ଜାତୀୟ

ଆଦାନୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ଆମେରିକା, ଏହି କାମ ପାଇଁ ଦେଇଥିଲେ ୨ହଜାର କୋଟି ଟଙ୍କା ଲାଞ୍ଚ

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ଲାଗିଛି ବଡ଼ ଝଟ୍‌କା। ଆମେରିକାରେ ଅଭିଯୋଗ ଆଣିଛି କି, ସେ ତାଙ୍କ କମ୍ପାନୀ ନିବେଶକଙ୍କୁ ଲାଞ୍ଚ ଦେଇ ଠକିଛନ୍ତି। କଣ୍ଟ୍ରାକ୍ଟ ପାଇବା ଏବଂ ଏହାକୁ ଲୁଚାଇବା ପାଇଁ ସେ ୨୬୫ ମିଲିୟନ ଡଲାର ବା…

୫.୮ କୋଟି ରାଶନ କାର୍ଡ ରଦ୍ଦ କଲେ ସରକାର, ଲିଷ୍ଟରେ ଆପଣଙ୍କ ନାଁ ନାହିଁ ତ? ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୧।୧୧: ଭାରତରେ ଗରିବ ଅଭାବୀ ଲୋକଙ୍କୁ ସରକାର ରାଶନ କାର୍ଡ ପ୍ରଦାନ କରୁଛନ୍ତି। ଭାରତରେ କୋଟି କୋଟି ରାଶନ କାର୍ଡଧାରୀ ଅଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସରକାର କମ୍‌ ମୂଲ୍ୟରେ ଲୋକଙ୍କୁ ରାଶନ କାର୍ଡ ମାଧ୍ୟମରେ ରାଶନ ପ୍ରଦାନ…

ଗୋଟି ଗୋଟି ଟଙ୍କାର ହିସାବ ନେବେ ପ୍ରଧାନମନ୍ତ୍ରୀ, କାହିଁକି ଏମିତି କହିଲେ ସଞ୍ଜୟ ସେଠ୍‌…

ରାଞ୍ଚି,୨୧ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟି ଗୋଟି ଟଙ୍କାର ହିସାବ ନେବେ। ଏମିତି କହିଛନ୍ତି ଭାଜପା ଏମ୍‌ପି ସଞ୍ଜୟ ସେଠ୍‌। ସେ କହିଛନ୍ତି, ଭାଜପା ସରକାର ଗଠନ ପରେ ମହା ମେଣ୍ଟ ସରକାରରେ ଥିବା ସମସ୍ତ ଦୁର୍ନୀତିର ଯାଞ୍ଚ କରାଯିବ। ଧୀରଜ…

ଡୋମିନିକାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ଡୋମିନିକା,୨୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡୋମିନିକା ଏହାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଡୋମିନିକା ଆଓ୍ବାର୍ଡ ଅଫ୍‌ ଅନ୍‌ର’ରେ ସମ୍ମାନିତ କରିଛି। ରାଷ୍ଟ୍ରପତି ସିଲଭାନି ବର୍ଟନ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ଫେବୃୟାରୀ ୨୦୨୧ରେ ପ୍ରଧାନମନ୍ତ୍ରୀ ଡୋମିନିକାକୁ ୭୦ ହଜାର ଡୋଜ୍‌…

୬୦ ନୁହେଁ ଏବେ ଏତିକି ସମୟ ଯାଏ ଚାକିରି କରିପାରିବେ ସରକାରୀ କର୍ମଚାରୀ! ଜାଣନ୍ତୁ ଭାଇରାଲ ଖବରର ସତ..

ନୂଆଦିଲ୍ଲୀ,୨୧।୧୧: ସରକାରୀ କର୍ମଚାରୀମାନଙ୍କର ବୟସସୀମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏଣିକି ୬୦ ବର୍ଷରେ କର୍ମଚାରୀଙ୍କୁ ମିଳିବନି ଅବସର । ଚାକିରି କ୍ଷେତ୍ରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବୟସସୀମା ଆଉ ୨ ବର୍ଷ ବୃଦ୍ଧି କରାଇବାକୁ…

ଝାଡଖଣ୍ଡରେ ଚାଲିଲା ମୋଦିଙ୍କ ଯାଦୁ! ପଲଟିଗଲା ହେମନ୍ତ ସୋରେନଙ୍କ ଖେଳ

ରାଞ୍ଚି,୨୧।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ବର୍ତ୍ତମାନ ଶେଷ ହୋଇଛି। ଏବେ ନଭେମ୍ବର ୨୩ରେ ହେବାକୁ ଥିବା ଫଳାଫଳ ଦିନକୁ ଅପେକ୍ଷା କରିଛନ୍ତି । ଅବଶ୍ୟ, ଏହା ପୂର୍ବରୁ ଏକଜିଟ ପୋଲ ସମସ୍ତଙ୍କୁ ଚକିତ କରିଛି। ଯେଉଁଥିରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା…

ମହାରାଷ୍ଟ୍ରରେ କିଏ ମାରିବ ବାଜି, ତମାମ ଏକଜିଟ୍‌ ପୋଲ ପରେ ଚମକାଇଲା ଏହି ଆକଳନ

ମୁମ୍ବାଇ,୨୧।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ପ୍ରକ୍ରିୟା ସମାପ୍ତ ହୋଇଛି । ୨୮୮ ସିଟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ କିଏ ସଂଖ୍ୟାଗରିଷ୍ଠତା ହାସଲ କରିବ ୨୩ ନଭେମ୍ବର ସା ସୁଦ୍ଧା ସ୍ପଷ୍ଟ ହୋଇଯିବ, କିନ୍ତୁ ଫଳାଫଳ ପୂର୍ବରୁ କିଏ…

ପୁଣି ନୂଆ ଷଡ଼ଯନ୍ତ୍ର କଲା କାନାଡା, ମୋଦି ସରକାରଙ୍କୁ ନେଇ ବଡ଼ କଥା କହିଦେଲା, ଯାହାକୁ ନେଇ…

ଓଟାଓ୍ବା,୨୧।୧୧: ଦୀର୍ଘ ଦିନ ଧରି ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ରହିଛି। ଭାରତ ବିରୋଧରେ ଲଗାତାର ମିଥ୍ୟା ଅଭିଯୋଗ କରିଆସୁଥିବା କାନାଡା ସରକାର ଏବଂ ସେଠାରେ ଥିବା ଗଣମାଧ୍ୟମ ଏ ପର୍ଯ୍ୟନ୍ତ ଅଟକି ନାହାଁନ୍ତି। ଜଷ୍ଟିନ ଟ୍ରୁଡୋଙ୍କ…

ଏକଜିଟ୍‌ ପୋଲ୍‌ ଦେଖି ନେତା କାବା, ଜଣାପଡିଲା ହାରିବ…

ନୂଆଦିଲ୍ଲୀ,୨୧।୧୧: ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ବର୍ତ୍ତମାନ ସମସ୍ତଙ୍କ ନଜର ନିର୍ବାଚନ ଫଳାଫଳ ଉପରେ ରହିଛି। ଏହା ପୂର୍ବରୁ ପ୍ରକାଶିତ ଏକ ପ୍ରମୁଖ ଏକଜିଟ ପୋଲ ଭାଜପାକୁ ଟେନଶନରେ କରିଛି। ଏହି ସର୍ଭେରେ ଏନଡିଏ ଉଭୟ ରାଜ୍ୟରେ…

ଭଲ ପାଉଥିଲେ ବି ବିବାହ ପ୍ରସ୍ତାବରେ ରାଜି ହେଲେ ନାହିଁ, ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ହତ୍ୟା କଲେ…

ଚେନ୍ନାଇ, ୨୧।୧୧: ତାମିଲନାଡ଼ୁର ତଞ୍ଜାଭୁର ଜିଲା ମଲ୍ଲିପଟ୍ଟିନମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ବୁଧବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ବିଦ୍ୟାଳୟର ଶିକ୍ଷୟିତ୍ରୀ ରମଣୀ(୨୬)ଙ୍କୁ ସ୍କଲ ପରିସର ମଧ୍ୟରେ ମଦନ ନାମକ ଜଣେ ଯୁବକ ଛୁରି ଭୁସି ହତ୍ୟା…

ମହାରାଷ୍ଟ୍ର ନିର୍ବାଚନରେ ବିଟ୍‌କଏନ୍‌ ବିବାଦ

ନୂଆଦିଲ୍ଲୀ/ମୁମ୍ବାଇ, ୨୧।୧୧: ମହାରାଷ୍ଟ୍ର ନିର୍ବାଚନର ମତଦାନ ମଧ୍ୟରେ ବିଟ୍‌କଏନ୍‌କୁ ନେଇ ରାଜନୀତି ଚରମ ସୀମାରେ ପହଞ୍ଚିଛି। ମହାରାଷ୍ଟ୍ର ନିର୍ବାଚନକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ବିଟ୍‌କଏନ୍‌କୁ ଅବୈଧ ଭାବେ ନଗଦ ଟଙ୍କା ଆକାରରେ ପରିଣତ କରିଥିବା ନେଇ ଏନ୍‌ସିପି(ଏସ୍‌ପି) ଏମ୍‌ପି ସୁପ୍ରିୟା ସୁଲେ…

ଫେବୃଆରୀ ୧୫ରୁ CBSE ଦଶମ-ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୧: ଆସନ୍ତା ଫେବ୍ରୁଆରୀ ୧୫ରୁ CBSEର ଦଶମ ଓ ଦ୍ବାଦଶ ପରୀକ୍ଷା ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଦଶମ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ରେ ସରିବାକୁ ଥିବାବେଳେ ସେହି ଫେବୃଆରୀ ୧୫ରୁ ଦ୍ୱାଦଶ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?