ଜାତୀୟ

‘ଆଲେକ୍ସା କୁତୋଁ କି ଆଓ୍ବାଜ ନିକାଲୋ’, ବାସ ଏତିକି କହି ଛୋଟ ଭଉଣୀର ଜୀବନ ବଞ୍ଚାଇଲେ କୁନି ଝିଅ ନିକିତା

ଲକ୍ଷ୍ନୌ,୬।୪: ଟେକ୍ନୋଲୋଜିର ଯୋଗୁ ବର୍ତ୍ତମାନ ସମୟରେ ପିଲାମାନେ ମଧ୍ୟ ଆଡଭାନ୍ସ ହୋଇଛନ୍ତି। ଅନେକ ଥର ବୟସ୍କମାନେ କୁହନ୍ତି ଯେ ମୋବାଇଲ ଏବଂ ଇଣ୍ଟରନେଟ ପିଲାମାନଙ୍କର ଶାରୀରିକ ଏବଂ ମାନସିକ ବିକାଶରେ ବାଧା ସୃଷ୍ଟି କରୁଛି । କିନ୍ତୁ ଅନେକ ଥର ଏପରି…

କାନାଡା ନିର୍ବାଚନରେ ହସ୍ତକ୍ଷେପ ଅଭିଯୋଗକୁ ଭାରତ କହିଲା କପଟତା, ଦେଲା କଡା ଜବାବ

ନୂଆଦିଲ୍ଲୀ,୬।୪: କାନାଡାର ଗୁପ୍ତଚର ଏଜେନ୍ସି ସିଏସଆଇଏସ ଦ୍ୱାରା କରାଯାଇଥିବା ଅଭିଯୋଗ ଉପରେ ଭାରତ ଦୃଢ ପ୍ରତିକ୍ରିୟା ଦେଇଛି। ଭାରତ ଦେଶର ନିର୍ବାଚନରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଛି ବୋଲି କାନାଡା ଅଭିଯୋଗ କରିଛି। ଭାରତ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି।…

ଏନଆଇଏ ଟିମ ଉପରେ ଆକ୍ରମଣ, ବିସ୍ଫୋରଣ ମାମଲାର ଯାଞ୍ଚ ପାଇଁ ପହଞ୍ଚିଥିଲେ

କୋଲକାତା,୬।୪: ପୂର୍ବ ମେଦିନୀପୁର ଜିଲାର ଭୁପତିନଗରରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ଅଧିକାରୀଙ୍କୁ ଆକ୍ରମଣ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏନଆଇଏ ଟିମ ଭୁପତିନଗର ବିସ୍ଫୋରଣ ମାମଲାର ଯାଞ୍ଚକରିବାକୁ ଆସିଥିଲେ, ଏହି ସମୟରେ ସେମାନଙ୍କ ଉପରେ ଆsକ୍ରମଣ କରାଯାଇଥିଲା। କାହାକୁ ପଚରାଉଚରା ପାଇଁ…

୫ ବର୍ଷ ପୁରୁଣା ଡାଇବେଟିସ ରୋଗୀଙ୍କ ଆଖି, ଗୋଡ଼ ପରିକ୍ଷା ହେବା ଜରୁରୀ, କେନ୍ଦ୍ର ସରକାର ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୬।୪: ମଧୁମେହ ବା ଡାଇବେଟିସ ରୋଗୀଙ୍କ କ୍ଷେତ୍ରରେ ରୋଗ ନିର୍ଣ୍ଣୟ ହେବାର ୫ ବର୍ଷ ପରେ ପାଦ ଏବଂ ଚକ୍ଷୁ ପରୀକ୍ଷା ବାଧ୍ୟତାମୂଳକ ହେବ। ଟାଇପ- ୧ ଡାଇବେଟିସ ରୋଗୀଙ୍କ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ସାରା ଦେଶରେ ଡାକ୍ତରଙ୍କ ସହ…

ସୋମା ସେନ୍‌ଙ୍କୁ ସୁପ୍ରିମକୋର୍ଟ ଜାମିନ

ନୂଆଦିଲ୍ଲୀ,୬ା୪: ଏଲ୍‌ଗାର ପରିଷଦ-ମାଓବାଦୀ ଲିଙ୍କ୍‌ ମାମଲାରେ ଅଭିଯୁକ୍ତ ମହିଳା ଅଧିକାର କର୍ମୀ ସୋମାକାନ୍ତି ସେନ୍‌ଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଜାମିନ ମଞ୍ଜୁର କରିଛନ୍ତି। ଇଂଲିଶ ପ୍ରଫେସର ସୋମାଙ୍କୁ ୨୦୧୮ ଜୁନ୍‌ ୬ରେ ଗିରଫ କରାଯାଇଥିଲା। ଜଷ୍ଟିସ୍‌ ଅନିରୁଦ୍ଧ ବୋଷ ଏବଂ ଅଗଷ୍ଟିନ୍‌ ଜର୍ଜ…

ମାଆ, ବାପା ପୃଥକ୍‌ ଦର୍ଶାଇବେ ଧର୍ମ

ନୂଆଦିଲ୍ଲୀ,୬ା୪: ଭାରତରେ ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ରେକର୍ଡ ରଖିବା ପାଇଁ ଜାତୀୟ ସ୍ତରରେ ଏକ ଡେଟାବେସ୍‌ ପ୍ରସ୍ତୁତ କରାଯିବ। ଏଥିରେ ନବଜାତ ଶିଶୁଙ୍କ ମା’ ଓ ବାପାଙ୍କୁ ‘ବାର୍ଥ ରିପୋର୍ଟ’ରେ ନିଜ ଧର୍ମ ସମ୍ପର୍କରେ ପୃଥକ୍‌ ଭାବେ ଉଲ୍ଲେଖ କରିବାକୁ…

‘ଦି କେରଲା ଷ୍ଟୋରି’ ପ୍ରସାରଣକୁ କଂଗ୍ରେସର ବିରୋଧ

ଥିରୁଭାନନ୍ଥପୁରମ୍‌,୬ା୪: ବିବାଦୀୟ ଚଳଚ୍ଚିତ୍ର ‘ଦି କେରଲା ଷ୍ଟୋରି’ ଦୂରଦର୍ଶନରେ ପ୍ରସାରଣ ଲାଗି ନିଷ୍ପତ୍ତି ହୋଇଥିବାରୁ ଏହା ବିରୋଧରେ କେରଳର କଂଗ୍ରେସ ପାର୍ଟି ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଦ୍ୱାରସ୍ଥ ହୋଇଛି। ଊକ୍ତ ଚଳଚ୍ଚିତ୍ର ପ୍ରସାରଣ ବନ୍ଦ ରଖିବା ନିମନ୍ତେ ଦୂରଦର୍ଶନକୁ ନିର୍ଦ୍ଦେଶ…

ଏ ବର୍ଷ ମୌସୁମୀ ପାଇଁ ଅନୁକୂଳ ସ୍ଥିତି

ନୂଆଦିଲ୍ଲୀ,୬ା୪ ଭାରତର ଅଧିକାଂଶ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଚଳିତ ବର୍ଷ ଏକ ଅନୁକୂଳ ମୌସୁମୀ ଋତୁର ଆଗୁଆ ସଙ୍କେତ ମିଳିଥିବା ପାଣିପାଗ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି। ଏଲ୍‌ ନିନୋ ପ୍ରଭାବ ହ୍ରାସ ସହ ୟୁରେସିଆରେ ନିମ୍ନ ତୁଷାରପାତ ଯୋଗୁ…

ବଳାତ୍କାର ପୀଡ଼ିତାଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦେଲାନି ରାଜସ୍ଥାନ ସ୍କୁଲ

ନୂଆଦିଲ୍ଲୀ,୬ା୪: ରାଜସ୍ଥାନ ଆଜମେରର ଜଣେ ଗଣବଳାତ୍କାର ପୀଡ଼ିତା ଛାତ୍ରୀଙ୍କୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ସ୍କୁଲ୍‌ ଅନୁମତି ଦେଇନାହିଁ। ବିଦ୍ୟାଳୟରେ ଉକ୍ତ ଛାତ୍ରୀଙ୍କ ଉପସ୍ଥିତି ପରିବେଶକୁ ନଷ୍ଟ କରିଦେବ ବୋଲି ଶିକ୍ଷକମାନେ କହିବା ସହ ଘରେ ରହି ପଢ଼ିବାକୁ କହିଥିଲେ।…

ତିହାର ଜେଲରେ କବିତାଙ୍କୁ ଜେରା କରିବ ସିବିଆଇ

ନୂଆଦିଲ୍ଲୀ,୬ା୪: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତ୍ରୀ କେ. କବିତାଙ୍କୁ ତିହାର ଜେଲରେ ଜେରା କରିବା ଲାଗି କୋର୍ଟ ସିବିଆଇକୁ ଅନୁମତି ଦେଇଛନ୍ତି। ଅବକାରୀ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ…

ନିର୍ବାଚନ ପୂର୍ବରୁ ଜେଲ ଯିବେ ଲାଲୁ ଯାଦବ? ଜାରି ହେଲା ଗିରଫଦାରୀ ଓ୍ବାରେଣ୍ଟ… 

ପାଟଣା,୫।୪: ଗିରଫ ହୋଇପାରନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଗ୍ବାଲିୟରର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ପକ୍ଷରୁ ଶୁକ୍ରବାର ତାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି। ଆମର୍‌ସ ଆକ୍ଟ ମାମଲାରେ ଏହି ଗିରଫଦାରୀ ଓ୍ବାରେଣ୍ଟ ଜାରି ହୋଇଥିବା ଜଣାପଡ଼ିଛି। ୧୯୯୫ ଏବଂ ୧୯୯୭ର…

ଜେଲ୍‌ରେ ଥିବା କଏଦୀ ମାସକୁ କେତେ ଚିଠି ଲେଖି ପାରିବେ, ଜାଣନ୍ତୁ…

ନୂଆଦିଲ୍ଲୀ,୫।୪: ଗିରଫ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇସ୍ତଫା ଦେଇନାହାନ୍ତି । ବର୍ତ୍ତମାନ ତାଙ୍କ ଦଳ ଘୋଷଣା କରିଛି ଯେ, ମୁଖ୍ୟମନ୍ତ୍ରୀ ଜେଲରୁ ସରକାର ଚଳାଇବେ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଜେଲରୁ କେହି କିପରି ସରକାର ଚଳାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?