ମେଟ୍ରୋ

ବର୍ଷର ସବୁଠାରୁ ଛୋଟ ଦିନ ହେବ ଡିସେମ୍ବର ୨୨

ଭୁବନେଶ୍ୱର,୨୧।୧୨(ଅସମାପିକା ସାହୁ): ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତ ଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ। ଏହି ଦିନ ବର୍ଷର ସବୁଠାରୁ ଛୋଟ ଦିନ ବୋଲି ବିବେଚନା କରାଯାଏ। ଏ ବର୍ଷ ଡିସେମ୍ବର ୨୨ ତାରିଖରେ…

ବିଏସ୍‌କେଓ୍ବାଇର କଳେବର ବୃଦ୍ଧି, ସହଭାଗୀ ହେଲେ ୮୧୬ ଘରୋଇ ସୁପର ସ୍ପେଶିଆଲିଟି ହସ୍ପିଟାଲ

ଭୁବନେଶ୍ୱର,୨୧ା୧୨: ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଦିଗରେ ଓ ସରକାରଙ୍କ ଅନନ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍‌.କେ.ଓ୍ବାଇ )ଅଭୂତପୂର୍ବ ସଫଳତା ହାସଲ କରିଛି। ଏହି ଯୋଜନାରେ ସହଭାଗୀ ହସ୍ପିଟାଲଙ୍କ ସଂଖ୍ୟା ଏବଂ ଚିକିତ୍ସା ବାବଦ ବିନିଯୋଗ ଅର୍ଥରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି।…

କାଲିଠୁ କମିବ ଶୀତ, ବଢ଼ିବ କୁହୁଡ଼ି

ଭୁବନେଶ୍ୱର,୨୧ା୧୨: ଆସନ୍ତାକାଲିଠାରୁ ରାଜ୍ୟରେ ଶୀତ କମିବ। କୁହୁଡ଼ି ବଢ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ୨୩ ଓ ୨୪ ତାରିଖ ସକାଳେ କୁହୁଡ଼ିର ମାତ୍ରା ଅଧିକ ରହିବ ବୋଲି ସତର୍କତା ଜାରି କରାଯାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର…

ଅନୁଭବଙ୍କୁ ବିବାହ ବିଚ୍ଛେଦ ଅନୁମତି

କଟକ,୨୧ା୧୨: ବହୁ ଚର୍ଚ୍ଚିତ ଓଲିଉଡ୍‌ ଯୋଡ଼ି ବର୍ଷା ପ୍ରିୟଦର୍ଶିନୀ-ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବ। ଏନେଇ ଅନୁଭବଙ୍କୁ ଗୁରୁବାର ହାଇକୋର୍ଟ ଅନୁମତି ଦେଇଛନ୍ତି। ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ବିବାହ ବିଚ୍ଛେଦ ଆବେଦନକୁ ପରିବାର…

ରାତି ଡ୍ରାଇଭରଙ୍କୁ ମାଗଣା ଚା’, ପଇସା ଦେବେ ସରକାର

ଭୁବନେଶ୍ୱର,୨୧ା୧୨: ଏଣିକି ରାସ୍ତାକଡ଼ରେ ଥିବା ଢାବା, ହୋଟେଲରେ ରାତିରେ ଡ୍ରାଇଭରମାନଙ୍କୁ ମାଗଣାରେ ଚା’ ମିଳିବ। ଏନେଇ ସରକାର ପଇସା ଦେବେ ବୋଲି ଗୁରୁବାର ରାଜ୍ୟ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାତିରେ ଗାଡ଼ି ଚଳାଉଥିବା…

ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ

ଭୁବନେଶ୍ୱର,୨୧ା୧୨: ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଭୁବନେଶ୍ୱର,ବ୍ରହ୍ମପୁରରେ ଥିବା ଘର ଓ ଅଫିସ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ ଜାରି…

ମନ ଜିଣୁଛି ତୋଷାଳି ମେଳା

ଭୁବନେଶ୍ୱର,୨୧।୧୨(ଶର୍ମିଷ୍ଠା ପାଣିଗ୍ରାହୀ)ଏବେ ରାଜଧାନୀବାସୀ ଶୀତୁଆ ସାକୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ବେଶ୍‌ ଉପଭୋଗ କରୁଛନ୍ତି। ପରିବାର, ସାଙ୍ଗସାଥୀ ମେଳରେ ମେଳା ବୁଲୁଛନ୍ତି। କିଣାବିକା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ନିଆରା ଅନୁଭବ ଦେଉଛି। ଅନ୍ୟପଟେ ଭଳିକି ଭଳି ଖାଦ୍ୟର ବାସ୍ନା ସେମାନଙ୍କୁ…

ଟେଲିକମ୍‌ ବିଲ୍‌: ଗଣମାଧ୍ୟମର କଣ୍ଠରୋଧ, ପ୍ରିଭେସିରେ ହସ୍ତକ୍ଷେପ

ଭୁବନେଶ୍ୱର,୨୧ା୧୨ (ବ୍ୟୁରୋ)ଲୋକ ସଭାରେ ସୋମବାର ଆଗତ ମୋଦି ସରକାରଙ୍କ ୪୬ ପୃଷ୍ଠା ସମ୍ବଳିତ ଟେଲିକମ୍ୟୁନିକେଶନ୍ସ ବିଲ୍‌, ୨୦୨୩ ବୁଧବାର ଏକପ୍ରକାର ବିରୋଧୀ ବିହୀନ ଗୃହରେ ଧ୍ୱନିମତରେ ପାରିତ ହୋଇଛି। ଉକ୍ତ ବିଧେୟକକୁ ଟେଲି ଯୋଗାଯୋଗ ଶିଳ୍ପ ସ୍ବାଗତ କରିଥିବାବେଳେ ଆଇନଜୀବୀ, ନାଗରିକ…

ଆଶୁତୋଷ ପରିଡ଼ାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୨୦ା୧୨(ଶର୍ମିଷ୍ଠା ପାଣିଗ୍ରାହୀ): କେନ୍ଦ୍ର ସାହିତ୍ୟ ଏକାଡେମୀ ୨୦୨୩ ପୁରସ୍କାର ପାଇବେ ବିଶିଷ୍ଟ କବି ଆଶୁତୋଷ ପରିଡ଼ା। ସ୍ବରଚିତ କବିତା ସଙ୍କଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ସେ ଏହି ପୁରସ୍କାର ପାଇବେ। ବୁଧବାର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏ ନେଇ ଘୋଷଣା…

୫୦୭ ଧାର୍ମିକ, ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫.୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୧୨: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟ…

ଯୁବତୀଙ୍କୁ ନ୍ୟୁଡ୍‌ କଲ୍‌ରେ ସାମିଲ୍‌ କରୁଥିଲେ ବୁଖାରୀ

ଭୁବନେଶ୍ୱର,୨୦।୧୨: କଶ୍ମୀର ଆତଙ୍କବାଦୀ ସୟଦ ଇଶାନ ବୁଖାରୀଙ୍କ ପୁଣି ଏକ ନୂଆ ସଡ଼ଯନ୍ତ୍ର ସାମ୍ନାକୁ ଆସିଛି। ଯୁବତୀଙ୍କୁ ହନିଟ୍ରାପ୍‌ରେ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି। ଏ ନେଇ ସେ ନିଜେ ଆପ୍‌ ତିଆରି କରିଥିଲେ। ଏହି ଆପ୍‌ ଜରିଆରେ ସେ ଯୁବତୀଙ୍କ…

ଜେରା ପାଇଁ ଭୁବନେଶ୍ୱରରେ ଆଇବି ଟିମ୍‌

ଭୁବନେଶ୍ୱର,୨୦।୧୨(ସତ୍ୟଜିତ୍‌ ରାଉତ): ସନ୍ଦିଗ୍ଧ ଆତଙ୍କବାଦୀ ତଥା କଶ୍ମୀର ପୋଲିସର ଓ୍ବାଣ୍ଟେଡ୍‌ ଥିବା ସୟଦ ଇଶାନ ବୁଖାରୀଙ୍କ ୫ଦିନିଆ ରିମାଣ୍ଡ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଟିମ୍‌ ପୂର୍ବାହ୍ନରେ ଯାଜପୁର ଜିଲାର ରଗଡ଼ି ସବ୍‌ଜେଲରୁ ବୁଖାରୀଙ୍କୁ ଭୁବନେଶ୍ୱରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?