ୍କ ମଧ୍ୟରୁ ଅନ୍ୟତମ। ସାରା ବିଶ୍ୱରେ ସମସ୍ତେ ରତନ ଟାଟାଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରନ୍ତ। ରତନ ଟାଟାଙ୍କ ଡ୍ରିମ ପ୍ରୋଜେକ୍ଟ ଟାଟା ନାନୋ ସେତେବେଳ ସମୟରେ ମାର୍କେଟରେ ଖୁବ୍ ଲୋକପ୍ରିୟ ହୋଇଥିଲା।…
ଆତଙ୍କବାଦୀଙ୍କ ପାଇଁ କଳା ପାଣି: ଜମ୍ମୁ-କଶ୍ମୀରର କଡା ସୁରକ୍ଷା ବ୍ୟବସ୍ଥା ଥିବା ଜେଲ…
ଶ୍ରୀନଗର,୧୪।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜିରୋ ଆତଙ୍କ ନୀତି ଅନୁଯାୟୀ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା ଥିବା ଜେଲ ନିର୍ମାଣ କରାଯାଉଛି। ଏହି ଜେଲରେ କେବଳ ଆତଙ୍କବାଦୀଙ୍କୁ ରଖାଯିବ। ଏହି ଜେଲରେ ୬୦୦ଆତଙ୍କବାଦୀ ରହିବାର…
ସଂସଦ ସୁରକ୍ଷାରେ ତ୍ରୁଟିକୁ ନେଇ ଗର୍ଜିଲେ ସଞ୍ଜୟ
ନୂଆଦିଲ୍ଲୀ,୧୪।୧୨: ସଂସଦର ସୁରକ୍ଷା ଅଭାବ ଘଟଣାରେ ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ କହିଛନ୍ତି ଯେ ସରକାର ପାଟି ବନ୍ଦ କରି ବସିଛନ୍ତି … ୨୨ବର୍ଷ ପୂର୍ବେ ଏହି ଘଟଣା ଅପେକ୍ଷା ଆଉ ଏକ ଭୟଙ୍କର ଘଟଣା ଘଟିଥିଲା ଏବଂ ଆମକୁ…
ମହାକାଶକୁ ମହିଳା ରୋବଟ୍ ପଠାଇବ ଇସ୍ରୋ
ନୂଆଦିଲ୍ଲୀ,୧୪ା୧୨: ଭାରତ ମହାକାଶକୁ ମହିଳା ରୋବଟ୍ ‘ବ୍ୟୋମମିତ୍ର’ ପଠାଇବ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି। ସେ କହିଛନ୍ତି, ଆସନ୍ତାବର୍ଷ ପରୀକ୍ଷାମୂଳକ ଭାବେ ମହାକାଶକୁ ‘ବ୍ୟାମମିତ୍ର’ ପଠାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏତଦ୍ବ୍ୟତୀତ ଡକ୍ଟର…
ମାମୁଙ୍କ ଭଳି ମହିଳାଙ୍କ ନିକଟରେ ବେଶ ଲୋକପ୍ରିୟ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ
ଭୋପାଳ,୧୪।୧୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟର ମହିଳାମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ। ଲଡଲି ବେହନାଙ୍କ ପରି ମହିଳାଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଯୋଗୁଁ ଶିବରାଜ ରାଜ୍ୟର ଭଉଣୀ ଏବଂ ଝିଅମାନଙ୍କଠାରୁ ବହୁତ ଭଲ ପାଇବା ପାଇଛନ୍ତି। ରାଜ୍ୟବାସୀ…
ରାଜ୍ୟ ସଭାରୁ ନିଲମ୍ବିତ ହେଲେ ଟିଏମସି ଏମପି
ନୂଆଦିଲ୍ଲୀ,୧୪।୧୨: ତ୍ରୁଣ ମୂଳ କଂଗ୍ରେସ(ଟିଏମସି) ଏମପି ଡେରେକ ଓ’ବ୍ରାୟନଙ୍କୁ ଶୀତକାଳିନ ଅଧିବେଶନର ଶେଷ ଭାଗରୁ ସସପେଣ୍ଡ କରି ଦିଆଯାଇଛି। ଓ’ବ୍ରାଇନ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇ ଗୃହର ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ବୁଧବାର ଅପରାହ୍ନରେ…
୩୦ ପ୍ରତିଶତ ବଢିଛି ଘରଭଡା, ଶୀର୍ଷରେ ରହିଛି ଏହି ସହର…
ନୂଆଦିଲ୍ଲୀ,୧୪।୧୨ : ସମ୍ପ୍ରତି ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ଏକ ସଙ୍କଟ ସୃଷ୍ଟି କରିଛି। ଆକାଶଛୁଆଁ ଘର ଭଡା ବଡ ସହର ଏବଂ ଅଧ୍ୟୟନ ପାଇଁ ଦିଲ୍ଲୀ-ଏନସିଆର ଯାଉଥିବା ଲୋକଙ୍କ ପକେଟ ଖାଲି କରିଦେଉଛି। ଏକ ସର୍ବେକ୍ଷଣ ଅନୁଯାୟୀ, ଅନେକ ବଡ ସହରରେ…

