କେନ୍ଦ୍ରମନ୍ତ୍ରୀଙ୍କ କାର୍ ଦୁର୍ଘଟଣା
ନରସିଂହପୁର,୭।୧୧: କେନ୍ଦ୍ରମନ୍ତ୍ରୀ ପହ୍ଲାଦ ପଟେଲ୍ଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ମଧ୍ୟପ୍ରଦେଶର ନରସିଂହପୁର ନିକଟରେ ଦୁର୍ଘଟଣା ଘଟିଛି। ରଙ୍ଗ୍ ରୁଟ୍ରେ ଆସି ବାଇକ୍ ଧକ୍କା ଦେବାରୁ ଏପରି ଦୁର୍ଘଟଣା ଘଟିଛି। ତେବେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୫ଜଣ ଆହତ ହୋଇଥିବା ସୂଚନା ମିଳିଛି। ଧକ୍କା…
ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛି କଂଗ୍ରେସ, ଜାଣନ୍ତୁ…
ନୂଆଦିଲ୍ଲୀ, ୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଘୋଷଣା ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିବାକୁ ଯୋଜନା କରୁଛି କଂଗ୍ରେସ। ଉକ୍ତ ଯୋଜନା ଉପରେ ପ୍ରଶ୍ନ କିମ୍ବା ବିରୋଧ ନୁହେଁ ବରଂ ଏହାକୁ ନେଇ ଘୋଷଣା କରିବାର ସମୟ…
ଜେଲରୁ ଚାଲିବ କି କେଜରିଓ୍ବାଲଙ୍କ ଶାସନ ? ଏନେଇ କ’ଣ କହୁଛି ଦେଶର ଆଇନ…
ନୂଆଦିଲ୍ଲୀ,୭।୧୧ : ଆମ ଆଦମୀ ପାର୍ଟି ଦାବି କରୁଛି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କଲେ ମଧ୍ୟ ସେ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ ଏବଂ ନିଜେ ସରକାରଙ୍କୁ ଜେଲରୁ ଚଳାଇବେ। କିନ୍ତୁ ଏହା ଦେଶର…
ସିଏଆର ଉଲ୍ଲଂଘନ ମାମଲାରେ ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଜରିମାନା…
ନୂଆଦିଲ୍ଲୀ,୭।୧୧ : ସିଏଆର ଉଲ୍ଲଂଘନ ମାମଲାରେ ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଡିଜିସିଏ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିଗମ (ଡିଜିସିଏ) ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର) ପୂରଣ ନ…
ଛତିଶଗଡ଼ ନିର୍ବାଚନରେ ମୁତୟନ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟର ଗୁଳିମାଡ଼, ଯବାନ ଆହତ
ରାୟପୁର,୭/୧୧: ଛତିଶଗଡ଼ ସୁକମା ଜିଲାରେ ନିର୍ବାଚନୀ ଦାୟିତ୍ୱରେ ମୁତୟନ ହୋଇଥିବା ଅର୍ଦ୍ଧ-ସାମରିକ ବଳ ଏବଂ ମାଓବାଦୀ ମାନଙ୍କ ମଧ୍ୟରେ ଗୁଳିମାଡ଼ ହେବାର ଖବର ଆସିଛି। ଏହି ସମୟରେ କିଛି ଯବାନ ଆହତ ହୋଇଥିବା ଜଣା ପଡିଛି। ଅଧିକାରୀଙ୍କ କହିବା ମୁତାବକ ତାଡ଼ମେଟାଲ…
ନେପାଳରେ ଆସିବ ଆହୁରି ଶକ୍ତିଶାଳୀ ଭୂମିକମ୍ପ! ୮.୦ ରୁ ଅଧିକ ତୀବ୍ରତାର ଭୂକମ୍ପ ଆସିବା ଚେତାବନୀ ଦେଲେ ବୈଜ୍ଞାନିକ
ନୂଆଦିଲ୍ଲୀ,୭/୧୧: ନେପାଳରେ ଗତ କିଛି ମାସ ହେବ ବଡ଼ ଭୂମିକମ୍ପ ଲାଗି ରହିଛି। ନିକଟରେ ୫.୪ ତୀବ୍ରତାର ଭୂମିକମ୍ପ ପ୍ରଭାବରେ କ୍ଷୟକ୍ଷତିରୁ ଲୋକମାନେ ଭାରି ନଥିବା ବେଳେ ପାହାଡି ଦେଶରେ ଆହୁରି ଶକ୍ତିଶାଳୀ ଭୂମିକମ୍ପ ଆସିବା ନେଇ ଚେତାବନୀ ଦେଇଛନ୍ତି। ଚଳିତ…
ଆଲିଗଡ ନାଁ ହେବ ପରିବର୍ତ୍ତନ, ପ୍ରସ୍ତାବ ପାରିତ
ଲକ୍ଷ୍ନୌ,୭।୧୧: ୟୁପିର ଆଲିଗଡ ଜିଲାର ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ମ୍ୟୁନିସିପାଲିଟି କର୍ପୋରେସନ ଦ୍ୱାରା ପାରିତ ହୋଇଛି। ଏହି ନିଷ୍ପତ୍ତି ଉପରେ ପ୍ରଶାସନର ଅନୁମୋଦନକୁ ଅପେକ୍ଷା କରାଯାଇଛି। ଆଲିଗଡର ମେୟର ପ୍ରଶାନ୍ତ ସିଙ୍ଗଲ କହିଛନ୍ତି, ଗତ ନଭେମ୍ବର ୭ରେ ଆଲିଗଡର ନାମ…
ବିଧାନସଭା ନିର୍ବାଚନ ପରେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିପାରନ୍ତି ରାହୁଲ ଗାନ୍ଧୀ, ୧୩ରେ ଭୋପାଳରେ କରିବେ ପଦଯାତ୍ରା
ନୂଆଦିଲ୍ଲୀ,୭।୧୧: ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲଙ୍ଗାନା ଏବଂ ମିଜୋରାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ୨୦୨୪ରେ ଲୋକ ସଭା ନିର୍ବାଚନରେ ଜିତିବାକୁ କଂଗ୍ରେସ ଚେଷ୍ଟା କରୁଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଥିପାଇଁ ଭାରତ ଯୋଡୋ ଯାତ୍ରା…
“ଲୋକଙ୍କ ସ୍ୱାସ୍ଥ୍ୟର ହତ୍ୟା”: ଦିଲ୍ଲୀ ବାୟୁ ପ୍ରଦୂଷଣ ଉପରେ ସୁପ୍ରିମକୋର୍ଟଙ୍କ ବଡ ବୟାନ
ନୂଆଦିଲ୍ଲୀ,,୭ା୧୧: ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ ଏକ ରାଜନୈତିକ ଯୁଦ୍ଧରେ ପରିଣତ ହୋଇପାରିବ ନାହିଁ। ବର୍ତ୍ତମାନ ଏହି ବାୟୁ ପ୍ରଦୂଷଣ ”ଲୋକଙ୍କ ସ୍ୱାସ୍ଥ୍ୟର ହତ୍ୟା”ର କାରଣ ପାଲଟିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି ଯେ ପଡୋଶୀ ରାଜ୍ୟ ପଞ୍ଜାବ ଏବଂ…
ଅନୁପମା ଷ୍ଟାଇଲରେ ଦେଶବାସୀଙ୍କୁ ଅପିଲ କଲେ ମୋଦି, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୭।୧୧: ୨୦୨୦ରେ ଆରମ୍ଭ ହୋଇଥିବା ‘ଅନୁପମା’ ଆଜି ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସବୁଠାରୁ ଲୋକପ୍ରିୟ ଶୋ’ ହୋଇପାରିଛି। ଡେଲି ସୋପର ଡାଏଲଗ ଏବଂ କାହାଣୀ ଦର୍ଶକଙ୍କୁ ବହୁତ ଆକର୍ଷିତ କରିଥାଏ। ‘ଅନୁପମା’ର ଏପରି ଅନେକ ସଂଳାପ ଅଛି, ଯାହାକୁ ବ୍ୟବହାର କରି ମୁମ୍ବାଇ…
‘ବାଣ ଉପରେ ସମ୍ପୂର୍ଣ୍ଣ ଦେଶରେ ଲାଗିବ ବ୍ୟାନ, କେବଳ ଦିଲ୍ଲୀ-ଏନସିଆରରେ ସୀମିତ ନୁହେଁ ଏହି ଆଦେଶ’: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୭।୧୧: ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଆମେ ପୂର୍ବ ଆଦେଶରେ ଯାହା କହିଥିଲୁ ତାହା କେବଳ ଦିଲ୍ଲୀରେ ସୀମିତ ନୁହେଁ। ବାଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆମର ଆଦେଶ ସମ୍ପୂର୍ଣ୍ଣ ଦେଶ…
ଗାଜାରେ ଇସ୍ରାଏଲର ଆକ୍ରମଣ ଅଟକାଇବା ପାଇଁ ଭାରତ ଏହାର ସମ୍ପୂର୍ଣ୍ଣ କ୍ଷମତାର ପ୍ରୟୋଗ କରୁ: ଇରାନ
ନୂଆଦିଲ୍ଲୀ,୭ା୧୧: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ ରାଷ୍ଟ୍ରପତି ସୟଦ ଇବ୍ରାହିମ ରଇସିଙ୍କ ସହିତ ଫୋନରେ ଆଲୋଚନା କରିଥିଲେ। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଜାରି ହୋଇଥିବା…
Archives


