ଜମ୍ମୁ କଶ୍ମୀର କୁପଓ୍ବାଡାରେ ସେନା-ପୋଲିସ ମୁହାଁମୁହିଁ, ୧୬ ସୈନିକଙ୍କ ନାଁରେ ମାମଲା
ନୂଆଦିଲ୍ଲୀ,୨୯ା୫: ଜମ୍ମୁ କଶ୍ମୀର ପୋଲିସ କୁପଓ୍ବାଡା ଜିଲାର ଏକ ପୋଲିସ ଷ୍ଟେସନରେ ପୋଲିସ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ତିନିଜଣ ଅଧିକାରୀଙ୍କ ସମେତ ୧୬ ଜଣ ସୈନିକଙ୍କ ବିରୋଧରେ ମାମଲା ଦାୟର କରିଛି। ଏହି ଘଟଣାରେ ଷ୍ଟେସନ ହାଉସ ଅଫିସରଙ୍କ ସମେତ…
ମୋଦିଙ୍କ ଭୋଜପୁରୀ ଅନ୍ଦାଜ, କାଶୀବାସୀଙ୍କୁ ସ୍ପେଶାଲ ମେସେଜ
ନୂଆଦିଲ୍ଲୀ,୩୦।୫: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଗୋଟିଏ ଦିନ ପରେ ଅର୍ଥାତ ଜୁନ ୧ରେ ହେବ। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ ସଭା ନିର୍ବାଚନମଣ୍ଡଳୀ ବାରାଣାସୀରେ ମଧ୍ୟ ଭୋଟ…
ଆଜମ ଖାନ୍ଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ
ଲକ୍ଷ୍ନୌ,୩୦ା୫: ଲୋକ ସଭା ନିର୍ବାଚନ ସମୟରେ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସମାଜବାଦୀ ପାର୍ଟିର ନେତା ଆଜମ୍ ଖାନ୍। ନିର୍ବାଚନର ଶେଷ ପର୍ଯ୍ୟାୟ ଜୁନ ୧ରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଭେଟେରାନ ନେତା ଆଜମ୍ଙ୍କୁ ଏକ ମାମଲାରେ ଦଣ୍ଡିତ କରାଯାଇଛି। ଏହା…
Video: ଯାତ୍ରା କରିବା ସମୟରେ ଆରମ୍ଭ ହେଲା ପ୍ରସବ ଯନ୍ତ୍ରଣା, ବସ୍ରେ ସନ୍ତାନ ଜନ୍ମ ଦେଲେ ମହିଳା
କେରଳ,୩୦।୫: ବୁଧବାର ଅପରାହ୍ଣରେ କେରଳ ମାଲାପୁରାମରରେ ଜଣେ ୩୭ ବର୍ଷ ବୟସ୍କା ମହିଳା ଏକ ବସ୍ରେ ଥ୍ରୀସୁରରୁ ଥୋଜିଲପାଲମ କୋଜିକୋଡ ଯାତ୍ରା କରୁଥିବା ସମୟରେ ବସ୍ରେ ସନ୍ତାନ ଜନ୍ମ ଦେଇଛନ୍ତି। ପେରାମଙ୍ଗାଲମ ଦେଇ ଯାଉଥିବା ଯାଉଥିବା ସମୟରେ ମହିଳାଙ୍କର ପ୍ରସବ ଯନ୍ତ୍ରଣା…
କେଜ୍ରିଓ୍ବାଲଙ୍କ ଜାମିନ ଉପରେ ଏହି ପଦକ୍ଷେପ ନେଲେ କୋର୍ଟ
ନୂଆଦିଲ୍ଲୀ,୩୦ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ଗୁରୁବାର ରାଉସ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଏହା ସହିତ ସେ ସ୍ବାସ୍ଥ୍ୟଗତ କାରଣରୁ ୭ ଦିନର ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ପରାମର୍ଶ ଯୋଗୁ ବଦଳିଯାଇଛି ଏୟାରଟେଲର ଭାଗ୍ୟ, ମାଲିକ କହିଲେ କିଭଳି…
ନୂଆଦିଲ୍ଲୀ,୩୦।୫: ଏସିଆର ପ୍ରମୁଖ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଜିଓ ଲଞ୍ଚ ହେବା ପରେ ଟେଲିକମ୍ ଦୁନିଆରେ ଝଡ଼ ସୃଷ୍ଟି ହୋଇଥିଲା। ଏହାଦ୍ୱାରା ଅନେକ ଟେଲିକମ୍ କମ୍ପାନୀ ମାର୍କେଟରୁ ବାଦ୍ ପଡ଼ିଥିଲେ। ଭାରତୀ ମିତ୍ତଲଙ୍କ ‘ଏୟାରଟେଲ୍’ ମଧ୍ୟ ବିପଦରେ ପଡ଼ିଥିଲା। ହେଲେ ପ୍ରଧାନମନ୍ତ୍ରୀ…
ନିମ୍ନମାନର ଭାଷା, ଘୃଣ୍ୟ ଭାଷଣ ଦେଉଛନ୍ତି ମୋଦି ଜୀ, ଚିଠି ଲେଖିଲେ ମନମୋହନ ସିଂ
ନୂଆଦିଲ୍ଲୀ,୩୦ା୫: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡକ୍ଟର ମନମୋହନ ସିଂ ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ଭୋଟରଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି। ଅନ୍ୟ ପଟେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ…
ବିଜେଡି-ଭାଜପା ମିଶିକି ଅଛନ୍ତି, ଚିନ୍ତାଧାରା ବି ଗୋଟିଏ: ରାହୁଲ
ସିମୁଳିଆ,୩୦ା୫: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ଆସିଛନ୍ତି କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ।…
କେରଳ ଛୁଇଁଲା ମୌସୁମୀ
ଥିରୁଭାନନ୍ତପୁରମ୍,୩୦ା୫: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁବାର କେରଳ ଛୁଇଁଛି। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, କେରଳରେ ସ୍ବାଭାବିକଠାରୁ ୬ ପ୍ରତିଶତ ବୃଷ୍ଟିପାତ ହେବ। ମୌସୁମୀ ପ୍ରଭାବରେ ସାରା…
ଆମେଠିରୁ ହାରିଯିବେ ସ୍ମୃତି ଇରାନୀ! ବଡ଼ ଭବିଷ୍ୟବାଣୀ କଲେ ରଣନୀତିଜ୍ଞ ଯୋଗେନ୍ଦ୍ର ଯାଦବ
ନୂଆଦିଲ୍ଲୀ,୩୦।୫: ନିର୍ବାଚନ ୨୦୨୪ ଶେଷ ପର୍ଯ୍ୟାୟରେ ଥିବାବେଳେ ଏହାର ଫଳାଫଳକୁ ନେଇ ବିଭିନ୍ନ ଆକଳନ କରାଯାଉଛି। ଏହାରି ଭିତରେ ପ୍ରଶାନ୍ତ କିଶୋର, ଯୋଗେନ୍ଦ୍ର ଯାଦବଙ୍କ ଭଳି ବଡ଼ ବଡ଼ ରାଜନୈତିକ ବିଭିନ୍ନ ଭବିଷ୍ୟବାଣୀ କରିଛନ୍ତି। ଏହିକ୍ରମରେ ରଣନୀତିଜ୍ଞ ଯୋଗେନ୍ଦ୍ର ଯାଦବ ସ୍ମୃତି…
ମୋଦିଙ୍କ ବିବାଦୀୟ ମନ୍ତବ୍ୟ: ଫିଲ୍ମ ପୂର୍ବରୁ ଗାନ୍ଧୀଙ୍କୁ କେହି ଜାଣି ନ ଥିଲେ…
ନୂଆଦିଲ୍ଲୀ,୩0ା୫: ଲୋକ ସଭା ନିର୍ବାଚନ ଶେଷ ହେବାକୁ ବସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାକ୍ଷାତ୍କାରରେ ପୂର୍ବର କଂଗ୍ରେସ ସରକାରଗୁଡ଼ିକୁ ସମାଲୋଚନା କରିବାକୁ ଯାଇ କହିଛନ୍ତି, ଗାନ୍ଧିଜୀ ଜଣେ ମହାନ୍ ଆତ୍ମା ଥିଲେ। ଗତ ୭୫ ବର୍ଷ ମଧ୍ୟରେ ତାଙ୍କୁ ସେଭଳି ବୈଶ୍ୱିକ…
ଆଜିଠୁ ଧ୍ୟାନରେ ବସିବେ ମୋଦି
ନୂଆଦିଲ୍ଲୀ,୩୦ା୫(ପି.ଟି.)ଜୁନ୍ ୧ରେ ଅନ୍ତିମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ହେବାକୁ ଥିବାବେଳେ ମେ’ ୩୦ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର କନ୍ୟାକୁମାରୀସ୍ଥିତ ବିବେକାନନ୍ଦ ରକ୍ରେ ୪୮ ଘଣ୍ଟିଆ ଧ୍ୟାନରେ ବସିବେ। ମୋଦିଙ୍କ ଧ୍ୟାନମୁଦ୍ରାର ଦୃଶ୍ୟ ଟିଭି ଚ୍ୟାନେଲଗୁଡ଼ିକରେ ଯେପରି ପ୍ରସାରଣ କରା…

