ଜାତୀୟ

ଭାରତ ଆମର ସର୍ବୋତ୍ତମ ବନ୍ଧୁ: ୭୧ ପ୍ରତିଶତ ଇସ୍ରାଏଲ ନାଗରିକଙ୍କ ମତ…

ଜେରୁଜେଲମ,୫।୨ : ସମ୍ପ୍ରତି ବିଶ୍ୱ ପରିସଂଖ୍ୟାନ ଏକ ତାଲିକା ପ୍ରକାଶ କରିଛି ଯେଉଁଥିରେ ଇସ୍ରାଏଲ ନାଗରିକମାନେ ଭାରତକୁ ସର୍ବୋତ୍ତମ ବନ୍ଧୁ ବୋଲି ବିବେଚନା କରୁଛନ୍ତି। ଏକ୍ସରେ ପୋଷ୍ଟ କରି ସେମାନେ ଲେଖିଛନ୍ତି ଆମେ ଆମର ଭାରତୀୟ ବନ୍ଧୁମାନଙ୍କୁ ବହୁତ ଭଲ ପାଉ।…

‘ମୁଁ ମୋର ରାମଙ୍କୁ ଭାଜପାକୁ ଉତ୍ସର୍ଗ କରିବି ନାହିଁ’, କଂଗ୍ରେସ କାହିଁକି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେଲାନାହିଁ କହିଲେ ଥରୁର

ନୂଆଦିଲ୍ଲୀ,୫।୨: କଂଗ୍ରେସ ନେତା ଶଶି ଥରୁର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଦଳର ବରିଷ୍ଠ ନେତୃତ୍ୱଙ୍କ ଅଂଶଗ୍ରହଣ ନକରିବା ଉପରେ ମନ୍ତବ୍ୟ ଦେଇଛନ୍ତି। ଥରୁର କହିଛନ୍ତି ଯେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବାରୁ ଏହାର ଅର୍ଥ ନୁହେଁ…

ଗ୍ରାମୀ ପୁରସ୍କାର ୨୦୨୪: ଶଙ୍କର ମହାଦେବନଙ୍କ ‘ଶକ୍ତି’ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ବର୍ଗରେ ଜିତିଲା ପୁରସ୍କାର

ନୂଆଦିଲ୍ଲୀ,୫।୨: ଶଙ୍କର ମହାଦେବନ ଏବଂ ଜାକିର ହୁସେନ୍‌ଙ୍କ ବ୍ୟାଣ୍ଡ ଶକ୍ତି ‘ଦି ମୋମେଣ୍ଟ’ ପାଇଁ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ପୁରସ୍କାର ପାଇଛି। ଭାରତ ପାଇଁ ଚଳିତ ବର୍ଷ ଗ୍ରମିସରେ ଏହା ବଡ଼ ପୁରସ୍କାର। ଏହି ଟିମରେ ଗୀଟାର ବାଦକ ଜନ୍…

ନିର୍ବାଚନରେ ଜବତ ଅର୍ଥ ପରିମାଣ ବଢୁଛି: ସିବିଡିଟି

ନୂଆଦିଲ୍ଲୀ,୫।୨: ପ୍ରତ୍ୟେକ ବିଧାନସଭା ନିର୍ବାଚନରେ ପୂର୍ବ ନିର୍ବାଚନ ତୁଳନାରେ ଜବତ ଅର୍ଥ ପରିମାଣ ବଢ଼ିଚାଲିଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଅଧ୍ୟକ୍ଷ ନୀତିନ ଗୁପ୍ତା କହିଛନ୍ତି। ଆୟକର ବିଭାଗ ଏଭଳି ୩ଟି ମାମଲାର ତଦନ୍ତ ଚଳାଇଛି, ଯେଉଁଥିରେ ବିପୁଳ ପରିମାଣର…

ଆଜି ଆସ୍ଥା ଲୋଡ଼ିବେ ଚମ୍ପାଇ

ରାଞ୍ଚି,୫।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ସରକାର ସୋମବାର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ଏଥିପାଇଁ ୩ ଦିନ ହେଲା ହାଇଦ୍ରାବାଦରେ ରହିଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ନେତୃତ୍ୱାଧୀନ ମେଣ୍ଟର ବିଧାୟକମାନେ ରବିବାର ସ୍ବତନ୍ତ୍ର ବିମାନ ଯୋଗେ ରାଞ୍ଚି ଫେରୁଛନ୍ତି। ଦୁର୍ନୀତି…

ସର୍ବସାଧାରଣ ସମ୍ପତ୍ତି କ୍ଷତି ଆନ୍ଦୋଳନକାରୀଙ୍କଠାରୁ ଭରଣା ହେବ, ଆଇନ କମିଶନଙ୍କ ସୁପାରିସ

ନୂଆଦିଲ୍ଲୀ,୫।୨: ବାରମ୍ବାର ଜାତୀୟ ରାଜପଥ କିମ୍ବା ସର୍ବସାଧାରଣ ସ୍ଥାନ ଅବରୋଧ ରୋକିବା ପାଇଁ ବର୍ତ୍ତମାନର ଆଇନରେ ସଂଶୋଧନ ନିମନ୍ତେ ଆଇନ କମିଶନ ସୁପାରିସ କରିଛନ୍ତି। ଆନ୍ଦୋଳନକାରୀଙ୍କ ଦ୍ୱାରା ସରକାରୀ କିମ୍ବା ଘରୋଇ ସମ୍ପତ୍ତିର କ୍ଷତି ଘଟିଥିଲେ, ସେମାନଙ୍କ ଉପରେ ବଜାର ଦର…

ଲଦାଖ ମାଗିଲା ରାଜ୍ୟ ମାନ୍ୟତା: ୪ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୫।୨: ରାଜ୍ୟ ମାନ୍ୟତା ସମେତ ୪ ଦାବି ନେଇ ଲଦାଖରେ ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି। ଅନ୍ୟ ଦାବି ମଧ୍ୟରେ ରହିଛି ସମ୍ବିଧାନର ଷଷ୍ଠ ଅନୁଚ୍ଛେଦରେ ଲଦାଖକୁ ସାମିଲ କରାଯାଇ ଏହାକୁ ଆଦିବାସୀ ମାନ୍ୟତା ପ୍ରଦାନ କରିବା, ସ୍ଥାନୀୟ ଯୁବତୀଯୁବକଙ୍କ ପାଇଁ…

ମଣିଷ ନୁହେଁ…ପ୍ରଥମେ ଏହି ମହିଳା ରୋବର୍ଟକୁ ମହାକାଶକୁ ପଠାଇବ ଇସ୍ରୋ!

ନୂଆଦିଲ୍ଲୀ,୪।୨: ଭାରତୀୟ ମହିଳା ରୋବଟ ମହାକାଶଚାରୀ-ଭୋମିମିତ୍ରା (Vyommitra) ମହାକାଶରେ ଉଡ଼ିବାକୁ ପ୍ରସ୍ତୁତ! ଇସ୍ରୋର ଉଚ୍ଚାଭିଳାଷୀ ‘ଗଗନୟାନ’ ମିଶନ ପୂର୍ବରୁ ଭୋମିମିତ୍ରାର ଏହି ମହାକାଶ ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଆଜି ଅର୍ଥାତ୍‌ ରବିବାର କେନ୍ଦ୍ର ମନ୍ତ୍ରୀ (ସ୍ବତନ୍ତ୍ର ପ୍ରଭାର)…

୬ରେ ବିଧାନସଭାରେ ଆଗତ ହୋଇପାରେ ୟୁସିସି ବିଲ୍‌

ଡେରାଡୁନ୍‌,୪।୨: ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ନିଯୁକ୍ତ ଉଚ୍ଚସ୍ତରୀୟ କମିଟି ସୁପାରିସ କରିଥିବା ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌ ରବିବାର ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ଲାଭ କରିଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ନାଗରିକ ଆଇନରେ…

ସର୍ବସାଧାରଣଙ୍କ ସମ୍ପତ୍ତି କ୍ଷତି କଲେ ଭରଣା ଦେବେ ଆନ୍ଦୋଳନକାରୀ

ନୂଆଦିଲ୍ଲୀ,୪।୨: ବାରମ୍ବାର ଜାତୀୟ ରାଜପଥ କିମ୍ବା ସର୍ବସାଧାରଣ ସ୍ଥାନ ଅବରୋଧ ରୋକିବା ପାଇଁ ଆଇନରେ ସଂଶୋଧନ ନିମନ୍ତେ ଆଇନ କମିଶନ ସୁପାରିସ କରିଛନ୍ତି। ଆନ୍ଦୋଳନକାରୀଙ୍କ ଦ୍ୱାରା ସରକାରୀ କିମ୍ବା ଘରୋଇ ସମ୍ପତ୍ତିର କ୍ଷତି ଘଟିଥିଲେ, ସେମାନଙ୍କ ଉପରେ ବଜାର ଦର ଅନୁଯାୟୀ…

ବିରୋଧୀ ରାଜନୀତିର ସେଣ୍ଟର ହେଲାଣି ହାଇଦ୍ରାବାଦ! ଫେରିଲେ ଝାଡ଼ଖଣ୍ଡ ବିଧାୟକ, ପହଞ୍ଚିଲେ ବିହାର କଂଗ୍ରେସ ଏମଏଲଏ

ହାଇଦ୍ରାବାଦ,୪।୨: ଗୋଟିଏ ପଟେ ଝାଡ଼ଖଣ୍ଡରେ ଶାସକ ମିଳିତ ମଞ୍ଚର ବିଧାୟକମାନେ ହାଇଦ୍ରାବାଦରୁ ଫେରିଥିବା ବେଳେ ଅନ୍ୟ ପଟେ ବିହାରର କଂଗ୍ରେସ ବିଧାୟକମାନେ ୧୨ ଫେବୃଆରୀରେ ଟ୍ରଷ୍ଟ ଭୋଟ ପୂର୍ବରୁ ହାଇଦ୍ରାବାଦରେ ପହଞ୍ଚିଛନ୍ତି। ବିହାରର ଅନେକ କଂଗ୍ରେସ ବିଧାୟକ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ.…

ୟୁସିସି ଡ୍ରାଫ୍ଟକୁ କ୍ୟାବିନେଟରେ ସବୁଜ ସଙ୍କେତ, ଫେବୃଆରୀ ୬ରେ ବିଲ ଆସେମ୍ଲିରେ ହୋଇପାରେ ଉପସ୍ଥାପନ

ଡେରାଡୁନ,୪।୨: ୟୁନିଫର୍ମ ସିଭିଲ କୋଡ (ୟୁସିସି) ର ଡ୍ରାଫ୍ଟକୁ ଉତ୍ତରାଖଣ୍ଡ କ୍ୟାବିନେଟ ସବୁଜ ସଙ୍କେତ ଦେଇଛି। ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏକ ଡ୍ରାଫ୍ଟ ବିଲ ପ୍ରସ୍ତୁତ କରାଯାଇ ବିଧାନସଭାରେ ଟେବୁଲରେ ଉପସ୍ଥାପନ କରିବାକୁ ଅନୁମୋଦନ କରାଯାଇଥିଲା। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?