Posted inଜାତୀୟ

ରେଳ ବିଭାଗର ବଡ ନିଷ୍ପତ୍ତି; ୩ ମାସ ପାଇଁ ବାତିଲ ହେଲା ୨୪ ଟ୍ରେନ, ଏବେ ଆଉ ମିଳିବନି……

ନୂଆଦିଲ୍ଲୀ,୨୧।୧୧: ସମଗ୍ର ଦେଶରେ ଶୀତ ଲହରୀ ଖେଳିଯାଇଛି । ଏଥିଯୋଗୁଁ ରାତିରେ ତାପମାତ୍ରା ଅସ୍ୱାଭାବିକ ଭାବେ ତଳକୁ ଖସିଆସିବା ସହ ଦେଶର ସମଗ୍ର ପ୍ରାନ୍ତରେ ଘନ କୁହୁଡି ଦେଖାଯାଇଛି । କୁହୁଡି ପ୍ରଭାବରେ ପ୍ରାୟ ସମସ୍ତ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ଚଳିତ ଶୀତ ଋତୁରେ ଉତ୍ତର ଭାରତ ସର୍ବାଧିକ ଭାବେ ପ୍ରଭାବିତ ହୋଇଛି । ସମଗ୍ର ଉତ୍ତର ଭାରତରେ ବାୟୁ ସୂଚକାଙ୍କ ନିମ୍ନରେ ପହଞ୍ଚିବା ସହ ପରିବେଶରେ ଘନ କୁହୁଡି ପରିଲକ୍ଷିତ ହେଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ଚଳିତ ବର୍ଷ ଡିସେମ୍ୱର ୧ ତରିଖରୁ ୨୦୨୬ ମସିହା ଫେବୃୟାରି ୨୮ ତାରିଖ ଯାଏ ଅନେକ ଟ୍ରେନ ଚଳାଚଳକୁ ବାତିଲ କରିଦେଇଛି ।

ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳୀକୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନିଜ ଟ୍ରେନ ସମ୍ପର୍କରେ ବିଶେଷ ଭାବେ ଯାଞ୍ଚ କରିନେବାକୁ ରେଲୱେ ବୋର୍ଡ ସମସ୍ତଙ୍କୁ ଅନୁରୋଧ କରିଛି । କିଛି ଟ୍ରେନକୁ ଆଂଶିକ ଭାବେ ରଦ୍ଧ କରାଯାଇଥିବା ବେଳେ କତେକ ଟ୍ରେନକୁ ୩ ମାସ ଭଳି ବାତିଲ କରାଯାଇଛି ।

ସମ୍ପୂର୍ଣ୍ଣ ରଦ୍ଧ ହୋଇଥିବା ଟ୍ରେନ…
୧.ଟ୍ରେନ୍ ନମ୍ବର ୧୪୧୧୨ ପ୍ରୟାଗରାଜ ଜଙ୍କସନ-ମୁଜାଫରପୁର ଏକ୍ସପ୍ରେସ- ୦୧.୧୨.୨୫ ରୁ ୨୫.୦୨.୨୬ ପର୍ଯ୍ୟନ୍ତ ।
୨. ଟ୍ରେନ୍ ନମ୍ବର ୧୪୧୧୧ ମୁଜାଫରପୁର-ପ୍ରୟାଗରାଜ ଜଙ୍କସନ ଏକ୍ସପ୍ରେସ- ୦୧.୧୨.୨୫ ରୁ ୨୫.୦୨.୨୬ ପର୍ଯ୍ୟନ୍ତ ।
୩. ଟ୍ରେନ୍ ନମ୍ବର ୨୨୧୯୮ ବୀରଙ୍ଗାନା ଲକ୍ଷ୍ମୀବାଇ(ଝାନସୀ)-କୋଲକାତା ଏକ୍ସପ୍ରେସ- ୦୫.୧୨.୨୫ ରୁ ୨୭.୦୨.୨୬ ପର୍ଯ୍ୟନ୍ତ ।
୪. ଟ୍ରେନ୍ ନମ୍ବର ୨୨୧୯୭ କୋଲକାତା-ବୀରଙ୍ଗାନା ଲକ୍ଷ୍ମୀବାଇ(ଝାନସୀ) ଏକ୍ସପ୍ରେସ- ୦୭.୧୨.୨୫ ରୁ ୦୧.୦୩.୨୬ ପର୍ଯ୍ୟନ୍ତ ।
୫. ଟ୍ରେନ୍ ନମ୍ବର ୧୨୩୨୭ ହାଓଡା-ଦେହରାଦୁନ ଉପାସନା ଏକ୍ସପ୍ରେସ- ୦୨.୧୨.୨୫ ରୁ ୨୭.୦୨.୨୬ ପର୍ଯ୍ୟନ୍ତ ।
୬. ଟ୍ରେନ୍ ନମ୍ବର ୧୨୩୨୮ ଦେହରାଦୁନ-ହାଓଡା ଉପାସନା ଏକ୍ସପ୍ରେସ- ୦୩.୧୨.୨୫ ରୁ ୨୭.୦୨.୨୬ ପର୍ଯ୍ୟନ୍ତ ।
୭. ଟ୍ରେନ୍ ନମ୍ବର ୧୪୦୦୩ ମାଲଦା ଟାଉନ-ନୂଆଦିଲ୍ଲୀ ଏକ୍ସପ୍ରେସ- ୦୬.୧୨.୨୫ ରୁ ୨୮.୦୨.୨୬ ପର୍ଯ୍ୟନ୍ତ ।
୮. ଟ୍ରେନ୍ ନମ୍ବର ୧୪୦୦୪ ନୂଆଦିଲ୍ଲୀ-ମାଲଦା ଟାଉନ ଏକ୍ସପ୍ରେସ- ୦୪.୧୨.୨୫ ରୁ ୨୬.୦୨.୨୬ ପର୍ଯ୍ୟନ୍ତ ।
୯. ଟ୍ରେନ୍ ନମ୍ବର ୧୪୫୨୩ ବରୋନି-ଆମ୍ୱାଲା ଏକ୍ସପ୍ରେସ- ୦୪.୧୨.୨୫ ରୁ ୨୬.୦୨.୨୬ ପର୍ଯ୍ୟନ୍ତ ।
୧୦. ଟ୍ରେନ୍ ନମ୍ବର ୧୪୫୨୪ ଆମ୍ୱାଲା-ବରୋନି ଏକ୍ସପ୍ରେସ- ୦୨.୧୨.୨୫ ରୁ ୨୪.୦୨.୨୬ ପର୍ଯ୍ୟନ୍ତ ।
୧୧. ଟ୍ରେନ୍ ନମ୍ବର ୧୪୬୧୭ ପୂର୍ଣ୍ଣିଆ କୋର୍ଟ-ଅମୃତସର ଜନସେବା ଏକ୍ସପ୍ରେସ- ୦୩.୧୨.୨୫ ରୁ ୦୨.୦୩.୨୬ ପର୍ଯ୍ୟନ୍ତ ।
୧୨. ଟ୍ରେନ୍ ନମ୍ବର ୧୪୬୧୮ ଅମୃତସର-ପୂର୍ଣ୍ଣିଆ କୋର୍ଟ ଜନସେବା ଏକ୍ସପ୍ରେସ- ୦୧.୧୨.୨୫ ରୁ ୨୮.୦୨.୨୬ ପର୍ଯ୍ୟନ୍ତ ।
୧୩. ଟ୍ରେନ୍ ନମ୍ବର ୧୫୯୦୩ ଦିବ୍ରୁଗଡ଼-ଚଣ୍ଡୀଗଡ଼ ଏକ୍ସପ୍ରେସ- ୦୧.୧୨.୨୫ ରୁ ୨୭.୦୨.୨୬ ପର୍ଯ୍ୟନ୍ତ ।
୧୪. ଟ୍ରେନ୍ ନମ୍ବର ୧୫୯୦୪ ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସ – ୦୩.୧୨.୨୫ ରୁ ୦୧.୦୩.୨୬ ପର୍ଯ୍ୟନ୍ତ ।
୧୫. ଟ୍ରେନ୍ ନମ୍ବର ୧୫୬୨୦ କାମାକ୍ଷା-ଗୟା ଏକ୍ସପ୍ରେସ – ୦୧.୧୨.୨୫ ରୁ ୨୩.୦୨.୨୬ ପର୍ଯ୍ୟନ୍ତ ।
୧୬. ଟ୍ରେନ୍ ନମ୍ବର ୧୫୬୧୯ ଗୟା-କାମାକ୍ଷା ଏକ୍ସପ୍ରେସ – ୦୨.୧୨.୨୫ ରୁ ୨୪.୦୨.୨୬ ପର୍ଯ୍ୟନ୍ତ ।
୧୭. ଟ୍ରେନ୍ ନମ୍ବର ୧୫୬୨୧ କାମାକ୍ଷା-ଆନନ୍ଦ ବିହାର ଏକ୍ସପ୍ରେସ – ୦୪.୧୨.୨୫ ରୁ ୨୬.୦୨.୨୬ ପର୍ଯ୍ୟନ୍ତ ।
୧୮. ଟ୍ରେନ୍ ନମ୍ବର ୧୫୬୨୨ ଆନନ୍ଦ ବିହାର-କାମାକ୍ଷା ଏକ୍ସପ୍ରେସ – ୦୫.୧୨.୨୫ ରୁ ୨୭.୦୨.୨୬ ପର୍ଯ୍ୟନ୍ତ।

ବିଜ୍ଞାପନ

୧୯. ଟ୍ରେନ୍ ନମ୍ବର ୧୨୮୭୩ ହଟିଆ-ଆନନ୍ଦ ବିହାର ଏକ୍ସପ୍ରେସ – ୦୧.୧୨.୨୫ ରୁ ୨୬.୦୨.୨୬ ପର୍ଯ୍ୟନ୍ତ।

୨୦. ଟ୍ରେନ୍ ନମ୍ବର ୧୨୮୭୪ ଆନନ୍ଦ ବିହାର-ହଟିଆ ଏକ୍ସପ୍ରେସ – ୦୨.୧୨.୨୫ ରୁ ୨୭.୦୨.୨୬ ପର୍ଯ୍ୟନ୍ତ।

୨୧. ଟ୍ରେନ୍ ନମ୍ବର ୨୨୮୫୭ ସାନ୍ତ୍ରାଗାଛି-ଆନନ୍ଦ ବିହାର ଏକ୍ସପ୍ରେସ – ୦୧.୧୨.୨୫ ରୁ ୦୨.୦୩.୨୬ ପର୍ଯ୍ୟନ୍ତ।

୨୨. ଟ୍ରେନ୍ ନମ୍ବର ୨୨୮୫୮ ଆନନ୍ଦ ବିହାର-ସାନ୍ତ୍ରାଗାଛି ଏକ୍ସପ୍ରେସ – ୦୨.୧୨.୨୫ ରୁ ୦୩.୦୩.୨୬ ପର୍ଯ୍ୟନ୍ତ।
୨୩. ଟ୍ରେନ୍ ନମ୍ବର ୧୮୧୦୩ ଟାଟା-ଅମୃତସର ଏକ୍ସପ୍ରେସ୍ – ୦୧.୧୨.୨୫ ରୁ ୨୫.୦୨.୨୬ ପର୍ଯ୍ୟନ୍ତ।
୨୪. ଟ୍ରେନ୍ ନମ୍ବର ୧୮୧୦୪ ଅମୃତସର-ଟାଟା ଏକ୍ସପ୍ରେସ୍ – ୦୩.୧୨.୨୫ ରୁ ୨୭.୦୨.୨୬ ପର୍ଯ୍ୟନ୍ତ।

ନିର୍ଦ୍ଧିଷ୍ଟ ଷ୍ଟେସନ ଯାଏ ଅଥବା ନିର୍ଦ୍ଧିଷ୍ଟ ଦିନଯାଏ ରଦ୍ଧ କରାଯାଇଥିବା ଟ୍ରେନ

୧. ଟ୍ରେନ ନମ୍ବର ୧୧୧୨୩ ଗ୍ୱାଲିୟର-ବାରୁଣୀ ଏକ୍ସପ୍ରେସ୍ ପ୍ରତି ସୋମବାର ଏବଂ ଗୁରୁବାର ୦୧.୧୨.୨୫ ରୁ ୨୬.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।
୨. ଟ୍ରେନ ନମ୍ବର ୧୧୧୨୪ ବାରୁଣୀ-ଗ୍ୱାଲିୟର ଏକ୍ସପ୍ରେସ୍ ପ୍ରତି ମଙ୍ଗଳବାର ଏବଂ ଶୁକ୍ରବାର ୦୨.୧୨.୨୫ ରୁ ୨୭.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।
୩. ଟ୍ରେନ ନମ୍ବର ୧୨୯୮୮ ଆଜମେର-ସିଆଲଦା ଏକ୍ସପ୍ରେସ୍ ପ୍ରତି ମଙ୍ଗଳବାର, ଗୁରୁବାର ଏବଂ ଶନିବାର ୦୨.୧୨.୨୫ ରୁ ୨୮.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।
୪. ଟ୍ରେନ ନମ୍ବର ୧୨୯୮୭ ସିଆଲଦା-ଆଜମେର ଏକ୍ସପ୍ରେସ୍ ପ୍ରତି ବୁଧବାର, ଶୁକ୍ରବାର ଏବଂ ରବିବାର ୦୩.୧୨.୨୫ ରୁ ୦୧.୦୩.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।
୫. ଟ୍ରେନ ନମ୍ବର ୧୩୦୧୯ ହାଓଡା-କାଠଗୋଦାମ ବାଗ୍ ଏକ୍ସପ୍ରେସ୍ ପ୍ରତି ରବିବାର ୦୭.୧୨.୨୫ ରୁ ୨୨.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।
୬. ଟ୍ରେନ ନମ୍ବର ୧୩୦୨୦ କାଠଗୋଦାମ ବାଗ-ହାଓଡା ଏକ୍ସପ୍ରେସ ପ୍ରତି ମଙ୍ଗଳବାର ୦୯.୧୨.୨୫ ରୁ ୨୪.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।
୭. ଟ୍ରେନ ନମ୍ବର ୧୨୩୧୭ କୋଲକାତା-ଅମୃତସର ଏକ୍ସପ୍ରେସ ପ୍ରତି ରବିବାର ୦୭.୧୨.୨୫ ରୁ ୨୨.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।
୮. ଟ୍ରେନ ନମ୍ବର ୧୨୩୧୮ ଅମୃତସର-କୋଲକାତା ଏକ୍ସପ୍ରେସ ପ୍ରତି ମଙ୍ଗଳବାର ୦୯.୧୨.୨୫ ରୁ ୨୪.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।
୯. ଟ୍ରେନ ନମ୍ବର ୧୨୩୫୭ କୋଲକାତା-ଅମୃତସର ଏକ୍ସପ୍ରେସ ପ୍ରତି ଶନିବାର ୦୬.୧୨.୨୫ ରୁ ୨୮.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।
୧୦. ଟ୍ରେନ ନମ୍ବର ୧୨୩୫୮ ଅମୃତସର-କୋଲକାତା ଏକ୍ସପ୍ରେସ ପ୍ରତି ସୋମବାର ୦୮.୧୨.୨୫ ରୁ ୦୨.୦୩.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।
୧୧. ଟ୍ରେନ ନମ୍ବର ୨୨୪୦୫ ଭାଗଲପୁର-ଆନନ୍ଦ ବିହାର ଗରିବ ରଥ ଏକ୍ସପ୍ରେସ ପ୍ରତି ଗୁରୁବାର ୦୪.୧୨.୨୫ ରୁ ୨୬.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।
୧୨. ଟ୍ରେନ ନମ୍ବର ୨୨୪୦୬ ଆନନ୍ଦ ବିହାର-ଭାଗଲପୁର ଗରିବ ରଥ ଏକ୍ସପ୍ରେସ ପ୍ରତି ବୁଧବାର ୦୩.୧୨.୨୫ ରୁ ୨୫.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।
୧୩. ଟ୍ରେନ ନମ୍ବର ୧୨୫୦୫ କାମାକ୍ଷା-ଆନନ୍ଦ ବିହାର ଉତ୍ତର ପୂର୍ବ ଏକ୍ସପ୍ରେସ ପ୍ରତି ରବିବାର ଏବଂ ବୁଧବାର ୦୩.୧୨.୨୫ ରୁ ୨୫.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।
୧୪. ଟ୍ରେନ ନମ୍ବର ୧୨୫୦୬ ଆନନ୍ଦ ବିହାର-କାମାକ୍ଷା ଉତ୍ତର ପୂର୍ବ ଏକ୍ସପ୍ରେସ ପ୍ରତି ମଙ୍ଗଳବାର ଏବଂ ଶୁକ୍ରବାର ୦୫.୧୨.୨୫ ରୁ ୨୭.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।
୧୫. ଟ୍ରେନ ନମ୍ବର ୧୫୪୮୩ ଆଲିପୁରଦ୍ୱାର-ଦିଲ୍ଲୀ ସିକିମ ମହାନନ୍ଦା ଏକ୍ସପ୍ରେସ ପ୍ରତି ବୁଧବାର ଏବଂ ଶନିବାର ୦୩.୧୨.୨୫ ରୁ ୨୮.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଥାଏ।
୧୬. ଟ୍ରେନ ନମ୍ବର ୧୫୪୮୪ ଦିଲ୍ଲୀ-ଆଲିପୁରଦ୍ୱାର ସିକିମ ମହାନନ୍ଦା ଏକ୍ସପ୍ରେସ ପ୍ରତି ଶୁକ୍ରବାର ଏବଂ ସୋମବାର ୦୫.୧୨.୨୫ ରୁ ୨୭.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଥାଏ।
୧୭. ଟ୍ରେନ ନମ୍ବର ୧୨୫୨୩ ନ୍ୟୁ ଜଲପାଇଗୁଡ଼ି-ନୂଆଦିଲ୍ଲୀ ଏକ୍ସପ୍ରେସ ପ୍ରତି ମଙ୍ଗଳବାର ୦୨.୧୨.୨୫ ରୁ ୨୪.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଥାଏ।
୧୮. ଟ୍ରେନ ନମ୍ବର ୧୨୫୨୪ ନୂଆଦିଲ୍ଲୀ-ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ ପ୍ରତି ବୁଧବାର ୦୩.୧୨.୨୫ ରୁ ୨୫.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଥାଏ।
୧୯. ଟ୍ରେନ ନମ୍ବର ୧୫୯୦୯ ଦିବ୍ରୁଗଡ଼-ଲାଲଗଡ଼ ଅବଧ ଆସାମ ଏକ୍ସପ୍ରେସ ପ୍ରତି ଶନିବାର ୦୬.୧୨.୨୫ ରୁ ୨୮.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।

୨୦. ଟ୍ରେନ ନମ୍ବର ୧୫୯୧୦ ଲାଲଗଡ଼-ଡିବ୍ରୁଗଡ଼ ଅବଧ ଆସାମ ଏକ୍ସପ୍ରେସ ପ୍ରତି ମଙ୍ଗଳବାର ୦୯.୧୨.୨୫ ରୁ ୦୩.୦୩.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।

୨୧. ଟ୍ରେନ ନମ୍ବର ୧୫୦୩୩ ପାଟଳୀପୁତ୍ର-ଲକ୍ଷ୍ନୌ ଏକ୍ସପ୍ରେସ ପ୍ରତି ସୋମବାର, ମଙ୍ଗଳବାର ଏବଂ ବୁଧବାର ୦୧.୧୨.୨୫ ରୁ ୧୧.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।

୨୨. ଟ୍ରେନ ନମ୍ବର ୧୫୦୩୪ ଲକ୍ଷ୍ନୌ-ପାଟଳୀପୁତ୍ର ଏକ୍ସପ୍ରେସ ପ୍ରତି ସୋମବାର, ମଙ୍ଗଳବାର ଏବଂ ବୁଧବାର ୦୧.୧୨.୨୫ ରୁ ୧୧.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।
୨୩. ଟ୍ରେନ ନମ୍ବର ୧୫୦୭୯ ପାଟଳୀପୁତ୍ର-ଗୋରଖପୁର ଏକ୍ସପ୍ରେସ ପ୍ରତି ରବିବାର, ସୋମବାର, ବୁଧବାର ଏବଂ ଶୁକ୍ରବାର ୦୧.୧୨.୨୫ ରୁ ୦୧.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।
୨୪. ଟ୍ରେନ ନମ୍ବର ୧୫୦୮୦ ଗୋରଖପୁର-ପାଟଳୀପୁତ୍ର ଏକ୍ସପ୍ରେସ ପ୍ରତି ରବିବାର, ସୋମବାର, ବୁଧବାର ଏବଂ ଶୁକ୍ରବାର ୦୧.୧୨.୨୫ ରୁ ୦୧.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଛି।
୨୫. ଟ୍ରେନ ନମ୍ବର ୧୫୦୭୪ ଟନକପୁର-ସିଙ୍ଗରୌଲି ତ୍ରିବେଣୀ ଏକ୍ସପ୍ରେସ ପ୍ରତି ବୁଧବାର ୦୩.୧୨.୨୫ ରୁ ୧୧.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଥାଏ।
୨୬. ଟ୍ରେନ ନମ୍ବର ୧୫୦୭୩ ସିଙ୍ଗରୌଲି-ଟିଙ୍ଗପୁର ତ୍ରିବେଣୀ ଏକ୍ସପ୍ରେସ ପ୍ରତି ଗୁରୁବାର ୦୪.୧୨.୨୫ ରୁ ୧୨.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଥାଏ।
୨୭. ଟ୍ରେନ ନମ୍ବର ୧୫୦୭୬ ଟନକପୁର-ଶକ୍ତିନଗର ତ୍ରିବେଣୀ ଏକ୍ସପ୍ରେସ ପ୍ରତି ମଙ୍ଗଳବାର ଏବଂ ଶନିବାର ୦୨.୧୨.୨୫ ରୁ ୧୪.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଥାଏ।
୨୮. ଟ୍ରେନ ନମ୍ବର ୧୫୦୭୫ ଶକ୍ତିନଗର-ଟନକପୁର ତ୍ରିବେଣୀ ଏକ୍ସପ୍ରେସ ପ୍ରତି ବୁଧବାର ଏବଂ ରବିବାର ୦୩.୧୨.୨୫ ରୁ ୧୫.୦୨.୨୬ ପର୍ଯ୍ୟନ୍ତ ବାତିଲ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?