ଜାତୀୟ

ବଦ୍ରିନାଥ ଯାଉଥିବା ବେଳେ ଅଳକାନନ୍ଦା ନଦୀକୁ ଖସିଲା ଟାଭେଲର୍‌; ୧୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ୮ ଗୁରୁତର

ଡେରାଡୁନ,୧୫।୬: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର୍‌ ଅଳକାନନ୍ଦା ନଦୀକୁ ଖସି ପଡ଼ିବା ଯୋଗୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁଯାୟୀ,ତେବେ ଦୁର୍ଘଟଣା ସମୟରେ ଗାଡ଼ିରେ…

କର୍ମଚାରୀଙ୍କୁ ବଡ଼ ଝଟ୍‌କା, ଆଗୁଆ ଟଙ୍କା ଉଠାଣ ସୁବିଧା ବନ୍ଦ କଲା EPFO !

ନୂଆଦିଲ୍ଲୀ,୧୫।୬: ସମଗ୍ର ଦେଶରେ କରୋନା ମହାମାରୀ ସମୟରେ ଦିଆଯାଇଥିବା କୋଭିଡ୍‌ ଅଗ୍ରୀମ ଟଙ୍କା ଉଠାଇବା ସୁବିଧାକୁ ବର୍ତ୍ତମାନ ବନ୍ଦ କରିଛି ଇପିଏଫ୍‌ଓ। ଦେଶରେ ଏବେ କରୋନା ପ୍ରଭାବ ନ ଥିବାରୁ ଏହି ସୁବିଧା ବନ୍ଦ କରି ଦିଆଯାଇଛି । ତେବେ କର୍ମଚାରୀମାନେ…

ଛତିଶଗଡରେ ୮ ନକ୍ସଲଙ୍କୁ ଏନକାଉଣ୍ଟର, ଜଣେ ଯବାନ ସହିଦ

ମାଲକାନଗିରି,୧୫।୬( ଦୁର୍ଯ୍ୟୋଧନ ପାତ୍ର ): ଛତିଶଗଡ ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲା ଜଙ୍ଗଲରେ ନକ୍ସଲ ଓ ସୁରକ୍ଷା ବଳ ମଧ୍ୟରେ ବଡ଼ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୮ ନକ୍ସଲ ନିପାତ ହୋଇଥିବାବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ଅନ୍ୟ…

ଓ୍ବାୟନାଡରୁ ନିର୍ବାଚନ ଲଢିବେ କି ପ୍ରିୟଙ୍କା? ଇସାରାରେ ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୧୫।୬: ଲୋକ ସଭା ନିର୍ବାଚନରେ କଂଗ୍ରେସ ନିଜର ଆସନ ବୃଦ୍ଧି କରିଛି। ଏଥର ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେରଳର ଉଭୟ ୱାୟନାଡ ଲୋକ ସଭା ଆସନ ଏବଂ ଉତ୍ତରପ୍ରଦେଶର ରାଏବରେଲିରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ସେ ଉଭୟ…

ୟୁଟ୍ୟୁବର ଏହି ଥମ୍ବନେଲରେ ହେବ ଖୁବ ରୋଜଗାର, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧୫।୬: ୟୁଟ୍ୟୁବର୍ସ ଏହାର କ୍ରିଏଟରଙ୍କୁ ଧ୍ୟାନରେ ରଖି ୟୁଟ୍ୟୁବ ‘ଥମ୍ବନେଲ ଟେଷ୍ଟ ଆଣ୍ଡ କମ୍ପେୟାର’ ନାମକ ଏକ ନୂତନ ଉପକରଣ ବାହାର କରିଛି। ୟୁଟ୍ୟୁବ ବ୍ୟବହାରକାରୀଙ୍କ ପାଇଁ ଅନେକ ନୂତନ ଅପଡେଟ ଆଣିସାରିଛ। ଥମ୍ବନେଲ ଟେଷ୍ଟ ଆଣ୍ଡ କମ୍ପେୟାର ଏକ ଅତ୍ୟନ୍ତ…

କାହିଁକି ବିହାର ଯିବାକୁ ତରବର ହେଉଛନ୍ତି ମୋଦି, ନିଆଯାଇପାରେ କି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଲାଭ ଲଶ୍କରଙ୍କ ସହ ଜୁନ ୧୯ରେ ରାଜଗିର ଆନ୍ତର୍ଜାତୀୟ ନାଲନ୍ଦା ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦେବେ। ସୂଚନାନୁସାରେ, ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ ଭାବେ ନିର୍ମିତ କ୍ୟାମ୍ପସର ଉଦଘାଟନୀ ସମାରୋହରେ ମୋଦି ପହଞ୍ଚିବାର ସମ୍ଭାବନା ରହିଛି। ଏବେ…

ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗିଯିବ ଏନଡିଏ ସରକାର, ଖାର୍ଗେଙ୍କ ବୟାନକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୧୫।୬: ଲୋକ ସଭା ନିର୍ବାଚନର ଫଳାଫଳ ପରେ କଂଗ୍ରେସର ମନୋବଳ ଅଧିକ ଶକ୍ତିଶାଳୀ ହୋଇଛି। ଯଦିଓ ଏନଡିଏ ମିଳିତ ମଞ୍ଚ ସରକାର ଗଠନ କରିଛି, I.N.D.I. ମିଳିତ ମଞ୍ଚ ୨୩୪ ଟି ଆସନ ଜିତିବାରେ ସଫଳ ହୋଇଛି। ନୀତୀଶ କୁମାରଙ୍କ ଜେଡିୟୁ…

ପିତା ୟେଦୁରପ୍ପାଙ୍କ ଉପରେ ଲାଗିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଲେ ପୁଅ

ବେଙ୍ଗାଲୁରୁ,୧୫।୬: ପୋକସୋ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁୟୁରପ୍ପାଙ୍କୁ ଗିରଫ କରିବାରେ ସିଆଇଡି ରୋକିବାରୁ କର୍ନାଟକ ହାଇକୋର୍ଟ ପ୍ରତିକ୍ରିୟା ପ୍ରକାଶ କରି ତାଙ୍କ ପୁଅ ବିଓ୍ବାଇ ବିଜୟେନ୍ଦ୍ର ଶୁକ୍ରବାର କହିଛନ୍ତି ଯେ ନ୍ୟାୟ ମନ୍ଦିରରେ ସତ୍ୟର ଜୟ ହେବ। POCSO ଅଧିନିୟମ…

ହାଇ ସ୍ପିଡ ରେଲ ପରିଯୋଜନାକୁ ନେଇ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ/ଆପୁଲିଆ,୧୫।୬: ଇଟାଲୀର ଆପୁଲିଆରେ ଅନୁଷ୍ଠିତ ଜି -୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ଭେଟିଥିଲେ। ଏହି ଦୁଇ ନେତା ଭାରତରେ ପାଞ୍ଚ ଟ୍ରିଲିୟନ ୟେନ ବିନିଯୋଗରେ ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ ରେଳ ପ୍ରକଳ୍ପ ଉପରେ…

ଇଡିର ବଡ ଆକ୍ସନ, ପୂର୍ବତନ ଏମଏଲସିଙ୍କ ଘରୁ ୪,୪୪୦ କୋଟିର ସମ୍ପତ୍ତି ଜବତ

ଲକ୍ଷ୍ନୌ,୧୫।୬: ସାହାରନପୁରରେ ବେଆଇନ ଖଣି ଖନନ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପ୍ରମୁଖ ପଦକ୍ଷେପ ନେଇଛି। ଇଡି ୧୨୧ ଏକର ଜମି ଏବଂ ପୂର୍ବତନ ବିଏସପି ଏମଏଲସି ମହମ୍ମଦ ଇକବାଲଙ୍କ ଗ୍ଲୋକାଲ ୟୁନିଭରସିଟିର ସମସ୍ତ ଅଟ୍ଟାଳିକା ଜବତ କରିଛି। ପୂର୍ବତନ ବିଏସପି…

ବର୍ଷକୁ ଦୁଇଥର ହେବ ବୋର୍ଡ ପରୀକ୍ଷା, ଶିକ୍ଷା ମନ୍ତ୍ରଣାଳୟ କହିଲା ଏମିତି କଥା…

ନୂଆଦିଲ୍ଲୀ,୧୫।୬: ବର୍ଷକୁ ଦୁଇଥର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା କରିବାକୁ ଶିକ୍ଷା ମନ୍ତ୍ରଣାଳୟ ସମ୍ମତି ଦେଇଛି। ବୋର୍ଡ ପରୀକ୍ଷା ଫେବୃଆରୀ ଏବଂ ଏପ୍ରିଲରେ ଅନୁଷ୍ଠିତ ହେବ ଏବଂ ଏହି ଦୁଇଟି ମଧ୍ୟରେ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ ସ୍କୋରକୁ ବିଚାର କରାଯିବ।…

ୟେଦୁରପ୍ପାଙ୍କ ଗିରଫଦାରି ଉପରେ ରୋକ୍‌

ବେଙ୍ଗାଲୁରୁ,୧୪ା୬(ପି.ଟି.): ପୋକ୍‌ସୋ ମାମଲାରେ ସମ୍ପୃକ୍ତ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କୁ ଗିରଫ ନ କରିବା ପାଇଁ କର୍ନାଟକ ହାଇକୋର୍ଟ ଶୁକ୍ରବାର ଅପରାଧ ତଦନ୍ତ ବିଭାଗ (ସିଆଇଡି)କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତଦନ୍ତ ଚଳାଇଥିବା ସିଆଇଡିରେ ଆସନ୍ତା ୧୭ ତାରିଖରେ ହାଜର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri