ଜାତୀୟ

Video: ଗର୍ଭବତୀ ମହିଳା ଏବଂ ଦେଢ଼ ବର୍ଷର ଶିଶୁକୁ ହେଲିକପ୍ଟରରେ ଉଦ୍ଧାର କଲା ବାୟୁସେନା

ଚେନ୍ନାଇ,୧୯।୧୨: ତାମିଲନାଡୁରେ ପ୍ରବଳ ବର୍ଷା କାରଣରୁ ପ୍ରାୟ ଚାରି ଜିଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଫସିଥିବା ଲୋକମାନଙ୍କୁ ଉଦ୍ଧାର ପାଇଁ ଭାରତୀୟ ସେନା ନିୟୋଜିତ ହୋଇଛନ୍ତି। ମଙ୍ଗଳବାର ଭାରତୀୟ ବାୟୁସେନା ଜଣେ ଗର୍ଭବତୀ ମହିଳା ଏବଂ ଜଣେ ଦେଢ଼…

ଫୋନ କଲ କରି ହଇରାଣ କଲେ ଦେବାକୁ ପଡିବ ୫୦ ହଜାରରୁ ୨ ଲକ୍ଷ ପର୍ଯ୍ୟନ୍ତ ଜରିମାନା…

ନୂଆଦିଲ୍ଲୀ,୧୯।୧୨ : ଯଦି କେହି ବିନା କାରଣରେ କଲ କରି ହଇରାଣ କରୁଛନ୍ତି, ତା’ହେଲେ ତାଙ୍କ ଉପରେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ନୂତନ ଟେଲିକମ ବିଲ ଆଗତ…

ଶିଳ୍ପପତିଙ୍କ ଋଣ ଛାଡ କରୁଛନ୍ତି ସରକାର, ହେଲେ କୃଷକଙ୍କ ଋଣ ହେଉନି ଛାଡ…

ଲକ୍ଷ୍ନୌ,୧୯।୧୨ : ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି ଭାଜପା ସରକାରଙ୍କ ଭୁଲ ନୀତି ଯୋଗୁଁ ସମସ୍ତେ କଷ୍ଟ ପାଉଛନ୍ତି। କେନ୍ଦ୍ର ସରକାର ୧୦ଲକ୍ଷ କୋଟିରୁ ଅଧିକ ଶିଳ୍ପପତିଙ୍କ ଋଣ ଛାଡ କରିଥିଲେ ମଧ୍ୟ…

ନିଲମ୍ବନ ହେଲେ ବି ଏମପିଙ୍କୁ ମିଳିବ ଦରମା, ଏହା ହେଉଛି କାରଣ…

ନୂଆଦିଲ୍ଲୀ,୧୯।୧୨ : ମଙ୍ଗଳବାର, ସଂସଦର ଶୀତକାଳୀନ ଅଧିବେଶନର ଦ୍ୱାଦଶ ଦିନରେ, ଏମପିଙ୍କ ନିଲମ୍ବନକୁ ନେଇ ବିରୋଧୀମାନେ ଉଭୟ ଗୃହରେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ବିରୋଧୀ ଏମପିମାନେ ସଂସଦ ଭିତରୁ ଏବଂ ଗୃହର ଫାଟକ ଓ ପରିସରରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଲୋକସଭା…

୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ମାଷ୍ଟର ପ୍ଲାନ…

ନୂଆଦିଲ୍ଲୀ,୧୯।୧୨ : ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି। ଭାଜପା ବିଜୟରେ ବାଧା ସୃଷ୍ଟି କରି ଆସନ ହାତେଇବା ଲାଗି ଏହି ସ୍ବତନ୍ତ୍ର ଯୋଜନାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଦଳ ପକ୍ଷରୁ ଏକ ୫ ସଦସ୍ୟ…

୩ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୨୦୬ ସିଆରପିଏଫ ଯବାନ, କାରଣ ସମ୍ପର୍କରେ ସୂଚନା ଦେଲେ ମନ୍ତ୍ରୀ…

ନୂଆଦିଲ୍ଲୀ,୧୯।୧୨ : ୨୦୨୦ରୁ ୨୦୨୩ ଗତ ୩ ବର୍ଷ ମଧ୍ୟରେ ୨୦୬ ସିଆରପିଏଫ ଯବାନ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ପ୍ରଦାନ କରିଛନ୍ତି। ବିବାଦ କାରଣରୁ ସିଆରପିଏଫ ଯବାନଙ୍କ ମୃତ୍ୟୁର ଆକଳନ ସେ ଉପସ୍ଥାପନ…

ଶଶି ଥରୁର, ଡିମ୍ପଲ୍ ଯାଦବ, ସୁପ୍ରିୟା ସୁଲେ ଲୋକସଭାରୁ ନିଲମ୍ବିତ, ୧୪୧ ରେ ପହଞ୍ଚିଲା ଏମପିଙ୍କ ନିଲମ୍ବନ ସଂଖ୍ୟା

ନୂଆଦିଲ୍ଲୀ,୧୯।୧୨: ସଂସଦର ସୁରକ୍ଷା ବିଭ୍ରାଟ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ବିରୋଧୀ ଦଳର ଆଭିମୁଖ୍ୟ ଜାରି ରହିଛି। ଲୋକସଭାରେ ବାଚସ୍ପତିଙ୍କୁ ଅପମାନିତ କରିଥିବା ଅନେକ ସଦସ୍ୟଙ୍କୁ ମଙ୍ଗଳବାର ପୁଣି ନିଲମ୍ବିତ କରାଯାଇଛି। ଏଥିମଧ୍ୟରେ କଂଗ୍ରେସ ଏମପି ଶଶି ଥରୁର,…

ମୋଦିଙ୍କ ଉପରେ ଅସୁର ଶକ୍ତି ସବାର ହୋଇଛି: ଅଧିର ରଞ୍ଜନ

ନୂଆଦିଲ୍ଲୀ,୧୯।୧୨: କଂଗ୍ରେସ ଏମପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ଅଧୀର ରଂଜନ ଚୌଧରୀ ନିଜକୁ ତଥା ବିରୋଧୀ ଦଳର ଏମପିମାନଙ୍କୁ ନିଲମ୍ବନ କରିଥିବାରୁ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। ଚୌଧୁରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଅସୁର…

‘ବିରୋଧୀଙ୍କ ଆଚରଣ ନିରାଶାଜନକ’ ଏମ୍‌ପିଙ୍କ ବ୍ୟବହାର ଉପରେ କହିଲେ ପ୍ରଧାନମନ୍ତ୍ରୀ

‘ବିରୋଧୀଙ୍କ ଆଚରଣ ନିରାଶାଜନକ’ ଏମ୍‌ପିଙ୍କ ବ୍ୟବହାର ଉପରେ କହିଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ,୧୯।୧୨: ସଂସଦର ସୁରକ୍ଷା ଉଲ୍ଲଂଘନ ମାମଲାକୁ ନେଇ ଗୋଟିଏ ପଟେ ବିରୋଧୀଙ୍କ ହଙ୍ଗାମା ପରେ ଅନେକ ଏମ୍‌ପିଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଏମ୍‌ପିଙ୍କ…

ଜ୍ଞାନଵାପି ମାମଲାରେ ମୁସଲିମ ପକ୍ଷର ସମସ୍ତ ଆବେଦନ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ

ନୂଆଦିଲ୍ଲୀ,୧୯।୧୨: ଉତ୍ତରପ୍ରଦେଶର ବାରାଣାସୀରେ ଅବସ୍ଥିତ କାଶୀ ବିଶ୍ୱନାଥ-ଜ୍ଞାନଵାପି ଜମି ମାଲିକାନା ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ବିଚାରପତି ରୋହିତ ରଂଜନ ଅଗ୍ରୱାଲଙ୍କ ଖଣ୍ଡପୀଠ ମାଲିକାନା ବିବାଦ ମାମଲାକୁ ଚ୍ୟାଲେଞ୍ଜ କରି ଅଞ୍ଜୁମାନ ଇଣ୍ଟେଜାମିଆ ମସଜିଦ କମିଟି…

ତେଲଙ୍ଗାନାରୁ ଲୋକ ସଭା ନିର୍ବାଚନ ଲଢିପାରନ୍ତି ସୋନିଆ ଗାନ୍ଧୀ

ହାଇଦ୍ରାବାଦ, ୧୯।୧୨: ତେଲଙ୍ଗାନା ବିଧାନସଭା ନିର୍ବାଚନର ବିଜୟରେ ଉତ୍ସାହିତ ହୋଇ ସ୍ଥାନୀୟ କଂଗ୍ରେସ ନେତାମାନେ ସୋନିଆ ଗାନ୍ଧୀଙ୍କୁ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ରାଜ୍ୟର ୧୭ଟି ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିବେଦନ କରିଛନ୍ତି। ତେଲଙ୍ଗାନା କଂଗ୍ରେସର ରାଜନୈତିକ…

ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଯିବେ ୧୦ ହଜାର ଭାରତୀୟ ଓ୍ବାର୍କର

ନୂଆଦିଲ୍ଲୀ,୧୯।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ସରକାର ଭାରତରୁ ଏକ ଲକ୍ଷ ଶ୍ରମିକ ଦାବି କରିଥିଲେ। ଗତ ମାସରେ ଇସ୍ରାଏଲ ବିଲଡର୍ସ ଆସୋସିଏସନ କହିଛି ଯେ ଏହାର ଅଧିକାରୀମାନେ ଭାରତ ସହ ଆଲୋଚନା କରୁଛନ୍ତି। ୨୫ ପ୍ରତିଶତ ପାଲେଷ୍ଟାଇନୀୟମାନେ ଇସ୍ରାଏଲର ନିର୍ମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?