ଜାତୀୟ

ଯେଉଁଠି ଭାଜପା ଦୁର୍ବଳ ସେଠାରେ ଇଡ଼ିକୁ କରାଯାଉଛି ବ୍ୟବହାର…

ନୂଆଦିଲ୍ଲୀ,୪।୨ : ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରକୁ ହଟାଇବା ପାଇଁ ଭାଜପା ଘୋଡ଼ାବେପାର କରି ଏଏପି ବିଧାୟକଙ୍କୁ ହାତେଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିବା ପରେ ମୁଖ୍ୟମନ୍ତ୍ରର ଅରବିନ୍ଦ କେଜରିୱାଲ ଏବଂ ଆତିଶୀ ମାର୍ଲେନା ଅଡୁଆରେ ପଡ଼ିଛନ୍ତି। ଦିଲ୍ଲୀ ପୋଲିସର…

ମନ୍ତ୍ରୀଙ୍କୁ ମୋଦିଙ୍କ ଚେତାବନୀ: ୨୦୦୪ ଭଳି ଭୁଲ କର ନାହିଁ…

ନୂଆଦିଲ୍ଲୀ,୪।୨ : ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଚେତାବନୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ମନ୍ତ୍ରୀମାନେ କୌଣସି ରାଜନୈତିକ ବିଶ୍ଳେଷଙ୍କେ ବିଭ୍ରାନ୍ତ ହେବା ଉଚିତ ନୁହେଁ। ଲୋକସଭା ର୍ନିବାଚନ ପାଇଁ ଯଥାସମ୍ଭବ ଚେଷ୍ଟା କରିବା…

୭ ଦିନରେ ଲାଗୁ ହେବ ସିଏଏ: କହୁ କହୁ ସେମିତି କହିଦେଲି, ମନ୍ତ୍ରୀ ଦେଲେ ସ୍ପଷ୍ଟୀକରଣ…

କୋଲକାତା,୪।୨ : ପଶ୍ଚିମବଙ୍ଗର ଭାଜପା ଲୋକସଭା ଏମପି ତଥା ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ସମ୍ବନ୍ଧରେ ଦେଇଥିବା ବିବୃତ୍ତି ଅନେକ ଆଲୋଡ଼ନ ସୃଷ୍ଟି କରିଥିଲା। ଗତ ସପ୍ତାହରେ ସେ କହିଥିଲେ ଏକ…

ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଆରବିଆଇର କାର୍ଯ୍ୟାନୁଷ୍ଠାନ: ଗୋଟିଏ ପ୍ୟାନରେ ୧୦୦୦ରୁ ଅଧିକ ଗ୍ରାହକଙ୍କ ଆକାଉଣ୍ଟ ସଂଯୁକ୍ତ…

ନୂଆଦିଲ୍ଲୀ,୪।୨ : ଆରବିଆଇର କାର୍ଯ୍ୟ ପରେ ପେଟିଏମ ପେମେଣ୍ଟ ବ୍ୟାଙ୍କ ଏବଂ ଏହାର କାର୍ଯ୍ୟ ପ୍ରଣାଳୀ ବିଷୟରେ ପ୍ରଶ୍ନ ଉଠିଛି। ରିଜର୍ଭ ବ୍ୟାଙ୍କ ପେଟିଏମରେ ଅନିୟମିତତା ପାଇଥିଲା ଯାହା ପରେ ଏହାର ସେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଖବର ଅନୁଯାୟୀ, ପେଟିଏମ…

ଆତିଶୀଙ୍କ ଘରେ କ୍ରାଇମ ବ୍ରାଞ୍ଚ ଟିମ: ଘୋଡ଼ାବେପାର ଅଭିଯୋଗ ନେଇ ନୋଟିସ…

ନୂଆଦିଲ୍ଲୀ,୪।୨ : ରବିବାର ସକାଳେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ ଦିଲ୍ଲୀ ସରକାରୀ ମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ଘରେ ପହଞ୍ଚିଛନ୍ତି। ବାସ୍ତବରେ, ଆତିଷୀ ମାର୍ଲେନା ଏବଂ ସିଏମ ଅରବିନ୍ଦ କେଜରିୱାଲ ନିକଟରେ କିଛି ଆଦମ ପାର୍ଟି (ଏଏପି) ବିଧାୟକଙ୍କୁ ଭାଜପା…

ଜିଦ୍‌ କରି ନିଜ ଆବଶ୍ୟକତା ପୂରଣ ପାଇଁ ସ୍ବାମୀଙ୍କ ଉପରେ ଚାପ ପକାଇ ଆର୍ଥିକ ସ୍ଥିତି ନେଇ ଅପମାନ ଦେଲେ ସ୍ତ୍ରୀଙ୍କୁ ଦିଆଯାଇ ପାରିବ ଛାଡ଼ପତ୍ର: ହାଇକୋର୍ଟ…

ନୂଆଦିଲ୍ଲୀ,୪।୨ : ଏକ ଛାଡ଼ପତ୍ର ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ସ୍ବାମୀଙ୍କ ଆର୍ଥିକ କ୍ଷମତା ନେଇ ସ୍ତ୍ରୀ ତାଙ୍କୁ ନିରନ୍ତର ଅପମାନିତ କରିବା ଏବଂ ତାଙ୍କୁ ଆର୍ଥିକ ଦୃଷ୍ଟିରୁ ନିଜର ଅଧିକ ଆକାଂକ୍ଷା ପୂରଣ କରିବାକୁ ଚାପ ପକାଇବା…

ସ୍ୱାମୀର ଆର୍ଥିକ କ୍ଷମତା ବାହାରେ ସ୍ତ୍ରୀ ନିଜର ସ୍ୱପ୍ନ ପୁରାଣ କରିବାକୁ ବାଧ୍ୟ କରିବା ମାନସିକ ଚାପ: କୋର୍ଟ

ନୂଆଦିଲ୍ଲୀ,୩ା୨: ସ୍ୱାମୀର ଆର୍ଥିକ କ୍ଷମତା ବାହାରେ “ଦୂର ତଥା ଉଜ୍ଜ୍ୱଳ ସ୍ୱପ୍ନ” ପୂରଣ କରିବା ପାଇଁ ସ୍ୱାମୀଙ୍କୁ ଚାପ ପକାଇବା ଦ୍ୱାରା “କ୍ରମାଗତ ଅସନ୍ତୋଷ” ସୃଷ୍ଟି ହୋଇପାରେ ଏବଂ ଶେଷରେ ବିବାହିତ ଜୀବନର ସୁଖ ଏବଂ ସୌହାର୍ଦ୍ଦ୍ୟକୁ ବାଧା ଦେବା ପାଇଁ…

ଏକ୍ସରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୨ କୋଟି ୭୦ ଲକ୍ଷରୁ ଅଧିକ ଫଲୋଅର୍ଶ

ନୂଆଦିଲ୍ଲୀ,୩।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏକ୍ସରେ ଅନୁସରଣକାରୀଙ୍କ ସଂଖ୍ୟା ଦୃଷ୍ଟିରୁ ଯୋଗୀ ଆଦିତ୍ୟନାଥ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ପ୍ରଥମ ସ୍ଥାନରେ ଥିବାବେଳେ ଦେଶରେ ରାଜନେତାଙ୍କ ଅନୁଗାମୀ…

ମଥୁରାରେ ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗିଥିଲେ ଔରଙ୍ଗଜେବ, ଆରଟିଆଇରେ ସୂଚନା ଦେଲା ଏଏସଆଇ

ନୂଆଦିଲ୍ଲୀ,୩।୨: ଶ୍ରୀକୃଷ୍ଣ ଜନ୍ମଭୂମି-ଶାହୀ ଇଦଗାହ ବିବାଦରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ, ମୋଗଲ ଶାସକ ଔରଙ୍ଗଜେବ ମଥୁରାରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରିଥିଲେ। ଏହି ଖୁଲାସା ଆରଟିଆଇରେ ମିଳିଥିବା ସୂଚନାରୁ ହୋଇଛି। ଆରଟିଆଇରେ ଆଗ୍ରା…

ଖୁସି ଖବର: ସୁନା-ରୁପା ଦାମ କମିଲା, ଘରେ ବସି ଏହି ନମ୍ବରରେ ମିସ କଲ କରି ଜାଣନ୍ତୁ ଦାମ…

ନୂଆଦିଲ୍ଲୀ,୩।୨ : ଫେବୃଆରୀ ୩ ଶନିବାର ଦିନ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି। ସୁନାର ମୂଲ୍ୟ ଦଶ ଗ୍ରାମ ପିଛା ୨୨୦ ଟଙ୍କା ଏବଂ ରୂପା ମୂଲ୍ୟ କିଲୋଗ୍ରାମ ପିଛା ହଜାରେ ଟଙ୍କା ହ୍ରାସ ପାଇଛି। ଶନିବାର ଦିନ…

ନ୍ୟାୟ ଦେବୀଙ୍କ ଆଖିରେ ବନ୍ଧାଥିବା କପଡ଼ା ଗାଏବ, ୟୁସିସି ଡ୍ରାଫ୍ଟରେ ଥିବା ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ…

ଡେରାଡୁନ,୩।୨ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ର ଡ୍ରାଫ୍ଟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନିକଟରେ ଦାଖଲ କରାଯାଇଛି। ଏଭଳି ପରିସ୍ଥିତିରେ ଏହି ଡ୍ରାଫ୍ଟ ଆଲୋଚନାର ବିଷୟ ପାଲଟିଛି। ଲୋକମାନେ ଏହି ଡ୍ରାଫ୍ଟର ପ୍ରତ୍ୟେକ ଦିଗ ବିଷୟରେ ଜାଣିବାକୁ…

Video: ରାମଲୀଳାରେ ସୀତାଙ୍କୁ ଧୂମପାନ କରାଇ ଗିରଫ ହେଲେ ପୁଣେ ବିଶ୍ୱବିଦ୍ୟାଳୟର ପ୍ରଫେସର, ପାଞ୍ଚ ଛାତ୍ର

ପୁଣେ,୩।୨: ପୁଣେ ବିଶ୍ୱବିଦ୍ୟାଳୟର ରାମଲୀଳା ନାଟକ ପରିବେଶ ସମୟରେ ସୀତା ମାତାଙ୍କୁ ସିଗାରେଟ ଟଣାଇ ଗିରଫ ହୋଇଛନ୍ତି ଜଣେ ପ୍ରଫେସର ଏବଂ ପାଞ୍ଚ ଜଣ ଛାତ୍ର। ନାଟକ ପରିବେଷଣରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?