ଜାତୀୟ

ମଦ ନୀତି ଦୁର୍ନୀତି ମାମଲା: ଆଉ ଜଣେ ଏଏପି ମନ୍ତ୍ରୀଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଣେ ପରେ ଜଣେ ଏଏପି ମନ୍ତ୍ରୀ ଗିରଫ ହେଉଥିବାବେଳେ ଆଉ ଜଣେ ମନ୍ତ୍ରୀଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆଜି ଇଡି ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାସ ଗେହଲଟଙ୍କୁ କାର୍ଯ୍ୟାଳୟରେ ହାଜର ହବାକୁ ନୋଟିସ…

ଏହି ଭାଜପା ପ୍ରାର୍ଥୀଙ୍କ ନାଁରେ ରହିଛି ୨୪୨ ମାମଲା, ରାହୁଲ ଗାନ୍ଧୀଙ୍କ ସହ ହେବ ଟକ୍କର

ନୂଆଦିଲ୍ଲୀ,୩୦।୩: ଭାଜପା ଓ୍ବାୟନଡା ଲୋକ ସଭା ସିଟ୍‌ରୁ କେ. ସୁରେନ୍ଦ୍ରନଙ୍କୁ ଟିକେଟ୍‌ ଦେଇଛି। ସୁରେନ୍ଦ୍ରନ ଏହି ସିଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୁକାବିଲା କରିବେ। ସୁରେନ୍ଦ୍ରନ କେରଳ ଭାଜପାର ସଭାପତି ଅଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ, ତାଙ୍କ ବିରୋଧରେ…

କେବଳ ରୋଷେଇ କରିବା ଜାଣିଛନ୍ତି…ଭାଜପା ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ

ବେଙ୍ଗାଲୁରୁ,୩୦।୩: କର୍ନାଟକ କଂଗ୍ରେସ ବିଧାୟକ ଶମନୁର ଶିବଶଙ୍କରପ୍ପା ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ ଡାଭେଙ୍ଗେର ଆସନରୁ ଭାଜପାର ଲୋକ ସଭା ପ୍ରାର୍ଥୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଏକ ବିବାଦ ଉପୁଜିଛି। ଦଳୀୟ କର୍ମୀଙ୍କ ଏକ ବୈଠକରେ ଶାମନୁର…

ଆଜି ୫ ବିଶିଷ୍ଠ ବ୍ୟକ୍ତିଙ୍କୁ ଭାରତ ରନ୍ନ, ଆଡଭାନିଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୦।୩: ଭାରତ ରତ୍ନରେ ସମ୍ମାନିତ ହେବାକୁ ଥିବା ୫ଜଣ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନିଙ୍କ ବ୍ୟତୀତ ସମସ୍ତେ – ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂ, ପି.ଭି. ନରସିଂହ ରାଓ, ବିଶିଷ୍ଟ କୃଷି ବୈଜ୍ଞାନିକ ଏମ.ଏସ. ସ୍ବାମୀନାଥନ…

ମୁଖତାରଙ୍କ ଶେଷକୃତ୍ୟ ପାଇଁ ଗାଜିପୁରରେ ପୋଲିସ ଛାଉଣି, ଆଇଜି-ଡିଆଇଜିଙ୍କଠାରୁ ଆରମ୍ଭ କରି ୫୦୦୦ ଯବାନ ମୁତୟନ

ଗାଜିପୁର,୩୦।୩: ମୁଖତାର୍‌ ଅନସାରୀଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶର ଗାଜିପୁର ଜିଲାରେ କଡା ସୁରାକ୍ଷା ବ୍ୟବସ୍ଥା କରାଯାଇଛି। ଗାଜିପୁରର ମହମ୍ମଦାବାଦ ୟୁସୁଫପୁର ସହରର ପ୍ରତ୍ୟେକ କୋଣ ଅନୁକୋଣରେ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ମୁଖତାରଙ୍କୁ ଶନିବାର (୩୦ ମାର୍ଚ୍ଚ) ସକାଳ ୧୦ଟାରେ ମହମ୍ମଦାବାଦ…

ଆସନ୍ତା ମାସରେ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ,୩୦।୩: ଆସନ୍ତା ମାସରେ ଅର୍ଥାତ ଏପ୍ରିଲ ୮ରେ ସୂର୍ଯ୍ୟ ପରାଗ ହେବ। ଯଦିଓ ଏହି ଜ୍ୟୋର୍ତିବିଜ୍ଞାନ ଇଭେଣ୍ଟ ପାଇଁ ଏକ ସପ୍ତାହରୁ ଅଧିକ ସମୟ ବାକି ଅଛି, ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି। ଚଳିତ ବର୍ଷର…

ମୁଖ୍‌ତାରଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ

ବାନ୍ଦା/ଲକ୍ଷ୍ନୌ,୩୦ା୩: ୧୯୬୩ ମାର୍ଚ୍ଚ ୨୮ରେ ଉତ୍ତର ପ୍ରଦେଶସ୍ଥିତ ଗାଜିପୁରର ଏକ ରାଜନୈତିକ ପରିବାରରେ ଜନ୍ମିତ ମୁଖ୍‌ତାର ଅନ୍‌ସାରୀଙ୍କ ଗୁରୁବାର ସନ୍ଦେହଜନକ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ଗ୍ୟାଙ୍ଗ୍‌ଷ୍ଟରରୁ ରାଜନେତା ପାଲଟିଥିବା ମୁଖ୍‌ତାରଙ୍କୁ ଜେଲରେ ବିଷ ଦେଇ ହତ୍ୟା କରାଯାଇଥିବା…

ଏଏପି ମହାରାଲିରେ ଯୋଗଦେବେ ରାହୁଲ, ଖାର୍ଗେ, ପାଓ୍ବାର, ଅଖିଳେଶ

ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ପ୍ରତିବାଦରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆସନ୍ତା ରବିବାର ରାମଲୀଳା ମଇଦାନରେ ମହାରାଲିର ଆୟୋଜନ କରୁଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶରଦ ପାଓ୍ବାର, ଉଦ୍ଧବ…

ରାହୁଲଙ୍କ ପ୍ରତିଶ୍ରୁତି: କ୍ଷମତାକୁ ଆସିଲେ ନିଯୁକ୍ତିରେ ମହିଳାଙ୍କୁ ୫୦% ସଂରକ୍ଷଣ ଦେବୁ

ନୂଆଦିଲ୍ଲୀ,୨୯।୩: ଆଗାମୀ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ସରକାରୀ ନିଯୁକ୍ତିରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ପ୍ରତିଶ୍ରୁତି ଦେଇଛନ୍ତି। ମହିଳା ସଶକ୍ତ ହେଲେ ଭାରତର ଭାଗ୍ୟ ବଦଳାଇଦେବେ…

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ପ୍ରତିକ୍ରିୟା ରଖିଲା ଜାତିସଂଘ: ଆଶା କରୁଛୁ…

ଜାତିସଂଘ,୨୯।୩: ଭାରତରେ ଲୋକ ସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗିରଫ କରାଯିବା ଏବଂ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣାକୁ ନେଇ ଭାରତରେ ରାଜନୈତିକ ଅଶାନ୍ତି ଦେଖାଦେଇଛି। ଏହା ଉପରେ ପ୍ରତିକ୍ରିୟା…

କୋର୍ଟଙ୍କ ବଡ଼ ରାୟ, ଅନୈତିକ ସମ୍ପର୍କର ଅଭିଯୋଗ ଥିଲେ ବି ସ୍ବାମୀଙ୍କ ଠାରୁ ଭରଣପୋଷଣ ପାଇପାରିବେ ସ୍ତ୍ରୀ

ଭୋପାଳ,୨୯।୩: ବିବାହ ପରେ ସ୍ତ୍ରୀ ପରପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ମଧ୍ୟ ସ୍ବାମୀଙ୍କ ଠାରୁ ଭରଣପୋଷଣ ପାଇପାରିବେ। ଏନେଇ ବଡ଼ ରାୟ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। ତେବେ ଭରଣପୋଷଣ ପାଇଁ କେସ୍‌ ଫାଇଲ କରିବାବେଳେ ଯଦି ସେ ସେଭଳି କୌଣସି…

୨୦୦୪ରେ ଭାଜପାର ଏହି ହେଭିଓ୍ବେଟ୍‌ ନେତାଙ୍କୁ ହରାଇ ହଇଚଇ ସୃଷ୍ଟି କରିଥିଲେ ଗୋବିନ୍ଦା, କିଛି ଏଭଳି ଥିଲା…

ନୂଆଦିଲ୍ଲୀ,୨୯।୩: ୧୪ ବର୍ଷର ବଡ଼ ବ୍ୟବଧାନ ପରେ ଅଭିନେତା ଗୋବିନ୍ଦା ପୁଣିଥରେ ରାଜନୀତିକୁ ଫେରିଛନ୍ତି। ଲୋକ ସଭା ନିର୍ବାଚନ ୨୦୨୪ର ଠିକ୍‌ ପୂର୍ବରୁ ସେ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ଗୁରୁବାର ସେ ଏକନାଥ ଶିନ୍ଦେ ନେତୃତ୍ୱାଧୀନ ଶିବସେନାରେ ସାମିଲ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?