‘ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଲ୍ ପକାଇ ରଖିପାରିବେନି ରାଜ୍ୟପାଳ’
ନୂଆଦିଲ୍ଲୀ,୨୫ା୧୧: ରାଜ୍ୟପାଳମାନେ ବିଲ୍ ଉପରେ କୌଣସି ପଦକ୍ଷେପ ନ ନେଇ ତାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପକାଇ ରଖିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଚେତାଇ ଦେଇଛନ୍ତି। ରାଜ୍ୟର ପ୍ରତୀକାମତ୍କ ମୁଖ୍ୟ ହିସାବରେ ରାଜ୍ୟପାଳଙ୍କ ହାତରେ ସାମ୍ବିଧାନିକ କ୍ଷମତା ରହିଥିଲେ ମଧ୍ୟ ସେ…
ତ୍ରିଶାଙ୍କୁ କ୍ଷମା ମାଗିଲେ ଅଭିନେତା ମନ୍ସୁର ଅଲି ଖାନ୍
ମୁମ୍ବାଇ,୨୫ା୧୧: ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ଲୋକପ୍ରିୟ ଅଭିନେତା ମନସୁର ଅଲି ଖାନ୍ ସର୍ବସାଧାରଣରେ କ୍ଷମା ମାଗିଛନ୍ତି। ନିକଟରେ ମନ୍ସୁର ଅଭିନେତ୍ରୀଙ୍କ ସମ୍ମାନ ହାନିକାରକ ତଥା ଅରୁଚିକର ମନ୍ତବ୍ୟ ଦେଇଥିବାରୁ ବିଭିନ୍ନ ମହଲରୁ ସମାଲୋଚିତ ହୋଇଥିଲେ। ପୋଲିସ…
‘ରାହୁଲ ଗାନ୍ଧୀ ସବୁଠାରୁ ଦାୟିତ୍ୱହୀନ ନେତା…’, ପ୍ରହ୍ଲାଦ ଯୋଶୀ
ନୂଆଦିଲ୍ଲୀ,୨୪।୧୧: ଭାରତର ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି। ଏହି ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ଅଭିଯୋଗ ଉପରେ ର୍ନିବାଚନ ଆୟୋଗ ଏକ ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ର…
ଶହୀଦ ମା’ଙ୍କ ବୁକୁ ଫଟା କାନ୍ଦ, ‘ଟଙ୍କା ନୁହେଁ ମୋତେ ମୋ ପୁଅକୁ ଫେରାଇ ଦିଅ’
ଆଗ୍ରା,୨୪।୧୧: ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଯୋଗେନ୍ଦ୍ର ଉପାଧ୍ୟାୟ ରାଜୌରୀରେ ଶହୀଦ ହୋଇଥିବା କ୍ୟାପଟେନ ଶୁଭମ ଗୁପ୍ତାଙ୍କ ପୈତୃକ ଘର ତାଜଗଞ୍ଜର ପ୍ରତୀକ ଏନକ୍ଲେଭରେ ଶୁକ୍ରବାର ପହଞ୍ଚିଛନ୍ତି। କ୍ୟାବିନେଟ ମନ୍ତ୍ରୀ ଶହୀଦଙ୍କ ମାଙ୍କୁ ୫୦ ଲକ୍ଷ ଟଙ୍କା ଚେକ ଦେଇଛନ୍ତି। କ୍ୟାବିନେଟ ମନ୍ତ୍ରୀଙ୍କୁ…
ଏଏପି ଏମପି ସଞ୍ଜୟ ସିଂଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୪।୧୧: ଦିଲ୍ଲୀ ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ଏମପି ସଞ୍ଜୟ ସିଂ ଶୁକ୍ରବାର ରାଉଜ ଆଭେନ୍ୟୁ କୋର୍ଟରୁ କୌଣସି ସୁଫଳ ପାଇନାହାଁନ୍ତି। କୋର୍ଟ ତାଙ୍କର ନ୍ୟାୟିକ ହେପାଜତକୁ ଡିସେମ୍ବର ୪ପର୍ଯ୍ୟନ୍ତ…
ଚାଇନାରେ ଶିଶୁମାନଙ୍କ ନିକଟରେ ବ୍ୟାପୁଥିବା ଅଜଣା ରୋଗକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ଏମିତି ବୟାନ
ବେଜିଂ/ନୂଆଦିଲ୍ଲୀ,୨୪।୧୧: ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚାଇନାରେ ପିଲାମାନଙ୍କ ମଧ୍ୟରେ ବ୍ୟାପିଥିବା ରହସ୍ୟମୟ ରୋଗ ଉପରେ ନଜର ରଖିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଚାଇନାରେ ଦେଖାଯାଉଥିବା ପକ୍ଷୀ ସ୍ବାଇନ ଫ୍ଲୁ ରୋଗ ସହିତ ଶ୍ୱାସ ରୋଗର କ୍ଲଷ୍ଟରରୁ ଭାରତ…
ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଚିନ୍ତିତ
ନୂଆଦିଲ୍ଲୀ,୨୪।୧୧: ଗତ ୧୩ ଦିନ ଧରି ଉତ୍ତରାଖଣ୍ଡରେ ଭୁଶୁଡ଼ିଥିବା ସିଲ୍କ୍ୟାରା ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଚିନ୍ତିତ ଅଛନ୍ତି। ଶୁକ୍ରବାର ସେ ପୁଣିଥରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଡାକି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଉପରେ…
ବ୍ରାହ୍ମଣ ଛାତ୍ରୀଙ୍କୁ ଜବରଦସ୍ତ ଅଣ୍ଡା ଖୁଆଇଲେ ଶିକ୍ଷକ, ଅସୁସ୍ଥ ହେଲେ ନାବାଳିକା…
ବେଙ୍ଗାଲୁରୁ,୨୪।୧୧ :କର୍ନାଟକର ଶିମୋଗା ଜିଲାର ଜଣେ ଶିକ୍ଷକଙ୍କ ବେଆଇନ କାର୍ଯ୍ୟ ସାମ୍ନାକୁ ଆସିଛି। ଏଠାରେ ସରକାରୀ ବିଦ୍ୟାଳୟର ଶିକ୍ଷକ ଜଣେ ବ୍ରାହ୍ମଣ ନାବାଳିକା ଛାତ୍ରୀଙ୍କୁ ଜବରଦସ୍ତ ଅଣ୍ଡା ଦେଇଥିବାର ଅଭିଯୋଗ ହୋଇଛି। ଏହି କାରଣରୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା।…
ମମତା ସରକାରଙ୍କୁ ବଡ ଝଟକା: ଭାଜପା ରାଲିକୁ ମଞ୍ଜୁରୀ ଦେଲେ ହାଇକୋର୍ଟ…
କୋଲକାତା,୨୪।୧୧ : କଲିକତା ହାଇକୋର୍ଟ ଏହାର ଏକକ ଜଜ ବେଞ୍ଚର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଏବଂ କୋଲକାତାରେ ଭାଜପାକୁ ଏକ ବଡ ରାଲି କରିବାକୁ ଅନୁମତି ଦେଇଛନ୍ତି। ନଭେମ୍ବର ୨୯ ରେ କୋଲକାତାର ଭିକ୍ଟୋରିଆ ହାଉସ ନିକଟରେ ଏହି ରାଲି ଅନୁଷ୍ଠିତ…
ଜଣଙ୍କୁ ଧରି ଜବରଦସ୍ତ ବିବାହ କରିବା ବେଆଇନ: ହାଇକୋର୍ଟ…
ପଟନା,୨୪।୧୧ : ପାଟନା ହାଇକୋର୍ଟ ପକଡୋଆ ବିବାହକୁ ବେଆଇନ ଘୋଷଣା କରିଛନ୍ତି। ଏଭଳି ଜବରଦସ୍ତ ବିବାହ ଆଇନ ଅନୁସାରେ ମାନ୍ୟ ହେବ ନାହିଁ। ବନ୍ଧୁକ ମୁନରେ ଏଭଳି ବିବାହ କରିବାକୁ ବିବାହ କୁହାଯିବ ନାହିଁ। ଏହାର ଅର୍ଥ କୌଣସି ମହିଳାଙ୍କ କପାଳରେ…
ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଲକୁ ବିଚାରାଧୀନରଖି ପାରିବେ ନାହିଁ: ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୪।୧୧ : ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ରାଜ୍ୟପାଳ ତାଙ୍କ କୌଣସି ବିଲକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଚାରାଧୀନ ରହିପାରିବେ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟପାଳଙ୍କର ସାମ୍ବିଧାନିକ ଶକ୍ତି ଅଛି କିନ୍ତୁ ସେ ଏହି କ୍ଷମତାକୁ ରାଜ୍ୟ ସରକାରଙ୍କ ଆଇନ…
ସତ୍ୟେନ୍ଦ୍ରଙ୍କୁ ଆଶ୍ୱସ୍ତି: ମଧ୍ୟବର୍ତ୍ତୀକାଳୀନ ଜାମିନ ବୃଦ୍ଧି କଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୨୪।୧୧ : ଅର୍ଥ ହେରଫେର ମାମଲାରେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କର ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଡିସେମ୍ବର ୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସୁପ୍ରିମକୋର୍ଟରେ ଜଷ୍ଟିସ ବେଲା ତ୍ରିବେଦୀଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ସତ୍ୟେନ୍ଦ୍ରଙ୍କ ନିୟମିତ…
Archives


