ଜାତୀୟ

ଇସ୍ରୋ ମୁଖ୍ୟ ସୋମନାଥ କ୍ୟାନସରରେ ପୀଡିତ, ଆଦିତ୍ୟ ଏଲ-୧ ଲଞ୍ଚ ଦିନ ମିଳିଥିଲା ଖବର

ବେଙ୍ଗାଲୁରୁ,୪।୩: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ ସୋମନାଥ କର୍କଟ ରୋଗରେ ପୀଡିତ। ଏହା ସେ ଆଜି ନୁହେଁ ଭାରତର ଉଚ୍ଚାଭିଳାଷୀ ସୌର ମିଶନ ଆଦିତ୍ୟ ଏଲ -୧ ଲଞ୍ଚ ହେବା ଦିନ ଜାଣି ସାରିଥିଲେ, କିନ୍ତୁ ଆଜି…

ହଠାତ୍‌ ସୁପ୍ରିମ କୋର୍ଟ ପହଞ୍ଚିଲେ ସିସୋଡିଆ, ସିଜେଆଇ କହିଲେ ଇମେଲ କରନ୍ତୁ…

ନୂଆଦିଲ୍ଲୀ,୪।୩: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆ ପୁଣି ଥରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଦିଲ୍ଲୀ ଏକ୍ସାଇଜ ପଲିସି ସ୍କାମ ସହିତ ଜଡିତ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ ଜାମିନ…

ଲୋକ ସଭା ନିର୍ବାଚନ ପୂର୍ବରୁ ମମତାଙ୍କୁ ଶକ୍ତ ଝଟ୍‌କା

କୋଲକାତା,୪।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଏକ ଝଟ୍‌କା ପାଇଛନ୍ତି। ଦଳର କାର୍ଯ୍ୟକଳାପକୁ ନେଇ ନିରାଶା ପ୍ରକାଶ କରି ବରିଷ୍ଠ ତ୍ରୁଣମୂଳ କଂଗ୍ରେସ ନେତା ତାପସ ରୟ ସୋମବାର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଦେଶରେ…

ଭୋଟ ବଦଳରେ ନୋଟ ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୪।୩: ଭୋଟ ବଦଳରେ ନୋଟ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି…

ମୋଦିଙ୍କ ଭାଷଣ ଶୁଣି ଏକ୍ସ ବାୟୋ ପରିବର୍ତ୍ତନ କରୁଛନ୍ତି ଭାଜପା ନେତା: ଲେଖୁଛନ୍ତି ଏମିତି…

ହାଇଦ୍ରାବାଦ୍‌,୪।୩:: ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତାମାନେ ହଠାତ୍‌ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ବାୟୋରେ ପରିବର୍ତ୍ତନ କରିଥିଲେ। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ଯୁବ ଚେହେରା ଏବଂ କ୍ୟାବିନେଟ ମନ୍ତ୍ରୀ ଅନୁରାଗ ଠାକୁର ପର୍ଯ୍ୟନ୍ତ…

୫ ବର୍ଷ ପୂର୍ବରୁ ହିଁ ମୋଦି ସ୍ଥିର କରିଥିଲେ ବାଂସୁରୀ ସ୍ବରାଜଙ୍କୁ ଦେଇଥାଆନ୍ତେ ଟିକେଟ? ଭାଇରାଲ ହେଉଛି ଭିଡଓ

ନୂଆଦିଲ୍ଲୀ,୪।୩: ଦିଲ୍ଲୀରେ ଆମ ଆଦମୀ ପାର୍ଟି (ଏଏପି) ଏବଂ କଂଗ୍ରେସ ଏକାଠି ନିର୍ବାଚନ ଲଢିବେ। ଦିଲ୍ଲୀର ୭ ଟି ଲୋକ ସଭା ଆସନ ମଧ୍ୟରୁ ଏଏପି ୪ଟି ଆସନ ଏବଂ କଂଗ୍ରେସ ୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ସମସ୍ତ ଚାରିଟି ଆସନରେ…

ସନାତନ ଧର୍ମ ଉପରେ ଟିପ୍ପଣି କରି ଫସିଲେ ଉଦୟନିଧି, ସୁପ୍ରିମକୋର୍ଟରୁ ଲାଗିଲା ଝଟ୍‌କା

ନୂଆଦିଲ୍ଲୀ,୪।୩: ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ଡିଏମକେ ନେତା ତଥା ତାମିଲନାଡୁର ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଷ୍ଟାଲିନଙ୍କୁ ମଧ୍ୟ କହିଛନ୍ତି ଯେ ସେ ଜଣେ ରାଜ ନେତା ଏବଂ ସେ ତାଙ୍କ…

ତେଲଙ୍ଗାନାରେ ଗର୍ଜିଲେ ମୋଦି, କହିଲେ ଦେଶ ବିକାଶର ଉତ୍ସବ ପାଳନ କରୁଛି

ହାଇଦ୍ରାବାଦ,୪।୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସୋମବାର ତେଲଙ୍ଗାନାରେ ୫୬ହଜାର କୋଟି ଟଙ୍କା ମୂଲ୍ୟର ବିକାଶ ଯୋଜନାର ମୂଳଦୁଆ ପକାଇ ଉଦଘାଟନ କରିଛନ୍ତି। ତେଲଙ୍ଗାନାର ଆଦିଲାବାଦରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ…

ଇଣ୍ଡିଆ ମେଣ୍ଟକୁ ଶକ୍ତ ଧକ୍କା, ଜିତିଲା ଭାଜପା

ଚଣ୍ଡିଗଡ଼,୪।୩: ଚଣ୍ଡିଗଡ଼ର ବରିଷ୍ଠ ଡେପୁଟି ମେୟରଙ୍କ ମଧ୍ୟରେ ଏଏପି-କଂଗ୍ରେସ ମିଳିତ ମଞ୍ଚ ଏକ ବଡ଼ ଝଟକାର ସମ୍ମୁଖୀନ ହୋଇଛି। ଏହି ନିର୍ବାଚନରେ ଭାଜପା ପ୍ରାର୍ଥୀ ଜିତିଛନ୍ତି। ଭାଜପାର କୁଲଜିତ ସଂନ୍ଧୁ ୧୯ଟି ଭୋଟ ପାଇଛନ୍ତି। ଯେତେବେଳେ କି ‘ଇଣ୍ଡିଆ’ ସହଯୋଗୀ ଦଳ…

ମହିଳାଙ୍କୁ ରାଜ୍ୟ ସରକାରଙ୍କ ଉପହାର, ଏବେ ପ୍ରତି ମାସରେ ମିଳିବ ଏତିକି ଟଙ୍କା

ନୂଆଦିଲ୍ଲୀ,୪।୩: ସୋମବାର କେଜ୍‌ରିଓ୍ବାଲ ସରକାରଙ୍କ ଦଶମ ବଜେଟ ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିଶୀ ଉପସ୍ଥାପନ କରୁଛନ୍ତି। ବଜେଟରେ ଶିକ୍ଷା ପାଇଁ ୧୬,୩୯୬କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, କେଜ୍‌ରିଓ୍ବାଲ ସରକାର ମହିଳା ସମ୍ମାନ ଯୋଜନା ଅଧୀନରେ…

୨୬ ବର୍ଷ ପୁରୁଣା ଜଜମେଣ୍ଟରେ ଖୁସି ନ ଥିଲେ ସିଜେଆଇ ଚନ୍ଦ୍ରଚୁଡ

ନୂଆଦିଲ୍ଲୀ,୪।୩: ଆଜି ସୁପ୍ରିମକୋର୍ଟ ଅର୍ଥାତ୍‌ ସୋମବାର ନୋଟ ବଦଳରେ ଭୋଟ ମାମଲାରେ ଏକ ଐତିହାସିକ ନିଷ୍ପତ୍ତି ଦେଇଛନ୍ତି। ଯଦି କୌଣସି ଏମପି କିମ୍ବା ବିଧାୟକ ଭୋଟ ଦିଅନ୍ତି କିମ୍ବା ଗୃହରେ ନୋଟ ନେଇ ଭାଷଣ ଦିଅନ୍ତି, ତେବେ ବର୍ତ୍ତମାନ ତାଙ୍କୁ କୋର୍ଟ…

ପରୀକ୍ଷା ହଲ୍‌କୁ ଯାଉଥିବାବେଳେ ୩ ଛାତ୍ରୀଙ୍କୁ ଏସିଡ୍‌ ମାଡ଼

ବେଙ୍ଗାଲୁରୁ,୪।୩: କର୍ନାଟକର ମାଙ୍ଗାଲୁରୁରେ ତିନି ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ଼ ହୋଇଛି। ସେମାନେ ସେମାନଙ୍କର ଦ୍ୱିତୀୟ ପିୟୁସି(ପ୍ରି-ବିଶ୍ୱବିଦ୍ୟାଳୟ ଶିକ୍ଷା) ଟେଷ୍ଟ ଦେବା ପାଇଁ ସ୍କୁଲ ହଲରେ ପ୍ରବେଶ କରୁଥିବା ସମୟରେ ଏହି ଘଟଣା ଘଟିଛି। ମାସ୍କ ଏବଂ ଟୋପି ପିନ୍ଧି ଅଭିଯୁକ୍ତମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri