ଜାତୀୟ

ବିମାନରୁ ବାହାରିଲା ଅସରପା: କ୍ଷମା ମାଗିଲା ଏୟାର ଇଣ୍ଡିଆ

ନୂଆଦିଲ୍ଳୀ,୪।୮: ଆମେରିକାର ସାନ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଅସରପା ଦେଖାଯିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ବିବାଦ ବଢ଼ିବା ପରେ, ଏୟାର ଇଣ୍ଡିଆ ଏକ ବିବୃତ୍ତି ଜାରି କରି କ୍ଷମା ମାଗିଛି।...

ସ୍ତ୍ରୀଙ୍କ ମୁଣ୍ଡ କାଟି ଟିଭି ଚ୍ୟାନେଲ୍‌ କାର୍ଯ୍ୟାଳୟରେ ପହଞ୍ଚିଲେ ସ୍ବାମୀ: ଆଉ ତା’ପରେ ଘଟିଗଲା…

ଚେନ୍ନାଇ,୪ା୮:ତାମିଲନାଡୁର ଟୁଟିକୋରିନ୍‌ ଜିଲାରେ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କ ମୁଣ୍ଡ କାଟିବା ପରେ ଅପରାଧ ସମ୍ପର୍କରେ ବଖାଣିବା ପାଇଁ ସିଆର୍‌ପିଏଫ୍‌ କନଷ୍ଟେବଲ୍‌ ଥିବା ସ୍ବାମୀ ଜଣକ ଏକ ଟିଭି ଚ୍ୟାନେଲ୍‌ କାର୍ଯ୍ୟାଳୟରେ ପହଞ୍ଚତ୍ବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।...

ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ,୪।୮: ଭାରତ-ଚାଇନା ଉତ୍ତେଜନା ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରିଛନ୍ତି। ରାହୁଲ ୨୦୨୨ ଭାରତ ଯୋଡୋ ଯାତ୍ରା ସମୟରେ ଏହି ବିବାଦୀୟ ବୟାନ ଦେଇଥିଲେ। ଏହି ସମ୍ବନ୍ଧୀୟ ମାମଲାକୁ ରଦ୍ଦ କରିବାକୁ...

କେତେ ସମ୍ପତ୍ତି ଛାଡି ଦେଇଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ? ଜାଣନ୍ତୁ…

ରାଞ୍ଚି,୪।୮: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସଭାପତି ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କର ୮୧ ବର୍ଷ ବୟସରେ ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଗୁରୁତର ରୋଗରେ ପୀଡିତ ଥିଲେ। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ତାଙ୍କର...

ସୋରେନ ପରିବାରକୁ ଲାଗିଛି ଗ୍ରହଣ! ଶିବୁ ସୋରେନଙ୍କ ପରଲୋକ, ଲାଇଫ ସପୋର୍ଟରେ ଜୀବନ ସହ ଲଢେଇ କରୁଛନ୍ତି ରାମଦାସ ସୋରେନ

ନୂଆଦିଲ୍ଲୀ,୪।୮: ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀ ରାମଦାସ ସୋରେନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଲାଇଫ ସପୋର୍ଟରେ ରଖାଯାଇଛି। ଜାମସେଦପୁରରେ ତାଙ୍କ ଘରର ବାଥରୁମରେ ପଡ଼ି ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା, ଯାହା ପରେ...

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ: ପୁଅ କହିଲେ, ଆଜି ମୁଁ ଶୂନ୍ୟ ହୋଇଗଲି

ନୂଆଦିଲ୍ଲୀ,୪।୮:ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM)ର ପ୍ରତିଷ୍ଠାତା ତଥା ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସୋମବାର ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଦିଲ୍ଲୀର ସାର୍‌...

ଚାଞ୍ଚଲ୍ୟ! ଅଧରାତିରେ ଭଡାଟିଆ ଛାତ୍ରୀଙ୍କୁ ବଳାତ୍କାର କଲେ ଘର ମାଲିକ

ବେଙ୍ଗାଲୁରୁ,୩।୮: ବେଙ୍ଗାଲୁରୁରେ ଜଣେ କଲେଜ ଛାତ୍ରୀ ତାଙ୍କ ଟଙ୍କା ଦିଆ ବନ୍ଧୁ/ପେୟିଂ ଗେଷ୍ଟ(ପିଜି) ମାଲିକ ଆଶରଫଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଛାତ୍ରୀଙ୍କ ଅଭିଯୋଗ ପରେ ସ୍ଥାନୀୟ ଥାନାରେ ଏଫଆଇଆର ରୁଜୁ ହୋଇଛି ଏବଂ ଅଭିଯୁକ୍ତ ଆଶରଫଙ୍କୁ...

ବଏଫ୍ରେଣ୍ଡକୁ ହତ୍ୟା କରି ୭ ଲକ୍ଷ ଟଙ୍କା ନେଇ ଫେରାର ଲିଭ୍-ଇନ୍ ପାର୍ଟନର

ଗୁରୁଗ୍ରାମ,୩।୮: ଗୁରୁଗ୍ରାମର ବାଲିୟାଭାସ ନିବାସୀ ୪୨ ବର୍ଷୀୟ ହରିଶଙ୍କୁ ତାଙ୍କ ଲିଭ୍-ଇନ୍ ପାର୍ଟନର ୨୭ ବର୍ଷୀୟ ୟଶମୀତ କୌର ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଏହି ଘଟଣା ଶନିବାର ଡିଏଲଏଫ ଫେଜ-୩ରେ ଘଟିଛି, ଯେଉଁଠାରେ ଉଭୟ ଗତ ଏକ...

ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପ୍‌ଡେଟ୍‌: ଖୁବ୍‌ଶୀଘ୍ର ସରକାରୀ ଚାକିରିଆଙ୍କୁ ମିଳିବ ଖୁସି ଖବର, ଜାଣନ୍ତୁ ପୂରା ତଥ୍ୟ…

ନୂଆଦିଲ୍ଲୀ,୩ା୮: ୧ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀ ଖୁବ୍‌ଶୀଘ୍ର ଖୁସି ଖବର ପାଇବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଅର୍ଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, ସରକାରଙ୍କୁ ବିଭିନ୍ନ...

ତେଜସ୍ବୀ ଯାଦବଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ପାଟଣା,୩।୮: ରାଷ୍ଟ୍ରୀୟ ଜନତା ଦଳ (RJD) ନେତା ଏବଂ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସମସ୍ୟା ବଢ଼ିପାରେ। ସେ ଦାବି କରିଥିଲେ ଯେ ତାଙ୍କ ନାମ ବିହାରର ଡ୍ରାଫ୍ଟ ଭୋଟର ତାଲିକାରେ ନାହିଁ। ତେଜସ୍ବୀଙ୍କ ଅନୁଯାୟୀ, ସେ ଯେଉଁ...

ରାଜ୍ୟ ରାଜନୀତିରେ ହଇଚଇ, ଏମିତି ଅନୁଦାନ ଘୋଷଣା କଲେ ଦିଦି, ଆଖି ତରାଟି ରହିଗଲା ଭାଜପା!

କୋଲକାତା,୩।୮: ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଦୁଇଟି ପ୍ରମୁଖ ଯୋଜନା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଗୋଟିଏ ପଟେ ମମତା ଦୁର୍ଗା ପୂଜା ପାଇଁ ୧.୧ ଲକ୍ଷ ଟଙ୍କାର...

ହଠାତ୍‌ କାହିଁକି ରାଷ୍ଟ୍ରପତିଙ୍କୁ ଭେଟିବାକୁ ପହଞ୍ଚିଲେ ମୋଦି? ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ଏଠାରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ଏ ସମ୍ପର୍କରେ ସୂଚନା ରାଷ୍ଟ୍ରପତି ଭବନ ପକ୍ଷରୁ ସୋସିଆଲ ମିଡିଆ ସାଇଟ ଏକ୍ସରେ ଦିଆଯାଇଛି। ରାଷ୍ଟ୍ରପତି ଭବନ ଏକ୍ସରେ ପ୍ରଧାନମନ୍ତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri