ମେଟ୍ରୋ

ଲାଇଫ୍‌ ବଦଳେଇଦେବ ନବୀନ ମ୍ୟାଜିକ୍‌ କାର୍ଡ, ଉଚ୍ଚଶିକ୍ଷା ପାଇଁ ହେବନି ଖର୍ଚ୍ଚ; ଜାଣନ୍ତୁ କେମିତି କରିବେ Apply

ଭୁବନେଶ୍ୱର,୫।୩: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର Nabin Odisha Magic Card ପଞ୍ଜୀକରଣ ପାଇଁ ମାଲକାନଗିରି ଜିଲାରେ ଓ୍ବେବ୍‌ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି। ଆଜିଠାରୁ ନବୀନ କାର୍ଡ ଆବେଦନ ଆରମ୍ଭ...

ନକଲି ଡାକ୍ତର ଚିହ୍ନଟ ମାମଲା: ହାଜର ହେଲେ ଓସିଏମ୍‌ଆର୍‌ ଅଧ୍ୟକ୍ଷ

କଟକ,୫ା୩ (କାର୍ତ୍ତିକ ସାହୁ) ରାଜ୍ୟରେ ନକଲି ଡାକ୍ତରମାନଙ୍କୁ ଚିହ୍ନଟ କରାଯିବା ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ମଙ୍ଗଳବାର ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଓଡ଼ିଶା କାଉନ୍‌ସିଲ ଅଫ୍‌ ମେଡିକାଲ ରେଜିଷ୍ଟ୍ରେସନ (ଓସିଏମ୍‌ଆର) ଅଧ୍ୟକ୍ଷ ହାଜର ହୋଇ ନିଜର ପକ୍ଷ...

କଂଗ୍ରେସର ଦମ୍ଭୋକ୍ତି: କ୍ଷମତାକୁ ଆସିଲେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଫେରାଇବୁ ଟଙ୍କା

ଭୁବନେଶ୍ୱର,୫।୩: ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବୁ । ସେଥିପାଇଁ ଉଭୟ ଭାଜପା-ବିଜେଡି ଏବେଠୁ ଭୟଭୀତ ଅବସ୍ଥାରେ ଅଛନ୍ତି । ଓଡିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ନ୍ୟାୟ ଦେବ ଓ ସେମାନେ ନିଜର ଟଙ୍କା ଫେରସ୍ତ...

ତେଜୁଛି ପୋଷ୍ଟର ରାଜନୀତି

କଟକ,୫।୩(ଶିଳ୍ପା ପ୍ରିୟଦର୍ଶିନୀ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ବିବାଦ ଦେଖିବାକୁ ମିଳୁଛି। ଏବେ ପୋଷ୍ଟର ରାଜନୀତି ତୀବ୍ର ହେବାରେ ଲାଗିଛି। ଏଥିରୁ ବାଦ୍‌ ପଡ଼ିନି ଭାଜପା। ମଙ୍ଗଳବାର କଟକ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଦେଖିବାକୁ ମିଳିଛି ଭାଜପା ପୋଷ୍ଟର।...

ଆସୁଛି ବିଜେଡିର ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୫।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଆଉ ଦିନ କେଇଟା ପରେ ତାରିଖ ଘୋଷଣା ହେବ। ତାରିଖ ଘୋଷଣା ପୂର୍ବରୁ କେନ୍ଦ୍ରରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସରକାର ପ୍ରକଳ୍ପ ପ୍ରକଳ୍ପ ଶିଳାନ୍ୟାସ କରିଚାଲିଛନ୍ତି। ତାରିଖ ଘୋଷଣା ପରେ ଆରମ୍ଭ...

ଚଣ୍ଡିଖୋଲରେ ମୋଦିଙ୍କ ବଡ ଗ୍ୟାରେଣ୍ଟି, ମିଳିବ ୩୦୦ୟୁନିଟ ମାଗଣା ବିଜୁଳି

ଭୁବନେଶ୍ୱର,୫।୩: ଚଣ୍ଡିଖୋଲରେ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ‘ଜୟ ଜଗନ୍ନାଥ’ କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି। ସଭାରେ ଯୋଗଦେଇ ସେ କହିଛନ୍ତି, ଦେଶ ପାଇଁ ଜୀବନ ସମର୍ପିତ କରିଥିବା ବିଜୁ ପଟ୍ଟନାୟକଙ୍କ ଆଜି ଜନ୍ମ ଜୟନ୍ତୀ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ନବୀନ

ଭୁବନେଶ୍ୱର,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଚଣ୍ଡିଖୋଲର ବେଣାପୁର ସଭାରେ ଯୋଗଦେଇ ଓଡିଶାବାସୀଙ୍କୁ ୧୯,୬୦୦ କୋଟିର ଊର୍ଦ୍ଧ୍ୱ ଟଙ୍କାର ଏକାଧିକ ପ୍ରକଳ୍ପର ଭେଟି ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ...

ଓଡ଼ିଶାବାସୀଙ୍କୁ ୧୯,୬୦୦ କୋଟି ଟଙ୍କା ପ୍ରକଳ୍ପ ଭେଟିଦେଲେ ମୋଦି

ଭୁବନେଶ୍ୱର,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯାଇଥିଲେ। ସେଠାରେ ଅନୁଷ୍ଠିତ ଲୋକାର୍ପଣ ଓ ଶିଳାନ୍ୟାସ ଆଦି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ଚଣ୍ଡିଖୋଲରେ ୧୯,୬୦୦...

ଭୁବନେଶ୍ୱରରେ ମୋଦି

ଭୁବନେଶ୍ୱର,୫।୩: ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଆସି ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ପରେ ସେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଚଣ୍ଡିଖୋଲରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ...

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୫।୩: ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ମଙ୍ଗଳବାର ୧୦୮ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ପଞ୍ଚାୟତିରାଜ ତଥା ଲୋକସେବା ଦିବସ ପାଳିତ ହେଉଛି। ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଫରେଷ୍ଟ ପାର୍କରେ ପହଞ୍ଚି ବିଜୁ...

ହାଇକୋର୍ଟ ଛାଟ, ବଢ଼ିଲା ମୋକିମଙ୍କ ନିର୍ବାଚନୀ ଅଡ଼ୁଆ

କଟକ,୫ା୩(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମ୍‌ଙ୍କୁ ହାଇକୋର୍ଟଙ୍କ ଝଟକା ଲାଗିଛି । ୨୦୧୯ ନିର୍ବାଚନ ବେଳେ ନାମାଙ୍କନପତ୍ରରେ ଆପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନ ଥିବା ଓ ଜାଣିଶୁଣି କେତେକ କାଟେଗୋରିକୁ ଛାଡ଼ି ଯାଇଥିବା ଅଭିଯୋଗରେ ମୋକିମ୍‌ଙ୍କ...

ମୋଦିଙ୍କ ଗସ୍ତ ପୂର୍ବରୁ ନବ ନିର୍ମାଣ କୃଷକ ସଂଗଠନ ରାଜ୍ୟ ସହ ସମ୍ପାଦକଙ୍କୁ ଘରୁ ଉଠାଇନେଲା ପୋଲିସ

ଯାଜପୁର,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ନବ ନିର୍ମାଣ କୃଷକ ସଂଗଠନ ରାଜ୍ୟ ସହ ସମ୍ପାଦକ ନିମାଇଁ ରାୟଙ୍କୁ ପୋଲିସ ଉଠାଇ ନେଇଛି। ତାଙ୍କ ବରୀ ବାସଭବନରୁ ପୋଲିସ ତାଙ୍କୁ ଉଠାଇ ନେଇଛି । ସେ ବିଭିନ୍ନ ସମୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri