ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଲେ ଭାଜପା ନେତା, କହିଲେ…
ନୂଆଦିଲ୍ଲୀ,୧୨।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଶିଖ’ ସମ୍ପ୍ରଦାୟ ସହ ଜଡିତ ବିବୃତ୍ତି ଉପରେ ଦେଶର ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ବୁଧବାର ସୋନିଆ ଗାନ୍ଧୀଙ୍କ ଦିଲ୍ଲୀର ବାସଭବନ ବାହାରେ ଭାଜପା ସମର୍ଥିତ ଶିଖ…
କୋଲକାତା ବଳାତ୍କାର ମାମଲା: ମମତାଙ୍କ ସାମ୍ନାରେ ବଡ଼ ସର୍ତ୍ତ ରଖିଲେ ଡାକ୍ତର
କୋଲକାତା,୧୨।୯: କୋଲକାତାର ଆର.ଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ଡାକ୍ତରଙ୍କ ବିରୋଧ ଅନେକ ଦିନ ଧରି ଚାଲିଆସୁଛି। ପ୍ରତିବାଦକାରୀ ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଏହି ଅବରୋଧ ଶେଷ କରିବାକୁ…
କୈଥାଲରୁ ଲଢ଼ିବେ ସୂର୍ଯ୍ୟଓ୍ବୋଲାଙ୍କ ପୁଅ
ନୂଆଦିଲ୍ଲୀ,୧୨ା୯: କଂଗ୍ରେସ ପକ୍ଷରୁ ବୁଧବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତୃତୀୟ ତାଲିକା ଜାରି କରାଯାଇଛି। ଏଥିରେ ୪୦ ପ୍ରାର୍ଥୀଙ୍କ ମଧ୍ୟରେ ଦଳୀୟ ଏମ୍ପି ରଣଦୀପ ସୂର୍ଯ୍ୟଓ୍ବୋଲାଙ୍କ ପୁଅ ଆଦିତ୍ୟ ସୂର୍ଯ୍ୟଓ୍ବୋଲା ରହିଛନ୍ତି। ଆଦିତ୍ୟ କୈଥାଲ ଆସନରୁ ନିର୍ବାଚନ ଲଢ଼ିବେ। ସେହିପରି…
ଜମ୍ମୁ-କଶ୍ମୀରରେ କଂଗ୍ରେସର ୫ ଗ୍ୟାରେଣ୍ଟି
ଅନନ୍ତନାଗ, ୧୨।୯: କଂଗ୍ରେସ ପକ୍ଷରୁ ବୁଧବାର ଜମ୍ମୁ-କଶ୍ମୀରର ଜନସାଧାରଣଙ୍କୁ ୫ ଗାରେଣ୍ଟିର ପ୍ରତିଶ୍ରୁତି ଦିଆଯାଇଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗରେ କଂଗ୍ରେସ-ନ୍ୟାଶନାଲ କନ୍ଫରେନ୍ସ(ଏନ୍ସି) ମେଣ୍ଟ ପାଇଁ ପ୍ରଚାର କରୁଥିବା ସମୟରେ ଏନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଘୋଷଣା କରିଛନ୍ତି। ଜମ୍ମୁ-କଶ୍ମୀରରେ…
ଚାଇନା ଦଖଲରେ ଭାରତର ୪,୦୦୦ ବର୍ଗ କିମି: ରାହୁଲ
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୧୨ା୯: ନରେନ୍ଦ୍ର ମୋଦି ସରକାର ଚାଇନା ସଂଘର୍ଷର ସଫଳ ମୁକାବିଲା କରିପାରି ନାହାନ୍ତି। ଏଥିଯୋଗୁ ପଡ଼ୋଶୀ ଦେଶର ପିପୁଲ୍ସ ଲିବରେଶନ୍ ଆର୍ମି (ପିଏଲ୍ଏ) ୪,୦୦୦ ବର୍ଗ କି.ମି. ଭାରତୀୟ ଭୂଖଣ୍ଡକୁ ମାଡ଼ିବସିଛି। ଏହା ଏକ ବିପର୍ଯ୍ୟୟ ବୋଲି ଆମେରିକା ଗସ୍ତରେ ଥିବା…
ଟ୍ରାକ୍ରେ ଠିଆ ହୋଇ କରୁଥିଲେ ରିଲ୍ସ, ଆସିଲା ଟ୍ରେନ୍, ଆଉ ତା’ ପରେ…
ଲକ୍ଷ୍ନୌ,୧୧ା୯: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲା ଉର୍ମିଆ ଗ୍ରାମ ନିକଟସ୍ଥ ଏକ ଟ୍ରେନ୍ ଲାଇନରେ ରିଲ୍ସ କରିବା ଏକ ପରିବାର ପାଇଁ ମହଙ୍ଗା ପଡ଼ିଛି। ରେଳ ଟ୍ରାକ୍ରେ ଠିଆ ହୋଇ ରିଲ୍ସ କରୁଥିବା ସମୟରେ ଟ୍ରେନ୍ ଧକ୍କାରେ ମହମ୍ମଦ ଅହମଦ(୩୦) ତାଙ୍କ…
ଭିନେଶଙ୍କ ବିପକ୍ଷରେ ଲଢ଼ିବେ ଏହି WWE ମହିଳା ରେସ୍ଲର
ଚଣ୍ଡିଗଡ଼/ନୂଆଦିଲ୍ଲୀ,୧୧ା୯: ରେସ୍ଲର ଭିନେଶ ଫୋଗଟ ରାଜନୀତି ମଇଦାନକୁ ଓହ୍ଲାଇ ଜୁଲାନାରୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ଜିନ୍ଦ ଜିଲାର ଏହି ନିର୍ବାଚନମଣ୍ଡଳୀ ଚର୍ଚ୍ଚାକୁ ଆସିଛି। ଭାଜପା ମଙ୍ଗଳବାର ଏହି ଆସନରେ କ୍ୟାପଟେନ୍ ଯୋଗେଶ ବୈରାଗୀଙ୍କୁ ଟିକେଟ ଦେଇଥିବା ବେଳେ ଆମ୍ ଆଦ୍ମୀ…
ଜମ୍ମୁ-କଶ୍ମୀରରେ ଏନ୍କାଉଣ୍ଟର: ୩ ଆତଙ୍କବାଦୀ ନିହତ
ଜମ୍ମୁ, ୧୧।୯: ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ବସନ୍ତଗଡ଼ ଅଞ୍ଚଳରେ ବୁଧବାର ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅପରେଶନ ଚାଲିଥିବାବେଳେ ଏନ୍କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ୩ ମୃତ ଆତଙ୍କବାଦୀ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ…
ଆଉ ରହିବନି ସମସ୍ୟା, ଆଧାର ଅପ୍ଡେଟ୍ କରିବାକୁ ଚାହୁଁଥିଲେ ଘରେ ବସି କରନ୍ତୁ ଏମିତି…
ନୂଆଦିଲ୍ଲୀ,୧୧ା୯: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ତଥା ମହତ୍ତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହୋଇଛି। ପ୍ରତି ଜରୁରୀ କାମରେ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। କିଛି ଲୋକଙ୍କ ଆଧାରରେ ଛୋଟମୋଟ ଭୁଲ୍ ରହିଯାଉଛି। ଫଳରେ ଜରୁରୀ କାର୍ଯ୍ୟ ସମୟରେ ନାନା ହଇରାଣ ହେବାକୁ ପଡୁଛି।…
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ମିଳିବ ‘ଆୟୁଷ୍ମାନ ଯୋଜନା’ ଲାଭ
ନୂଆଦିଲ୍ଲୀ, ୧୧।୯: ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବୃଦ୍ଧଙ୍କୁ ‘ଆୟୁଷ୍ମାନ ଯୋଜନା’ରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ…
ଓଲା ଶୋ’ରୁମ୍ ରେ ନିଆଁ ଲଗାଇଦେଲେ ଅସନ୍ତୁଷ୍ଟ ଗ୍ରାହକ
ବେଙ୍ଗାଲୁରୁ,୧୧।୯: ଓଲା ଇଲେକ୍ଟ୍ରିକ୍ ଶୋ’ରୁମ୍ ରେ ନିଆଁ ଲଗାଇ ଦେଲେ ଅସନ୍ତୁଷ୍ଟ ଗ୍ରାହକ। ନିକଟରେ କିଣିଥିବା ଇ-ସ୍କୁଟରର ସେବାରେ ଅସନ୍ତୁଷ୍ଟ ହୋଇ ବୁଧବାର ୨୬ ବର୍ଷୀୟ ଯୁବକ ଏହି କାଣ୍ଡ କରିଛନ୍ତି। ଅଭିଯୋଗ ପାଇଁ ସମ୍ପୃକ୍ତ ଯୁବକଙ୍କୁ ଗିରଫ ପୋଲିସ କରିଛି।…
ଏଣିକି ମଦ୍ୟପାନ ପାଇଁ ଦରକାର ପଡିବ ଲାଇସେନ୍ସ, ଲାଇଫ୍ଟାଇମ୍ ପାଇଁ ଖର୍ଚ୍ଚ କରିବାକୁ ପଡିବ ଏତିକି ଟଙ୍କା
ନୂଆଦିଲ୍ଲୀ,୧୧।୯: ଯେତେବେଳେ ମଦ୍ୟପାନ କରିବାକୁ ଇଛା ହୋଇଥାଏ ଆପଣ ସିଧା ଦୋକାନରୁ ମଦ କିଣିଆଣି କୌଣସି ବାର୍ କିମ୍ବା ପବ୍ରେ ପିଇଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଯେମିତି ମଦ ବିକୁଥିବା ବ୍ୟବସାୟୀଙ୍କର ଲାଇସେନ୍ସ ରହିଛି ସେହିପରି ମଦ କିଣୁଥିବା ଲୋକଙ୍କର…
Archives


