ଜାତୀୟ

ମହୁଆଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ କରିବେ ଶୁଣାଣି

ନୂଆଦିଲ୍ଲୀ,୧୫।୧୨: ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକ ସଭାରୁ ବହିଷ୍କାର ବିରୋଧରେ ତୃଳମୂଳ କଂଗ୍ରେସ ନେତା ମହୁଆ ମୋଇତ୍ରାଙ୍କ ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିବେ। ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ମାମଲାର ଶୁଣାଣି…

ଶିମିଲାଠାରୁ ଥଣ୍ଡା ଦିଲ୍ଲୀ, କାଠୁଆ ଜାଡ଼ରେ ଥରିଲେ ରାଜଧାନୀବାସୀ

ନୂଆଦିଲ୍ଲୀ, ୧୫।୧୨: ଗୁରୁବାର ଜାତୀୟ ରାଜଧାନୀ ଦିଲ୍ଲୀର ପାରଦ ରେକର୍ଡ ୫ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସି ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଦିଲ୍ଲୀ-ସଫଦରଜଙ୍ଗ ଅଞ୍ଚଳରେ ତାପମାତ୍ରା ୪.୯ ଡିଗ୍ରୀ…

ଶପଥ ଗ୍ରହଣ ପୂର୍ବରୁ ମାତାପିତାଙ୍କ ପାଦ ଧୋଇ ଆଶୀର୍ବାଦ ନେଲେ ଭଜନଲାଲ

ଜୟପୁର,୧୫।୧୨: ଭଜନଲାଲ ଶର୍ମା ଶୁକ୍ରବାର ସକାଳ ପ୍ରାୟ ୧୧ଟା ୩୦ ମିନିଟ ସମୟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋନୀୟତାର ଶପଥ ଗ୍ରହଣ କରିବେ। ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଏବଂ ପ୍ରେମଚାନ୍ଦ ବୈରୱା ମଧ୍ୟ ଶପଥ…

ଜନ୍ମଦିନରେ ଶପଥ ନେବେ ଭଜନଲାଲ

ଜୟପୁର,୧୫ା୧୨: ଶୁକ୍ରବାର ଭଜନଲାଲ ଶର୍ମାଙ୍କ ପାଇଁ ଏକ ବିଶେଷ ଦିନ। ଆଜି ତାଙ୍କର ଜନ୍ମଦିନ ଏବଂ ଆଜିର ଏହି ଖାସ୍‌ ଦିନରେ ସେ ରାଜସ୍ଥାନର ୧୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଜୟପୁରର ଐତିହାସିକ ଆଲବର୍ଟ ହଲ୍‌ ବାହାରେ ଏହି…

ଆଜି ଲୌହମାନବ ବଲ୍ଲଭଭାଇ ପଟେଲଙ୍କ ୭୩ତମ ଶ୍ରାଦ୍ଧବାର୍ଷିକୀ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୧୨: ଦେଶର ପ୍ରମୁଖ ସ୍ବାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତକୁ ସ୍ବାଧୀନତା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଜି ସର୍ଦ୍ଦାର ପଟେଲଙ୍କ ୭୩ ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ମନେ ପକାଇ…

ଆକ୍ସନ ମୁଡ୍‌ରେ ନୂଆ ମୁଖ୍ୟମନ୍ତ୍ରୀ: ଭାଜପା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଘର ଉପରେ ଚଢିଲା ବୁଲଡୋଜର

ଭୋପାଳ,୧୫।୧୨: ମଧ୍ୟପ୍ରଦେଶର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଆରମ୍ଭରୁ ଆକ୍ସନ ମୁଡ୍‌ରେ ଅଛନ୍ତି। କ୍ଷମତାକୁ ଆସିବାର ଗୋଟିଏ ଦିନ ମଧ୍ୟରେ ପ୍ରଥମ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭାଜପା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଘର ବୁଲ୍‌ଡୋଜର ଦ୍ୱାରା ଭଙ୍ଗାଯାଇଛି। ଅପରାଧକୁ…

ଭାଇରାଲ ହେଲା ମହିଳା ବିଚାରପତିଙ୍କ ଯୌନ ଉତ୍ପୀଡ଼ନ ଚିଠି, ଅଲ୍ଲାବାଦ ହାଇକୋର୍ଟଙ୍କ ମାଗିଲେ ରିପୋର୍ଟ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ, ୧୫।୧୨: ଉତ୍ତରପ୍ରଦେଶର ଜଣେ ମହିଳା ବିଚାରପତିଙ୍କ ଇଛା ମୃତ୍ୟୁ ସମ୍ପର୍କରେ ଭାଇରାଲ ଚିଠି ଉପରେ ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ ଆହ୍ଲାବାଦ ହାଇକୋର୍ଟକୁ ରିପୋର୍ଟ ତଲବ କରିଛନ୍ତି। ସୂଚନାନୁସାରେ, ବିଳମ୍ବିତ ରାତିରେ ପ୍ରଧାନ ବିଚାରପତିଙ୍କ ସୁପ୍ରିମକୋର୍ଟର ସେକ୍ରେଟେରୀ ଜେନେରାଲ…

ଆତ୍ମସମର୍ପଣ କଲେ ପାର୍ଲାମେଣ୍ଟ ଉପଦ୍ରବର ମାଷ୍ଟରମାଇଣ୍ଡ୍‌

ନୂଆଦିଲ୍ଲୀ,୧୫।୧୨: ପାର୍ଲାମେଣ୍ଟ ଉପଦ୍ରବର ମାଷ୍ଟରମାଇଣ୍ଡ୍‌ ଲଲିତ ମୋହନ ଝା ଗୁରୁବାର ନୂଆଦିଲ୍ଲୀର କର୍ତ୍ତବ୍ୟପଥ ଥାନାରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ ଅଧିକାରୀମାନେ ପଚରାଉଚରା କରୁଛନ୍ତି। କୋଲକାତାରେ ଶିକ୍ଷକତା କରୁଥିବା ଲଲିତ ଘଟଣା…

୨୦୧୪ ପରଠାରୁ ୧୪ ଟି ଦେଶର ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର,୧୫।୧୨: ବିଶ୍ୱ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ସର୍ବାଧିକ। ନିକଟରେ ହୋଇଥିବା ଏକ ସର୍ଭେରେ ତାଙ୍କୁ ସବୁଠାରୁ ଲୋକପ୍ରିୟ ନେତା ଭାବେ ଘୋଷଣା କରାଯାଇଥିଲା। କେବଳ ଏତିକି ନୁହେଁ ଅନେକ ଦେଶ ତାଙ୍କୁ ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିଛନ୍ତି। ବୈଦେଶିକ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ୩ ସୁଗୁଣ ବଖାଣିଲେ ଅମିତ ଶାହା

ନୂଆଦିଲ୍ଲୀ,୧୫।୧୨: ସମ୍ପ୍ରତି ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଫଳାଫଳ ପ୍ରମାଣ କରୁଛି ଦେଶରେ ଏବେ ମୋଦି ଯୁଗ ଚାଲିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ନିର୍ବାଚନରେ ଭାଜପା ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଏଥିରେ ବିପୁଳ ସଫଳତା ହାସଲ କରିଥିଲା। ଭାରତୀୟ ଜନତା ପାର୍ଟିରେ ଚାଣକ୍ୟ…

ମୋବାଇଲ ଫୋନ୍‌ ଜବତ ଗାଇଡ୍‌ଲାଇନ, ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪ା୧୨: ଅଭିଯୁକ୍ତମାନଙ୍କୁ ଜେରା, ଗିରଫ କିମ୍ବା ସେମାନଙ୍କ ବିରୋଧରେ ପୋଲିସ ତଥା ଆଇନ ପ୍ରଣୟକାରୀ ସଂସ୍ଥା ଦ୍ୱାରା କୌଣସି ମାମଲା ଥିଲେ ସେମାନଙ୍କ ଡିଜିଟାଲ ଉପକରଣର ତଲାସି ନେବା ଓ ଜବତ କରିବା ପାଇଁ ନୂଆ ଗାଇଡ୍‌ଲାଇନ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ…

ବେକେରୀ ସପ୍‌ରେ ବିସ୍ଫୋରଣ: ୧୫ କର୍ମଚାରୀ ଆହତ

ହାଇଦ୍ରାବାଦ,୧୪।୧୨: ହାଇଦ୍ରାବାଦ ସହର ଗଗନପାହାଡ଼ ଅଞ୍ଚଳରେ ଥିବା ଏକ ବେକେରୀ ସପ୍‌ରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ୧୫ଜଣ କର୍ମଚାରୀ ଆହତ ହୋଇଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଏ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?