ଜାତୀୟ

ଜେଲରୁ ନେଟୱାର୍କ ଅପରେଟ କରୁଥିଲେ ଅମୃତପାଲ, ପାଖରୁ ମିଳିଲା ସ୍ପାଏ କ୍ୟାମେରା…

ଦିବ୍ରୁଗଡ଼,୧୭।୨ : ଆସାମର ଦିବ୍ରୁଗଡ ଜେଲର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ଏଠାରେ ଥିବା ଏକ କୋଠରୀରୁ ମୋବାଇଲ ଫୋନ, ସ୍ପାଏ କ୍ୟାମେରା ଏବଂ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ବିଶେଷ କଥା ହେଉଛି…

ଔଷଧ-ପ୍ରସାଧାନ ସାମଗ୍ରୀର ଗୁଣବତ୍ତା ହେବ ସୁନିଶ୍ଚିତ: ସିଡିଏସସିଓ ଜାରି କଲେ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୭।୨ : ଔଷଧ ଏବଂ ପ୍ରସାଧନ ସାମଗ୍ରୀର ଗୁଣବତ୍ତା ଏବଂ କାର୍ଯ୍ୟକାରିତା ଉପରେ ନଜର ରଖିବା ପାଇଁ ୟୁନିଫର୍ମ ନମୁନା ପ୍ରଣାଳୀ ଗ୍ରହଣ କରିବାକୁ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସସିଓ) ଶନିବାର ନିର୍ଦ୍ଦେଶନାମା ଜାରି କରିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳ ଯବାନଙ୍କୁ ଦସ୍ତା ବାକ୍ସ ବଦଳରେ ମିଳିବ ଟ୍ରଲି…

ନୂଆଦିଲ୍ଲୀ,୧୭।୨ : ଆସାମ ରାଇଫଲ୍ସ, ବିଏସଏଫ, ସୀଆଇଏସଏଫ, ସିଆରପିଏଫ, ଆଇଟିବିପି, ଏନଏସଜି ଏବଂ ଏସଏସବିର ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସ ସିଏପିଏଫ ଅଧୀନରେ ଥିବା ଯବାନମାନେ ବର୍ତ୍ତମାନ ଦସ୍ତା ବାକ୍ସ ସମସ୍ୟାରୁ ଆରାମ ପାଇବେ। ଏହି ଯବାନମାନଙ୍କୁ ବର୍ତ୍ତମାନ ପାଞ୍ଚ ବର୍ଷର ୱାରେଣ୍ଟି…

ଏମିତି କ’ଣ ହେଲା ଯେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ଅଧାରେ ଛାଡ଼ି ଓ୍ବାୟନାଡ଼ ଗଲେ ରାହୁଲ, ଜାଣନ୍ତୁ…

ନୂଆଦିଲ୍ଲୀ,୧୭।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ହଠାତ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ମଝିରେ ଛାଡ଼ି ଓ୍ବାୟନାଡ ଅଭିମୁଖେ ବାହାରିଛନ୍ତି। ରବିବାର ସେ ପ୍ରୟାଗରାଜ ପହଞ୍ଚିବେ, ଯେଉଁଠାରୁ ପୁଣିଥରେ ଯାତ୍ରା ଆରମ୍ଭ ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ସୂଚନାନୁଯାୟୀ,…

ରାଜ୍ୟ ସରକାରଙ୍କ ନୂଆ ଯୋଜନା, ଅନଲାଇନରେ ବିକ୍ରି କରିବେ ବାଲି

ନୂଆଦିଲ୍ଲୀ,୧୭।୨: ରାଜ୍ୟରେ ବାଲି ମାଫିଆଙ୍କ ଉପଦ୍ରବ ରୋକିବା ପାଇଁ ଅନଲାଇନରେ ବାଲି ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ‘ବିନା ଲାଭ ବିନା କ୍ଷତି’ରେ ଏହି ବିକ୍ରି ହେବ ବୋଲି କହିଛନ୍ତି ମହାରାଷ୍ଟ୍ର ରାଜସ୍ୱ ମନ୍ତ୍ରୀ ରାଧାକୃଷ୍ଣ ଭିକେ ପାଟିଲ।…

ରାଜ୍ୟ ସଭା ଯିବା ଆଶା ଅସନ୍ତୋଷର ମୁଖ୍ୟ କାରଣ, କଂଗ୍ରେସ କମଲନାଥଙ୍କୁ ରୋକିବାର ପ୍ରୟାସ ମଧ୍ୟ କରିବନି!…

ନୂଆଦିଲ୍ଲୀ,୧୭।୨ : ଗୋଟିଏ ପରେ ଗୋଟିଏ କଂଗ୍ରେସ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛି। ଗତ କିଛି ମାସ ମଧ୍ୟରେ ଅନେକ ନେତା ଦଳ ଛାଡି ଭାଜପାରେ ଯୋଗ ଦେଇଛନ୍ତି। ବର୍ତ୍ତମାନ କମଲନାଥ ଏବଂ ତାଙ୍କ ପୁଅ ନକୁଲନାଥଙ୍କ ସମେତ ଅନେକ କଂଗ୍ରେସ…

କଂଗ୍ରେସକୁ ବଡ଼ ଝଟକା: କମଲନାଥ ଇସ୍ତଫା ଦେଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ! …

ନୂଆଦିଲ୍ଲୀ,୧୭।୨ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କଂଗ୍ରେସରୁ ଇସ୍ତଫା ଦେଇ ଥିବା କୁହାଯାଉଛି। କମଲ ନାଥ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ପୂର୍ବତନ…

ଜ୍ଞାନପୀଠ ପୁରସ୍କାର ପାଇବେ ଗୁଲଜାର,ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ

ନୂଆଦିଲ୍ଲୀ,୧୭ା୨: ପ୍ରସିଦ୍ଧ ଊର୍ଦ୍ଦୁ ଗୀତିକାର ତଥା କବି ଗୁଲଜାର ଏବଂ ସଂସ୍କୃତ ପଣ୍ଡିତ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୨୦୨୩ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯିବ। ଉଭୟ ବ୍ୟକ୍ତିତ୍ୱ ନିଜ ନିଜ କ୍ଷେତ୍ରରେ ପ୍ରସିଦ୍ଧ। ଗୁଲଜାରଙ୍କୁ ବର୍ତ୍ତମାନର ଊର୍ଦ୍ଦୁ କବିମାନଙ୍କ ମଧ୍ୟରୁ ଜଣେ ବୋଲି…

ସୀତା-ଆକବର ଏକାଠି ରହିବାରୁ ବିବାଦ: ହାଇକୋର୍ଟରେ ମାମଲା…

କୋଲକାତା,୧୭।୨ : ସାଧାରଣତଃ ଦାମ୍ପତ୍ୟ ଜୀବନରେ ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ଝଗଡା, ପାରିବାରିକ ହିଂସା, ନିର୍ଯାତନା, ଆକ୍ରମଣ, ଦୁର୍ନୀତି ମାମଲା ହାଇକୋର୍ଟଙ୍କ ଦ୍ୱାରରେ ପହଞ୍ଚିଥାଏ। କିନ୍ତୁ ହାଇକୋର୍ଟରେ ନାମକୁ ନେଇ ଏକ ବିବାଦ ଏବେ କୋଲକାତା ହାଇକୋର୍ଟରେ ପହଞ୍ଚସିଛି। ସୀତା ଏବଂ…

ଇନସାଟ୍‌‌ ଥ୍ରୀ ଡିଏସ୍‌‌ ସଫଳତାର ସହିତ ଉତ୍‌‌କ୍ଷେପଣ କଲା ଇସ୍ରୋ

ନୂଆଦିଲ୍ଲୀ,୧୭।୨: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ଉତ୍‌‌କ୍ଷେପଣ କେନ୍ଦ୍ରରୁ ଶନିବାର ସନ୍ଧ୍ୟ ୫ଟା ୩୫ ମିନିଟ୍‌‌ରେ ଇସ୍ରୋ ପକ୍ଷରୁ ଇନସାଟ୍‌‌ ଥ୍ରୀ ଡିଏସ୍‌‌ ସଫଳତାର ସହିତ ଉତ୍‌‌କ୍ଷେପଣ କରାଯାଇଛି। ଇସ୍ରୋର ଧ୍ରୁବୀୟ ଉପଗ୍ରହ ଉତ୍‌‌କ୍ଷେପଣ ଯାନ ଜିଏସ୍‌‌ଏଲ୍‌‌ଭି ଜରିଆରେ ଏହି ପାଣିପାଗ…

ଫିଲ୍ମ ନିର୍ମାତା ରାଜ କୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ ସହିତ ୨ କୋଟି ଜରିମାନା ଦଣ୍ଡାଦେଶ !…

ମୁମ୍ବାଇ,୧୭।୨ : ‘ଘାତକ’ ଏବଂ ‘ଘାୟଲ’ ଭଳି ସୁପରହିଟ ଚଳଚ୍ଚିତ୍ର ନିର୍ମାଣ କରିଥିବା ଜଣାଶୁଣା ବଲିଉଡ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଶନିବାର ଜାମନଗର କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ତାଙ୍କୁ ୨ କୋଟି ଟଙ୍କା…

କଟନ କ୍ୟାଣ୍ଡି ବିକ୍ରି ନେଇ ପ୍ରତିବନ୍ଧକ: ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସରକାର…

ଚେନ୍ନାଇ,୧୭।୨ : ଦେଶର ଦକ୍ଷିଣ ରାଜ୍ୟ ତାମିଲନାଡୁରେ କଟନ କ୍ୟାଣ୍ଡି ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। କର୍କଟ ରୋଗ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥର ଉପସ୍ଥିତି ବିଷୟରେ ପ୍ରମାଣିତ ପରୀକ୍ଷଣ ରିପୋର୍ଟ ଯୋଗୁଁ ତାମିଲନାଡୁ ସରକାର ରାଜ୍ୟରେ ଏହାର ବିକ୍ରି ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri