ଜାତୀୟ

ବେକେରୀ ସପ୍‌ରେ ବିସ୍ଫୋରଣ: ୧୫ କର୍ମଚାରୀ ଆହତ

ହାଇଦ୍ରାବାଦ,୧୪।୧୨: ହାଇଦ୍ରାବାଦ ସହର ଗଗନପାହାଡ଼ ଅଞ୍ଚଳରେ ଥିବା ଏକ ବେକେରୀ ସପ୍‌ରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ୧୫ଜଣ କର୍ମଚାରୀ ଆହତ ହୋଇଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଏ.…

କିଛି ଘଣ୍ଟା ମଧ୍ୟରେ ଡିଏମକେ ଏମ୍‌ପିଙ୍କ ନିଲମ୍ବନ ପ୍ରତ୍ୟାହାର, କଂଗ୍ରେସ କହିଲା ସମ୍ପୂର୍ଣ୍ଣ ଅଜବ…

ନୂଆଦିଲ୍ଲୀ,୧୪।୧୨: ସଂସଦର ସୁରକ୍ଷାରେ ତ୍ରୁଟିକୁ ନେଇ ଲୋକ ସଭା ଓ ରାଜ୍ୟ ସଭାରେ ବିରୋଧୀମାନେ ବିରୋଧ କରୁଛନ୍ତି। ଏଥି ସହିତ ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ବିରୋଧୀ ଏହା ଉପରେ ରାଜନୀତି କରିବା…

ଅଯୋଧ୍ୟା ରାମମନ୍ଦିର ମୂର୍ତ୍ତି ନିର୍ମାଣ କରିଛନ୍ତି ମୁସଲମାନ ବାପ-ପୁଅ

କୋଲକାତା,୧୪ା୧୨: ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲାର ୨ଜଣ ମୁସଲମାନ କାରିଗର ଅଯୋଧ୍ୟା ରାମମନ୍ଦିର ପାଇଁ ଭଗବାନ ରାମଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି। ମହମ୍ମଦ ଜମାଲୁଦ୍ଦିନ ଓ ତାଙ୍କ ପୁଅ ଦୀର୍ଘଦିନ ଧରି ଏହି ମୂର୍ତ୍ତି ନିର୍ମାଣରେ ନିୟୋଜିତ ଥିଲେ। ସେମାନଙ୍କ…

ସିସୋଡିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁନର୍ବିଚାର ଆବେଦନ ଖାରଜ

ନୂଆଦିଲ୍ଲୀ,୧୪।୧୨: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ଗୁରୁବାର ସୁପ୍ରିମକୋର୍ଟ ସିସୋଡିଆଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି। ଅକ୍ଟୋବର ୩୦ରେ, ସୁପ୍ରିମକୋର୍ଟ ମଦ ଦୁର୍ନୀତି ମାମଲାରେ ସିସୋଡିଆକୁ ଜାମିନ୍‌ ଦେବାକୁ ମନା କରିଦେଇଥିଲେ। ହେଲେ ସେ ଏହି…

ଏହି ଆସନରୁ ଲୋକ ସଭା ନିର୍ବାଚନ ଲଢିବେ ଏସ୍‌ପି ମୁଖ୍ୟ ଅଖିଳେଶ, ସବୁକିଛି ସ୍ପଷ୍ଟ କଲେ ଦାଦା ଶିବପାଲ

ଲକ୍ଷ୍ନୌ,୧୪।୧୨: ଉତ୍ତରପ୍ରଦେଶର ସମସ୍ତ ଦଳ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି ସମୟରେ ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ତାଙ୍କ ପୁତୁରା ତଥା ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନ ଲଢିବାକୁ ନେଇ…

୨ ପୂର୍ବ ବିଧାୟକଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କଲା କଂଗ୍ରେସ

ରାଞ୍ଚି,୧୪।୧୨: କଂଗ୍ରେସ ଦୁଇ ପୂର୍ବତନ ବିଧାୟକଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଛି। ପୂର୍ବତନ ବିଧାୟକ ବିନୟ ଜୟସ୍ବାଲ ଏବଂ ବୃହସ୍ପତ ସିଂଙ୍କୁ ଦଳରୁ ବହିଷ୍କାର କରାଯାଇଛି। ନିର୍ବାଚନରେ ହାରିବା ପରେ ଦଳର ଶୀର୍ଷ ନେତୃତ୍ୱଙ୍କ ବିରୋଧରେ ଉଭୟ ନେତା…

ମୁଖ୍ୟମନ୍ତ୍ରୀ ପଦ ଯିବାପରେ ଟ୍ରାକ୍ଟର ଚଳାଉଛନ୍ତି ଶିବରାଜ, ଭାଇରାଲ ହେଉଛି ଭିଡିଓ

ଭୋପାଳ,୧୪।୧୨: ଭାରତୀୟ ଜନତା ପାର୍ଟି(ଭାଜପା)ରେ ଶିବରାଜ ସିଂ ଚୌହାନଙ୍କ ଭବିଷ୍ୟତ କ’ଣ ହେବ ତାହା କେବଳ ସମୟ କହିବ। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଟ୍ରାକ୍ଟର…

କୃଷକଙ୍କୁ ଦୁଇ ବର୍ଷର ବୋନସ ସହ ମିଳିବ ୧୮ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ

ନୂଆଦିଲ୍ଲୀ,୧୪।୧୨: ଗୁରୁବାର ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ପ୍ରଥମ ବୈଠକ ଆୟୋଜିତ ହୋଇଥିଲା। କ୍ୟାବିନେଟ ବୈଠକରେ ଉପ ମୁଖ୍ୟମନ୍ତ୍ରୀ ଅରୁଣ ସାଏ ଏବଂ ବିଜୟ ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ଗରିବଙ୍କ ପାଇଁ ୧୮…

ସଂସଦ ଆକ୍ରମଣ ପରେ ମନ୍ତ୍ରୀଙ୍କୁ ସତର୍କ କରାଇଲେ ମୋଦି, କହିଲେ ରାଜନୀତିରେ ପଡିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୧୪।୧୨: ସଂସଦର ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ତ୍ରୁଟି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କେନ୍ଦ୍ର ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସୂତ୍ରରୁ ପ୍ରକାଶ ଯେ ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେବାକୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ବାଚନମଣ୍ଡଳୀରେ ଆୟୋଜିତ ହେବାକୁ ଥିବା ନୀତୀଶଙ୍କ ରାଲି ସ୍ଥଗିତ

ପାଟନା,୧୪।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାରାଣସୀ ରାଲିକୁ ସ୍ଥଗିତ ରଖାଯାଇଛି। ଏହି ରାଲି ୨୪ ଡିସେମ୍ବରରେ ବାରାଣାସୀର ରୋହନିଆ ଅଞ୍ଚଳରେ ଅନୁଷ୍ଠିତ ହେବାର ଥିଲା। ବିହାର ସରକାରର ଜଣେ ମନ୍ତ୍ରୀ ରାଲିର ସ୍ଥଗିତାଦେଶ ସମ୍ପର୍କରେ ସୂଚନା ଦେଇଛନ୍ତି। ମନ୍ତ୍ରୀ ଜମା…

ସତ୍ୟେନ୍ଦ୍ରଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ୍‌ ଜାନୁୟାରୀ ୮ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୪।୧୨: ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି(ଏଏପି)ନେତା ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ ବଢିବାରେ ଲାଗିଛି। ଗୁରୁବାର ସୁପ୍ରିମକୋର୍ଟ ଏଏପି ନେତା ସତ୍ୟେନ୍ଦ୍ରଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ୍‌କୁ ଜାନୁୟାରୀ ୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମେ ୨୬ରେ କୋର୍ଟ ସତ୍ୟେନ୍ଦ୍ରଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ୍‌…

ସଂସଦ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଅଭିଯୋଗରେ ୧୪ ଏମ୍‌ପି ପୂରା ଅଧିବେଶନରୁ ନିଲମ୍ବିତ

ନୂଆଦିଲ୍ଲୀ,୧୪।୧୨: ସଂସଦର ସୁରକ୍ଷା ଅଭାବକୁ ନେଇ ବିରୋଧୀ ଦଳ ଗୁରୁବାର ଲୋକ ସଭା ଓ ରାଜ୍ୟ ସଭାରେ ଏକ ଅଡୁଆ ସୃଷ୍ଟି କରିଛନ୍ତି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବି କରିଛନ୍ତି। ଏହି ସମୟରେ ଲୋକ ସଭା ବାଚସ୍ପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?