ବାଂଲାଦେଶରେ ହିଂସା ମଧ୍ୟରେ ୫ ବାଂଲାଦେଶୀଙ୍କୁ ମିଳିଲା ଇଣ୍ଡିଆନ ସିଟିଜେନଶିପ
ନୂଆଦିଲ୍ଲୀ,୧୨।୮: ବାଂଲାଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କର୍ନାଟକର ପାଞ୍ଚ ଜଣ ବାଂଲାଦେଶୀ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଅନୁଯାୟୀ ଭାରତୀୟ ନାଗରିକତ୍ୱ ପାଇଛନ୍ତି। ଏହି ଲୋକମାନେ ଏଠାରେ ରାଇଚୁର ଜିଲାର ସିନ୍ଧାନୁର ତାଲୁକର ରିଲିଫ କ୍ୟାମ୍ପରେ ରହୁଛନ୍ତି। ଏହି ଶିବିରରେ…
ଅଗଷ୍ଟ ୧୫ରେ ଜମ୍ମୁ-କଶ୍ମୀରରେ ହୋଇପାରେ ବଡ ଆତଙ୍କବାଦୀ ଆକ୍ରମଣ
ନୂଆଦିଲ୍ଲୀ,୧୨।୮: ଦେଶର ସୁରକ୍ଷା ଏବଂ ଗୁପ୍ତଚର ଏଜେନ୍ସି ଅଗଷ୍ଟ ୧୫କୁ ନେଇ ଏକ ବଡ଼ ସତର୍କ ସୂଚନା ଜାରି କରିଛି। ଏହି ସତର୍କ ସୂଚନାରେ ଅଗଷ୍ଟ ୧୫କିମ୍ବା ତା ପୂର୍ବରୁ ଜମ୍ମୁ କଶ୍ମୀରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରାଯାଇପାରିବ ବୋଲି…
ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଆସିଲା ବଡ ଅପଡେଟ
ଶ୍ରୀନଗର,୧୨।୮: ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଏକ ଅପଡେଟ ଆସିଛି। ଯଦି ସବୁକିଛି ଠିକ ରହିବ ତେବେ ଶୀଘ୍ର ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇପାରିବ । ଯଦିଓ ନିର୍ବାଚନ ଆୟୋଗର ଆକଳନରୁ ଜଣାପଡିଛି ଯେ ଜମ୍ମୁ…
ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କ ୨୦ ଲକ୍ଷ ବିଜୁଳି ବିଲ୍
ଗାନ୍ଧୀନଗର:ଗୁଜରାଟର ନବସାରୀ ସହରସ୍ଥିତ ଏକ ପେଟ୍ରୋଲ ପମ୍ପ୍ରେ କାର୍ଯ୍ୟରତ ପଂକ୍ତିବେନ୍ ପଟେଲ ନାମ୍ନୀ ଜଣେ ମହିଳା କର୍ମଚାରୀଙ୍କ ନିକଟକୁ ୨୦ ଲକ୍ଷ ଟଙ୍କାର ବିଜୁଳି ବିଲ୍ ଆସିଛି। ଏହା ଦେଖି ସେ ଓ ତାଙ୍କ ପରିବାର ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ତାଙ୍କ ପରିବାରରେ…
ଅନୁପ୍ରବେଶବେଳେ ଧରାହେଲେଣି ୧୧
ନୂଆଦିଲ୍ଲୀ,୧୨ା୮(ପି.ଟି.): ପଶ୍ଚିମବଙ୍ଗ, ତ୍ରିପୁରା ଏବଂ ମେଘାଳୟ ସୀମା ଦେଇ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୧୧ ଜଣ ବାଂଲାଦେଶୀଙ୍କୁ ଗିରଫ କରାଗଲାଣି। ସେମାନଙ୍କୁ ଜେରା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମ୍ପୃକ୍ତ ରାଜ୍ୟ ପୋଲିସକୁ ହସ୍ତାନ୍ତର କରାଯିବ ବୋଲି ସୀମା ସୁରକ୍ଷା…
ଜେପିସି ତଦନ୍ତଙ୍କୁ ଭୟ କରୁଛନ୍ତି ମୋଦି
ନୂଆଦିଲ୍ଲୀ,୧୨ା୮:ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗର ରିପୋର୍ଟ ଆସିବାର ଦିନକ ପରେ ରବିବାର ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ନିଜ ଏକ୍ସ ହ୍ୟାଣ୍ଡଲରେ ଏକ ଭିଡିଓ ପୋଷ୍ଟ କରି ରାହୁଲ କହିଛନ୍ତି,…
ମାଧବୀଙ୍କ ନାଁରେ ଆସିଲା ୩ ବଡ଼ ଅଭିଯୋଗ
ନୂଆଦିଲ୍ଲୀ,୧୨ା୮:ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍ଙ୍କ ବିରୋଧରେ ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍ବର୍ଗ ରିସର୍ଚ୍ଚ ପକ୍ଷରୁ ଅନେକ ଅଭିଯୋଗ ଅଣାଯାଇଛି। ନଂ.୧: ୨୦୨୨ ମାର୍ଚ୍ଚ ୧୭ରେ ମାଧବୀ ପୁରୀ ବୁଚ୍ ସେବି ଅଧ୍ୟକ୍ଷା ଭାବେ…
ହିଣ୍ଡେନ୍ବର୍ଗ ୨.୦:ଜେପିସି ତଦନ୍ତ ଦାବିକଲା କଂଗ୍ରେସ
ନୂଆଦିଲ୍ଲୀ,୧୨ା୮:ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍ଙ୍କ ବିରୋଧରେ ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍ବର୍ଗ ରିସର୍ଚ୍ଚ ପକ୍ଷରୁ ଆଗତ ଅଭିଯୋଗର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଯାଉ ବୋଲି ରବିବାର କଂଗ୍ରେସ ଦାବି…
ଶ୍ରାବଣ ମାସ ଶେଷ ସୋମବାରରେ ଅଘଟଣ: ଦଳାଚକଟାରେ ୭ ଭକ୍ତଙ୍କ ଚାଲିଗଲା ଜୀବନ
ପାଟନା,୧୨ା୮: ବିହାରର ଜେହାନାବାଦରେ ଶ୍ରାବଣ ମାସ ଶେଷ ସୋମବାରରେ ଏକ ବଡ଼ ଅଘଟଣ ଘଟିଛି। ଭକ୍ତଙ୍କ ମଧ୍ୟରେ ଦଳାଚକଟାରେ ଅନେକଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଥିରେ ୩ ମହିଳା ଅଛନ୍ତି। ଏହାସହ ୧୨ରୁ ୧୫…
‘ଭାଜପା ଶାସନରେ ଚାଷୀଙ୍କ ଆୟ ନୁହେଁ, ଆତ୍ମହତ୍ୟା ଦ୍ୱିଗୁଣିତ ହୋଇଛି’
ସୋଲାପୁର/ନୂଆଦିଲ୍ଲୀ,୧୧ା୮:୨୦୨୨ ସୁଦ୍ଧା ଦେଶର କୃଷକମାନଙ୍କ ଆୟ ଦ୍ୱିଗୁଣିତ (ଡିଏଫ୍ଆଇ) କରିବା ପାଇଁ ୨୦୧୬ ଫେବୃଆରୀରେ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ୨୦୧୯ ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ସବୁ ସଭାରେ କୃଷକଙ୍କ ଆୟ ଦୁଇଗୁଣା…
ବୋମା ବିସ୍ଫୋରଣ: ଚାଲିଗଲା ପୂର୍ବତନ ବିଧାୟକଙ୍କ ସ୍ତ୍ରୀଙ୍କ ଜୀବନ
ଗୁଆହାଟୀ,୧୧ା୮:ମଣିପୁରର କାଙ୍ଗପୋକ୍ସି ଜିଲାରେ ବୋମା ବିସ୍ଫୋରଣ ଘଟି ପୂର୍ବତନ ବିଧାୟକ ୟମଥୋଙ୍ଗ ହାଓକିପ୍ଙ୍କ ସ୍ତ୍ରୀ ଚାରୁବାଳା ପ୍ରାଣ ହରାଇଛନ୍ତି। ଶନିବାର ଅପରାହ୍ନରେ ହାଇକିପ୍ଙ୍କ ସାଇକୁଲ୍ସ୍ଥିତ ବାସଭବନ ପରିସରରେ ଏହି ବିସ୍ଫୋରଣ ଘଟିଥିଲା। ସେତେବେଳେ ବଗିଚାରେ ଥିବା ଚାରୁବାଳା ଗୁରୁତର ହୋଇଥିବାବେଳେ ହସ୍ପିଟାଲରେ…
ମହିଳା ଡାକ୍ତର ବଳାତ୍କାର-ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା: ଅପରାଧ ଘଟାଇବା ପୂର୍ବରୁ ଅଭିଯୁକ୍ତ କରିଥିଲେ ଏସବୁ କାମ
କୋଲକାତା,୧୧ା୮:ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରାୟ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଅପରାଧ ଘଟାଇବା ପୂର୍ବରୁ ସେ ମଦ ପିଇବା ସହ ଅଶ୍ଳୀଳ ଭିଡିଓ ଦେଖିଥିଲେ…

