ଜାତୀୟ

‘ମଉଜ କରିବାକୁ ମୋଦି ଜନ୍ମ ହୋଇନି’, ନଓ୍ବାଡାରେ ଗର୍ଜିଲେ ମୋଦି

ନଓ୍ବାଡା,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିହାରର ନଓ୍ବାଡାରେ ବଡ଼ ରାଲି କରିଛନ୍ତି। ନଓ୍ବାଡାରେ ତାଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ସାମିଲ ଅଛନ୍ତି। ମୋଦି ବିଶାଳ ଜନସମାବେଶକୁ ସମ୍ବୋଧିତ କରି ବିରୋଧୀ ଦଳଙ୍କ ଉପରେ ବର୍ଷିଛନ୍ତି। ମୋଦି…

ଗୋମାଂସ ଖାଉଥିବା କଙ୍ଗନାଙ୍କୁ କିପରି ଟିକେଟ୍‌ ଦେଲା ଭାଜପା, କଂଗ୍ରେସର ବିବାଦୀୟ ପ୍ରଶ୍ନ

ନୂଆଦିଲ୍ଲୀ,୭।୪: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମଇଦାନରେ ଓହ୍ଲାଇଛି। ଦଳ ତାଙ୍କୁ ହିମାଚଳ ପ୍ରଦେଶ ମଣ୍ଡିରୁ ଟିକେଟ୍‌ ଦେଇଛି। ନିର୍ବାଚନୀ ମଇଦାନକୁ ଓହ୍ଲାଇବାର କିଛି ସମୟ ନ ଜାଉଣୁ ବିବାଦୀୟ କୁଇନଙ୍କ ନାଁରେ…

ପୂର୍ବତ୍ତନ ମନ୍ତ୍ରୀଙ୍କ ପିଅନ ଚଲାଉଛନ୍ତି କଂଗ୍ରେସ: ଗୌରବ ବଲ୍ଲଭ

ନୂଆଦିଲ୍ଲୀ,୭।୪: ନିକଟରେ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ଗୋରଭ ବଲ୍ଲବ କହିଛନ୍ତି ଯେ ଗତ ତିରିଶ ବର୍ଷ ଧରି ଦଳର ଇସ୍ତାହାର ସମାନ ବ୍ୟକ୍ତିଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି ଏବଂ କଂଗ୍ରେସ କାହିଁକି କେନ୍ଦ୍ରରେ କ୍ଷମତା ହରାଇଛି…

ହିନ୍ଦୁସ୍ତାନ ଥିଲା, ଅଛି ଏବଂ ରହିବ: ସ୍ମୃତି

ଚେନ୍ନାଇ,୭ା୪: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତ୍ରୀ ସ୍ମୃତି ଇରାନୀ ତାମିଲନାଡୁର ଚେନ୍ନାଇରେ ନିଜର ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ତାଙ୍କ ଭଳି ଲୋକମାନେ…

BJP ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ପତ୍ନୀଙ୍କ ଫର୍ଚୁନର କାର୍‌ ବାରାଣସୀରୁ ଜବତ , ଦିଲ୍ଲୀରୁ ହୋଇଥିଲା ଚୋରି

ନୂଆଦିଲ୍ଲୀ,୭।୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ପତ୍ନୀଙ୍କ ଫର୍ଚୁନର କାର୍‌କୁ ବାରାଣସୀରୁ ଜବତ କରାଯାଇଛି। ଏହି କାର୍‌ଟି ଗତ ମାସରେ ଦିଲ୍ଲୀରୁ ଚୋରି ହୋଇଯାଇଥିଲା। ପୋଲିସ ଏବେ ଗାଡ଼ି ସହ ଦୁଇଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି। ସେମାନେ…

କେଜରିଓ୍ବାଲଙ୍କ ପାଇଁ ଅନଶନ ଆନ୍ଦୋଳନ ଆରମ୍ଭ କଲେ ଏଏପି ନେତା, ଜନ୍ତରମନ୍ତରରେ ହେଲେ ଏକାଠି

ନୂଆଦିଲ୍ଲୀ,୭।୪: ଆମ ଆଦମୀ ପାର୍ଟି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଛି। ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗିରଫ ହୋଇ ଏବେ ତିହାର ଜେଲରେ କାରାଦଣ୍ଡ ଭୋଗୁଛନ୍ତି। ସିଏମଙ୍କ ଗିରଫକୁ ନେଇ ଦଳ ନିରନ୍ତର…

ଜେଲ୍‌ରେ ୬ ମାସ କେମିତି କାଟିଥିଲେ ବଖାଣିଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୬ା୪: ଏଏପି ଏମ୍‌ପି ସଞ୍ଜୟ ସିଂ କହିଛନ୍ତି, ତିହାର ଜେଲ୍‌ରେ ତାଙ୍କର ୬ ମାସ ରହିବା ସମୟରେ ସେ ନିଷ୍ଠା ଏବଂ ସାହସ ପ୍ରଦର୍ଶନ କରିଛନ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଲୁହ ଦେଇ ନ ଥିବା କହିଛନ୍ତି। ଦିଲ୍ଲୀ…

ପିଲା ଗୋଟିଏକୁ ୫ ଲକ୍ଷ ଟଙ୍କା: ବଡ଼ ଶିଶୁ ଚାଲାଣ ଗ୍ୟାଙ୍ଗ୍‌କୁ ଧରିଲା ସିବିଆଇ

ନୂଆଦିଲ୍ଲୀ,୬।୪: ଶିଶୁ ଚାଲାଣ କରୁଥିବା ଏକ ବଡ଼ ଗ୍ୟାଙ୍ଗ୍‌କୁ ଧରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)। ସିବିଆଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରି କେଶଭପୁରମ୍ ଅଞ୍ଚଳରେ ଅବସ୍ଥିତ ଏକ ଘରୁ ତିନି ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି। ସିବିଆଇ ସୂତ୍ର ଅନୁଯାୟୀ,…

ରାଜନାଥଙ୍କ କଥାରେ ବିଳିବିଳଉଛି ପାକିସ୍ତାନ, କହିଲା ଏମିତି…

ନୂଆଦିଲ୍ଲୀ/ଇସଲାମାବାଦ,୬ା୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଯଦି ଆତଙ୍କବାଦୀମାନେ ଭାରତରେ ଶାନ୍ତି ଭଙ୍ଗ ଏବଂ ପଡ଼ୋଶୀ ଦେଶକୁ ପଳାୟନ ପାଇଁ ଚେଷ୍ଟା କରନ୍ତି, ତେବେ ସେମାନଙ୍କୁ ହତ୍ୟା କରିବାକୁ ଭାରତ ପାକିସ୍ତାନରେ ପ୍ରବେଶ କରିବ। ଶୁକ୍ରବାର ରାଜନାଥ ସିଂ ଏକ…

ଲିଭ୍‌-ଇନ୍‌ ରିଲେସନଶିପରେ ରହିଲେ ଭରଣପୋଷଣ ଅଧିକାର ପାଇବେ ମହିଳା: ହାଇକୋର୍ଟ

ନୂଆଦିଲ୍ଲୀ,୬।୪: ଲିଭ୍‌-ଇନ୍‌ ରିଲେସନଶିପରେ ରହିଲେ ମଧ୍ୟ ମହିଳାଙ୍କର ରହିଛି ଭରଣପୋଷଣ ପାଇବାର ଅଧିକାର। ଲିଭ୍‌-ଇନ୍‌ ସମ୍ପର୍କରେ ମହିଳାଙ୍କ ଅଧିକାରକୁ ସ୍ୱୀକୃତି ଦେବା ଦିଗରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଜଣେ ପୁରୁଷଙ୍କ ସହ ଲମ୍ବା ସମୟ…

ବାଜପେୟୀ ସରକାର ଭାଙ୍ଗି ଦେଇଥିଲେ ଓଡ଼ିଶାର ଏହି ନେତା

ଭୁବନେଶ୍ୱର,୬।୪:ମୁଣ୍ଡ ଉପରେ ନିର୍ବାଚନ। ଖଇ ଫୁଟା ଖରାରେ ମଇଦାନରେ ପ୍ରଚାର ଆରମ୍ଭ କଲେଣି ସବୁ ଦଳ। ପ୍ରାର୍ଥୀ ଘରକୁ ଘର ବୁଲି ମାଗୁଛନ୍ତି ଭୋଟ୍‌। କେଉଁ ଉପାୟରେ ଓ କି ପନ୍ଥା ଆପଣାଇଲେ ଭୋଟରଙ୍କ ମନ ବୁଝିବ ଏନେଇ ଦିନରାତି କସରତ…

AI କଣ୍ଟେଣ୍ଟ ଦ୍ୱାରା ଭାରତରେ ଲୋକ ସଭା ନିର୍ବାଚନ ପଲଟେଇଦେବ ଚାଇନା!

ନୂଆଦିଲ୍ଲୀ,୬।୪: ଟେକ୍ନୋଲଜି କମ୍ପାନୀ ମାଇକ୍ରୋସଫ୍ଟ ଭାରତରେ ହେବାକୁ ଥିବା ନିର୍ବାଚନକୁ ନେଇ ଚେତାବନୀ ଜାରି କରିଛି। ମାଇକ୍ରେସଫ୍ଟ କହିଛି, ଚାଇନା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଣ୍ଟେଣ୍ଟକୁ ବ୍ୟବହାର କରି ଭାରତ, ଆମେରିକା ଓ ଦକ୍ଷିଣ କୋରିଆ ନିର୍ବାଚନରେ ବିଘ୍ନ ସୃଷ୍ଟି କରିପାରେ। ଏହାପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?