ଜାତୀୟ

ହାତ ଧରାଧରି ହୋଇ ପାର୍ଲାମେଣ୍ଟ ଭିତରକୁ ପ୍ରବେଶ କଲେ କଙ୍ଗନା-ଚିରାଗ, ଭାଇରାଲ ହେଉଛି ଭିଡିଓ

ଶିମ୍‌ଲା,୨୬ା୬: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ନିର୍ବାଚନ ଜିତିବା ପରେ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତ ଚର୍ଚ୍ଚାରେ ରହିଛନ୍ତି। ଆଜିକାଲି ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ) ଅଧ୍ୟକ୍ଷ ଚିରାଗ ପାଶଓ୍ବାନ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ୧୩…

ବାଚସ୍ପତି ପରେ ଏବେ ଉପବାଚସ୍ପତି ହେବେ କିଏ? ଏନଡିଏ ଦେବ ବିରୋଧୀଙ୍କୁ ଚାନ୍ସ…

ନୂଆଦିଲ୍ଲୀ,୨୬।୬:ଭାଜପା ଏମପି ଓମ ବିର୍ଲା ଦ୍ୱିତୀୟ ଥର ପାଇଁ ଲୋକ ସଭା ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। କ୍ରମାଗତ ଦ୍ୱିତୀୟ ଥର ପାଇଁ ବାଚସ୍ପତିି ହୋଇ ବଳରାମ ଜାଖର ଜିଏମ ବାଲାୟୋଗୀ ଏବଂ ପିଏ ସାଙ୍ଗମା ତାଲିକାରେ ଯୋଗ ଦେଇଛନ୍ତି। ଲୋକ…

କହୁ କହୁ ଏମିତି କହିଦେଲେ କେଜ୍‌ରିଓ୍ବାଲ୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୨୬।୬:ସିବିଆଇ ଦ୍ୱାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଗିରଫ କରାଯାଇଥିଲା। ଏହା ଉପରେ ମୁଖ୍ୟମନ୍ତ୍ରୀ ସ୍ତ୍ରୀ ସୁନୀତା କେଜ୍‌ରିୱାଲ କହିଛନ୍ତି, ଏହା ଏକ ଆଇନ ନୁହେଁ। ଏହା ଏକଛତ୍ରବାଦୀ ଶାସନ ଏବଂ ଜରୁରିକାଳୀନ ପରିସ୍ଥିତି। କେଜ୍‌ରିୱାଲଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ ଦାବି…

‘ଓଓ୍ବାଇସିଙ୍କ ଜିଭ କାଟି ଆଣିଲେ ଉପହାର ଦେବି’ 

ନୂଆଦିଲ୍ଲୀ,୨୬।୬: ଏଆଇଏମ୍‌ଆଇଏମ୍‌ ନେତା ଅସଦୁଦ୍ଦିନ ଓଓ୍ବାଇସିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଭାଜପା ବିଧାୟକ ନୀତେଶ ରାଣେ। ଯଦି କେହି ଓଓ୍ବାଇସିଙ୍କର ଜିଭକୁ କାଟି ଆଣିବ ତେବେ ସେ ତାଙ୍କୁ ଉପହାର ଦେବେ ବୋଲି ସେ କହିଛନ୍ତି। ମଙ୍ଗଳବାର ଲୋକ ସଭା…

ରାହୁଲଙ୍କ ପାଇଁ ବିକ୍ରି ହେଲାଣି ୫ହଜାର ସମ୍ବିଧାନ କପି!

ନୂଆଦିଲ୍ଲୀ,୨୬।୬: ଲୋକ ସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟ ସମ୍ବିଧାନର କୋଟ ପକେଟ ସଂସ୍କରଣକୁ ପ୍ରତୀକ ଭାବରେ ବ୍ୟବହାର କରିଥିଲା। ସେବେଠାରୁ ଦେଶରେ ସମ୍ବିଧାନ ଏବଂ ଏହାର ପୁସ୍ତକ ପୁଣିଥରେ ଚର୍ଚ୍ଚାକୁ ଆସିଛି। ବିଶେଷ କରି ଏହି…

ରାହୁଲଙ୍କ ପଛରେ ଅଛନ୍ତି ମୋଦି, ଫଟୋ ଶେୟାର କରି ସଞ୍ଜୟ କହିଲେ…

ନୂଆଦିଲ୍ଲୀ,୨୬।୬: ଅଷ୍ଟାଦଶ ଲୋକ ସଭା ଆରମ୍ଭରୁ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ତିକ୍ତତା ସ୍ପଷ୍ଟ ଦେଖାଯାଉଛି। ଲୋକ ସଭା ବାଚସ୍ପତି ପଦ ପାଇଁ ଶାସକ ଦଳ ଏବଂ ବିରୋଧୀ ମଧ୍ୟ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି କ୍ରମରେ…

୧୦ ବର୍ଷ ପରେ ବଦଳିଲା କଂଗ୍ରେସର ଭାଗ୍ୟ: ଲୋକ ସଭାରେ ପ୍ରଥମ ବିଜୟ…

ନୂଆଦିଲ୍ଲୀ,୨୬।୬:କ୍ରମାଗତ ଦ୍ୱିତୀୟ ଥର ପାଇଁ ଓମ ବିର୍ଲା ବୁଧବାର ଲୋକ ସଭା ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ପରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ରାହୁଲ ଗାନ୍ଧୀଙ୍କୁ ୧୦ ବର୍ଷ ପରେ ବିରୋଧୀ ଦଳର ନେତା ଭାବରେ ସ୍ବୀକୃତି…

ଏତେ ବୋଝ ଆପଣଙ୍କ ଉପରେ ପକାଇବା ଉଚିତ ନୁହେଁ…ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଏମିତି କାହିଁକି କହିଲେ ଓଓ୍ବାଇସି?

ନୂଆଦିଲ୍ଲୀ,୨୬।୬: ୧୮ତମ ଲୋକସଭାର ପ୍ରଥମ ଅଧିବେଶନର ତୃତୀୟ ଦିନ ନୂଆ ବାଚସ୍ପତି ନିର୍ବାଚନ ହୋଇଛି। ଏନ୍‌ଡିଏ ପ୍ରାର୍ଥୀ ଓମ୍‌ ବିର୍ଲା ପୁଣିଥରେ ଲୋକ ସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହାପରେ ସମସ୍ତ ଦଳର ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏସବୁ…

ଏବେ ଏହିସବୁ ପ୍ରସଙ୍ଗରେ ରାହୁଲଙ୍କ ଠାରୁ ପରାମର୍ଶ ନେବେ ମୋଦି, ରୋଚକ ହେବାକୁ ଯାଉଛି ଜାତୀୟ ରାଜନୀତି

ନୂଆଦିଲ୍ଲୀ,୨୬।୬: ଦଶ ବର୍ଷ ପରେ ସଂସଦ ବିରୋଧୀଦଳର ନେତା ପାଇଛି। ଇର୍ଡିଆ ମେଣ୍ଟ ଲୋକ ସଭାରେ ବିରୋଧୀ ଦଳର ନେତା ଭାବେ ରାହୁଲଙ୍କ ନାଁ ଘୋଷଣା କରିଛି। ଏବେ ରାହୁଲଙ୍କୁ କ୍ୟାବିନେଟ ମନ୍ତ୍ରୀଙ୍କ ପରି ସମାନ ଦରମା ସହ ସମାନ ସୁବିଧା…

ରାହୁଲଙ୍କୁ ମିଳିବ ୧୦୦କୋଟି ଟଙ୍କାର ଘର, ଜାଣନ୍ତୁ ବିରୋଧୀ ନେତାଙ୍କ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୬।୬:ବିରୋଧୀ ଦଳ ନେତା ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏବେ ତାଙ୍କୁ ଲୁଟିଏନ୍ସ ଜୋନରେ ଏକ ପ୍ରଶସ୍ତ ବଙ୍ଗଳା ମିଳିବା ସହ ୪ଟି ଅନ୍ୟ କ୍ୱାଟର ମଧ୍ୟ ମିଳିବ। ଲୋକ ସଭାରେ ବିରୋଧୀଦଳର ନେତା ଭାବରେ ରାହୁଲ, ବର୍ତ୍ତମାନ ଦିଲ୍ଲୀର…

ଲୋକ ସଭାରେ ବିରୋଧୀ ଦଳ ନେତା ହୋଇଥିବା ୧୪ରୁ ୧୩ ନେତା ହୋଇପାରିନାହାନ୍ତି ପ୍ରଧାନମନ୍ତ୍ରୀ, ଅନେକଙ୍କ ରାଜନୈତିକ କ୍ୟାରିୟରରେ ଲାଗିଛି ଗ୍ରହଣ;ଏବେ…

ନୂଆଦିଲ୍ଲୀ,୨୬।୬: ଦୀର୍ଘ ୧୦ ବର୍ଷ ପରେ ଲୋକ ସଭାକୁ ବିରୋଧୀ ଦଳ ନେତା ମିଳିଛି। କଂଗ୍ରେସ ଏହି ଦାୟିତ୍ୱ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦେଇଛି। ରାହୁଲଙ୍କୁ ପୂର୍ବରୁ ତାଙ୍କ ମା’ ସୋନିଆ ଏବଂ ବାପା ରାଜୀବ ଗାନ୍ଧୀ ମଧ୍ୟ ଲୋକ…

ବିରଳ ଦୃଶ୍ୟ! ସଂସଦରେ ରାହୁଲଙ୍କୁ ଠାରରେ ଏ କ’ଣ କହିଲେ ମୋଦି, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୨୬।୬: ସଂସଦରେ ବିରଳ ଦୃଶ୍ୟ। ବୁଧବାର ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ରାଜସ୍ଥାନର କୋଟାରୁ ଏମ୍‌ପି ଥିବା ଓମ୍‌ ବିର୍ଲା ଲଗାତର ଦ୍ୱିତୀୟ ଥର ଲାଗି ପଦ ଲାଗି ମନୋନୀତ ହୋଇଥିଲେ। ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ଏହି ପଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri