ଜାତୀୟ

ନିର୍ବାଚନକୁ ବିପଦ ଡିପ୍‌ଫେକ୍‌ ଭିଡିଓ, ଭଏସ୍‌ କ୍ଲୋନିଂ

ନୂଆଦିଲ୍ଲୀ,୨ା୪(ପି.ଟି.): ଲୋକ ସଭା ନିର୍ବାଚନ ପୂର୍ବରୁ ଭୋଟରମାନଙ୍କୁ ପ୍ରଲୋଭିତ କରିବା ଲାଗି ରାଜନୈତିକ ଦଳଗୁଡ଼ିକ କୌଣସି ଉପାୟ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଏଭଳି ସ୍ଥଳେ ଭୋଟରମାନଙ୍କୁ ପ୍ରଭାବିତ କରିବା ଲାଗି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଡିପ୍‌ଫେକ୍‌ ପ୍ରଯୁକ୍ତିର ଦୁରୁପଯୋଗ ହେବା…

ଜ୍ଞାନବାପି ସେଲାରରେ ପୂଜାର୍ଚ୍ଚନାରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧ା୪: ବାରାଣସୀର ଜ୍ଞାନବାପି ମସ୍‌ଜିଦ ଦକ୍ଷିଣ ପାର୍ଶ୍ୱ ସେଲାରରେ ହିନ୍ଦୁମାନେ ଚଳାଇଥିବା ପୂଜାର୍ଚ୍ଚନାରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ମସ୍‌ଜିଦ ପରିଚାଳନା କମିଟିର ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟିଙ୍କୁ ଜବାବ ମାଗିଛନ୍ତି। ଜ୍ଞାନବାପି…

ଜେରା ବେଳେ ୨ ନେତାଙ୍କ ନାଁ କହିଛନ୍ତି କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧ା୪: ଅବକାରୀ ନୀତି ଦୁର୍ନୀତି ମାମଲାର ମନିଲଣ୍ଡରିଂ ଦିଗ ଉପରେ ଜେରା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନଙ୍କୁ ଆମ୍‌ ଆଦ୍‌ମୀ ପାର୍ଟିର ୨ ଜଣ ନେତାଙ୍କ ନାଁ କହିଛନ୍ତି। ସେମାନେ ହେଲେ ଆତିଶୀ ମାର୍ଲେନା ଏବଂ…

ଜେଲ୍‌ରେ ଏହିମାନଙ୍କୁ ଭେଟିପାରିବେ କେଜ୍‌ରିଓ୍ବାଲ, ପ୍ରଶାସନକୁ ଦେଲେ ଲିଷ୍ଟ

ନୂଆଦିଲ୍ଲୀ,୧।୪: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତିହାର ଜେଲ୍‌ରେ ଭେଟିବାକୁ ଥିବା ଲୋକଙ୍କ ତାଲିକା ପ୍ରଶାସନଠାରେ ଦାଖଲ କରିଛନ୍ତି। ସୂଚନାନୁସାରେ, କେଜ୍‌ରିଓ୍ବାଲ ୬ଜଣ ବିଶେଷ ବ୍ୟକ୍ତିଙ୍କ ନାମ ପ୍ରଶାସନକୁ ଦେଇଛନ୍ତି, ଯେଉଁମାନେ ତାଙ୍କୁ ତିହାର ଜେଲରେ ଭେଟି ପାରିବେ। ତିହାର ଜେଲ୍‌…

କଂଗ୍ରେସକୁ ଆଶ୍ୱସ୍ତି: ନିର୍ବାଚନ ଶେଷ ନ ହେବା ଯାଏ ହେବନି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧।୪: ଆୟକର ବିଭାଗର ନୋଟିସ ମାମଲାରେ କଂଗ୍ରେସକୁ କିଛି ଦିନ ପାଇଁ ଆଶ୍ୱସ୍ତି ମିଳିଛି। ୩୫୦୦ କୋଟି ଟଙ୍କାର ବକେୟା ଟିକସ ମାମଲାରେ ଆୟକର ବିଭାଗ ନିର୍ବାଚନ ଶେଷ ନ ହେବା ଯାଏ କଂଗ୍ରେସ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଆଉ ଚାଲିବନି ପେଟ୍ରୋଲ-ଡିଜେଲ୍‌ ଗାଡ଼ି! ଗଡକରୀ ଦେଲେ ଏମିତି ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧।୪: ୩୬ କୋଟି ପେଟ୍ରୋଲ ଏବଂ ଡିଜେଲ ଗାଡିରୁ ଦେଶକୁ ମୁକ୍ତି ଦେବା ପାଇଁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ପ୍ରତିଶ୍ରୁତି ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲରେ ଚାଲୁଥିବା ଗାଡିରୁ ଭାରତ ମୁକ୍ତ ହୋଇପାରିବ କି ନାହିଁ,…

ତିହାରରେ କେମିତି କଟିବ କେଜରିଓ୍ବାଲଙ୍କ ଦିନ

ନୂଆଦିଲ୍ଲୀ,୧।୪: ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଫସି ରହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ବର୍ତ୍ତମାନ ସୁଦ୍ଧା କୌଣସି ଆଶ୍ୱସ୍ତି ମିଳିନାହିଁ। ରାଉସ ଆଭେନ୍ୟୁ କୋର୍ଟ ବର୍ତ୍ତମାନ ତାଙ୍କୁ ଏପ୍ରିଲ ୧୫ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏହା…

ଆମେରିକା ରାଷ୍ଟ୍ରଦୂତଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ,୧।୪: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ହତ୍ୟା ଷଡଯନ୍ତ୍ରରେ କୌଣସି ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଅନୁସନ୍ଧାନ କରାଯାଉଛି। କାରଣ ଦେଶର ସୁରକ୍ଷା ସ୍ବାର୍ଥ ମଧ୍ୟ ଏଥିରେ ଜଡିତ ଥିବା ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ସୋମବାର କହିଛନ୍ତି। ଆମେରିକାର ଭାରତରେ…

‘ହାଓ ପ୍ରାଇମିନିଷ୍ଟର ଡିସାଇଡ’, କ’ଣ ଲେଖା ଅଛି ଏହି ପୁସ୍ତକରେ ଯାହାକୁ ତିହାରରେ ରହି ପଢିବାକୁ ଚାହୁଁଛନ୍ତି କେଜରିଓ୍ବାଲ

ନୂଆଦିିଲ୍ଲୀ,୧।୪: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋମବାର ରାମାୟଣ, ମହାଭାରତ, ଗୀତା ଏବଂ ସାମ୍ବାଦିକ ନୀରଜା ଚୌଧରୀଙ୍କ ଦ୍ୱାରା ଲିଖିତ ପୁସ୍ତକ ପଢିବାକୁ କୋର୍ଟଙ୍କୁ ମାଗିଛନ୍ତି। ଏହି ପୁସ୍ତକରେ…

ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି ତାହା ଦେଶ ପାଇଁ ଠିକ ନୁହେଁ, କୋର୍ଟକୁ ଯାଉଯାଉ କହିଗଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧।୪: ଦିଲ୍ଲୀ ଏକ୍ସାଇଜ ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ରିମାଣ୍ଡ ଅବଧି ଶେଷ ହେବା ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୋମବାର ରାଉସ ଆଭେନ୍ୟୁ କୋର୍ଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ହାଜର କରାଇଛି। ଏହି ସମୟରେ କେଜରିୱାଲ କହିଛନ୍ତି…

ସୁଧୁରୁନି ଚାଇନା: ଅରୁଣାଚଳ ପ୍ରଦେଶକୁ ନେଇ ଡ୍ରାଗନର ଭିତିରିଆ ଖେଳ

ନୂଆଦିଲ୍ଲୀ/ବେଜିଂ,୧।୪: ଅରୁଣାଚଳ ପ୍ରଦେଶକୁ ନେଇ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ପୁଣି ବଢୁଥିବା ଜଣାପଡିଛି। ଚାଇନା ପୁନର୍ବାର ଭାରତର ଏହି ଉତ୍ତର-ପୂର୍ବ ରାଜ୍ୟ ବିଷୟରେ କିଛି କରିଛି, ଯାହା ଦୁଇ ଦେଶ ମଧ୍ୟରେ ତିକ୍ତତା ବଢାଇପାରେ। ଚାଇନା ଅରୁଣାଚଳ ପ୍ରଦେଶର…

ଆଣ୍ଟିବାୟୋଟିକ୍‌ ଠାରୁ ଆରମ୍ଭ କରି ପେନ୍‌କିଲର ପର୍ଯ୍ୟନ୍ତ, ଏହି ଔଷଧଗୁଡିକ ଆଜିଠାରୁ ହେବ ମହଙ୍ଗା

ନୂଆଦିଲ୍ଲୀ,୧।୪: ଅତ୍ୟାବଶ୍ୟକ ଔଷଧ ପାଇଁ ବାର୍ଷିକ ସର୍ବାଧିକ ମୂଲ୍ୟ ବୃଦ୍ଧି କରିବାକୁ ସରକାର ସ୍ଥିର କରିଛନ୍ତି। ଏପ୍ରିଲ ୧, ୨୦୨୪ ରୁ ଏହିସବୁ ଔଷଧ ମୂଲ୍ୟ ୧୨% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଔଷଧର ୧୦୦୦ ରୁ ଅଧିକ ଅତ୍ୟାବଶ୍ୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?