ଜାତୀୟ

ମଧ୍ୟପ୍ରଦେଶ-ଛତିଶଗଡ଼-ରାଜସ୍ଥାନରେ ଭାଜପା କ୍ଷମତାକୁ ଆସିବ: ମହେନ୍ଦ୍ର ନାଥ ପାଣ୍ଡେ…

ନୂଆଦିଲ୍ଲୀ,୧୦।୧୦ : ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ କହିଛନ୍ତି ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ଏହି ନିର୍ବାଚନରେ ମଧ୍ୟପ୍ରଦେଶ,ଛତିଶଗଡ଼,ରାଜସ୍ଥାନରେ ଭାଜପା କ୍ଷମତାକୁ ଆସିବ। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇବା…

ବେଆଇନ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଅଟକ କେନ୍ଦ୍ରରେ ରଖିବା ନେଇ ସୁପ୍ରିମକୋର୍ଟଙ୍କ ନୋଟିସ…

ନୂଆଦିଲ୍ଲୀ,୧୦।୧୦ : ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ମୁକ୍ତ କରିବାକୁ ଦାବି ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି। ବାସ୍ତବରେ, ଏହି ଆବେଦନ ସାରା ଦେଶରେ ଜେଲ କିମ୍ବା ନାବାଳିକା ଘରେ ବେଆଇନ ତଥା ଅବାଧରେ ଅଟକ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ମୁକ୍ତ…

ତାମିଲନାଡୁ ବିଧାନସଭା: ଆଜୀବନ କାରାଗାରରେ ଥିବା କଏଦୀମାନଙ୍କୁ ମୁକ୍ତ କରିବାକୁ ବିଶେଷ ଧ୍ୟାନାକର୍ଷଣ ପ୍ରସ୍ତାବ …

ଚେନ୍ନାଇ,୧୦।୧୦ : ତାମିଲନାଡୁ ବିଧାନସଭାରେ ବିରୋଧୀ ଦଳର ନେତା ଏଡାପାଡି ପାଲାନିସ୍ବାମୀ ମଙ୍ଗଳବାର ଆରିୟାଲୁର ଏବଂ ହୋସୁରରେ ହୋଇଥିବା ବିସ୍ଫୋରଣ ଘଟଣା ଉପରେ ଆଲୋଚନା କରିଛନ୍ତି। ବାଣ ଦୋକାନ ଏବଂ କାରଖାନାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସେ ତାମିଲନାଡୁ ସରକାରଙ୍କୁ…

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ ମାଧ୍ୟମରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ନେତାନ୍ୟାହୁ ଫୋନ କରିଥିଲେ ଏବଂ ଏହି ସମୟରେ ମୁଁ ତାଙ୍କୁ କହିଛି ଆମେ କଷ୍ଟ ସମୟରେ ଆପଣଙ୍କ…

ସଞ୍ଜୟ ସିଂଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଦାବି କଲା ଇଡି

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି(ଏଏପି) ନେତା ସଞ୍ଜୟ ସିଂଙ୍କୁ ଇଡି ମଙ୍ଗଳବାର ରୌଜ୍‌ ଏଭିନ୍ୟୁ କୋର୍ଟରେ ହାଜର କରାଇଛି। ଏହି ସମୟରେ ଇଡି କୋର୍ଟରେ ସଞ୍ଜୟ ସିଂଙ୍କୁ ଆଉ ୫ ଦିନ ପାଇଁ…

ହାତୀ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ: ଆମେ କିପରି ଦେଶ ଚଳାଇ ପାରିବୁ…

ନୂଆଦିଲ୍ଲୀ,୧୦।୧୦ : ସୁପ୍ରିମକୋର୍ଟ କେରଳରେ ହାତୀ ମୃତ୍ୟୁକୁ ନେଇ ମଧ୍ୟବର୍ତ୍ତୀକାଳୀନ ଆବେଦନ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ଏକ ବେଞ୍ଚ କହିଛନ୍ତି ଏହା ସ୍ଥାନୀୟ…

ରାଜ୍ୟ ସଭାରୁ ନିଲମ୍ବନ ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ରାଘବ ଚଢା

ନୂଆଦିଲ୍ଲୀ,୧୦।୧୦: ରାଜ୍ୟ ସଭାରୁ ନିଲମ୍ବନ ବିରୋଧରେ ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ରାଘବ ଚଢା ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ୫ ଏମ୍‌ପିଙ୍କ ସହମତି ବିନା ଚୟନ କମିଟିରେ ତାଙ୍କ ନାମ ପ୍ରସ୍ତାବ ଦେଇଥିବାରୁ ତାଙ୍କୁ ୫ ଅଗଷ୍ଟରେ ନିଲମ୍ବିତ କରାଯାଇଥିଲା। ଏହି ମାମଲା…

ଆଦିବାସୀମାନଙ୍କୁ ହୃଦୟରୁ ସମ୍ମାନ କରନ୍ତି ନାହିଁ ପ୍ରଧାନମନ୍ତ୍ରୀ ମୋଦି: ରାହୁଲ ଗାନ୍ଧୀ

ଭୋପାଳ,୧୦।୧୦: ମଧ୍ୟପ୍ରଦେଶରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଏହି କ୍ରମରେ ନିର୍ବାଚନ ପ୍ରଚାର ପାଇଁ ମଧ୍ୟପ୍ରଦେଶର ଶାହଡୋଲରେ ପହଞ୍ଚିଥିବା ରାହୁଲ ଗାନ୍ଧୀ ଜନ ଆକ୍ରୋଶ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଥିଲେ, ଜଣେ ତାଙ୍କ ଅଂଶ ଅନୁଯାୟୀ ସମାନ…

୨୦୨୪ ପର୍ଯ୍ୟନ୍ତ ବିରୋଧୀ ଦଳ ନେତାଙ୍କ ଉପରେ ହେବ ରେଡ: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀରେ ମନି ଲଣ୍ଡରିଂ ମାମଲାରେ ଇଡି ମଙ୍ଗଳବାର ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଚଢାଉ କରିଥିଲା। ଏହାର ଜବାବରେ ଉଦ୍ଧବ ବାଲା ସାହେବ ଠାକରେଙ୍କ ଶିବସେନା ଏମପି ସଞ୍ଜୟ ରାଉତ କହିଛନ୍ତି ଯେ ୨୦୨୪ ନିର୍ବାଚନ…

ଭାଜପା ଏମପିଙ୍କ ଗୁରୁତର ଅଭିଯୋଗ, କହିଲେ କଂଗ୍ରେସ-ଏଆଇଏମଆଇଏମ କରୁଛନ୍ତି ହମାସର ସମର୍ଥନ

ନୂଆଦିଲ୍ଲୀ,୧୦।୧୦: ଭାଜପାର ରାଷ୍ଟ୍ରୀୟ ମହାସଚିବ ତଥା କରିମନଗର ଏମପି ବନ୍ଦି ସଞ୍ଜୟ କୁମାର ମଙ୍ଗଳବାର ଅଭିଯୋଗ କରିଛନ୍ତି କି ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସକୁ କଂଗ୍ରେସ ଏବଂ ଅସଦୁଦ୍ଦିନ ଓୱାଇସିଙ୍କ ପାର୍ଟି ଅଲ ଇଣ୍ଡିଆ ମଜଲିସ-ଇ-ଇନ୍ତେହାଦୁଲ ମୁସଲିମ (ଏଆଇଏମଆଇଏମ) ସମର୍ଥନ କରୁଛନ୍ତି।…

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ରାଜଧାନୀରେ ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୧୦।୧୦: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଧ୍ୟାନରେ ରଖି ଦିଲ୍ଲୀ ପୋଲିସ ଇସ୍ରାଏଲ ଦୂତାବାସ ଚାରିପାଖରେ ସୁରକ୍ଷାକୁ କଡାକଡି କରିଛି। ମଙ୍ଗଳବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି ଅଧିକାରୀ କହିଛନ୍ତି ଯେ ଇସ୍ରାଏଲ-ହମାସ…

‘ଭ୍ରଷ୍ଟାଚାରରେ ଲିପ୍ତ ରହିଲେ ଯାଞ୍ଚଏଜେନ୍ସି ତା’କାମ କରିବ’, ଅମାନତୁଲ୍ଲାଙ୍କ ଘରେ ଇଡି ଚଢାଉକୁ ନେଇ ବର୍ଷିଲେ ବୀରେନ୍ଦ୍ର ସଚ୍ଚଦେବା

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଓଖଲା ବିଧାନସଭା ଆସନରୁ ଆମ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାନଙ୍କ ବାସଭବନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ଚଢାଉ କରିବା ପରେ ରାଜ୍ୟ ଭାଜପା ସଭାପତି ବିରେନ୍ଦ୍ର ସଚ୍ଚଦେବା ତାଙ୍କ ଉପରେ ବର୍ଷିଛନ୍ତି। ଇଡି ଚଢାଉର କିଛି ସମୟ ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri