ବାଚସ୍ପତି ନିର୍ବାଚନକୁ ନେଇ ଇଣ୍ଡିଆରେ ଫାଟ! ଚିନ୍ତା ବଢାଇଲେ ମମତା ଓ ଶରଦ ପାଓ୍ବାର
ନୂଆଦିଲ୍ଲୀ,୨୫।୬: ସ୍ବାଧୀନତା ପରେ ପ୍ରଥମଥର ପାଇଁ ଲୋକ ସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ଭାଜପା ନେତୃତ୍ୱାଧୀନ ଏନଡିଏ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ୮ ଥରର ଏମପି କେ ସୁରେଶଙ୍କୁ ମଇଦାନକୁ ଓହ୍ଲାଇଛି। ବିରୋଧୀ…
କଂଗ୍ରେସ ଜାରି କଲା ହ୍ବିପ, ଲୋକ ସଭାରେ ସବୁ ଏମପି ଉପସ୍ଥିତ ରହିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୫।୬: ସଂସଦର ସ୍ବତନ୍ତ୍ର ଅଧିବେଶନରେ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଏ ସମ୍ପର୍କରେ ବିବାଦ ଲାଗି ରହିଛି। ବୁଧବାର ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି କ୍ରମରେ କଂଗ୍ରେସ…
ଭାଜପାକୁ ବଡ଼ ଝଟ୍କା, ଶରଦ ପାଓ୍ବାରଙ୍କ ପାଖକୁ ଫେରିଲେ…
ନୂଆଦିଲ୍ଲୀ,୨୫।୬:ଭାରତୀୟ ଜନତା ପାର୍ଟିକୁ ବଡ଼ ଝଟ୍କା। ଭାଜପା ଛାଡି ଏନସିପି(ଶରଦ ଗୋଷ୍ଠୀ)ରେ ମିଶିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ। କିଛି ଦିନ ତଳେ ଭାଜପା ଛାଡିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୂର୍ଯ୍ୟକାନ୍ତା ପାଟିଲ ଆଜି ଶରଦ ପାୱାରଙ୍କ ଏନସିପିରେ ସାମିଲ ହୋଇଛନ୍ତି। ଦୀର୍ଘ ୧୦ ବର୍ଷ…
ହାତରେ ସମ୍ବିଧାନ ଧରି ଶପଥ ନେଲେ ରାହୁଲ, ଭାଜପା ଏମପି କହିଲେ ‘ଜୟ ଶ୍ରୀରାମ’
ନୂଆଦିଲ୍ଲୀ,୨୫।୬: ମଙ୍ଗଳବାର ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ନେତା ତଥା ଏମପି ରାହୁଲ ଗାନ୍ଧୀ ସଂସଦର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ସମ୍ବିଧାନର ଏକ ନକଲ ସହିତ ଶପଥ ଗ୍ରହଣ କରିବାକୁ ଆସିଥିଲେ। ଶପଥ ଗ୍ରହଣ କରିବା ପରେ…
ଏଣିକି ପେପର୍ ଲିକ୍ କଲେ ଆଜୀବନ କାରାଦଣ୍ଡ ସହ ଲାଗିବ ୧ କୋଟିର ଜରିମାନା! ଯୋଗୀ ସରକାର ଆଣୁଛନ୍ତି କଠୋର ଆଇନ୍
ଲକ୍ଷ୍ନୌ,୨୫।୬: ନିକଟରେ ଉତ୍ତରପ୍ରଦେଶରେ କିଛି ପରୀକ୍ଷାର ପେପର୍ ଲିକ୍ ହୋଇଥିଲା, ଏହାପରେ ଏବେ ଯୋଗୀ ଆଦିତ୍ୟନାଥ ସରକାର ଏହା ବିରୋଧରେ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଖୁବ୍ଶୀଘ୍ର କଠୋର ଆଣ୍ଟି ପେପର୍ ଲିକ୍ ଆଇନ୍ ଆଣିବାକୁ ଯାଉଛି। ଏଥିରେ ଆଜୀବନ କାରାଦଣ୍ଡ…
ମୋଦି ସରକାରଙ୍କ ପାଇଁ ବଢିଲା ଟେନସନ, ବାଚସ୍ପତି ପଦ ପାଇଁ ତୃତୀୟ ପକ୍ଷ ପ୍ରାର୍ଥୀ ଦେବାକୁ ହେଉଛନ୍ତି ସଜବାଜ
ନୂଆଦିଲ୍ଲୀ,୨୫।୬: ୧୮ ତମ ଲୋକ ସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଯାଇଛି। ଆରମ୍ଭ ଦିନରୁ ହିଁ ବିରୋଧୀ ଓ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି। ସ୍ବାଧୀନ ଭାରତରେ ପ୍ରଥମ ଥର ବାଚସ୍ପତି ନିର୍ବାଚନ ହେବାକୁ ହେବାକୁ ଯାଉଛି। ଯାହାକୁ ନେଇ…
ବିସମିଲ୍ଲାରୁ ଶପଥ ଗ୍ରହଣ ଆରମ୍ଭ କରି, ଯିବା ବେଳକୁ କହିଲେ ‘ଜୟ ପାଲେଷ୍ଟାଇନ’
ନୂଆଦିଲ୍ଲୀ,୨୫।୬:ହାଇଦ୍ରାବାଦର ଏମପି ତଥା ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ୧୮ ତମ ଲୋକ ସଭା କାର୍ଯ୍ୟକାଳର ଦ୍ୱିତୀୟ ଦିନରେ ଏମପି ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ କରିବା ସମୟରେ ଓଓ୍ବାଇସି ‘ଜୟ ପାଲେଷ୍ଟାଇନ’ ସ୍ଲୋଗାନ ଦେଇ ବିବାଦ ସୃଷ୍ଟି କରିଛନ୍ତି।…
କାହା କହିବା ଅନୁସାରେ ଦେଶରେ ଏମରଜେନ୍ସି ଲଗାଇଥିଲେ ଇନ୍ଧିରା ଗାନ୍ଧୀ, ଜାଣନ୍ତୁ…
ନୂଆଦିଲ୍ଲୀ,୨୫।୬: ୧୯୭୫ ମସିହା ୨୫ ଜୁନ ମଧ୍ୟରାତ୍ରିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଏହି ଘୋଷଣା ପରେ ଦେଶରେ ସବୁକିଛି ବଦଳି ଯାଇଥିଲା। ଇନ୍ଦିରା ଗାନ୍ଧୀଙ୍କ ଅନୁରୋଧ କ୍ରମେ ତତ୍କାଳୀନ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲି ଅହମ୍ମଦ…
ଓଡ଼ିଆରେ ଶପଥ ନେଲେ ଓଡ଼ିଶା ସାଂସଦ
ନୂଆଦିଲ୍ଲୀ,୨୫।୬: ସଂସଦରେ ଶପଥ ନେଲେ ଓଡ଼ିଆ ସାଂସଦ। ସୋମବାର ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଶପଥ ଗ୍ରହଣ କରିଥିଲେ। ମଙ୍ଗଳବାର ବାକି ୧୭ ଓଡ଼ିଆ ଏମ୍ପି ଶପଥ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଏମ୍ପି ବୈଜୟନ୍ତ…
କେଜ୍ରିଓ୍ବାଲଙ୍କୁ ବଡ଼ ଝଟକା
ନୂଆଦିଲ୍ଲୀ,୨୫।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ଦିଲ୍ଲୀ ହାଇକୋର୍ଟ ନିମ୍ନ ଅଦାଲତରୁ ମିଳିଥିବା ଜାମିନ ଉପରେ ରୋକକୁ ଜାରି ରଖିଛନ୍ତି। ନିକଟରେ କେଜ୍ରିଓ୍ବାଲଙ୍କୁ ନିମ୍ନ ଅଦାଲତ ଜାମିନ ପ୍ରଦାନ କରିଥିଲେ। ଏହାକୁ ନେଇ ଇଡି ହାଇକୋର୍ଟରେ…
କେ. ସୁରେଶ କିଏ? କାହିଁକି ବାଚସ୍ପତି ପ୍ରାର୍ଥୀ ପାଇଁ ଚୟନ କଲା ଇଣ୍ଡିଆ ମେଣ୍ଟ
ନୂଆଦିଲ୍ଲୀ, ୨୫।୬: ୧୮ତମ ଲୋକସଭାର ବାଚସ୍ପତି ପଦ ପାଇଁ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ମତଭେଦ ହୋଇଛି । ଯାହାଫଳରେ ଏନ୍ଡିଏ ସମର୍ଥନରେ ଓମ୍ ବିର୍ଲା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ କେ. ସୁରେଶ…
ଏନଡିଏକୁ ବିରୋଧୀଦଳର ଡବଲ ଝଟକା, ବାଚସ୍ପତି ପରେ ଏବେ ଉପବାଚସ୍ପତି ପଦ ପାଇଁ ବି ଦେବ ପ୍ରାର୍ଥୀ
ନୂଆଦିଲ୍ଲୀ,୨୫।୬: ଲୋକ ସଭାରେ ବାଚସ୍ପତି ତଥା ଉପବାଚସ୍ପତି ପଦ ପାଇଁ ଏନଡିଏ ଏବଂ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟରେ ବିବାଦ ଜାରି ରହିଛି। ଇଣ୍ଡିଆ ଆଲାଇନ୍ସ ବର୍ତ୍ତମାନ ଏନଡିଏକୁ କଡ଼ା ମୁକାବିଲା କରିବାକୁ ପ୍ରସ୍ତୁତ। ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେବା…

