ଜାତୀୟ

ଗତ ୧୦ ବର୍ଷରେ ମୋଦି ଅସମ୍ଭବକୁ ସମ୍ଭବ କରିଛନ୍ତି, ତୃତୀୟ ପାଳି ବି ନିଶ୍ଚିତ: ଶାହା

ନୂଆଦିଲ୍ଲୀ,୧୪।୩: ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳର ପ୍ରମୁଖ ନିଷ୍ପତ୍ତିକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିୀ ଅସମ୍ଭବ ମନେହେଉଥିବା ସମସ୍ତ କାର୍ଯ୍ୟ ସମାପ୍ତ କରିଛନ୍ତି। ଏହା ଧାରା ୩୭୦ ଅପସାରଣ ହେଉ ଯାହା ଜମ୍ମୁ କଶ୍ମୀରକୁ…

ମମତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଫଟୋ ଦେଖି ବିଚଳିତ ହେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୪।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର (ମାର୍ଚ୍ଚ ୧୪) ଗୁରୁତର ଆହତ ହୋଇଛନ୍ତି। ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ହସପିଟାଲରେ ଭର୍ତ୍ତି ହୋଇଥିବା ମମତା ବାନାର୍ଜୀଙ୍କ ଫଟୋ ତ୍ରୁଣମୂଳ କଂଗ୍ରେସ (ଟିଏମସି) ର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ…

ସମଗ୍ର ଭାରତରେ ପେଟ୍ରୋଲ, ଡିଜେଲ ମୂଲ୍ୟ ୨ ଟଙ୍କା କମାଇଲେ ସରକାର

ନୂଆଦିଲ୍ଲୀ,୧୪।୩: ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ପୂର୍ବରୁ ଭାରତ ସରକାର ଗୁରୁବାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୨ ଟଙ୍କା ହ୍ରାସ କରିଛନ୍ତି।ସମ୍ପ୍ରତି ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ଏବଂ ସଙ୍କୋଚିତ ପ୍ରାକୃତିକ ଗ୍ୟାସ (ସିଏନଜି) ମୂଲ୍ୟରେ ହ୍ରାସ…

କମିବ ପେଟ୍ରୋଲ-ଡିଜେଲ ଦାମ, ଭଜନଲାଲ ସରକାରଙ୍କ ବଡ ନିଷ୍ପତ୍ତି

ଜଇପୁର,୧୪।୩: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାର ଭଜନଲାଲ ସରକାର ରାଜସ୍ଥାନବାସୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଏବେ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଆଶ୍ୱସ୍ତି ମିଳିବ। ଏଥି ସହିତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି…

ସଜା ଶୁଣିବା ପରେ ମୁଖତାର କହିଥିଲେ ହଜୁର ମୁଁ ବୁଢା ଆଉ ରୋଗୀଣା, କୋର୍ଟ କହିଲେ-ଅପରାଧ ଏହାଠାରୁ ଆହୁରି ବଡ

ବାରଣାସୀ,୧୪।୩: ଗାଜିପୁରର ୩୩ ବର୍ଷ, ତିନି ମାସ ୯ ଦିନ ପୁରୁଣା ନକଲି ଅସ୍ତ୍ର ଲାଇସେନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମାଫିଆ ମୁଖତାର ଅନସାରୀଙ୍କୁ ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। ଏମପି-ଏମଏଲଏ କୋର୍ଟ ବାରାଣାସୀର ସ୍ବତନ୍ତ୍ର…

ମମତାଙ୍କ ମୁଣ୍ଡରେ ଲାଗିଲା ଗଭୀର ଆଘାତ, ହସ୍ପିଟାଲରେ ହେଲେ ଭର୍ତ୍ତି

କୋଲକାତା,୧୪।୩: ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ତୃଳମୂଳ କଂଗ୍ରେସ ସୋସିଆଲ ମିଡିଆ ଏକ୍ସରେ ଫଟୋ ଶେୟାର କରି ଏହି ସୂଚନା ଦେଇଛି। ଫଟୋରେ ମମତାଙ୍କ…

ଏସବିଆଇ ନିର୍ବାଚନୀ ବଣ୍ଡକୁ ସାର୍ବଜନୀନ କଲା ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୪।୩: ଭାରତୀୟ ନିର୍ବାଚନ କମିଶନ ଆୟୋଗ(ଇସିଆଇ) ଗୁରୁବାର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଦାଖଲ କରିଥିବା ନିର୍ବାଚନ ବଣ୍ଡ ତଥ୍ୟକୁ ଏହାର ୱେବସାଇଟରେ ସାର୍ବଜନୀନ କରିଛି। ଗୋଟିଏ ଦିନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଏସବିଆଇ ଏହି ତଥ୍ୟ ଆୟୋଗ…

କର୍ନାଟକରେ ଭାଜପାର ବମ୍ପର ଓପନିଂ, ହଜିଯାଇପାରେ କଂଗ୍ରେସ

ମୁମ୍ବାଇ,୧୪।୩: ଆଗକୁ ପାଖେଇ ଆସୁଛି ଲୋକ ସଭା ନିର୍ବାଚନ। ଏବେ ଏହି ନିର୍ବାଚନକୁ ନେଇ ସମସ୍ତଙ୍କ ନଜର ଏକଜିଟ ପୋଲ ଉପରେ। ଏବେ ଆସିବାକୁ ଥିବା ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ଏକଜିଟ ପୋଲରେ ଭାଜପା ନେତୃତ୍ୱାଧୀନ ଏନଡିଏ କର୍ନାଟକରେ ବିପୁଳ…

୨୦୨୨ ମାନବ ବିକାଶ ସୂଚକାଙ୍କ: ୧୯୩ ଟି ଦେଶ ମଧ୍ୟରେ ୧୩୪ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୧୪।୩: ମିଳିତ ଜାତିସଂଘର ମାନବ ବିକାଶ ସୂଚକାଙ୍କ (ଏଚଡିଆଇ) ରେ ଭାରତର ମାନ୍ୟତା ୨୦୨୨ ରେ ଗୋଟିଏ ସ୍ଥାନ ଉପରକୁ ଉଠି କରି ୧୯୩ ଟି ଦେଶ ମଧ୍ୟରୁ ୧୩୪ରେ ରହିଛି। ୨୦୨୧ରେ ୧୯୧ ଦେଶ ମଧ୍ୟରୁ ଭାରତ ୧୩୫ ଥିଲା।…

‘ଯାହାଙ୍କୁ କେହି ପଚାରନ୍ତିନି, ତାଙ୍କୁ ମୋଦି ପଚାରନ୍ତି’

ନୂଆଦିଲ୍ଲୀ,୧୪ା୩: ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ପ୍ରଧାନମନ୍ତ୍ରୀ ସ୍ବନିଧି ମହୋତ୍ସବ ସେହି ଲୋକମାନଙ୍କ ପାଇଁ ଉତ୍ସର୍ଗୀକୃତ, ଯାହା ବିନା ମୋର ଦୈନନ୍ଦିନ ଜୀବନ କଳ୍ପନା କରିପାରେନାହିଁ। କରୋନା ମହାମାରୀ ସମୟରେ…

ପଓ୍ବନ ସିଂ କହିଲେ ଲଢିବେ କେଉଁ ଆସନରୁ ନିର୍ବାଚନ

ନୂଆଦିଲ୍ଲୀ,୧୪।୩: ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଦେଶର ରାଜନୈତିକ ବାତାବରଣ ଅତ୍ୟନ୍ତ ଉତ୍ତପ୍ତ ରହିଛି। ସେପଟେ ପଶ୍ଚିମବଙ୍ଗର ଆସାନସୋଲ ଆସନରୁ ନିର୍ବାଚନ ଲଢିବାକୁ ମନା କରିଦେଇଥିବା ଭୋଜପୁରୀ ତାରକା ତଥା ଗାୟକ ପୱନ ସିଂଙ୍କ ବିଷୟରେ ବଡ ଖବର ସାମ୍ନାକୁ…

ଚିରାଗଙ୍କୁ ଗ୍ରୀନ ସିଗନାଲ? ବିହାରର ଏହି ହଟ ସିଟରୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତି ଜୋରଦାର

ପାଟନା,୧୪।୩: ଲୋକ ସଭା ନିର୍ବାଚନକୁ ନେଇ ଚିରାଗ ପାସୱାନ ବହୁତ ସକ୍ରିୟ ଅଛନ୍ତି। ଏନଡିଏରେ ସିଟ ବଣ୍ଟନ ସମ୍ପର୍କରେ ସେ କହିଛନ୍ତି ଯେ ଖୁବଶୀଘ୍ର ଏହି ମାମଲା ସରକାରୀ ଭାବେ ପ୍ରକାଶ ପାଇବ। ସେ କହିଛନ୍ତି ଯେ ଏହା ଉପରେ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?