ପୁରୁଣା ସହଯୋଗୀଙ୍କୁ ସାଙ୍ଗରେ ନେବାକୁ ଇଣ୍ଡିଆ ବ୍ଲକ୍ ନିଷ୍ପତ୍ତି ଆଜି
ଲୋକ ସଭା ନିର୍ବାଚନରେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାବେଳେ ମ୍ୟାଜିକ୍ ସଂଖ୍ୟା ୨୭୨ ହାସଲ କରିବାରେ ବିଫଳ ହୋଇଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆ ବ୍ଲକ୍ର ସହଯୋଗୀ ଦଳ ନେତାମାନଙ୍କର ଜରୁରୀ ବୈଠକ ବୁଧବାର ଡକାଯାଇଛି। କେନ୍ଦ୍ରରେ ସରକାର ଗଢ଼ିବା ପାଇଁ…
ପ୍ରଧାନମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ମମତା
ଏଥର ନିର୍ବାଚନରେ ୪୦୦ ପାର୍ ସ୍ଲୋଗାନ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳ ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିବାରେ ବିଫଳ ହୋଇଛି। ତେଣୁ ସମସ୍ତ ଶ୍ରେୟ ହରାଇଥିବା ମୋଦି ଇସ୍ତଫା ଦିଅନ୍ତୁ ବୋଲି ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା…
ଓଡ଼ିଶାରେ ବିଜୟ ପରେ ପ୍ରତିକ୍ରିୟା ଦେଲେ ହିମନ୍ତ ବିଶ୍ବଶର୍ମା
ଭୁବନେଶ୍ୱର,୩।୬: ଓଡ଼ିଶାରେ ଭାଜପାର ବିଜୟ ପରେ ପ୍ରତିକ୍ରିୟା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସେ କହିଛନ୍ତି ”ଓଡିଶାରେ ଇତିହାସ ସୃଷ୍ଟି! ଏହି ଐତିହାସିକ ଜନାଦେଶ ପାଇଁ ଓ ଉଭୟ ରାଜ୍ୟ ତଥା ସଂସଦରେ ସେବା କରିବା ପାଇଁ ଭାଜପା ଉପରେ…
ରାମ ମନ୍ଦିର ପରେ ବି ଅଯୋଧ୍ୟାରେ ହାରିଲା ଭାଜପା, କାରଣ ଜାଣିଲେ ହୋଇଯିବେ ତାଜୁବ
ନୂଆଦିଲ୍ଲୀ,୪।୬: ଆସିଛି ନିର୍ବାଚନ ଫଳାଫଳ। ୨୪ ନିର୍ବାଚନ ରେଜଲ୍ଟରେ ଭାଜପା ୩୦୦ ଛୁଇଁ ନାହିଁ। ତେବେ ସବୁଠାରୁ ବଡ଼ କଥା ହେଉଛି ଅଯୋଧ୍ୟାରୁ ଭାରତୀୟ ଜନତ ପାର୍ଟି ପରାଜିତ ହୋଇଛି। ଫୈଜାବାଦ ଆସନରୁ ଭାଜପା ହାରିଛି। ଭାଜପା ପାର୍ଥୀ ଲାଲୁ ସିଂଙ୍କୁ…
ପ୍ରଥମ ଥର ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ମାଟିରେ ଭାଜପା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି: ମୋଦି
ନୂଆଦିଲ୍ଲୀ,୪।୬: ୨୦୨୪ ନିର୍ବାଚନ ଫଳାଫଳ ଆସିବା ପରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି। ଏନ୍ଡିଏ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିଛି। ଏମିତିରେ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଦିଲ୍ଲୀ…
ତୃତୀୟ ଥର ସରକାର ଗଢିବେ ମୋଦି, କହିଲେ ଜନତାଙ୍କ ପାଖରେ ଋଣି
ନୂଆଦିଲ୍ଲୀ,୪।୬: ଲଗାତାର ତୃତୀୟ ଥର ପାଇଁ ଲୋକ ସଭା ନିର୍ବାଚନରେ ଏନଡିଏର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାତିରେ ଦଳ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଏକ ବିରାଟ ସ୍ବାଗତ କରାଯାଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି…
ଏକଜିଟ ପୋଲ ଭାଜପାକୁ ଦେଲା ୩୬୧, ଫଳାଫଳକୁ ଦେଖି ଭୋ ଭୋ କାନ୍ଦିଲେ ଆକ୍ସିସ ମାଇଁ ଇଣ୍ଡିଆର ମାଲିକ
ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଫଳାଫଳ ଏକଜିଟ ପୋଲକୁ ଧୋଇ ଦେଇଛି। ଏକଜିଟ ପୋଲରେ ସମସ୍ତ ସଂସ୍ଥା ପ୍ରାୟ ୪୦୦ ଟି ଆସନରେ ଭାଜପା-ଏନଡିଏକୁ ବିଜୟ ପ୍ରଦାନ କରୁଥିଲେ। କିନ୍ତୁ ଜୁନ ୪, ମଙ୍ଗଳବାର ଫଳାଫଳ ସମ୍ପୂର୍ଣ୍ଣ ବିପରୀତ ଥିଲା। ନ୍ୟାସନାଲ…
ମୋଦି, ଶାହାଙ୍କୁ ଦେଶ ପ୍ରତ୍ୟାଖ୍ୟାନ କରିଛି: ରାହୁଲ
ନୂଆଦିଲ୍ଲୀ,୪।୬: ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ନିର୍ବାଚନ ଫଳାଫଳରୁ ସ୍ପ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଏଥରର ଲଢ଼େଇ ସମ୍ବିଧାନର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା। ସମ୍ବିଧାନର ସୁରକ୍ଷା ଲାଗି…
ଜଗନ୍ନାଥଙ୍କ ଭୂମିର ସେବା ପାଇଁ ଭାଜପାକୁ ସୁଯୋଗ ମିଳିଛି: ଅମିତ ଶାହା
ନୂଆଦିଲ୍ଲୀ,୪।୬: ଓଡ଼ିଶାରେ ବଡ ବିଜୟ ପରେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଅମିତ ଶାହ। ସେ କହିଛନ୍ତି ଜଗନ୍ନାଥଙ୍କ ଭୂମିର ସେବା ପାଇଁ ଭାଜପାକୁ ସୁଯୋଗ ମିଳିଛି, ଏଥିପାଇଁ ଓଡ଼ିଶାବାସୀଙ୍କୁ କୃତଜ୍ଞତା । ମୋଦିଙ୍କ ନେତୃତ୍ବରେ ବିଜୟ ହାସଲ ବିକଶିତ ଭାରତ, ବିକଶିତ…
ବୁଧବାର ବସିବ ଇଣ୍ଡିଆ ବ୍ଲକ୍ର ଜରୁରୀ ବୈଠକ: କେନ୍ଦ୍ରରେ ଗଢ଼ିବେ କି ସରକାର…
ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନରେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବା ବେଳେ ମ୍ୟାଜିକ୍ ସଂଖ୍ୟା ୨୭୨ ହାସଲ କରିବାରେ ବିଫଳ ହୋଇଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆ ବ୍ଲକ୍ର ସହଯୋଗୀ ଦଳ ନେତାଙ୍କ ଏକ ଜରୁରୀ ବୈଠକ ବୁଧବାର ଡକାଯାଇଛି। କେନ୍ଦ୍ରରେ…
ହାରିଲେ ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର,ମେହବୁବା
ନୂଆଦିଲ୍ଲୀ,୪।୬: ଜମ୍ମୁ-କଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍ତି ନିର୍ବାଚନ ହାରିଯାଇଛନ୍ତି। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ବାରମୁଲ୍ଲା ଲୋକ ସଭା ଆସନରୁ ଲଢ଼ୁଥିବା ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ଉପାଧ୍ୟକ୍ଷ ଓମାର ଜେଲ୍ରେ ଥିବା ପୂର୍ବତନ ବିଧାୟକ…
ଓଡ଼ିଶାରେ ବିଜୟ ପରେ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ,୪।୬: ବିପୁଳ ବିଜୟ ପରେ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି ଓଡ଼ିଶା! ଉତ୍ତମ ଶାସନ ଏବଂ ଓଡିଶାର ଅନନ୍ୟ ସଂସ୍କୃତିକୁ ପାଳନ କରିବା ପାଇଁ ଏହା ଏକ ପୁନର୍ବାର ବିଜୟ। ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ଏବଂ…
Archives


