ଜାତୀୟ

ଐତିହାସିକ ମୁହୂର୍ତ୍ତ, ହାତ ମିଳାଇଲେ ମୋଦି-ରାହୁଲ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୬।୬: ୧୮ତମ ଲୋକ ସଭାର ବାଚସ୍ପତି ଭାବରେ ଓମ ବିର୍ଲା ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଚସ୍ପତି ଓମ ବିର୍ଲାଙ୍କ ଆସନ ପାଖକୁ ଆସି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଏକ ପରମ୍ପରା…

ସଂସଦରେ ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଉ ଜଣାଉ ମଞ୍ଜ କଥା କହିଦେଲେ ଅଖିଳେଶ, ସମସ୍ତେ ହୋଇଗଲେ ତାଜୁବ

ନୂଆଦିଲ୍ଲୀ,୨୬।୬: ଲୋକସଭା ବାଚସ୍ପତି ହେବା ପରେ ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏସପି ସଭାପତି ଅଖିଳେଶ ଯାଦବ। ତେବେ ଏହି ସମୟ ମଧ୍ୟରେ ଅଖିଳେଶ ତାଙ୍କୁ ଟାର୍ଗେଟ କରିବାକୁ ମଧ୍ୟ ଭୁଳି ନାହାନ୍ତି। କଥାରେ କଥାରେ ସେ ମଞ୍ଜ କଥାଟିକୁ କହି…

ରାହୁଲ ଗାନ୍ଧୀଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୨୬।୬: ଉତ୍ତରପ୍ରଦେଶର ସୁଲତାନପୁରର ଏମ୍‌ପି /ଏମ୍‌ଏଲେ କୋର୍ଟ ଜୁଲାଇ ୨ ରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ଡକାଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ରାହୁଲଙ୍କ ବିରୋଧରେ ଏକ ମାମଲା ଚାଲିଛି। ପ୍ରାୟ…

ବିରୋଧୀ ଦଳ ନେତା ହେବା ପରେ ବଦଳିଗଲା ଅନ୍ଦାଜ, ଦେଶୀ ଲୁକ୍‌ରେ ନଜର ଆସିିଲେ ରାହୁଲ

ନୂଆଦିଲ୍ଲୀ,୨୬।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭାରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ସେ ବିରୋଧୀ ଦଳର ନେତା ହୋଇଛନ୍ତି। ତେବେ ମଙ୍ଗଳବାର ଏନେଇ ଘୋଷଣା ହେବା ପରେ ଆଜି ତାଙ୍କୁ କିଛି ଅଲଗା…

କୋର୍ଟ ରୁମ୍‌ରେ ବିଗିଡିଲା କେଜ୍‌ରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୨୬।୬: କୋର୍ଟ ରୁମ୍‌ରେ ବିଗିଡିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା। ତାଙ୍କର ସୁଗାର ଲେବଲ ହ୍ରାସ ପାଇଛି । ତାଙ୍କୁ ଅନ୍ୟ ଏକ କୋଠରୀରେ ବସାଯାଇଛି। କେଜ୍‌ରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା ଏଭଳି ଏକ ସମୟରେ ଖରାପ ହୋଇଛି, ଯେତେବେଳେ କୋର୍ଟରେ ତାଙ୍କର…

ଓମ ବିର୍ଲାଙ୍କୁ ନେଇ ଯେତେବେଳେ ବାଚସ୍ପତି ଆସନ ପାଖରେ ପହଞ୍ଚିଲେ ମୋଦି-ରାହୁଲ, ପୋଡିୟମ ଉପରେ ହେଲା ଏମିତି କିଛି…

ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ପଦବୀକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି। ଭାଜପା ଏମପି ଓମ ବିର୍ଲା ୧୮ତମ ଲୋକ ସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ତାଙ୍କ ବିରୋଧରେ କେ ସୁରେଶଙ୍କୁ…

ଓମ ବିର୍ଲା ବାଚସ୍ପତି ହେବା ପରେ ଜାଣନ୍ତୁ କ’ଣ କହିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୬।୬: ପୁଣି ଲୋକ ସଭା ବାଚସ୍ପତି ହେଲେ ଓମ ବିର୍ଲା। ବାଚନିକ ଭୋଟରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ୧୮ ତମ ବାଚସ୍ପତି ଭାବେ ଓମ ବିର୍ଲା ନିର୍ବାଚିତ ହୋଇଛନ୍ତି। ଏହି ସମୟରେ ବିରୋଧୀ ଦଳର ନେତା ରାହୁଲ…

ଲୋକ ସଭା ବାଚସ୍ପତି ଭାବରେ ରେକର୍ଡ କଲେ ଓମ ବିର୍ଲା, ସଂସଦ ଇତିହାସରେ ଦ୍ୱିତୀୟ ଥର ହୋଇଛି ଏପରି ଘଟଣା

ନୂଆଦିଲ୍ଲୀ,୨୬।୬: ଭାରତୀୟ ଜନତା ପାର୍ଟି ଭାଜପା ଏମପି ଓମ ବିର୍ଲା ବୁଧବାର ଭଏସ ଭୋଟ ଦ୍ପାରା ଲୋକ ସଭା ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଦ୍ୱିତୀୟ ଥର ପାଇଁ ଏହି ଦାୟିତ୍ୱ ତୁଲାଉଛନ୍ତି। ଅଧ୍ୟକ୍ଷ ପଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କେଜ୍‌ରିୱାଲଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ବୁଧବାର ମଦ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ଅବକାରୀ ନୀତି ଦୁର୍ନୀତିରେ ଅର୍ଥ ହେରଫେର୍‌ ଅଭିଯୋଗରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ…

ବାଚସ୍ପତି ନିର୍ବାଚନରେ ବିରୋଧୀଙ୍କୁ ମିଳିଲା ବଡ଼ ଫାଇଦା, ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୬: ଇତିହାସରେ ପ୍ରଥମ ଥର ଲୋକ ସଭାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନରେ ଏନଡିଏ ପୁଣିଥରେ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିରୋଧୀ ଇଣ୍ଡିଆ ମେଣ୍ଟ କେ ସୁରେଶଙ୍କୁ ପ୍ରାର୍ଥୀ କରିଛି। ଏହି ନିର୍ବାଚନରେ କେ…

ପୁଣି ଲୋକ ସଭା ବାଚସ୍ପତି ହେଲେ ଓମ ବିର୍ଲା

ନୂଆଦିଲ୍ଲୀ,୨୬।୬: ପୁଣି ଲୋକ ସଭା ବାଚସ୍ପତି ହେଲେ ଓମ ବିର୍ଲା। ବାଚନିକ ଭୋଟରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ୧୮ ତମ ବାଚସ୍ପତି ଭାବେ ଓମ ବିର୍ଲା ନିର୍ବାଚିତ ହୋଇଛନ୍ତି। ଧ୍ୱନୀ ମତରେ ଏହି ନିଷ୍ପତ୍ତି ନିଆଯାଇଛି। କାମଚଳା…

ରାହୁଲ ବିରୋଧୀ ଦଳ ନେତା ହେବା ପରେ ଶରଦ କହିଲେ…

ନୂଆଦିଲ୍ଲୀ,୨୬।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଲୋକ ସଭାର ବିରୋଧୀ ଦଳର ନେତା ହୋଇଛନ୍ତି। ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାର ଅଭିନନ୍ଦନ ଜଣାଇଛନ୍ତି। ବୁଧବାର ସେ କହିଛନ୍ତ, ଲୋକମାନେ ଏଥିରୁ ଉପକୃତ ହେବେ ବୋଲି ଆଶା କରାଯାଉଛି। ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?