ଜାତୀୟ

ସଞ୍ଜୀବ ଖାନ୍ନା କିଏ? ଯିଏ ନେବେ ସିଜେଆଇ ଦାୟିତ୍ୱ

ନୂଆଦିଲ୍ଲୀ,୧୧।୧୧: ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମାରୋହରେ ଜଷ୍ଟିସ ସଞ୍ଜୀବ ଖାନ୍ନା ସୋମବାର ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବରେ ଶପଥ ଗ୍ରହଣ କରିବେ। ଏହି ସମାରୋହ ସକାଳ ୧୦ ଟାରୁ ଆରମ୍ଭ ହେବ।…

‘ବିକ୍ରି ହୋଇଥିବା ଜିନିଷ ଫେରସ୍ତ ନିଆଯିବ ନାହିଁ’, ଏମିତି ଲେଖିଲେ ଦୋକାନୀଙ୍କୁ ହୋଇପାରେ ଜେଲ, ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧୧।୧୧: ପ୍ରାୟତଃ ସପିଂ କରିବା ସମୟରେ, ଆପଣ ହୁଏତ ଅନେକ ଦୋକାନରେ ଗୋଟିଏ ଜିନିଷ ପଢିଥିବେ, ଯେଉଁଥିରେ ଲେଖା ଅଛି ଯେ ବିକ୍ରୟ ସାମଗ୍ରୀ ଫେରସ୍ତ ହେବ ନାହିଁ। ସୂଚନାଯୋଗ୍ୟ ଯେ ଦୋକାନୀଙ୍କ ଏହି ନିଷ୍ପତ୍ତି ଗ୍ରାହକଙ୍କ ଅଧିକାରର ଉଲ୍ଲଂଘନ ଅଟେ।…

ସାବଧାନ! ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ

ନୂଆଦିଲ୍ଲୀ,୧୧।୧୧: ରୁଷିଆ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ବିବାଦ ଯୋଗୁଁ ତୃତୀୟ ବିଶ୍ୱଯୁଦ୍ଧର ବିପଦ ଆସୁଛି ବୋଲି ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଚେତାବନୀ ଦେଇଛନ୍ତି। ମଧ୍ୟପ୍ରଦେଶର ମହାକୌଶଲ ଅଞ୍ଚଳରେ ସଂଘର ମହିଳା ପଦାଧିକାରୀ ସ୍ବର୍ଗତ ଡ. ଉର୍ମିଳା…

ଦିଲ୍ଲୀର କାନାଡା ଦୂତାବାସ ବାହାରେ ବିକ୍ଷୋଭ

ନୂଆଦିଲ୍ଲୀ,୧୧ା୧୧: କାନାଡାର ବ୍ରାମ୍ପଟନ୍‌ସ୍ଥିତ ହିନ୍ଦୁ ମନ୍ଦିରରେ ଗତ ୩ ତାରିଖରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦରେ ହିନ୍ଦୁ ଶିଖ୍‌ ଗ୍ଲୋବାଲ ଫୋରମ୍‌ର ସଦସ୍ୟମାନେ ରବିବାର ନୂଆଦିଲ୍ଲୀସ୍ଥିତ କାନାଡା ହାଇକମିଶନରଙ୍କ କାର୍ଯ୍ୟାଳୟ ବାହାରେ ବିଶାଳ ବିକ୍ଷୋଭ କରିଛନ୍ତି। ଶିଖ୍‌ ବିକ୍ଷୋଭକାରୀମାନେ…

ପାଉଁଜି ପାଇଁ ୨ ଗୋଡ଼ କାଟିଦେଲେ, ମହିଳାଙ୍କ ମୃତ୍ୟୁ

ଭୋପାଳ, ୧୧।୧୧: ମଧ୍ୟପ୍ରଦେଶ ସିହୋର ଜିଲାର ଗୁରାଡ଼ିଆ ରୂପଚନ୍ଦ ଗ୍ରାମରୁ ଏକ ଲୋମଟାଙ୍କୁରା ଘଟଣା ସାମ୍‌ନାକୁ ଆସିଛି। ମୋଟନ ବାଈ ନାମ୍ନୀ ୭୫ ବର୍ଷୀୟା ମହିଳା ପିନ୍ଧିଥିବା ରୁପା ପାଉଁଜିକୁ ଚୋରି କରିବା ପାଇଁ ଜଣେ ଚୋର ଶନିବାର ରାତିରେ ତାଙ୍କର…

କେତେ ପଣ୍ଡିତ କଶ୍ମୀର ଫେରିଛନ୍ତି

ସଙ୍ଗୋଲା, ୧୧ା୧୧: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ଉପତ୍ୟକାକୁ କେତେଜଣ କଶ୍ମୀରୀ ପଣ୍ଡିତ ଫେରିଛନ୍ତି ବୋଲି ରବିବାର ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ସୋଲାପୁର…

ମହାରାଷ୍ଟ୍ରକୁ ପ୍ରତିଶ୍ରୁତିରେ ପୋତିଲେ

ମୁମ୍ବାଇ,୧୧ା୧୧: ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ନଭେମ୍ବର ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ। ୨୩ରେ ଫଳାଫଳ ଆସିବ। ମତଦାନକୁ ୧୦ ଦିନ ବାକି ଥିବାବେଳେ ଅଧିକାଂଶ ଆସନରେ ମହାୟୁତି ଏବଂ ଏମ୍‌ଭିଏ ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ଅନୁମାନ କରାଯାଉଛି।…

ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ୍‌ ଖାନ୍ନା

ନୂଆଦିଲ୍ଲୀ,୧୧ା୧୧(ପି.ଟି.): ବହୁ ଗୁରୁତ୍ୱପୂର୍ଣ୍ଣ ସୁପ୍ରିମକୋର୍ଟ ରାୟ ସହ ଜଡ଼ିତ ଥିବା ସର୍ବବରିଷ୍ଠ ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ସୋମବାର ଭାରତର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିବେ। ସୋମବାର ପୂର୍ବାହ୍ନ ୧୦ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି…

ବାବା ସିଦ୍ଦିକି ହତ୍ୟା ମାମଲା: ୟୁପିରୁ ଗିରଫ ହେଲେ ମୁଖ୍ୟ ଶୁଟର

ଲକ୍ଷ୍ନୌ,୧୦ା୧୧: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ହତ୍ୟାକାଣ୍ଡର ମୁଖ୍ୟ ଶୁଟର ଶିବକୁମାର ଗୌତମ ଓରଫ ଶିବଙ୍କ ସହ ତାଙ୍କର ୪ ସହଯୋଗୀଙ୍କୁ ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ରବିବାର ଗିରଫ କରିଛି। ୟୁପିର ବାହରିଚ୍‌ ଜିଲାରୁ ସେମାନଙ୍କୁ ଧରାଯାଇଛି। ଗିରଫ…

ମୋଷ୍ଟ ଓ୍ବାଣ୍ଟେଡ୍‌ ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ୍‌ ଗିରଫ

ନୂଆଦିଲ୍ଲୀ,୧୦ା୧୧: ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ୍‌ ଡଲ୍ଲାଙ୍କୁ କାନାଡା ପୋଲିସ ଗିରଫ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ସେ ଖଲିସ୍ତାନ ଟାଇଗର ଫୋର୍ସର କାର୍ଯ୍ୟକାରୀ ମୁଖ୍ୟ ରହିଥିବା ବେଳେ ହରଦୀପ୍‌ ସିଂ ନଜ୍ଜାରଙ୍କ ସହଯୋଗୀ। ସେ ଭାରତରେ ବିଭିନ୍ନ ଅପରାଧ ସହ ସମ୍ପୃକ୍ତ…

ଇଞ୍ଜିନ-ପାୱାର କାର ମଧ୍ୟରେ ଚାପି ହୋଇ ମୃତ୍ୟୁ ବରଣ କଲେ ପଏଣ୍ଟସ୍‌ମ୍ୟାନ୍‌; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନୂଆଦିଲ୍ଲୀ,୧୦ା୧୧: ବିହାର ବରାଉଣି ଜଙ୍କସନ୍‌ରେ ତାଳମେଳ ଅଭାବରୁ ରେଲଓ୍ବେ ପଏଣ୍ଟସ୍‌ମ୍ୟାନ୍‌ଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ଭାରତୀୟ ରେଲୱେର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ, ଷଡ଼ଯନ୍ତ୍ର କରି ସହକର୍ମୀଙ୍କୁ ହତ୍ୟା କରିଛନ୍ତି। ରେଲୱେର ତଦନ୍ତ ସମୟରେ ସିସିଟିଭି…

‘ସେମାନଙ୍କ ସମସ୍ତ ଦୁର୍ନୀତିର ହିସାବନିକାଶ କରିବ ଏନ୍‌ଡିଏ ସରକାର’

ରାଞ୍ଚି,୧୦ା୧୧: ଏନ୍‌ଡିଏ ସରକାର ‘ସେମାନଙ୍କର ସମସ୍ତ ଦୁର୍ନୀତିର ହିସାବନିକାଶ କରିବ’ ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ସୋରେନ ସରକାରଙ୍କ ଉପରେ ବର୍ଷିଛନ୍ତି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ରବିବାର ବୋକାରୋ ଏବଂ ଗୁମଲାରେ ସାଧାରଣ ସଭାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?