ଜାତୀୟ

ସୋନିଆ-ରାହୁଲ ଅଡୁଆରେ: ଗାନ୍ଧୀ ପରିବାର ଦ୍ୱାରା ବିନା ଲାଇସେନ୍ସରେ ପରିଚାଳିତ ଅନାଥ ଆଶ୍ରମ ଚର୍ଚ୍ଚାରେ…

ନୂଆଦିଲ୍ଲୀ,୮।୧ : ନ୍ୟାଶନାଲ କମିଶନ ଫର ପ୍ରୋଟେକଶନ ଅଫ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ଅଧ୍ୟକ୍ଷ ପ୍ରିୟଙ୍କା କାନୁନଗୋ ଉତ୍ତରପ୍ରଦେଶର ପ୍ରୟାଗର ଆନନ୍ଦ ଭବନ କମ୍ପ୍ଲେକ୍ସରେ ଗାନ୍ଧୀ ପରିବାର ଦ୍ୱାରା ବିନା ଲାଇସେନ୍ସରେ ପରିଚାଳିତ ଅନାଥ ଆଶ୍ରମରେ ଭୟଙ୍କର ପରିସ୍ଥିତିକୁ କଡ଼ା ସମାଲୋଚନା…

ମୋଦି ଭାଇଜାନଙ୍କ ଉପରେ କରନ୍ତୁ ବିଶ୍ୱାସ: ମୁସଲମାନଙ୍କୁ ଅପିଲ୍‌ କଲେ ଶାହନୱାଜ

ନୂଆଦିଲ୍ଲୀ,୮।୧: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଶାହନୱାଜ ହୁସେନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ ଅଧୀନରେ ଦେଶରେ ମୁସଲମାନ ସବୁ ଅଧିକ ସୁରକ୍ଷିତ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଅସଉଦ୍ଦିନ ଓଓ୍ବାଇସି କହିଛନ୍ତି ମସଜିଦ ବିପଦରେ ଅଛି,…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ବୟାନ ପରେ ଭାରତ କ୍ଷୁବ୍ଧ, ମାଳଦ୍ଵୀପ ହାଇକମିଶନଙ୍କୁ ସମନ

ନୂଆଦିଲ୍ଲୀ,୮ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆପତ୍ତିଜନକ ବୟାନ ଦେବା ମାଳଦ୍ଵୀପ ଉପରେ ଭାରି ପଡ଼ିଛି। ପ୍ରଥମେ ସୋସିଆଲ ମିଡିଆରେ ମାଳଦ୍ଵୀପକୁ ବଏକଟ କରିବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଥିଲା, ଏହା ପରେ ଅଗ୍ରଣୀ ଭାରତୀୟ ଟ୍ରାଭେଲ କମ୍ପାନୀଗୁଡିକ ମାଲଦ୍ୱୀପକୁ…

୨୯୦୦୦ ଭୂତ କମ୍ପାନୀ ଦ୍ୱାରା ୪୪୦୦୦ କୋଟି ଟିକସ ଚୋରି: ମହାରାଷ୍ଟ୍ରରେ ସର୍ବାଧିକ…

ନୂଆଦିଲ୍ଲୀ,୮।୧ : ନକଲି ରେଜିଷ୍ଟ୍ରେଶନ ବିରୋଧରେ ଅଭିିଯାନ ସମୟରେ ଆଠ ମାସ ମଧ୍ୟରେ ୪୪,୦୧୫ କୋଟି ଟଙ୍କା ଜାଲ ଇନପୁଟ ଟ୍ୟାକ୍ସ କ୍ରେଡିଟ (ଆଇଟିସି) ସହିତ ଜଡିତ ୨୯,୨୭୩ ନକଲି କମ୍ପାନୀ ଅର୍ଥାତ ଭୂତ କମ୍ପାନୀକୁ ଜିଏସଟି ଅଧିକାରୀ ଚିହ୍ନଟ କରିଛନ୍ତି।…

ଭାରତ ଝିଅ, ଯିଏ କି ୧୪୦ ଭାଷାରେ ଗୀତ ଗାଇ ସୃଷ୍ଟି କଲେ ଗିନିଜ୍‌ ରେକର୍ଡ

ଥିରୁଭାନନ୍ତପୁରମ୍‌,୮ା୧: ଝିଅମାନେ କାହାଠାରୁ କିମ୍ବା କୌଣସିଥିରେ କମ୍‌ ନୁହନ୍ତି, ଏହା ଭାରତର ଝିଅ ସୁଚେତା ସତୀଶଙ୍କ ଦ୍ୱାରା ପୁଣି ଥରେ ପ୍ରମାଣିତ ହୋଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସୁଚେତା କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ୧୪୦ ଭାଷାରେ…

୫ ଏମ୍‌ପିଙ୍କୁ ମିଳିବ ସଂସଦରତ୍ନ ପୁରସ୍କାର

ନୂଆଦିଲ୍ଲୀ,୮।୧(ପି.ଟି.): ଚଳିତ ବର୍ଷର ସଂସଦରତ୍ନ ପୁରସ୍କାର ପାଇଁ ଲୋକ ସଭାର ୫ ଏମ୍‌ପିଙ୍କୁ ଚୟନ କରାଯାଇଛି। ଭାଜପା ଏମ୍‌ପି ସୁକାନ୍ତ ମଜୁମଦାର, ସୁଧୀର ଗୁପ୍ତା, ଶିବସେନାର ଶ୍ରୀକାନ୍ତ ଏକନାଥ ଶିନ୍ଦେ, ଏନ୍‌ସିପିର ଅମୋଲ ରାମସିଂ କୋଲ୍‌ହେ ଏବଂ କଂଗ୍ରେସ ଏମ୍‌ପି କୁଲଦୀପ…

ଟିଏମ୍‌ସି ନେତାଙ୍କୁ ଗୁଳିକରି ହତ୍ୟା

କୋଲକାତା,୮।୧: ଅଜଣା ଆତତାୟୀଙ୍କ ଗୁଳିରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ସତ୍ୟନ ଚୌଧୁରୀ ନିହତ ହୋଇଛନ୍ତି। ପଶ୍ଚିମବଙ୍ଗର ବହରମପୁର ଅଞ୍ଚଳରେ ରବିବାର ଏହି ହତ୍ୟାକାଣ୍ଡ ଘଟିଛି। ମୁର୍ସିଦାବାଦ ପାଇଁ ଦଳର ସାଧାରଣ ସମ୍ପାଦକ ଥିବା ସତ୍ୟନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବାବେଳେ…

ମୁସଲମାନଙ୍କ ପାଇଁ ସ୍ବତନ୍ତ୍ର ଭୂଖଣ୍ଡ ଦାବିକରି ବିବାଦରେ ପ୍ରଫେସର

ପାଟନା, ୮।୧: ବିହାର ସିଓ୍ବାନସ୍ଥିତ ନାରାୟଣ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଖୁର୍ଶିଦ ଆଲମ୍‌ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ମୁସଲମାନମାନଙ୍କ ପାଇଁ ଅଲଗା ଦେଶ ଦାବି କରି ଅଡ଼ୁଆରେ ପଡ଼ିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଆଲମଙ୍କ…

ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ମନାଇବା ଅପିଲକୁ ନେଇ ଡିମ୍ପଲ କହିଲେ, ଭାଜପା ଗାଁ ଗାଁକୁ ପଠାଉ ଘିଅ

ନୂଆଦିଲ୍ଲୀ,୭।୧: ମେନପୁରୀରେ ପହଞ୍ଚିଥିବା ସମାଜବାଦୀ ପାର୍ଟି ଏମପି ଡିମ୍ପଲ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଜାନୁଆରୀ ୨୨, ରାମ ମନ୍ଦିରର ପବିତ୍ର ପ୍ରାଣ ପ୍ରତିଷ୍ଠା ଦିବସରେ ଘରେ ଘରେ ଦୀପାପଳି ପାଳନ କରିବାକୁ ଅପିଲ କରିଥିଲେ। ଏସପି ଏମପି ଡିମ୍ପଲ…

ୟୁପିଏସ୍‌ସି ଆଶାୟୀ ଛାତ୍ରୀଙ୍କୁ ବଳାତ୍କାର: ୩ ମାସ ପରେ ଏସ୍‌ପିଙ୍କ ନାଁରେ ମାମଲା ରୁଜୁ କଲା ୟୁପି ପୋଲିସ

ଲକ୍ଷ୍ନୌ, ୭।୧: ଜଣେ ଯୁବତୀଙ୍କୁ ବଳାତ୍କାର କରିବା ସହ ଜରବଦସ୍ତ ଗର୍ଭପାତ କରାଇବା ଏବଂ ଧମକ ଦେବା ଅଭିଯୋଗରେ ଉତ୍ତରପ୍ରଦେଶର ଜଣେ ଅତିରିକ୍ତ ଏସ୍‌ପିଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ପୀଡ଼ିତା ଜଣକ ୟୁପିଏସ୍‌ସି ଆଶାୟୀ ଛାତ୍ରୀ ବୋଲି ଜଣାପଡିଛି।…

ପାକସ୍ଥଳୀରେ ୯ କୋଟିର କୋକେନ୍‌ ଆଣି ଆସୁଥିଲେ, ଧରିଲା ପୋଲିସ

ମୁମ୍ବାଇ, ୭।୧:ଇଥିଓପିଆରୁ ଭାରତକୁ ଉଚ୍ଚମାନର କୋକେନ୍‌ ଚୋରାଚାଲାଣ ବେଳେ ମୁମ୍ବାଇ ପୋଲିସ ୨ ଜଣ ବିଦେଶୀଙ୍କୁ ଗିରଫ କରିଛି। ଫଳରେ ଏକ ଅନ୍ତର୍ଜାତୀୟ ନିଶା ଚୋରାକାରବାର ର଼୍ୟାକେଟ୍‌ର ପ୍ରର୍ଦ୍ଦାଫାସ୍‌ ହୋଇଛି। ନାଇଜେରିଆର ଡାନିଏଲ୍‌ ନେମେକ୍‌(୩୮) ଏବଂ ଭେନେଜୁଏଲାର ଜୋଏଲ୍‌ ରାମୋସ୍‌(୧୯)ଙ୍କଠାରୁ ୮୮୦…

ଶୀତଦିନେ ବଢ଼ୁଛି ହୃଦ୍‌ଘାତ: ସତର୍କ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ,୭।୧: ଶୀତଋତୁରେ ହୃଦ୍‌ଘାତ ଏବଂ ଆଖି ସମସ୍ୟା ବଢ଼ୁଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ଆଖିର ଯତ୍ନ ନେବା ଉପରେ ସେମାନେ ଗୁରୁତ୍ୱ ଦେଇଛନ୍ତି। ଶୀତ ବଢ଼ିବା ସହ ହୃଦ୍‌ଘାତ ହାର ବଢ଼ୁଥିବା ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି। ଅତ୍ୟଧିକ ଥଣ୍ଡା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri