ଜାତୀୟ

ହରିୟାଣା ନିର୍ବାଚନରେ ଏଣ୍ଟ୍ରି କଲେ ବୀରେନ୍ଦ୍ର ସେହ୍ବାଗ: ଏହି ଦଳର ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର

ଚଣ୍ଡିଗଡ,୩।୧୦:ଅକ୍ଟୋବର ୫ରେ ହରିୟାଣାରେ ମତଦାନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆଜି ହେଉଛି ନିର୍ବାଚନ ପ୍ରଚାରର ଶେଷ ଦିନ। ସନ୍ଧ୍ୟା ୬ଟାରେ ନିର୍ବାଚନ ପ୍ରଚାର ବନ୍ଦ ହେବ। ତେଣୁ କୌଣସି ପ୍ରାର୍ଥୀ ତାଙ୍କ ପ୍ରଚାରରେ କୌଣସି ସୁଯୋଗ ଛାଡିବାକୁ ଚାହାଁନ୍ତି ନାହିଁ। ଷ୍ଟାର…

ୟୁପି ଦେଶର ପ୍ରଥମ ଦାରିଦ୍ର ମୁକ୍ତ ରାଜ୍ୟ ହେବ, ସିଏମ ଯୋଗୀଙ୍କ ଘୋଷଣା

ଲକ୍ଷ୍ନୌ,୩।୧୦: ଉତ୍ତରପ୍ରଦେଶରେ ଏବେ କୌଣସି ଗରିବ ରହିବେ ନାହିଁ। ୟୁପି ଦେଶର ପ୍ରଥମ ରାଜ୍ୟ ହେବ ଯାହା ଗରିବରୁ ମୁକ୍ତ ହେବ। ସିଏମ ଯୋଗୀ ଆଦିତ୍ୟନାଥ ଏହା ଘୋଷଣା କରିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଅବସରରେ ସିଏମ…

ନିର୍ବାଚନ ରାଲିରେ ବି ବୁଲଡୋଜର ଆକ୍ସନ, ବୁଲଡୋଜରରୁ ବର୍ଷିଲା ଟଙ୍କା, ଭିଡିଓ ଭାଇରାଲ

ଫିରୋଜପୁର,୩।୧୦: ବର୍ତ୍ତମାନ ବୁଲଡୋଜର ଖବର ଗଣମାଧ୍ୟମରେ ହେଡଲାଇନ ରହି ଆସୁଛି। ବିଶେଷକରି ଉତ୍ତରପ୍ରଦେଶରେ ବୁଲଡୋଜର ଆକ୍ସନ ବହୁତ ହୋଇଥାଏ। କିନ୍ତୁ ବର୍ତ୍ତମାନ ହରିୟାଣା ବିଧାନସଭା ନିର୍ବାଚନରେ ବୁଲଡୋଜର ଦେଖିବାକୁ ମିଳୁଛି। ନୁହ ଜିଲାର ଫିରୋଜପୁର ଝିରକା ଆସନରୁ ଭାରତୀୟ ଜାତୀୟ ଲୋକ…

ମୋଦି କଲ୍‌ କରିଥିଲେ, ରିସିଭ୍‌ କଲିନି: ଭିନେଶ

ଚଣ୍ଡିଗଡ଼,୩ା୧୦: ହରିୟାଣା ବିଧାନସଭା ନିର୍ବାଚନରେ ଜୁଲାନା ଆସନରୁ ଲଢ଼ୁଥିବା ଭିନେଶ ଫୋଗଟ୍‌ ଅଲିମ୍ପିକ୍‌ ଫାଇନାଲ୍‌ର ୫୦ ଓମେନ୍ସ ୫୦ କେ.ଜି. ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ଏହାର ମାସକ ପରେ ସେ କୁସ୍ତି କ୍ୟାରିୟରରୁ ଅବସର ଘୋଷଣା କରି ରାଜନୀତିରେ ସାମିଲ…

ଜରୁରୀ ନ ଥିଲେ ଇରାନ ଯାଅନି: ଭାରତ

ନୂଆଦିଲ୍ଲୀ,୩ା୧୦: କୌଣସି ଅଣଜରୁରୀ କାର୍ଯ୍ୟରେ ଇରାନ ଯାତ୍ରା ନ କରିବାକୁ ଭାରତୀୟମାନଙ୍କୁ ନୂଆଦିଲ୍ଲୀ ପରାମର୍ଶ ଦେଇଛି। ଇରାନର ଇସ୍ରାଏଲ୍‌ ଆକ୍ରମଣ ପରିପ୍ରେକ୍ଷୀରେ ବୁଧବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି ଯେ, ଇରାନରେ ବସବାସ କରୁଥିବା ସମସ୍ତ ଭାରତୀୟ…

ସଙ୍କଟ ସମୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ କାହିଁକି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ? ଜାଣନ୍ତୁ

ନୂଆଦିଲ୍ଲୀ,୨।୧୦: ମଙ୍ଗଳବାର ଇସ୍ରାଏଲ ଉପରେ ଇରାନ ପ୍ରାୟ ୨୦୦ ଵାଲାଷ୍ଟିକ ମିସାଇଲ ମାଡ଼ କରିଛି। ଏହାରି ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଇସ୍ରାଏଲ ଏକ ପ୍ରକାର ସଙ୍କଟ ସମୟ ଦେଇ…

ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ବଦଳିପାରେ ବିହାର ରାଜନୈତିକ ଦୃଶ୍ୟପଟ

ନୂଆଦିଲ୍ଲୀ,୨।୧୦: ପୂର୍ବତନ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆନୁଷ୍ଠାନିକ ଭାବେ ରାଜନୀତିରେ ପ୍ରବେଶ କରିଛନ୍ତି। ଦୀର୍ଘ ଦିନର ବିଚାର ବିମର୍ଷ ପରେ ବୁଧବାର ତାଙ୍କ ‘ଜନ ସୁରଜ ଗୋଷ୍ଠୀକୁ ଏକ ରାଜନୈତିକ ଦଳ ଭାବରେ ଆନୁଷ୍ଠାନିକ ଭାବେ ଆରମ୍ଭ କରିଛନ୍ତି। ଆସନ୍ତା…

ନିର୍ବାଚନୀ ପ୍ରଚାରବେଳେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଏମିତି ଉପହାର, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଚଣ୍ଡିଗଡ,୨।୧୦: ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ତାଙ୍କ କାର୍ଯ୍ୟକର୍ତ୍ତାମାନେ ଏକ ଉପହାର ଦେଇଛନ୍ତି। ଏହା ସହ ଜଡିତ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଘିଅ ଉପହାର ଦେଇଥିବା କଂଗ୍ରେସ କର୍ମୀ ହେଉଛନ୍ତି…

ଗଡକରୀଙ୍କ ବଡ଼ ସୂଚନା, ଏଣେତେଣେ ପାନଛେପ ପକାଇଲେ ଖବରକାଗଜରେ ବାହାରିବ…

ନୂଆଦିଲ୍ଲୀ,୨।୧୦: ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଦେଶରେ ସ୍ବଚ୍ଛତା ଅଭିଯାନ କରାଯାଉଛି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଆଜି ନାଗପୁର ମୁନସିପାଲଟି କର୍ପୋରେସନର ସ୍ବଚ୍ଛ ଭାରତ ଅଭିଆନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ସେଠାରେ ସେ ଗାନ୍ଧୀଙ୍କ ଆଦର୍ଶ…

ପାଣିକୁ ଖସିଲା ବାୟୁସେନା ହେଲିକପ୍ଟର, ଆଉ ତା’ ପରେ…

ପାଟ୍‌ନା,୨ା୧୦: ବିହାରର ମୁଜାଫରପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାୟୁସେନାର ଏକ ହେଲିକପ୍ଟର ପାଣିକୁ ଖସିପଡ଼ିଛି। କୁହାଯାଉଛି, ଏହି ହେଲିକପ୍ଟରଟି ବନ୍ୟା ରିଲିଫ୍‌ ସାମଗ୍ରୀ ନେଇ ପକାଇବାକୁ ଯାଇଥିବା ବେଳେ ମୁଜାଫରପୁରର ଅରାଇସ୍ଥିତ ଘନଶ୍ୟାମପୁରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ଦୁଇଜଣ ପାଇଲଟଙ୍କ…

ହୋଇଗଲା ଫାଇନାଲ! ଏଠି ରହିବେ ପୂର୍ବତନ ସିଏମ କେଜରିଓ୍ବାଲ

ନୂଆଦିଲ୍ଲୀ,୨।୧୦: ଅରବିନ୍ଦ କେଜରିୱାଲ ନିଜ ବାସଭବନ ପରିବର୍ତ୍ତନ କରିଛନ୍ତି। କେଜରିଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖାଲି କରିବାକୁ ପଡିବ। ତେବେ କେଜରିଓ୍ବାଲଙ୍କ କେଉଁଠି ରହିବେ ଏନେଇ ଚୂଡାନ୍ତ ହୋଇଛି। ଦିନେ କିମ୍ବା ଦୁଇ…

ମା’ଙ୍କୁ ମାରି ଖଣ୍ଡ ଖଣ୍ଡ କରି ଖାଇଦେଇଥିଲେ ପୁଅ: ଫାଶୀଦଣ୍ଡ ହାଇକୋର୍ଟରେ କାଏମ

ମୁମ୍ବାଇ, ୨।୧୦:୨୦୧୭ ଅକ୍ଟୋବର ୨୮ରେ ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ମାକଡ୍‌ଓ୍ବାଲା ବସାହାତ ଅଞ୍ଚଳରେ ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ସୁନୀଲ କୁଚ୍‌କରୋଭି ନାମକ ଜଣେ ବ୍ୟକ୍ତି ନିଜର ୬୩ ବର୍ଷୀୟ ମା’ଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?