ଜାତୀୟ

କ୍ୟାନସର ରୋଗୀ ମାସକୁ ସଞ୍ଚୟ କରିପାରିବେ ୪୦ ହଜାର ଟଙ୍କା, ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ୩.୦ ର ପ୍ରଥମ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଉପସ୍ଥାପନ କରିଛନ୍ତି। ଏଥିରେ କର୍କଟ ରୋଗୀଙ୍କ ପାଇଁ ତଥା ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବଡ ଘୋଷଣା କରାଯାଇଛି। ବଜେଟ ୨୦୨୪ରେ ଅର୍ଥମନ୍ତ୍ରୀ ଆମଦାନୀ…

ମୋଦି ୩.୦ ବଜେଟ ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ଏହି ବଜେଟ…

ନୂଆଦିଲ୍ଲୀ,୨୩।୭: ଭାରତୀୟ ଜନତା ଦଳର ନେତାମାନେ ମୋଦି ୩.୦ର ପ୍ରଥମ ବଜେଟକୁ ପ୍ରଶଂସା କରୁଛନ୍ତି। ଏଥି ସହ ଲୋକ ସଭାରେ ବିରୋଧୀଦଳର ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ବଜେଟ ସମ୍ପର୍କରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।…

ସାଧାରଣ ଲୋକଙ୍କ ପାଇଁ ବଜେଟରେ କିଛି ନାହିଁ…, ମୋଦି ସରକାରଙ୍କୁ ଟାର୍ଗେଟ କଲେ ଥରୁର

ନୂଆଦିଲ୍ଲୀ,୨୩।୭: ମଙ୍ଗଳବାର ସଂସଦରେ ମୋଦି ସରକାର ୩.୦ର ପ୍ରଥମ ବଜେଟ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। କେନ୍ଦ୍ର ବଜେଟରେ ସରକାର ଅନେକ ବଡ ରିଲିଫ ଦେଇଛନ୍ତି। ଏହି ସମୟରେ, କେନ୍ଦ୍ର…

କିଣିବାକୁ ଅଛି ସୁନା, ଚାନ୍ଦି ଅବା ପ୍ଲାଟିନମ, ଜାଣି ନିଅନ୍ତୁ ବଜେଟ ପରେ କେତେ କମିବ ଦାମ

ନୂଆଦିଲ୍ଲୀ,୨୩।୭: ଯଦି ଆପଣ ସୁନା, ରୂପା କିମ୍ବା ପ୍ଲାଟିନମ ଅଳଙ୍କାର ଉପହାର ଦେବାକୁ ଚିନ୍ତା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ। ବାସ୍ତବରେ ସୁନା, ରୂପା ଏବଂ ପ୍ଲାଟିନମ ଅଳଙ୍କାର ଶୀଘ୍ର ଶସ୍ତା ହେବାକୁ ଯାଉଛି ।…

ଏହି କ୍ଷେତ୍ର ପାଇଁ ସବୁଠାରୁ ଅଧିକ ଟଙ୍କା ଘୋଷଣା କଲେ ମୋଦି ସରକାର

ନୂଆଦିଲ୍ଲୀ,୨୩।୦୭: ମୋଦି ସରକାରଙ୍କ ତୃତୀୟ ପାଳିର ସାଧାରଣ ବଜେଟ ସଂସଦରେ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୋଟିଏ ପରେ ଗୋଟିଏ ବିଭାଗ ପାଇଁ ଘୋଷଣା କରିଛନ୍ତି । ଏହି କ୍ରମରେ ଦେଶର ଗରିବ ନାଗରିକଙ୍କ ବାସଗୃହ ପାଇଁ ମୋଦି…

ବଜେଟ୍‌କୁ ନେଇ ଆମେ ଖୁସି: କାହିଁକି ଏମିତି କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୩।୭: ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ର ବଜେଟ ୨୦୨୪ ଉପସ୍ଥାପନ କରିଥିଲେ। ବଜେଟ ଉପସ୍ଥାପିତ ହେବା ମାତ୍ରେ କଂଗ୍ରେସ ଭାଜପାକୁ ଟାର୍ଗେଟ୍‌ କରିଛି। ଲୋକ ସଭା ନିର୍ବାଚନ ଫଳାଫଳ ପରେ ଅର୍ଥମନ୍ତ୍ରୀ କଂଗ୍ରେସର ୨୦୨୪ ମାନିଫେଷ୍ଟୋ ପଢିଥିବାରୁ ଆମେ…

କେନ୍ଦ୍ର ବଜେଟ: ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ଟଙ୍କା…

ନୂଆଦିଲ୍ଲୀ,୨୩।୭: ମଙ୍ଗଳବାର ଲୋକ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଅର୍ଥମନ୍ତ୍ରୀ ପ୍ରତିରକ୍ଷା ବିଭାଗକୁ ୪,୫୪,୭୭୩ କୋଟି, ଗ୍ରାମ୍ୟ ଉନ୍ନୟନକୁ ୨,୬୫,୮୦୮ କୋଟି, କୃଷି କ୍ଷେତ୍ରକୁ ୧,୫୧,୮୫୧ କୋଟି, ଗୃହ…

ସ୍ମାର୍ଟଫୋନ ୟୁଜର୍ସଙ୍କ ବଲ୍ଲେ-ବଲ୍ଲେ! ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏଥର ବଜେଟ୍‌ରେ ସ୍ମାର୍ଟଫୋନ ୟୁଜର୍ସଙ୍କ ଖୁସିଖବର ରହିଛି। ଏହି ସମୟ ମଧ୍ୟରେ ମୋବାଇଲ ଫୋନ ଏବଂ ଚାର୍ଜର ଶସ୍ତା ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ନିର୍ମଳା ସୀତାରମଣ…

‘ଯୁବକମାନେ ପାଇବେ ସୁଯୋଗ, ଅର୍ଥନୈତିକ ବିକାଶକୁ ମିଳିବ…’ ବଜେଟକୁ ନେଇ ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୨୩।୭: ମଙ୍ଗଳବାର ଲୋକ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ହେଉଛି ସପ୍ତମ ବଜେଟ ଏବଂ ମୋଦି ସରକାରଙ୍କ ଏହା ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ।…

ଜାଣନ୍ତୁ ଏଥର ବଜେଟ୍‌ରେ କ’ଣ  ରହିଛି

ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ଅଭିଭାଷଣ ଆରମ୍ଭରେ ଅର୍ଥମନ୍ତ୍ରୀ କହିଛନ୍ତି, ଲଗାତାର ତୃତୀୟ ଥର ପାଇଁ ମୋଦି ସରକାର କ୍ଷମତାକୁ ଆସିଛନ୍ତି। ଭାରତରେ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ହ୍ରାସ ପାଉଛି। ଭାରତର ଅର୍ଥନୀତି ଦ୍ରୁତ ଗତିରେ…

ମୋଦି ୩.୦ରେ ଦୁଇ ରତ୍ନ ନୀତୀଶ-ନାଇଡୁ, ବଜେଟରେ କାହା ଉପରେ ଅଧିକ ଟଙ୍କା ବର୍ଷା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୭: କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତେବେ ଏନଡିଏ ସହଯୋଗୀ ଦଳରେ ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ) ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ପ୍ରମୁଖ ଦଳ ଭାବରେ ଉଭା ହୋଇଛି।…

ବଜେଟ୍‌ରେ ପେନସନ୍‌ଭୋଗୀଙ୍କ ପାଇଁ ଖୁସି ଖବର, ମିଳିବ ୨୫ ହଜାର ଛାଡ଼

ନୂଆଦିଲ୍ଲୀ, ୨୩।୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟରେ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଆୟକର ଭରିବା ବେଳେ ପେନ୍‌ସନ୍‌ଭୋଗୀଙ୍କୁ ମିଳୁଥିବା ୧୫ ହଜାର ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ସରକାର ବଢ଼ାଇ ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?