ଜାତୀୟ

ନଭେମ୍ବର ୧୬-୧୭ରେ ଅଯୋଧ୍ୟାରେ ହେବ ଆତଙ୍କବାଦୀ ଆକ୍ରମଣ!

ନୂଆଦିଲ୍ଲୀ,୧୨।୧୧: ଅଯୋଧ୍ୟା ରାମ ମନ୍ଦିର ପରିସରରେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁଙ୍କ ଦ୍ୱାରା ୧୬ ଓ ୧୭ ନଭେମ୍ବରରେ ଆତଙ୍କବାଦୀ ଆକ୍ରମଣ ହେବାର ଧମକ ଦିଆଯାଉଥିବା ଅଡିଓ ବାର୍ତ୍ତା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଏହି ଧମକ…

ଡେରାଡୁନରେ ଭୟଙ୍କର ଦୁର୍ଘଟଣା: ଏକାସଙ୍ଗେ ଚାଲିଗଲା ୬ ଜୀବନ, କାର୍‌ ଛିନ୍‌ଛତ୍ର

ନୂଆଦିଲ୍ଲୀ,୧୨।୧୧: ସୋମବାର ବିଳମ୍ବିତ ରାତିରେ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରେ ତିନି ପୁଅ ଏବଂ ତିନି ଝିଅ ଅଛନ୍ତି। ଏହା…

ଘରୁ ୫୦ ଭରି ସୁନା ନେଇଗଲେ ଚୋର: ମାଲିକାଣୀ କଲେ ଏମିତି କାମ,୧୫ ଦିନରେ ମିଳିଲା ସୁନା

ଜୟପୁର,୧୨।୧୧:ରାଜସ୍ଥାନର ଜୟପୁରରେ ଚୋରିର ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ ଚୋରମାନେ ଏଠାରେ ଥିବା ଏକ ଘରୁ ୫୦ ଭରି ସୁନା ଅଳଙ୍କାର ଚୋରି କରି ପଳାଇ ଯାଇଥିଲେ। ମାମଲା ପୋଲିସ ପାଖରେ ପହଞ୍ଚିଥିଲା। ସନ୍ଦେହରେ ପୋଲିସ…

ଚାଇନା ଯାଇପାରନ୍ତି ମୋଦି, ଦିଲ୍ଲୀରେ ବେଜିଂ ଅଧିକାରୀ ଆକ୍ଟିଭ!

ନୂଆଦିଲ୍ଲୀ/ବେଜିଂ,୧୨।୧୧: ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ପାଇଁ ଉଭୟ ଦେଶ ନିରନ୍ତର ଉଦ୍ୟମ କରୁଛନ୍ତି। ଗତ ମାସରେ ରୁଷିଆର କାଜାନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା।…

ନବୀନ ରାମଗୁଲାମ ହେବେ ମରିସସର ନୂଆ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ/ପୋର୍ଟ ଲାଉସି,୧୨।୧୧: ସଂସଦୀୟ ନିର୍ବାଚନରେ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସହଯୋଗୀ ପରାଜୟ ଆଡକୁ ଯାଉଛନ୍ତି। ସେ ୨୦୧୭ଠାରୁ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ…

ଝାଡ଼ଖଣ୍ଡ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ : ୬ ମନ୍ତ୍ରୀ, ହେଭିଓ୍ବେଟ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ରାଞ୍ଚି,୧୨ା୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ବୁଧବାର ହେବାକୁ ଥିବାବେଳେ ଏଥିପାଇଁ ସୋମବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ବିଭିନ୍ନ ଦଳର ନେତାମାନେ ବିଭିନ୍ନ ରାଲି ଓ ସଭାରେ ଯୋଗଦେଇ ପ୍ରଚାରକୁ ଜୋର୍‌ଦାର କରିଥିଲେ। ଏହି…

ପନ୍ତସିର୍‌ ଏୟାର ଡିଫେନ୍ସ ସିଷ୍ଟମ୍‌ ପାଇଁ ରୁଷିଆ ସହ ଭାରତର ଏମ୍‌ଓୟୁ

ନୂଆଦିଲ୍ଲୀ,୧୨ା୧୧: ଭାରତର ଏୟାର ଡିଫେନ୍ସ ସାମର୍ଥ୍ୟ ବୃଦ୍ଧି ଲକ୍ଷ୍ୟରେ ଭାରତ ଖୁବ୍‌ଶୀଘ୍ର ରୁଷିଆରୁ ଅତ୍ୟାଧୁନିକ ପନ୍ତସିର୍‌ ଏୟାର ଡିଫେନ୍ସ ମିଶାଇଲ୍‌-ଗନ୍‌ ସିଷ୍ଟମ୍‌ କିଣିବାକୁ ଯାଉଛି। ଏଥିପାଇଁ ଭାରତ ଡାଇନାମିକ୍ସ ଲିମିଟେଡ୍‌ (ବିଡିଏଲ୍‌) ରୁଷିଆର ଅସ୍ତ୍ର ରପ୍ତାନିକାରୀ ସଂସ୍ଥା ରୋସୋବୋରୋନେକ୍ସପର୍ଟ (ଆରଓଇ) ସହ…

ଶେଷ ଉଡ଼ାଣ ଭରିଲା ଭିସ୍ତାରା

ନୂଆଦିଲ୍ଲୀ, ୧୨।୧୧: ଭିସ୍ତାରା ଏୟାରଲାଇନ୍ସ ସୋମବାର ରାତିରେ ଏକ ସ୍ବତନ୍ତ୍ର ଏୟାରଲାଇନ୍ସ ଭାବେ ନିଜର ଶେଷ ଉଡ଼ାଣ ଭରିଛି। ଭିସ୍ତାରା ବିମାନ ‘ୟୁକେ ୯୮୬’ ମୁମ୍ବାଇରୁ ଦିଲ୍ଲୀ ଏବଂ ‘ୟୁକେ ୧୧୫’ ଦିଲ୍ଲୀରୁ ସିଙ୍ଗାପୁର ପାଇଁ ଉଡ଼ାଣ ଭରିଛି। ମଙ୍ଗଳବାରଠାରୁ ଏହା…

ବର୍ଷକରେ ଗଲାଣି ୪୪ ଜୀବନ

ଜମ୍ମୁ,୧୨ା୧୧(ପି.ଟି.): ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ିବାରେ ଲାଗିଛି। ସେମାନଙ୍କ ଆକ୍ରମଣ ଯୋଗୁ ବର୍ଷକ ମଧ୍ୟରେ ଜମ୍ମୁରେ ୧୮ ଯବାନଙ୍କ ସମେତ ୪୪ ଜଣଙ୍କ ଜୀବନ ଗଲାଣି। ଚଳିତବର୍ଷ ଜମ୍ମୁର ସୀମାନ୍ତ ଜିଲା ରାଜୌରୀ ଏବଂ ପୁଞ୍ଚ୍‌ରୁ ଆତଙ୍କବାଦୀ କାର୍ଯ୍ୟକଳାପ ଅନ୍ୟ ୬…

ସବୁଦିନ ବାଣ ବନ୍ଦ ନେଇ ଦିଲ୍ଲୀ ସରକାର ନିଷ୍ପତ୍ତି ନିଅନ୍ତୁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୨ା୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଥିବାବେଳେ ବାଣ ଉପରେ ନିଷେଧାଦେଶ ଲଗାଇବା ପାଇଁ ସୁପ୍ରିମକୋର୍ଟ ଦୀପାବଳି ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଦିଲ୍ଲୀ ପୋଲିସ କେବଳ କିଛି ବାଣ ତିଆରି ସାମଗ୍ରୀ ଜବତ କରିଥିବାବେଳେ ବାଣ ନିଷେଧାଦେଶ…

କୁମାରସ୍ବାମୀଙ୍କୁ ନେଇ କର୍ନାଟକ ମନ୍ତ୍ରୀଙ୍କ ଜାତିଆଣ ମନ୍ତବ୍ୟ: ଇସ୍ତଫା ଦାବି କଲା ଜେଡିଏସ୍‌

ବେଙ୍ଗାଲୁରୁ, ୧୧।୧୧: କର୍ନାଟକ ସରକାରଙ୍କ ଗୃହ ନିର୍ମାଣ ବିଭାଗ ମନ୍ତ୍ରୀ ଜମିର ଅହମଦ ଖାନ୍‌ ସୋମବାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ଭାରି ଉଦ୍ୟୋଗ ଏବଂ ଇସ୍ପାତ ମନ୍ତ୍ରୀ ଏଚ୍‌. ଡି. କୁମାରସ୍ବାମୀଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟର…

ରାହୁଲ ଗାନ୍ଧୀଙ୍କ ବଢିପାରେ ଅଡ଼ୁଆ! ନିର୍ବାଚନ ଆୟୋଗଙ୍କ ନିକଟରେ ଏଭଳି ଅଭିଯୋଗ ଆଣିଲା ଭାଜପା

ନୂଆଦିଲ୍ଲୀ,୧୧।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂରକ୍ଷଣ ସମ୍ପର୍କରେ ଦେଇଥିବା ବିବୃତ୍ତି ବିରୋଧରେ ଭାଜପା କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କରିଛି। ସୋମବାର ଭାଜପା ପକ୍ଷରୁ କରାଯାଇଥିବା ଅଭିଯୋଗରେ ଦାବି କରାଯାଇଛି ଯେ ରାହୁଲ ଗାନ୍ଧୀଙ୍କୁ ପ୍ରଚାରରୁ ନିବୃତ୍ତ କରାଯାଉ। ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?