ଅଯୋଧ୍ୟା ଯିବେ କୋହଲି, ମିଳିଲା ନିମନ୍ତ୍ରଣ
ନୂଆଦିଲ୍ଲୀ,୧୬।୧: ଅଯୋଧ୍ୟାରେ ପ୍ରସ୍ତାବିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ନିମନ୍ତ୍ରଣ ମିଳିଛି। ଏହାପୂର୍ବରୁ ସୋମବାର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିଥିଲା। ସୋସିଆଲ ମିଡିଆରେ ଏକ…
ସୁନ୍ଦରକାଣ୍ଡ ପାଠ କଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୬।୧: ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଙ୍ଗଳବାର ରୋହିଣୀ ଅଞ୍ଚଳରେ ସୁନ୍ଦରକାଣ୍ଡ ପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ତାଙ୍କ ପତ୍ନୀ ସୁନୀତା କେଜ୍ରିଓ୍ବାଲ ମଧ୍ୟ ରୋହିଣୀ ସେକ୍ଟର ୧୧ର ପ୍ରାଚୀନ ଶ୍ରୀ…
ଓ୍ବାଇଏସ ଶର୍ମିଳା ରେଡ୍ଡୀ ହେଲେ ଆନ୍ଧ୍ର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ
ନୂଆଦିଲ୍ଲୀ,୧୬।୧: ତୁରନ୍ତ ପ୍ରଭାବ ସହିତ ଓ୍ବାଇଏସ ଶର୍ମିଳା ରେଡ୍ଡୀ ଆନ୍ଧ୍ରପ୍ରଦେଶ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। ବିଦାୟୀ ଅଧ୍ୟକ୍ଷ ଗିଦିଗୁ ରୁଦ୍ର ରାଜୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ଏକ ବିଶେଷ ନିମନ୍ତ୍ରିତ ସଦସ୍ୟ ହେବେ। ଜାନୁଆରୀ ୪ରେ ଶର୍ମିଳା ରେଡ୍ଡୀ…
ଜଜ୍ଙ୍କୁ ଚିଠି ଲେଖିଲେ ଓକିଲ, ଜାନୁଆରୀ ୨୨ ପ୍ରାଣ ପ୍ରତିଷ୍ଠାରେ କୋର୍ଟରେ ଉପସ୍ଥିତ ରହି ପାରିବୁ ନାହିଁ
ନୂଆଦିଲ୍ଲୀ,୧୬।୧: ଅଯୋଧ୍ୟାରେ ଜାନୁଆରୀ ୨୨ରେ ଭବ୍ୟ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହାକୁ ନେଇ ସାରା ଦେଶ ଏବେ ଉତ୍ସବ ମୁଖର । ମଙ୍ଗଳବାର ଠାରୁ ପ୍ରାଣ ପ୍ରତିଷ୍ଠାର ନୀତିକାନ୍ତି ଆରମ୍ଭ ହୋଇଛି। ଜାନୁଆରୀ ୨୨ରେ ସାରା ଦେଶରୁ…
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଅଯୋଧ୍ୟା ଯିବେନାହିଁ ମମତା
କୋଲକାତା,୧୬।୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ। ବରଂ ଏହି ଦିନ ସେ କାଳୀ ମନ୍ଦିରକୁ ଯାଇ ପୂଜା କରିବେ। ସୂଚନା ଅନୁଯାୟୀ, ମମତା…
ହସ୍ପିଟାଲରେ ମନୀଷ ସିସୋଡିଆ
ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ମଙ୍ଗଳବାର ଏଲଏନ୍ଜେପି ହସ୍ପିଟାଲକୁ ଅଣାଯାଇଛି। ଅର୍ଥୋପେଡିକ ସମସ୍ୟା ହେତୁ ତାଙ୍କୁ ଡାକ୍ତରଖାନା ଅଣାଯାଇଥିବା କୁହାଯାଉଛି। ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ଦିନ ପ୍ରାୟ…
ଦଶମ ଶ୍ରେଣୀ ଛାତ୍ରଙ୍କ କାର୍ଯ୍ୟ ଦେଖି ପୋଲିସର ହୋଶ୍ ଉଡିଲା
କାନପୁର,୧୬।୧: ଉତ୍ତର ପ୍ରଦେଶର କାନପୁରରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ କାର୍ଯ୍ୟ ଦେଖି ପୋଲିସ ବିଭାଗର ହୋଶ୍ ଉଡିଯାଇଛି। ଛାତ୍ର ଜଣକ ଇଣ୍ଡିଗୋ ଏୟାରଲାଇନ୍ସର କଷ୍ଟମର କେୟାରକୁ ଫୋନ କରି ଧମକ ଦେଇଥିଲେ। ଏହା ପରେ କମ୍ପାନୀ ଦିଲ୍ଲୀ ପୋଲିସ ଅଧିକାରୀଙ୍କୁ…
ରାମ ମନ୍ଦିର ଉଦଘାଟନରେ ଯିବେ ନାହିଁ ରାହୁଲ, କହିଲେ ଏହା ମୋଦିଙ୍କ ରାଜନୈତିକ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ,୧୬।୧: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମ୍ପର୍କରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି ଯେ ୨୨ ଜାନୁଆରୀ ୨୦୨୪ ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସ୍ବୟଂ ସେବାକ ସଂଗଠନ (ଆରଏସଏସ) ଏବଂ…
ଝିଅ ଚାହୁଁଥିଲେ, ହେଲା ପୁଅ: ୧୨ ଦିନର ନବଜାତକଙ୍କୁ ହତ୍ୟା କଲେ ବାପା
ଭୋପାଳ,୧୬।୧: ଆଜିକାଲି ସମାଜରେ ଶିଶୁକନ୍ୟା ଅଲୋଡା ହୋଇଯାଇଛି। ଅନେକ ସ୍ଥାନରେ ଜନ୍ମହେବା ମାତ୍ରେ ଫିଙ୍ଗିଦେବାର ଖବର ଆସେ। ହେଲେ ଜଣେ ବ୍ୟକ୍ତି ଝିଅକୁ ଅପେକ୍ଷା କରିବା ଏବଂ ପୁଅ ହେବାରୁ ତାକୁ ହତ୍ୟା କରିବା ଘଟଣା ବୋଧହୁଏ ଆଜିର ସମାଜରେ ଅବିଶ୍ୱସନୀୟ…
ଚିନ୍ତା ବଢାଉଛି କରୋନା ସଂକ୍ରମଣ: ଗତ ୨୪ ଘଣ୍ଟାରେ ୧୮୦ ଆକ୍ରାନ୍ତ ଚିହ୍ନଟ, ୩ ମୃତ
ନୂଆଦିଲ୍ଲୀ,୧୬।୧: କରୋନା ମହାମାରୀ ପୁଣି ଥରେ ଦ୍ରୁତ ଗତିରେ ବ୍ୟାପିଛି । ପ୍ରତିଦିନ ନୂଆ ମାମଲା ଆସୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ ଗୋଟିଏ ଦିନରେ ଭାରତରେ କୋଭିଡ -୧୯ର ୧୮୦ଟି ନୂଆ ମାମଲା ରେକର୍ଡ ହୋଇଛି। ଏହା ସହିତ…
ମୁଖ୍ୟମନ୍ତ୍ରୀ ମାନ୍ଙ୍କୁ ମିଳିଲା ହତ୍ୟା ଧମକ
ଚଣ୍ଡିଗଡ,୧୬।୧: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଏଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ଆତଙ୍କବାଦୀ ପନ୍ନୁ ଏକ ନୂତନ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ ପଞ୍ଜାବର ଗ୍ୟାଙ୍ଗଷ୍ଟରମାନଙ୍କୁ ତାଙ୍କ ସହ ଯୋଗାଯୋଗ କରିବାକୁ…
ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ବିବାଦରେ ହିନ୍ଦୁ ପକ୍ଷକୁ ଝଟ୍କା
ନୂଆଦିଲ୍ଲୀ,୧୬।୧: ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ମସଜିଦ ବିବାଦକୁ ନେଇ ସୁପ୍ରିମକୋର୍ଟ ଏକ ବଡ ରାୟ ନେଇଛନ୍ତି। ଏହି ମସଜିଦକୁ ସର୍ଭେ କରିବା ପାଇଁ କମିଶନର ନିଯୁକ୍ତ କରିବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କୋର୍ଟ ସ୍ଥଗିତ ରଖିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଆଦେଶ…

