ଜାତୀୟ

କୋଲକାତା ବଳାତ୍କାର-ହତ୍ୟା ମାମଲା, ସାକ୍ଷୀ ପ୍ରମାଣକୁ ନଷ୍ଟ କରାଯିବା ଭୟ କରୁଛି ସିବିଆଇ

କୋଲକାତା,୨୯।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାର ତଦନ୍ତ କରୁଥିବା ସିବିଆଇ ଅଧିକାରୀମାନେ ଏହି ମାମଲାରେ ପ୍ରମାଣ ନଷ୍ଟ କରାଯିବା ସମ୍ଭାବନା ଉପରେ ଧ୍ୟାନ ଦେଉଛନ୍ତି। ସୂତ୍ରରୁ ପ୍ରକାଶ…

ହେମନ୍ତ ସୋରେନଙ୍କ ବଡ ନିଷ୍ପତ୍ତି, ୩୯ ଲକ୍ଷ ବିଜୁଳି ଗ୍ରାହକଙ୍କ ବିଲ ହେବ ଛାଡ

ରାଞ୍ଚି,୨୯।୮: ରାଜ୍ୟର ବିଦ୍ୟୁତ ବିଲ ବକେୟା ଥିବା ଗ୍ରାହକମାନଙ୍କୁ ଝାଡ଼ଖଣ୍ଡ ସରକାର ଏକ ବଡ ଉପହାର ଦେଇଛନ୍ତି। ଘରୋଇ ଗ୍ରାହକ ଯେଉଁମାନେ ପୂର୍ବରୁ ବକେୟା ବିଲ ଭାବେ ମାସକୁ ୨୦୦ ୟୁନିଟ ପର୍ଯ୍ୟନ୍ତ ସର୍ବାଧିକ ବିଦ୍ୟୁତ୍‌ ଖର୍ଚ୍ଚ କରଛନ୍ତି, ସେମାନଙ୍କୁ ବକେୟା…

ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଉପରେ ଖପ୍ପା ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୮: ସୁପ୍ରିମକୋର୍ଟଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ଏକ ବିବୃତ୍ତି ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ବିବୃତ୍ତି ସମ୍ପର୍କରେ ସୂଚନା ପାଇବା ପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ତାଙ୍କ ସପକ୍ଷରେ ଏହାର ଗୋଟିଏ ଆଦେଶ ବଦଳାଇବାକୁ ବିଚାର କରାଯିବ।…

ସିସିଟିଭିରେ କଏଦ ହେଲା କୋଲକାତା ଡାକ୍ତର ବଳାତ୍କାର-ହତ୍ୟା ଘଟଣାର ଭିଡିଓ! ଦେଖିଲେ ଥରି ଉଠିବ ଛାତି

କୋଲକାତା,୨୯।୮: କୋଲକାତା ବଳାତ୍କାର ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କୋଲକାତା ଘଟଣା ପରେ ଆରଜି କର ମେଡିକାଲ କଲେଜ ହସ୍ପିଟାଲର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି ଯେ କ୍ରାଇମ ସିନରେ…

ଚିରାଗ ପାସଓ୍ବାନଙ୍କ ଦଳ ଭାଙ୍ଗିବାକୁ ଚାହୁଁଛନ୍ତି ମୋଦିଜୀ, ୩ଜଣ ଏମ୍‌ପି ରହିଛନ୍ତି ଯୋଗାଯୋଗରେ…

ପାଟନା,୨୯।୮:ବିହାରର ରାଜନୈତିକ ମାହୋଲ ମଧ୍ୟରେ ଚିରାଗ ପାସଓ୍ବାନ ଓ ଭାଜପା ମଧ୍ୟରେ ଚାପା ଗୁଞ୍ଜରଣ ଜାରି ରହିଛି। ତେବେ ଶୁଣିବାକୁ ମିଳୁଛି କି, ଚିରାଗ ପାସଓ୍ବାନଙ୍କ ୩ଜଣ ଏମପି ଭାଜପା ସହ ଯୋଗାଯୋଗରେ ଅଛନ୍ତି। ୩ଜଣ ଯାକ ଜଣ ଜଣ କରି…

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଗୌତମ ଆଦାନୀ ହେଲେ ଭାରତର ସବୁଠୁ ଧନୀ ବ୍ୟକ୍ତି, ତାଙ୍କର ମୋଟ୍‌ ସମ୍ପତ୍ତି ଜାଣିଲେ…

ମୁମ୍ବାଇ,୨୯ା୮: ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ମୁକେଶ ଅମ୍ବାନୀ ଦୀର୍ଘଦିନ ଧରି ଭାରତର ସବୁଠାରୁ ଧନୀ ବ୍ୟକ୍ତି ଥିଲେ, କିନ୍ତୁ ବର୍ତ୍ତମାନ ଏହି ମୁକୁଟ…

‘ଆପଣଙ୍କ ପୁଅ ତ ରାଜନେତା ହୋଇ ପାରିଲେନି ହେଲେ…’,ପୁଅଙ୍କୁ ନେଇ ବାପାଙ୍କୁ ଟାର୍ଗେଟ କଲେ ଦିଦି

କୋଲକାତା,୨୯।୮: ଜୟ ଶାହା ଆଇସିସି ଚେୟାରମ୍ୟାନ ହେବା ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ଉପରେ ଖୁବ ବର୍ଷିଛନ୍ତି। ମମତା ବାନାର୍ଜୀ କହିଛନ୍ତି, ଅଭିନନ୍ଦନ ସ୍ବରାଷ୍ଟ୍ରମନ୍ତ୍ରୀ, ଆପଣଙ୍କ ପୁଅ ନେତା ହୋଇ ପାରିଲେ ନାହିଁ,…

ଜନତାଙ୍କ ମତ ନେଇ ଘୋଷଣା ପତ୍ର ପ୍ରସ୍ତୁତ କରିବ ଭାଜପା

ରାଞ୍ଚି,୨୯।୮: ଭାରତୀୟ ଜନତା ପାର୍ଟି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ପତ୍ର (ମନିଫେଷ୍ଟୋ) ପ୍ରସ୍ତୁତ କରିବା ପୂର୍ବରୁ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କଠାରୁ ପରାମର୍ଶ ନେବ ବୋଲି କହିଛି। ଏଥିପାଇଁ ବିଭାଗଠାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ଏକ ବୃହତ ପରିମାଣର…

ଗୁଜରାଟରେ ପ୍ରଳୟଙ୍କରୀ ବନ୍ୟା, ବୁଡିଗଲା ୫୦ଲକ୍ଷ ଟଙ୍କାର ଅଡି

ଗାନ୍ଧିନଗର,୨୯।୮: ଗୁଜରାଟରେ ଲଗାଣ ବର୍ଷା ଫଳରେ ଏଠାରେ ବନ୍ୟା ପରିସ୍ଥିତି ଗମ୍ଭିର ହୋଇଛି। ଏପର୍ଯ୍ୟନ୍ତ ୧୮,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥି ସହିତ ଏପର୍ଯ୍ୟନ୍ତ ବନ୍ୟାରେ ୨୯ଜଣଙ୍କର ମୃତ୍ୟୁ ଘଟିଛି। ଅଗଷ୍ଟ ୩୦ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ…

‘ମୁଁ ଛାତ୍ରୀଛାତ୍ରଙ୍କ ବିରୋଧରେ ଗୋଟିଏ ବି ଶବ୍ଦ କହିନାହିଁ’

କୋଲକାତା,୨୯ା୮: ସରକାରୀ ଡାକ୍ତରଖାନାର ଡାକ୍ତରମାନେ କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବିରୋଧରେ ନିର୍ଯାତନା ମାମଲାରେ ନ୍ୟାୟ ଦାବିରେ ବିରୋଧ କରୁଛନ୍ତି। ଛାତ୍ରୀଛାତ୍ରଙ୍କ ଏହି ଆନ୍ଦୋଳନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ, ଗୋଟିଏ ଏଫ୍‌ଆଇଆର୍‌…

ଶେୟାର ହୋଲ୍ଡର୍‌ଙ୍କ ପାଇଁ ବଡ଼ ଘୋଷଣା କଲା ରିଲାଏନ୍ସ

ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଶେୟାର ହୋଲ୍ଡର୍‌ଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ରିଲାଏନ୍ସ ଏହାର ୩୫ ଲକ୍ଷ ଶେୟାର ହୋଲ୍ଡର୍‌ଙ୍କୁ ଏକ ବଡ ଉପହାର ଦେଇଛି। କମ୍ପାନୀ ଶେୟାର ହୋଲ୍ଡର୍‌ମାନଙ୍କୁ ଗୋଟିଏ ଶେୟାର ବଦଳରେ ବୋନସ ଭାବରେ ଗୋଟିଏ ଶେୟାର…

ଭିଡିଓ ଜାରି କରି ଭାରତକୁ ଧମକ ଦେଲେ ପାକିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ/ଇସଲାମାବାଦ,୨୯।୮: ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଫରହତୁଲ୍ଲା ଗୌରୀ ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ସେ ଏକ ଭିଡିଓ ଜାରି କରିଛନ୍ତି। ଭିଡିଓ ମାଧ୍ୟମରେ ତାଙ୍କ ସ୍ଲିପର ସେଲ୍‌ସ୍‌କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସେମାନେ ଦିଲ୍ଲୀ-ମୁମ୍ବାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri