ଜାତୀୟ

ଲୋକ ସଭା ନିର୍ବାଚନ ଲଢିବେନି ଅଖିଳେଶ, ଜାଣନ୍ତୁ କାହିଁକି

ଲକ୍ଷ୍ନୌ,୨।୪: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି। ସୂତ୍ର ଅନୁଯାୟୀ, ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ଏଥର ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏହା ପୂର୍ବରୁ କନ୍ନୌଜ ଆସନରୁ ନିର୍ବାଚନ…

ବିନା ସର୍ତ୍ତରେ ସୁପ୍ରିମକୋର୍ଟରେ କ୍ଷମା ମାଗିଲେ ରାମଦେବ

ନୂଆଦିଲ୍ଲୀ,୨।୪: ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଉଭୟ କୋର୍ଟରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି। ସୁପ୍ରିମକୋର୍ଟ ଶୁଣାଣି…

କେଜରିଓ୍ବାଲଙ୍କ ଗିରଫଦାରୀ କଂଗ୍ରେସ ପାଇଁ ଏକ ଶିକ୍ଷା, ଏମିତି କାହିଁକି କହିଲେ ବିଜୟନ

ଥିରୁଭାନନ୍ତପୁରମ,୨।୪: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ କଂଗ୍ରେସ ପାଇଁ ଏକ ଶିକ୍ଷା। ତାଙ୍କୁ ଲକ୍ଷ୍ୟ କରି ସେ କହିଥିଲେ ଯେ ସେମାନଙ୍କ…

ବାଲାଟ ପେପରରେ ହେଉ ନିର୍ବାଚନ, ଭାଜପା ଦେଖାଉ ତା’ର ଶକ୍ତି: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୨।୪: ଉଦ୍ଧବ ଠାକରେ ଦଳର ଏମପି ସଞ୍ଜୟ ରାଉତ ଭାଜପା ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ଇଭିଏମ ସମ୍ବନ୍ଧରେ ସେ ଅନେକ ପ୍ରଶ୍ନ ମଧ୍ୟ ଉଠାଇଥିଲେ। ସଞ୍ଜୟ ରାଉତ କହିଛନ୍ତି, ଆମେ ଇଭିଏମକୁ ଗଣତନ୍ତ୍ର ଭାବରେ ଗ୍ରହଣ କରୁନାହୁଁ। ଏଥିରେ…

୨୦୦୦ ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପ୍‌ଡେଟ୍‌ ଦେଲା ଆର୍‌ବିଆଇ

ମୁମ୍ବାଇ,୨ା୪:ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ପାଖାପାଖି ୯୭.୬୯ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍‌ ଫେରିଥିବା ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସୋମବାର କହିଛି। ଲୋକମାନଙ୍କ ପାଖରେ ଏବେ ମଧ୍ୟ ୮,୨୦୨ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍‌ ରହିଛି। ଗତବର୍ଷ ମେ’ ୧୯ରେ ଆର୍‌ବିଆଇ…

ଭାଜପାରେ ଯୋଗ ନ ଦେଲେ କରାଯିବ ଗିରଫ: ଆତିଶୀ

ନୂଆଦିଲ୍ଲୀ,୨।୪: ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନ୍ୟାୟିକ ହେପାଜତ ଏପ୍ରିଲ ୧୫ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସିଏମ କେଜ୍‌ରିଓ୍ବାଲଙ୍କୁ ବର୍ତ୍ତମାନ ତିହାର ଜେଲକୁ ପଠାଯାଇଛି। ଏହି ସମୟରେ ଆଜି ମଙ୍ଗଳବାର ଦିଲ୍ଲୀ…

ଭିସ୍ତାରାର ୧୦୦ରୁ ଅଧିକ ଉଡାଣ ରଦ୍ଦ, କେନ୍ଦ୍ର ସରକାର ମାଗିଲେ ଜବାବ

ନୂଆଦିଲ୍ଲୀ,୨।୪: ଗତ ସପ୍ତାହରେ ଟାଟା ଗ୍ରୁପ୍ର ଭିସ୍ତାରାର ଅନେକ ବିମାନ ଉଡାଣକୁ ବାତିଲ କରାଯାଇଥିଲା। ଏହା ସହିତ ଅନେକ ବିମାନ ବିଳମ୍ବରେ ଉଡିଥିଲା। ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ…

କଏଦୀ ନମ୍ବର ୬୭୦, ତିହାର ଜେଲରେ କେମିତି କଟିଲା କେଜରିଓ୍ବାଲଙ୍କ ରାତି

ନୂଆଦିଲ୍ଲୀ,୨।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଥମ ରାତି ତିହାର ଜେଲରେ ବିତାଇଛନ୍ତି। ତିହାରରେ ମୁଖ୍ୟମନ୍ତ୍ରୀଙ୍କୁ ବିଚାରଧିନ କଏଦୀ ସଂଖ୍ୟା ୬୭୦ ଦିଆଯାଇଛି। ସୋମବାର ରାତିରେ ତାଙ୍କୁ ଜେଲରୁ ଘରୁ ଅଣାଯାଇଥିବା ଖାଦ୍ୟ ଦିଆଯାଇଥିଲା। ସୂତ୍ରରୁ ପ୍ରକାଶ ଯେ ସେ ଜେଲରେ…

ଜବାହରଲାଲ ନେହେରୁଙ୍କ ଭୁଲ ଖୋଜିଲେ ଶାହା

ନୂଆଦିଲ୍ଲୀ,୨।୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ଧାରା ୩୭୦ ବିଷୟରେ ଉଲ୍ଲେଖ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଜମ୍ମୁ…

ଦେଶର ସୁରକ୍ଷାକୁ ବିପଦରେ ପକାଉଥିବା ବାଳ ଅପରାଧୀଙ୍କୁ ଫୋକସ କର, ଯାଞ୍ଚ ଏଜେନ୍ସିକୁ ସିଜେଆଇଙ୍କ ଉପଦେଶ

ନୂଆଦିଲ୍ଲୀ,୨।୪: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୁଡ ଦେଶର ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥାକୁ ବଡ଼ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥା କେବଳ ସେହି ମାମଲାଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ ଯେଉଁଥିରେ ଜାତୀୟ…

‘ଚାଏ ପେ ଚର୍ଚ୍ଚା’ କଲେ କଙ୍ଗନା

ମଣ୍ଡି,୨।୪: ବଲିଉହ ଅଭିନେତ୍ରୀ କଙ୍ଗନା ରାନାୱତ ନିର୍ବାଚନ ରଙ୍ଗରେ ରଙ୍ଗେଇ ହୋଇ ସାରିଛନ୍ତି। ତାଙ୍କୁ ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ବୋଲି ଘୋଷଣା କରିଛି। ଏହି ଆସନରେ କଙ୍ଗନା ମଧ୍ୟ ଜନସମ୍ପର୍କ ଆରମ୍ଭ କରିଛନ୍ତି। ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ…

ଦିଲୀପ ଘୋଷ ଓ ସୁପ୍ରିୟା ଶ୍ରୀନେତଙ୍କୁ ଇସିଙ୍କ ଚେତାବନୀ

ନୂଆଦିଲ୍ଲୀ, ୨।୪: ମହିଳାଙ୍କ ପ୍ରତି ଆପତ୍ତିଜନକ ବୟାନ ପାଇଁ ଭାଜପା ଏମ୍‌ପି ଦିଲୀପ ଘୋଷ ଓ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ୍‌ଙ୍କୁ ସୋମବାର ନିର୍ବାଚନ ଆୟୋଗ(ଇସି) ଚେତାବନୀ ଜାରି କରିଛନ୍ତି। ବୟାନ ଦେଉଥିବା ସମୟରେ ସତର୍କ ରହିବାକୁ ଉଭୟଙ୍କୁ ତାଗିଦ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?