ଜାତୀୟ

କେରଳର ଭବିଷ୍ୟତ ହେଉଛି ଭାଜପା: ଅମିତ ଶାହା

ଥିରୁଭାନନ୍ତପୁରମ୍‌,୩।୯: ଦେଶରୁ କଂଗ୍ରେସ ନିଶ୍ଚିହ୍ନ ହେଉଛି, ବିଶ୍ୱ କମ୍ୟୁନିଷ୍ଟ ଦଳରୁ ମୁକ୍ତ ହେଉଛି। ଯଦି କେରଳର ଭବିଷ୍ୟତ ଅଛି, ତେବେ ଏହା ହେଉଛି ଭାଜପା ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ଭାଜପାର ପ୍ରମୁଖ ନେତା ଅମିତ ଶାହା। କେରଳର...

କିଭଳି ଗୁଜରାଟରେ ବିଜୟ ପତାକା ଉଡାଇବ ଏଏପି? କେଜ୍ରିଓ୍ବାଲ କହିଲେ…

ଅହମ୍ମଦାବାଦ,୩।୯: ଚଳିତ ବର୍ଷ ଡିସେମ୍ବରରେ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପଞ୍ଜାବରେ ବିଜୟ ପତାକା ଉଡ଼ାଇବା ପରେ ଏବେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଏହି ନିର୍ବାଚନ ଲାଗି ପ୍ରସ୍ତୁତି ଚଳାଇଛି। କେଜ୍ରିଓ୍ବାଲ କ୍ରମାଗତ ଭାବେ ଗୁଜରାଟ ଗସ୍ତ କରି...

ଭାଜପାରୁ ଦରମା ନେଇ ଏଏପି ପାଇଁ କାମ କରିବାକୁ କର୍ମୀଙ୍କୁ କହିଲେ କେଜରିଓ୍ବାଲ…

ଅହମଦାବାଦ, ୩।୯ : ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶାସକ ଦଳରେ ରହିଥିବାବେଳେ ଗୁଜରାଟର ଭାରତୀୟ ଜନତା ପାର୍ଟି କର୍ମୀଙ୍କୁ ନିବେଦନ କରିଛନ୍ତି। ଗୁଜରାଟ ଗସ୍ତର ଶେଷ ଦିନ ଶନିବାର ରାଜକୋଟରେ...

ଭାରତର ସବୁଠାରୁ ବଡ଼ ୟୁ-ଟର୍ନ ନେତା ହେଉଛନ୍ତି କେଜରିଓ୍ବାଲ …

ଅହମଦାବାଦ, ୩।୯ : ଭାରତୀୟ ଜନତା ପାର୍ଟିର ଏମ୍‌ପି ତଥା ଭାଜପାର ଯୁବ ସଂଗଠନ ଭାରତୀୟ ଜନତା ମୋର୍ଚ୍ଚା (ବିଜଓ୍ବୋଇଏମ୍‌) ଜାତୀୟ ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟା ଶନିବାର ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଦେଶର ସବୁଠାରୁ ବଡ...

ଦଶହରା ରାଲିରେ ପାଓ୍ବାରଙ୍କ ଏଣ୍ଟ୍ରି…

ମୁମ୍ବାଇ, ୩।୯ : ଦଶହରା ରାଲି ପାଇଁ ଉଦ୍ଧବ ଠାକ୍‌ରେ ଏବଂ ଏକନାଥ ଶିନ୍ଦେଙ୍କ ସମର୍ଥକ ଶିବାଜୀ ପାର୍କ ଲାଗି ଆବେଦନ କରିଛନ୍ତି। ଏଭଳି ପରିସ୍ଥିତିରେ ଉଭୟ ଦଳ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏବେ...

ଲଭ୍‌ ଜିହାଦ ରାଲିରେ ଉତ୍ତେଜନା, ଲାଠିରେ ପିଟିଲେ ପୋଲିସ…

ଅହମଦାବାଦ, ୩।୯ : ଗୁଜରାଟର ବନାସକାଣ୍ଠାରେ ଲଭ୍‌ ଜିହାଦ ବିରୋଧରେ ଶନିବାର ଏକ ରାଲିର ଆୟୋଜନ କରାଯାଇଥିଲା। ରାଲିରେ ଏକ ବିରାଟ ଜନସମାଗମ ହେବା ପରେ ଏକ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପରେ ଉତ୍ତେଜନା ସୃଷ୍ଟି କରୁଥିବା ଲୋକଙ୍କୁ...

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ମିଳିବ ବିପଦ ଭତ୍ତା…

ନୂଆଦିଲ୍ଲୀ, ୩।୯ : କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗର କର୍ମଚାରୀମାନେ ବିପଦ ଭତ୍ତା (ରିସ୍କ୍‌ ଆଲାଉନ୍ସ) ପାଇବେ। ତଥାପି, ଏଥିପାଇଁ କର୍ମଚାରୀମାନଙ୍କୁ ଏକ ସର୍ତ୍ତ ପୂରଣ କରିବାକୁ ପଡିବ। ସେପ୍ଟେମ୍ବର ୨ରେ ଡିଓପିଟି ଦ୍ୱାରା ଜାରି କରାଯାଇଥିବା ଏକ ଚିଠିରେ...

ଶିକ୍ଷା ବିକାଶ ବିବାଦ, କେଜରିଓ୍ବାଲଙ୍କୁ ଭିଡ଼ିଓ ପଠାଇଲେ ହିମନ୍ତ ବିଶ୍ୱ ସରମା…

ନୂଆଦିଲ୍ଲୀ, ୩।୯ : ଶିକ୍ଷା ଓ ବିକାଶକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ମଧ୍ୟରେ ଟୁଇଟର ଯୁୁଦ୍ଧ ଜାରି ରହିଛି। ଗତ କିଛି ଦିନ ହେବ ଉଭୟ ରାଜ୍ୟର ନେତା...

ମନି ଲଣ୍ଡରିଂ ମାମଲାରେ ନୋରାଙ୍କୁ ଜେରା କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୩ ।୯: ମନି ଲଣ୍ଡରିଂ ମାମଲାରେ କେତେଜଣ ବଲିଉଡ କଳାକାର ନାଁ ସାମ୍ନାକୁ ଆସିବା ପରେ ଲାଗାତାର ଏହାକୁ ନେଇ ଚର୍ଚ୍ଚା ଜାରି ରହୁଛି । ଜ୍ୟାକଲିନ ଫର୍ନାଡିଜଙ୍କ ପରେ ଦିଲ୍ଲୀ ପୋଲିସର ଇଓଡବ୍ଲ୍ୟୁ(ଆର୍ଥିକ ଅପରାଧ ଶାଖା) ମନି ଲଣ୍ଡରିଂ...

ଭାଜପା କର୍ମୀଙ୍କୁ କେଜରିୱାଲଙ୍କ ବାର୍ତ୍ତା, ପେମେଣ୍ଟ ସେଠୁ ନିଅ କାମ ଆମ ପାଇଁ କର

ଅହମଦାବାଦ,୩ ।୯: ଗୁଜରାଟର ଆଗାମୀ ବିଧାନସଭା ନିର୍ବାଚନ ଲାଗି ଆମ ଆଦମୀ ପାର୍ଟି(ଏଏପି) ତା’ର ସମସ୍ତ ଶକ୍ତି ଲଗାଇ ଦେଇଛି । ଦଳର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଲଗାତାର ଗୁଜରାଟ ଗସ୍ତ କରୁଛନ୍ତି ।...

ସପ୍ତାହରେ ଗୋଟିଏ ଦିନ ବିନା ବସ୍ତାନୀରେ ସ୍କୁଲ ଯିବେ ପିଲା…

ଭୋପାଳ, ୩।୯ : ମଧ୍ୟପ୍ରଦେଶର ସମସ୍ତ ସରକାରୀ, ଅଣ-ସରକାରୀ ଏବଂ ସହାୟକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସପ୍ତାହରେ ଗୋଟିଏ ଦିନ ବ୍ୟାଗ ବିନା ପାଠପଢ଼ିକୁ ଯିବେ । ଏହି ଦିନ ବୃତ୍ତିଗତ କାର୍ଯ୍ୟ ଅଭିଜ୍ଞତା ସହ ଜଡିତ କାର୍ଯ୍ୟକଳାପ ଏହି ଦିନ...

ଦଙ୍ଗାକାରୀଙ୍କ ଉପରେ ଡ୍ରୋନ୍‌ରୁ ପକାଯିବ ଲୁହବୁହା ଗ୍ୟାସ ସେଲ …

ନୂଆଦିଲ୍ଲୀ, ୩।୯ : ସୀମା ସୁରକ୍ଷା ବଳ (ବିଏସଏଫ)ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରୋନ ପ୍ରସ୍ତୁତ କରାଯାଇଛି। ଏହୀ ଡ୍ରୋନ୍‌ ଆକାଶରେ ଉଡ଼ିବୁଲି ଦଙ୍ଗାକାରୀଙ୍କ ଉପରେ ଲୁହବୁହା ଗ୍ୟାସ ସେଲ ପକାଇବ। ବିଏସଏଫ ଅନୁଯାୟୀ, ଦଙ୍ଗାକାରୀ ଏବଂ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri