୨୮ ପରିବର୍ତ୍ତେ ୨୯ ତାରିଖକୁ ମହରମ ଛୁଟି ଘୋଷଣା କଲେ ସରକାର
ଭୁବନେଶ୍ୱର,୨୭ା୭(ଅସମାପିକା ସାହୁ): ଚଳିତ ଜୁଲାଇ ୨୯ ତାରିଖ (ଶନିବାର) ମହରମ ପର୍ବ ପଡୁଥିବାରୁ ରାଜ୍ୟ ସରକାର ଏହି ଦିନଟିକୁ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁଲାଇ ୨୮ (ଶୁକ୍ରବାର)କୁ ମହରମ ନିମନ୍ତେ ଛୁଟି ଘୋଷଣା କରାଯାଇଥିଲା। ରାଜସ୍ବ…
ଡେଙ୍ଗୁ ତଥ୍ୟ ଦେଉନାହାନ୍ତି ଘରୋଇ ହସ୍ପିଟାଲ
ଭୁବନେଶ୍ୱର,୨୭।୭(ଅଭିଜିତ ଦାସ) ମୌସୁମୀ ଆସିଲେ ରାଜ୍ୟରେ ବିଶେଷକରି ମ୍ୟାଲେରିଆ, ଡେଙ୍ଗୁ, ଟାଇଫଏଡ୍ ଭଳି ରୋଗ ବ୍ୟାପିଥାଏ। ଚଳିତବର୍ଷ ଏହାର ମୁକାବିଲା ପାଇଁ ବର୍ଷା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ…
ମାଧ୍ୟମିକ ସ୍କୁଲରେ ନିଯୁକ୍ତି ପାଇଲେ ୩୨୫ ଶିକ୍ଷକ
ଭୁବନେଶ୍ୱର,୨୭।୭(ଅନିଲ ଦାସ)ରାଜ୍ୟର ବିଭିନ୍ନ ସ୍କୁଲରେ ୩୨୫ ଜଣ ଟ୍ରେଣ୍ଡ ଗ୍ରାଜୁଏଟ ଟିଚର(ଟିଜିଟି) ଯୋଗ ଦେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଲୋକସେବା ଭବନରେ ବୁଧବାର ଅନୁଷ୍ଠିତ ନିଯୁକ୍ତି ପର୍ବରେ ଏହି ଶିକ୍ଷକମାନେ ଯୋଗ ଦେଇଛନ୍ତି। ସେମାନେ ୨୧ଟି ବିଷୟରେ ଶିକ୍ଷାଦାନ…
୧୬ରୁ ଘରୋଇ ବସ୍ ଧର୍ମଘଟ ଚେତାବନୀ
ଭୁବନେଶ୍ୱର,୨୭।୭(ଅନିଲ ଦାସ)ମୋ ବସ୍ ଚଳାଚଳକୁ ନେଇ ଘରୋଇ ବସ୍ ମାଲିକ ଚିନ୍ତାରେ ପଡ଼ିଛନ୍ତି। ସହରାଞ୍ଚଳ ଛାଡି ବିଭିନ୍ନ ସ୍ଥାନକୁ ମୋ ବସ୍ ସେବା ଯୋଗାଇ ଦିଆଯିବା ଫଳରେ ସେମାନେ ରୋଜଗାର ହରାଇବାକୁ ବସିଲେଣି। ଯାତ୍ରୀମାନେ ମୋ ବସ୍କୁ ଅଧିକ ପସନ୍ଦ କରୁଛନ୍ତି।…
ମାଧ୍ୟମିକ ଶିକ୍ଷାରେ ଓଡ଼ିଶାର ଡ୍ରପ୍ ଆଉଟ୍ ହାର ସର୍ବାଧିକ
ଭୁବନେଶ୍ୱର,୨୭।୭(ଅନୁରାଧା ମହାରଣା)ମାଧ୍ୟମିକ ଶିକ୍ଷାରେ ଓଡ଼ିଶାରେ ସର୍ବାଧିକ ପିଲା ଅଧାରୁ ପାଠପଢ଼ା ଛାଡୁଛନ୍ତି। କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ରାଜ୍ୟ ସଭାରେ ଏପରି ତଥ୍ୟ ରଖିଛନ୍ତି। ଉକ୍ତ ତଥ୍ୟ ଅନୁସାରେ, ଜାତୀୟ ଡ୍ରପ୍ ଆଉଟ୍ ରେଟ୍ ବା ଜାତୀୟ ସ୍ତରରେ ଅଧାରୁ…
୫-ଟିକୁ ଟୋନି ବ୍ଲେୟାରଙ୍କ ପ୍ରଶଂସା
ଭୁବନେଶ୍ୱର,୨୭।୭(ଅନିଲ ଦାସ)ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ବୁଧବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ଓଡ଼ିଶାର ଆର୍ଥିକ ବିକାଶ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ୨୦୨୩…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟୋନି ବ୍ଲେୟାର
ଭୁବନେଶ୍ୱର,୨୬ା୭(ଅନିଲ ଦାସ): ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ବୁଧବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ଓଡ଼ିଶାର ଆର୍ଥିକ ବିକାଶ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୨୦୨୩…
ଅଗଷ୍ଟ ୧୬ରୁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ
ଭୁବନେଶ୍ୱର,୨୬ା୭(ଅନିଲ ଦାସ): ମୋ ବସ୍ ଚଳାଚଳକୁ ନେଇ ଘରୋଇ ବସ୍ ମାଲିକ ଚିନ୍ତାରେ ପଡ଼ିଛନ୍ତି। ସହରାଞ୍ଚଳ ଛାଡ଼ି ବିଭିନ୍ନ ସ୍ଥାନକୁ ମୋ ବସ୍ ସେବା ଯୋଗାଇ ଦିଆଯିବା ଫଳରେ ସେମାନେ ରୋଜଗାର ହରାଇବାକୁ ବସିଲେଣି। ଯାତ୍ରୀମାନେ ମୋ ବସ୍କୁ ଅଧିକ ପସନ୍ଦ…
ସମସ୍ତ ସରକାରୀ ହସ୍ପିଟାଲରେ ରହିବ ଆଣ୍ଟିଭେନମ୍
ଭୁବନେଶ୍ୱର,୨୬।୭(ଅଭିଜିତ ଦାସ): ରାଜ୍ୟରେ ଦିନକୁ ଦିନ ସାପ କାମୁଡା ମୃତ୍ୟୁସଂଖ୍ୟା ବଢୁଛି। ଚଳିତ ଜୁଲାଇ ମାସର ଏବେ ପର୍ଯ୍ୟନ୍ତ ୧୫ଜଣ ସାପ କାମୁଡ଼ା ରୋଗୀଙ୍କ ମୃତ୍ୟୁ ଘଟିବା ପରେ ଚିନ୍ତା ବଢ଼ିଛି। ସାପ କାମୁଡାଜନିତ ମୃତ୍ୟୁ ରୋକିବା ଲାଗି ଜନସ୍ବାସ୍ଥ୍ୟ ବିଭାଗ…
କାଲିଫର୍ନିଆ ୟୁନିଭରସିଟି ସହ ଓଡ଼ିଶାର ଏମ୍ଓୟୁ
ଭୁବନେଶ୍ୱର,୨୬।୭(ଅନିଲ ଦାସ): ଆମେରିକା ଗସ୍ତରେ ଥିବା ଓଡ଼ିଶା ପ୍ରତିନିଧିମଣ୍ଡଳୀ ସିଲିକନ ଭ୍ୟାଲି ଗସ୍ତ କରି ସେଠାରେ ବିଭିନ୍ନ ସଙ୍ଗଠନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀ କାଲିଫର୍ନିଆ ୟୁନିଭରସିଟି ଗସ୍ତ କରିବା ସହ ସେଠାରେ ଫିସରସେଣ୍ଟର ଫର୍ ବିଜ୍ନେସ…
ଜୁଲାଇ ୩୧ ସୁଦ୍ଧା ଖରିଫ ଫସଲବୀମା କରାଇନେବାକୁ ପରାମର୍ଶ
ଭୁବନେଶ୍ୱର,୨୬।୭(ଅନିଲ ଦାସ): ରାଜ୍ୟର ଚାଷୀମାନଙ୍କ ହିତ ଦୃଷ୍ଟିରୁ ୨୦୨୩ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀମାନଙ୍କୁ ଅନ୍ତର୍ଭୁକ୍ତ କରିବା କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବିଭାଗୀୟ ପ୍ରମୁଖ ଶାସନ ସଚିବ…
ଆଜି ବନ୍ଦ ରହିବ କଟକସ୍ଥିତ ବିଭିନ୍ନ କାର୍ଯ୍ୟାଳୟ
ଭୁବନେଶ୍ୱର,୨୬।୭(ଅନିଲ ଦାସ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବୁଧବାର ସେ କଟକ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ କଟକ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଓଡ଼ିଶା…
Archives


