ଜାତୀୟ

୯ ଦିନ ହେଲା ଟନେଲରେ ଫସିଛନ୍ତି ଶ୍ରମିକ: ୬ ଇଞ୍ଚିଆ ପାଇପରେ ପଠାହେଲା ଖେଚୁଡ଼ି

ନୂଆଦିଲ୍ଲୀ, ୨୦ା୧୧: ଉତ୍ତରାଖଣ୍ଡରେ ଗତ ୯ ଦିନ ହେଲା ଟନେଲରେ ଫସିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି। ପୂର୍ବରୁ ପାଇପ ଯୋଗେ ୪୧ ଶ୍ରମିକ ମାନଙ୍କ ପାଇଁ ଖାଦ୍ୟ ଏବଂ ପାଣି ଦିଆଯାଉଥିବା ବେଳେ ସୋମବାର ସେମାନଙ୍କ…

”ଦେଶ ପାଇଁ ଜୀବନ ଦେଇଛନ୍ତି ରାହୁଲ ଗାନ୍ଧୀ”: ମଲ୍ଲୀକାର୍ଜୁନ ଖର୍ଗେ, ଭାଜପା କହିଲା…

ରାୟପୁର, ୨୦ା୧୧: କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖର୍ଗେ ରାହୁଲ ଗାନ୍ଧୀଙ୍କ ନାଁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଯାହାକୁ ନେଇ ଭାଜପା କଂଗ୍ରେସକୁ କଟାକ୍ଷ କରି ମଜା ଉଡ଼ାଇଛି। ଖଡ଼ଗେ ରାଜୀବ ଗାନ୍ଧୀଙ୍କ ବଦଳରେ ରାହୁଲଙ୍କ ନାଁ ନେଇ ଯାଇଥିଲେ।…

ନିର୍ବାଚନ ହେଉଥିବା ୫ ରାଜ୍ୟରୁ ୧,୭୬୦ କୋଟିର ନିଶାଦ୍ରବ୍ୟ, ନଗଦ ଅର୍ଥ ଜବତ

ନୂଆଦିଲ୍ଲୀ,୨୦ା୧୧: ନିର୍ବାଚନ ଅନୁଷ୍ଠିତ ହେଉଥିବା ୫ ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୧,୭୬୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଡ୍ରଗ୍ସ, ମଦ, ମୂଲ୍ୟବାନ୍‌ ଧାତୁ ଓ ନଗଦ ଅର୍ଥ ଜବତ ହୋଇଥିବା ନିର୍ବାଚନ କମିଶନ ସୋମବାର କହିଛନ୍ତି। ଭୋଟରମାନଙ୍କୁ ପ୍ରଲୋଭିତ କରିବା ଲକ୍ଷ୍ୟରେ…

ଲାଠିଚାର୍ଜର ଆଦେଶ ଦେଇ ନ ଥିଲେ ଦେବେନ୍ଦ୍ର ଫଡନ୍‌ଭିସ, ଆରଟିଆଇ କଲା ଖୁଲାସା

ମୁମ୍ବାଇ,୨୦।୧୧: ନିକଟରେ ମରାଠା ସଂରକ୍ଷଣ ଦାବି କରୁଥିବା ବିକ୍ଷୋଭକାରୀଙ୍କୁ ମହାରାଷ୍ଟ୍ରର ଜାଲନାରେ ଲାଠିଚାର୍ଜ କରାଯାଇଥିଲା। ଏହି ବିଷୟରେ ଏକ ନୂତନ ପ୍ରକାଶ ଆସିଛି । ଏହି ମାମଲାରେ ଦାଖଲ ହୋଇଥିବା ଆରଟିଆଇ ପକ୍ଷରୁ ପ୍ରକାଶ ଯେ, ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜର ଆଦେଶ…

Video: ଦିଲ୍ଲୀରେ ‘ଗଲି କ୍ରିକେଟ୍’ ଖେଳିଲେ ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ, ଦେଖିଲେ UPI କରିସ୍ମା

ନୂଆଦିଲ୍ଲୀ,୨୦।୧୧: ଅଷ୍ଟ୍ରେଲିଆର ଉପ-ପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ସୋମବାର ଦିଲ୍ଲୀର ଯୁବ କ୍ରିକେଟରଙ୍କ ସହ ଆଲୋଚନା କରି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ କଂପ୍ଲେକ୍ସରେ ‘ଗଲି କ୍ରିକେଟ୍’ ଖେଳିଛନ୍ତି। ଏହି ସମୟରେ ଅଷ୍ଟ୍ରେଲୀୟ ନେତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ…

ରାମ ରହୀମଙ୍କୁ ପୁଣି ମିଳିଲା ପାରୋଲ, ୨୧ ଦିନ ପାଇଁ ଜେଲରୁ ବାହାରକୁ ଆସିବେ

ଲକ୍ଷ୍ନୌ,୨୦।୧୧: ବଳାତ୍କାର ମାମଲାରେ ଜେଲରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ପୁଣି ଜେଲରୁ ବାହାରକୁ ଆସିବାକୁ ଯାଉଛନ୍ତି। ରାମ ରହୀମଙ୍କୁ ୨୧ ଦିନ ପାଇଁ ପାରୋଲ ମିଳିଛି। ରାମ ରହୀମ ୟୁପିର ବାଗପତର ବରନାଓ୍ବା ଆଶ୍ରମରେ…

ଅନ୍ୟ ରାଜ୍ୟରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ହାଇକୋର୍ଟ ଏବଂ ସେସନ କୋର୍ଟ ଦେଇପାରିବେ ଜାମିନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୧୧: ଗୋଟିଏ ରାଜ୍ୟର ବ୍ୟକ୍ତିଙ୍କ ବିରୋଧରେ ଅନ୍ୟ ରାଜ୍ୟରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ହାଇକୋର୍ଟ ଏବଂ ସେସନ କୋର୍ଟ ଜାମିନ ଦେଇ ପାରିବେ। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ତେବେ ଅସାଧାରଣ ଏବଂ ବାଧ୍ୟତାମୂଳକ…

ସ୍ପଷ୍ଟ ଦିବାଲୋକରେ ଛାତ୍ରୀଙ୍କୁ ଟେକିନେଲେ ୨ ଯୁବକ

ଗ୍ବାଲିୟର,୧୯ା୧୧: ମଧ୍ୟପ୍ରଦେଶର ଗ୍ବାଲିୟର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ସ୍ପଷ୍ଟ ଦିବାଲୋକରେ ପେଟ୍ରୋଲ ପମ୍ପ୍‌ ସମ୍ମୁଖରେ ଛିଡ଼ା ହୋଇଥିବା ଜଣେ ଛାତ୍ରୀଙ୍କୁ ୨ଜଣ ଯୁବକ ଜୋରଜବରଦସ୍ତ ଟେକି ନେଇଥିବା ଜଣାପଡିଛି। ଏହି ସବୁ ଦୃଶ୍ୟ ପେଟ୍ରୋଲ ପମ୍ପରେ ଲାଗିଥିବା…

ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁଙ୍କ ବିରୋଧରେ ମାମଲା ରୁଜୁ କଲା ଏନ୍‌ଆଇଏ

ନୂଆଦିଲ୍ଲୀ,୨୦।୧୧: ଖାଲିସ୍ତାନ ସମର୍ଥକ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଜାରି ରହିଛି। ଏହି ସମୟରେ, ଏନ୍‌ଆଇଏ ସୋମବାର ଶିଖ ଫର ଜଷ୍ଟିସ ପ୍ରତିଷ୍ଠାତା ଗୁରୁପତବନ୍ତ ସିଂ ପନ୍ନୁଙ୍କ ବିରୋଧରେ ଏୟାର ଇଣ୍ଡିଆ ଯାତ୍ରୀଙ୍କୁ…

ରାଜ୍ୟପାଳ ୩ ବର୍ଷ ପର୍ଯ୍ୟନ୍ତ କ’ଣ କରୁଥିଲେ କରୁଥିଲେ ? ତାମିଲନାଡୁରେ ବିଲ୍ ପାସ୍ ବିଳମ୍ବକୁ ନେଇ ପ୍ରଶ୍ନ କଲେ ସୁପ୍ରିମକୋର୍ଟ 

ନୂଆଦିଲ୍ଲୀ,୨୦।୧୧: ତାମିଲନାଡୁ ବିଧାନସଭାରେ ପାରିତ ହୋଇଥିବା ବିଲକୁ ରାଜ୍ୟପାଳ ଲମ୍ବା ସମୟ ପର୍ଯ୍ୟନ୍ତ ଅଟକାଇ ରଖିବା ଘଟଣାରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। କୋର୍ଟ ପଚାରିଛନ୍ତି କି ରାଜ୍ୟପାଳ 3 ବର୍ଷ ପର୍ଯ୍ୟନ୍ତ କ’ଣ କରୁଥିଲେ। ପୂର୍ବରୁ ପଞ୍ଜାବ ଏବଂ କେରଳର ସମାନ…

ତେଲେଙ୍ଗାନାରେ ବଡ଼ ଘୋଷଣା କଲେ ଅମିତ ଶାହା

ହାଇଦ୍ରାବାଦ୍‌,୨୦।୧୧: ତେଲେଙ୍ଗାନାର ଜନଗାଓଁରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେସିଆର, କଂଗ୍ରେସ ଏବଂ ଆସଦୁଦ୍ଦିନ ଓୱାଇସିଙ୍କୁ ଟାର୍ଗେଟ କରିଛନ୍ତି। ଏହି ତିନିଙ୍କୁ ପରିବାର ଭିତ୍ତିକ ଦଳ ବୋଲି କହିଥିଲେ। ସାଧାରଣ ସଭାକୁ ସମ୍ବୋଧିତ କରି ସ୍ବରାଷ୍ଟ୍ରମନ୍ତ୍ରୀ ଶାହା…

ବିଶ୍ୱକପ ଫାଇନାଲରେ ଭାରତ ହାରିବା ପରେ ଏଭଳି ପଦକ୍ଷେପ ନେଲେ ଯୁବକ

କୋଲକାତା,୨୦।୧୧: ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ହରାଇବା ପରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲାରେ ଜଣେ ୨୩ ବର୍ଷ ବୟସ୍କ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡିଛି। ରବିବାର ରାତି ପ୍ରାୟ ୧୧ଟା ସମୟରେ ବୋଲିଆଟୋର ପୋଲିସ ଷ୍ଟେଶନ ପରିସରରେ ଥିବା ସିନେମା ହଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri