ମେଟ୍ରୋ

ରାଜ୍ୟସଭା ନିର୍ବାଚନ: ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ

ଭୁବନେଶ୍ୱର,୨୦।୨: ରାଜ୍ୟସଭା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ। ଯଦି କୌଣସି ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରନ୍ତି ତେବେ ନିର୍ବାଚନରେ ସେମାନଙ୍କୁ ବିଜୟ ଘୋଷଣା କରାଯିବ। ରାଜ୍ୟସଭାରେ ଖାଲିଥିବା ୩ଟି ଆସନ ପାଇଁ ୩ଜଣ ପ୍ରାର୍ଥୀ ଅଛନ୍ତି। ଓଡ଼ିଶାରୁ…

ବିପିଏଲ୍‌ ପିଲାଙ୍କୁ ବିନା ଦେୟରେ ମିଳିବ ଇଂଲିଶ ମିଡିୟମ ଶିକ୍ଷା

ଭୁବନେଶ୍ୱର, (ଅସମାପିକା ସାହୁ)/ ବୌଦ୍ଧ, ୨୦।୨(ଅଜିତ କୁମାର ବାରିକ):ବୌଦ୍ଧ ଜିଲା ଲୁଣିବାହାଲଠାରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିିଆଲ ସାଇନ୍ସେସ(କିସ୍‌)-ବୌଦ୍ଧ ଇଂଲିଶ ମିଡିୟମ ସ୍କୁଲର ସୋମବାର ଉଦ୍‌ଘାଟନ ହୋଇଯାଇଛି। ଏଥିସହିତ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍ପିଟାଲର ଭୂମି ପୂଜନ ହୋଇଛି। ମୁଖ୍ୟ…

ପୁଣି ବନ୍ଦ ହେଲା ‘କାର୍‌ ଖାନା’

ଭୁବନେଶ୍ୱର, ୨୦।୨ (ବନ୍ଦନା ସେଠୀ):ପୁଣି ଥରେ ବନ୍ଦ ହେଲା ‘କାର୍‌ଖାନା’। ଆଇଜି ପାର୍କ ରାସ୍ତାକଡ଼ରେ କାର୍‌ରେ ଖାଦ୍ୟ ଆଣି ବିକ୍ରି କରି ଚର୍ଚ୍ଚାକୁ ଆସିଥିଲେ ଦୁଇ ଯାଆ ରଶ୍ମିତା ଓ ନେହା ପାଣିଗ୍ରାହୀ। କମ୍‌ ଦାମ୍‌ରେ ଘରୋଇ ତଥା ଭଲ ଖାଦ୍ୟ…

ମାଟ୍ରିକ୍‌ ପରୀକ୍ଷା ଆରମ୍ଭ: ପ୍ରଥମଥର ପାଇଁ ଏଆଇର ହେବ ଉପଯୋଗ

ଭୁବନେଶ୍ୱର,୨୦।୨: ଚଳିତବର୍ଷର ମାଟ୍ରିକ୍‌, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ରହିଛି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ପ୍ରବେଶ ଉପରେ ରୋକ ଲଗାଯାଇଥିବାବେଳେ ପରିଚାଳନା ବ୍ୟବସ୍ଥାକୁ ପୂର୍ବାପେକ୍ଷା ଅଧିକ କଡ଼ାକଡ଼ି କରାଯାଇଛି। ସକାଳ…

‘ଲୋକଙ୍କ ଇଚ୍ଛାରୁ ଲକ୍ଷ୍ମୀ ଯୋଜନା’: ଆଉ ୫ ଜିଲାରେ ଲକ୍ଷ୍ମୀ ବସ୍‌ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୨(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସୋମବାର ସୁବର୍ଣ୍ଣପୁର, କଟକ, ଝାରସୁଗୁଡା, କନ୍ଧମାଳ ଏବଂ ସମ୍ବଲପୁର ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଉକ୍ତ ୫ ଜିଲାର ୭୦୦ ପଞ୍ଚାୟତରେ ୨୦୫ ବସ୍‌ ଚଳାଚଳ ଆରମ୍ଭ କରିଛି।…

ଆଜିଠୁ ମାଟ୍ରିକ୍‌ ପରୀକ୍ଷା: ସହଯୋଗ କରିବେ ଶିକ୍ଷକ

ଭୁବନେଶ୍ୱର,୨୦ା୨ (ଅସମାପିକା ସାହୁ):ଚଳିତବର୍ଷର ମାଟ୍ରିକ୍‌, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେଉଛି।ପରୀକ୍ଷାରେ ମାଧ୍ୟମିକ ଶିକ୍ଷକମାନେ ସହଯୋଗ କରିବେ। ଦୀର୍ଘଦିନର ଆନ୍ଦୋଳନକୁ ସ୍ଥଗିତ ରଖି ପରୀକ୍ଷା ପରିଚାଳନାରେ ସହଯୋଗ କରିବା ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)…

ବିନାନୁମତିରେ ବଦଳିପାରିବନି ଆପାର୍ଟମେଣ୍ଟ ମାଲିକ ସଂଘ ବାଇ-ଲ

ଭୁବନେଶ୍ୱର,୨୦ା୨(ଅନିଲ ଦାସ):ବହୁ ପ୍ରତୀକ୍ଷା ପରେ ଆପାର୍ଟମେଣ୍ଟ ମାଲିକମାନଙ୍କୁ ସୁରକ୍ଷା ଦେବା ସକାଶେ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଆଇନ-୨୦୨୩ କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ରାଜ୍ୟରେ ଥିବା ୮ଟି ଉନ୍ନୟନ କର୍ତ୍ତୃପକ୍ଷ (ଡେଭେଲପ୍‌ମେଣ୍ଟ ଅଥରିଟି) ଅଞ୍ଚଳ…

୨୧ରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ

ଭୁବନେଶ୍ୱର,୨୦।୨(ସୁନିତ୍‌ ମିଶ୍ର): ବିଜେଡି ଶାସନରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଓ ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜିର ଦିନରେ ସାରା ଦେଶରେ ମହିଳାଙ୍କ ଉପରେ ହେଉଥିବା ହିଂସାତ୍ମକ ଆଚରଣରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର…

୨୫ ଜଣ ଓଏଏସ୍‌ ଅଫିସରଙ୍କ ବଦଳି

ଭୁବନେଶ୍ୱର,୧୯।୨: ସୋମବାର ୨୫ଜଣ ଓଏଏସ୍‌ ଅଫିସରଙ୍କ ବଦଳି ହୋଇଛି। ଏହି ସମସ୍ତ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ବିଡିଓ ଓ ତହସିଲଦାର ଭାବେ ଦାୟିତ୍ୱ ଦିଆଯାଇଛି। ବିଜ୍ଞପ୍ତି ଅନୁସାରେ, ଓଏଏସ୍‌ ଅଫିସର ବେରସିୟସ ଡୁଙ୍ଗଡୁଙ୍ଗଙ୍କୁ ବରଗଡ ବିଡିଓ ଭାବେ ବଦଳି ହୋଇଛି। ସେହିପରି…

ମାଟ୍ରିକ ପରୀକ୍ଷା: ସାଢ଼େ ୭ଟାରେ ପରୀକ୍ଷାର୍ଥୀଙ୍କ ପ୍ରବେଶ, ସିସିଟିଭି ନଜରରେ ନୋଡ଼ାଲ କେନ୍ଦ୍ର

କଟକ,୧୫ା୨ (କାର୍ତ୍ତିକ ସାହୁ): ଚଳିତ ବର୍ଷର ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଏକ ସଙ୍ଗେ ଫେବୃଆରୀ ୨୦ତାରିଖ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ରହିଛି। ଏଥର ୫ ଲକ୍ଷ ୫୧ ହଜାର ୬୧୧ ଜଣ…

ରାତି ପାହିଲେ ମାଟ୍ରିକ ପରୀକ୍ଷା, ରାଜରାସ୍ତାରେ ଶିକ୍ଷକ

ଭୁବନେଶ୍ୱର,୧୯।୨: ରାତି ପାହିଲେ ମାଟ୍ରିକ ପରୀକ୍ଷା, ହେଲେ ରାଜରାସ୍ତାରେ ବସିଛନ୍ତି ମାଧ୍ୟମିକ ସ୍କୁଲ ଶିକ୍ଷକ । ନିଜର ଦାବି ପୂରଣ ପାଇଁ ୧୩ ଦିନ ହେଲା ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେଇଛନ୍ତି ଶିକ୍ଷକ ସଂଘ । ଜିଦ୍‌ରେ ଅଟଳ ସଂଘ…

ରୂପ ବଦଳାଇ ଅପରାଧ

ଭୁବନେଶ୍ୱର,୧୯।୨(ସୂର୍ଯ୍ୟକାନ୍ତ ବେହେରା):ଟଙ୍କା ଆଦାୟ, ଠକେଇ ବା ଲୁଟ୍‌ କରିବା ଅଭିଯୋଗରେ ଅନେକ ସମୟରେ ନକଲି ପୋଲିସ, ସିବିଆଇ ଅଫିସର, କ୍ରାଇମ୍‌ବ୍ରାଞ୍ଚ ଅଫିସର, ଏମ୍‌ଭିଆଇ, ଟିଟିଇ, ନକଲି ସାମ୍ବାଦିକ ଗିରଫ ହେଉଥିବା ନଜିର ରହିଛି। ସେହିପରି ବଡ଼ ଅଫିସର କିମ୍ବା ସରକାରୀ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?