ମେଟ୍ରୋ

ଆଉ ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟରେ କରୋନାରେ ଆଉ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୨୮ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, କୋରାପୁଟ ଓ ମୟୂରଭଞ୍ଜରୁ ଜଣେ...

୨୪ ଘଣ୍ଟାରେ ୬୯୫ କରୋନା ଆକ୍ରାନ୍ତ ଚିହ୍ନଟ; ଅଛନ୍ତି ୮୩ ପିଲା

ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩ ଜଣ ୧୮ ବର୍ଷରୁ କମ ବର୍ଗର। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୦୧ ଜଣ କ୍ୱାରେଣ୍ଟାଇନ୍‌ର ଥିବା ବେଳେ ବାକି ୨୯୪ଟି...

ଏଣିକି ପୋଲିସ, ଅଗ୍ନିଶମ ସେବା ପାଇଁ ନଂ. ୧୧୨

କଟକ ଅଫିସ,୧୮।୯: ଏଣିକି ଗୋଟିଏ ନମ୍ବରରେ ମିଳିବ ପୋଲିସ ଓ ଅଗ୍ନିଶମ ସେବା। ୧୦୧ ପରିବର୍ତ୍ତେ ୧୧୨କୁ କଲ୍‌ କରି ଜରୁରିକାଳୀନ ପରିସ୍ଥିତିରେ ଲୋକେ ଅଗ୍ନିଶମ ସେବା ପାଇ ପାରିବେ। ସେହିଭଳି ପୂର୍ବରୁ ପୋଲିସ ପାଇଁ ୧୦୦କୁ ଡାଏଲ୍‌ କରାଯାଉଥିବାବେଳେ...

ମେଘଡମ୍ବରୁରେ ଧଳା କପଡ଼ା ପଡ଼ିବା ନେଇ ଅସନ୍ତୋଷ

ପୁରୁଣା ଭୁବନେଶ୍ୱର,୧୮।୯(ଡି.ଏନ୍‌.ଏ.): କନ୍ୟା ସଂକ୍ରାନ୍ତି ଅବସରରେ ଶୁକ୍ରବାର ଶ୍ରୀଲିଙ୍ଗରାଜଙ୍କ ନୀତକାନ୍ତିିରେ ବ୍ୟତିକ୍ରମ ହୋଇଥିବା ଜଣାପଡ଼ିଛି। ପ୍ରାତଃରୁ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି, ଅବକାଶ ସରିବା ପରେ ଘଣ୍ଟୁଆ, ମେଘଡମ୍ବରୁ, ଘଣ୍ଟ, ମନ୍ଦିର ଚପରାସୀ ପଞ୍ଚୁଆତି ଘରକୁ ରୋଷହୋମ ସାମଗ୍ରୀ ପାଇଁ ଆଣିବାକୁ...

ଦେଶର ଅଭିବୃଦ୍ଧି ପାଇଁ ଅଧିକ କର ସଂଗ୍ରହକୁ ଗୁରୁତ୍ୱ

କଟକ ଅଫିସ,୧୮।୯: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ କଟକର ଆୟକର ବିଭାଗ କାର୍ଯ୍ୟାଳୟ ପରିସରରେ ବିଭାଗ ପକ୍ଷରୁ ଶୁକ୍ରବାର ଆଜାଦି କା ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏମ୍‌ପି ଭର୍ତ୍ତୃହରି ମହତାବ...

ଭିନ୍ନ ମତ ରଖିଲେ ପୂଜା କମିଟି ସଦସ୍ୟ

କଟକ ଅଫିସ, ୧୮।୯: ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ପରଦା ଆଢୁଆଳରେ ପୂଜା କରିବା ପ୍ରସଙ୍ଗକୁ ନେଇ ଶୁକ୍ରବାର ସ୍ଥାନୀୟ ଦେଉଳସାହିସ୍ଥିତ ମୋନାଲିସା ପ୍ୟାଲେସ୍‌ରେ କଟକ ମହାନଗର ଓ ପୂର୍ବାଞ୍ଚଳ ଶାନ୍ତି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ...

ମାନସିକ ଦୃଢ଼ତାର ବାର୍ତ୍ତା ଦେଲା ‘ଦି ହିଲିଂ ଟଚ୍‌’

ଭୁବନେଶ୍ୱର, ୧୮।୯ (ବ୍ୟୁରୋ): ସାଧାରଣ ମଧ୍ୟବିତ୍ତ ପରିବାର। ସବୁ ପରିବାର ପରି ଏଠାରେ ମଧ୍ୟ ସୁଖ, ଦୁଃଖ, ହସ ଲୁହ ରହିଛି। ସବୁକିଛି ଠିକ୍‌ ଠାକ ଚାଲିଥିବାବେଳେ ହଠାତ୍‌ ପରିବାରର ମୁଖ୍ୟ କରୋନାରେ ଆକ୍ରାନ୍ତ ହୁଅନ୍ତି। ଚିକିତ୍ସା ପାଇଁ ତାଙ୍କୁ...

୩ଦିନ ହେଲାଣି ଟ୍ରାଙ୍କୁଲାଇଜ୍‌ ସଫଳ ହେଉନି

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଚନ୍ଦକା ବନଖଣ୍ଡ ଅଞ୍ଚଳରେ ଉତ୍ପାତ କରୁଥିବା ତଥା ଜନବସତି ଆସି ଆତଙ୍କ ସୃଷ୍ଟି କରୁଥିବା ହାତୀଙ୍କ ଉପରେ ନଜର ରଖିବାକୁ ଲାଗିବ ରେଡିଓ କୋଲାର। ଏଥିପାଇଁ ବାଙ୍ଗାଲୋରସ୍ଥିତ ଏସିଆନ ଏଲିଫ୍ୟାଣ୍ଟ୍‌ ରିସର୍ଚ୍ଚ ସେଣ୍ଟରରୁ ୬ଜଣିଆ ବିଶେଷଜ୍ଞ ଟିମ୍‌ ମଧ୍ୟ...

‘ଆଗାମୀ ୨୫ ବର୍ଷରେ ଯୁବଗୋଷ୍ଠୀ ହେବେ ଆତ୍ମନିର୍ଭର’

ଭୁବନେଶ୍ୱର,୧୮।୯(ବ୍ୟୁରୋ):  ଆଗାମୀ ଦିନରେ ଦେଶରେ ଉତ୍ପାଦନ ଏବଂ ଅର୍ଥନୀତିକୁ ବଢ଼ାଇବା ପାଇଁ ଦେଶର ଯୁବତୀଯୁବକଙ୍କୁ ସ୍କିଲ୍‌ ମାଧ୍ୟମରେ ସ୍ବାବଲମ୍ବୀ କରାଯିବ। ଏହି ପୃଷ୍ଠଭୂମିରେ ସେମାନଙ୍କୁ ଆତ୍ମନିର୍ଭର କରିବା ଅମୃତ ମହୋତ୍ସବର ଅମୃତବିନ୍ଦୁ। ସ୍ବାଧୀନତାର ୧୦୦ ବର୍ଷ ପୂରଣ କରିବା ତଥା...

ବିଜୟଙ୍କ ନଁ।ରେ ଓଡ଼ିଶାରେ ଜମି, ହୋଟେଲ, ଫାର୍ମହାଉସ୍‌

ଭୁବନେଶ୍ୱର,୧୮।୯(ବ୍ୟୁରୋ): ବହୁ କୋଟି ଟଙ୍କାର ଓ୍ବେଲ୍‌ଫେୟାର ଚିଟ୍‌ପଣ୍ଡ୍‌ ଠକେଇ ମାମଲାରେ ଗିରଫ ହୋଇ ୩ ଦିନିଆ ରିମାଣ୍ଡରେ ଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକ ମାଲ୍ଲା ବିଜୟ ପ୍ରସାଦଙ୍କ ଓଡ଼ିଶା ଲିଙ୍କ୍‌ର ଗୁମର ଫିଟିବାରେ ଲାଗିଛି। କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ ତାଙ୍କୁ...

ପ୍ରଥମ ଡୋଜ୍‌ ଟିକାକରଣ ୨କୋଟି ଟପିଲା

ଭୁବନେଶ୍ୱର୧୮।୯,(ବ୍ୟୁରୋ): ରାଜ୍ୟରେ ଟିକାକରଣକୁ ତ୍ୱରାନ୍ବିତ କରାଯାଇଛି। ଦିନକୁ ୩ଲକ୍ଷରୁ ଊର୍ଦ୍ଧ୍ୱ ଡୋଜ୍‌ ଟିକା ଦିଆଯାଉଛି। ଫଳରେ ଶୁକ୍ରବାର ଟିକାକରଣରେ ଆଉଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା। ୨କୋଟିରୁ ଊର୍ଦ୍ଧ୍ୱ ଲୋକ ପ୍ରଥମ ଡୋଜ୍‌ ନେଇସାରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ଖଣି ପାଇଁ ଉଜୁଡ଼ିବ ୬୦୦ ହେକ୍ଟର ଜଙ୍ଗଲ

ଭୁବନେଶ୍ୱର,୧୮।୯(ବ୍ୟୁରୋ): ବିକାଶ ନାଁରେ ରାଜ୍ୟରେ ଛାରଖାର ହୋଇଯାଉଛି ଜଙ୍ଗଲ ସମ୍ପଦ। ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରକଳ୍ପ ସକାଶେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରିବା କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ବିଭିନ୍ନ ପ୍ରକଳ୍ପ ପାଇଁ ଗତ କିଛି ବର୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri