ମେଟ୍ରୋ

ଶ୍ରୀଲଙ୍କାରେ ଫସିଥିବା ୧୧ ଓଡ଼ିଆ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଶ୍ରୀଲଙ୍କାରେ ଫସିଥିବା ୧୧ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହି ଶ୍ରମିକମାନେ କାମ ଆଶାରେ ଠିକା ସଂସ୍ଥା ଦ୍ୱାରା ଶ୍ରୀଲଙ୍କା ଯାଇଥିଲେ। ସେଠାରେ ଦୈନିକ ୧୪ରୁ ୧୫ ଘଣ୍ଟା କାମ କରିବା ସହ ନିମ୍ନମାନର ଖାଦ୍ୟ ଗ୍ରହଣ କରୁଥିଲେ। ସ୍ବାସ୍ଥ୍ୟହାନି…

ଆରମ୍ଭ ହେଲା ଇ-ଚେକ୍‌ଗେଟ୍‌ ବ୍ୟବସ୍ଥା: ବେପରୁଆ ଗାଡ଼ି ଚାଳକଙ୍କୁ ଧରାଇବେ ଲୋକେ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ମୋବାଇଲ୍‌ ଫୋନ୍‌ ଆପ୍ଲିକେଶନ (ଆପ୍‌) ମାଧ୍ୟମରେ ବେପରୁଆ ଗାଡ଼ି ଚାଳକଙ୍କୁ ଧରାଇବେ ସାଧାରଣ ଲୋକେ। ଏଥିପାଇଁ ପ୍ରଚଳନ ହେବ ସିଟିଜେନ ରିପୋର୍ଟିଂ ଆପ୍‌। ଲୋକେ ବେପରୁଆ ଗାଡ଼ିଚାଳକଙ୍କ ଫଟୋ ଉଠାଇ ଉକ୍ତ ଆପ୍‌ ଜରିଆରେ ପଠାଇବେ। ଆବଶ୍ୟକ ଯାଞ୍ଚ ପରେ…

ଭୁବନେଶ୍ୱରରୁ ସୁରଟକୁ ଉଡ଼ିଲା ବିମାନ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଓଡ଼ିଶାବାସୀଙ୍କ ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ସୋମବାର ସକାଳ ୮.୪୦ମିନିଟ୍‌ରୁ ଏୟାର ଇଣ୍ଡିଆର ଏ୩୨୧ ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୮୧ ଜଣ ଯାତ୍ରୀଙ୍କୁ ନେଇ ସୁରଟକୁ ସିଧାସଳଖ ଉଡ଼ାଣ ଆରମ୍ଭ କରିଛି। ମାତ୍ର ଦୁଇଘଣ୍ଟାରେ ଏହା…

ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ: ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଲୋକପ୍ରିୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ରବିବାର ପରଲୋକ ଘଟିଛି । ସୁନନ୍ଦାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଦେହାନ୍ତ ସମ୍ପର୍କରେ ଜାଣି ସେ ଦୁଃଖିତ ଥିବା ଟୁଇଟ୍‌ କରିଛନ୍ତି। ଶାସ୍ତ୍ରୀୟ…

ବଳଶାଳୀ ବିଲ୍‌ଡରଙ୍କ ବଡ଼ କାରନାମା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର, ପୁଣି ଜବରଦଖଲ ଉଦ୍ୟମ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଭୁବନେଶ୍ୱରରେ ଏବେ ଜମି ଦର ଆକାଶଛୁଆଁ। ଜଣେ ସାଧାରଣ ବର୍ଗର ଲୋକ ପାଇଁ ଭୁବନେଶ୍ୱରରେ ଜମି କିଣିବା ସ୍ବପ୍ନ। ଏପରି ସ୍ଥଳେ କେତେକ ଅସାଧୁ ଅଫିସରଙ୍କ ସହାୟତାରେ ଜାଲ ନକ୍ସା ତିଆରି କରି ଏକରରୁ ଊର୍ଦ୍ଧ୍ୱ ଜଳାଶୟ ଜମି ଓ…

ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଲୋକପ୍ରିୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ୮୫ ବର୍ଷ ବୟସରେ ରବିବାର ପରଲୋକ ଘଟିଛି । ଅସୁସ୍ଥତା ଯୋଗୁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ସୁନନ୍ଦା କୋଲକାତାର ଏକ ଘରୋଇ ହସ୍ପିଟାଲରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ପ୍ରଖ୍ୟାତ କବି ବୈକୁଣ୍ଠ…

ପୋଲିସ ସମ୍ମୁଖରେ ପଞ୍ଜାବୀ ଯୁବକଙ୍କୁ ଆକ୍ରମଣ ଘଟଣା: ୩୦୭ ଦଫା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବେ ପରବିନ୍ଦର

ଭୁବନେଶ୍ୱର,୧୯।୧(ବ୍ୟୁରୋ)- ପଞ୍ଜାବୀ ଯୁବକ ପରବିନ୍ଦର ସିଂ ପାଲ୍‌ଙ୍କୁ ପୋଲିସ ସମ୍ମୁଖରେ ସଂଘବଦ୍ଧ ଆକ୍ରମଣ ଘଟଣାକୁ ନେଇ ସମାଲୋଚନାର ଶିକାର ହୋଇଛି କମିଶନରେଟ ପୋଲିସ। କୋହଳ ଦଫା ଲଗାଯିବାରୁ ଗିରଫ ୩ ଅଭିଯୁକ୍ତ ଦୀପକ ଜେନା, ଶଙ୍କର ରାଉତ ଓ ଦୀପକ ମହାନ୍ତି…

ଫଟୋରେ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରତିଫଳନ

ଭୁବନେଶ୍ୱର,୧୯।୧(ବ୍ୟୁରୋ)-ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସଂଯୋଗସ୍ଥଳର ନୈସର୍ଗିକ ଶୋଭାକୁ ନେଇ ଫଟୋଗ୍ରାଫର ସ୍ବାତୀ ମହାପାତ୍ରଙ୍କ ଏକ ଫଟୋଗ୍ରାଫି ପ୍ରଦର୍ଶନୀ ଶନିବାର ଲଳିତକଳା ଏକାଡେମୀ ପରିସରରେ ଉଦ୍‌ଘାଟିତ ହୋଇଛି। ଯୁବା ଶିଳ୍ପୋଦ୍ୟୋଗୀ ତଥା ଫଟୋଗ୍ରାଫିରେ ନିଜସ୍ବ ପରିଚୟ ସୃଷ୍ଟି କରିପାରିଥିବା ସ୍ବାତୀ ତାଙ୍କର ଭ୍ରମଣ…

ଶିଶୁପାଳଗଡ଼ ମହୋତ୍ସବର ତୃତୀୟ ସନ୍ଧ୍ୟା: ଋତୁରାଜଙ୍କ ସୁଫି ସଙ୍ଗୀତରେ ଝୁମିଲେ ଶ୍ରୋତା, ଆଜି ସରିବ

ଭୁବନେଶ୍ୱର(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର(ଡି.ଏନ୍‌.ଏ.), ୧୯।୧ – କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ପକ୍ଷରୁ ଆୟୋଜିତ ଶିଶୁପାଳଗଡ଼ ମହୋତ୍ସବର ଶନିବାର ଥିଲା ତୃତୀୟ ସନ୍ଧ୍ୟା। ପାଇକ ଆଖଡ଼ାରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ବାଳିକାମାନେ ଖଣ୍ଡା ଓ ଲାଠି ମାଧ୍ୟମରେ…

‘ପରୀକ୍ଷା ପେ ଚର୍ଚ୍ଚା’ରେ ଓଡ଼ିଶାରୁ ୨୮ ପିଲା

ଭୁବନେଶ୍ୱର,୧୯।୧(ବ୍ୟୁରୋ)-ନୂଆଦିଲ୍ଲୀଠାରେ ଆସନ୍ତା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୨୨୦୦ଜଣ ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷକ ଅଂଶଗ୍ରହଣ କରିବେ। ଏଥିପାଇଁ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୨୮ଜଣ ଛାତ୍ରୀଛାତ୍ର ମନୋନୀତ…

ଆଜିଠୁ ଫାର୍ମ ଗେଟ୍‌ ବସ୍ତି ଉଚ୍ଛେଦ, ବିରୋଧ ହେବ

ଭୁବନେଶ୍ୱର,୧୯।୧(ବ୍ୟୁରୋ)- ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଉନ୍ନତୀକରଣ ସହ ରନ୍‌ଓ୍ବେକୁ ଆହୁରି ବଢ଼ାଯିବ। ଏଥିପାଇଁ ବିମାନବନ୍ଦର ପାର୍ଶ୍ୱରେ ଥିବା ଦୁଇଟି ବସ୍ତିକୁ ହଟାଇବା ପାଇଁ ନିର୍ଦ୍ଦେଶ ଆସିବା ପରେ ବିଡିଏ ଯୋଜନା ଆରମ୍ଭ କରିଥିଲା। ପୂର୍ବରୁ ଗୋଟିଏ ବସ୍ତି ଉଚ୍ଛେଦ ହୋଇଥିବାବେଳେ…

କଲବଲ କରୁଛି କୁହୁଡ଼ି, ୨୨ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୯।୧(ବ୍ୟୁରୋ)- ସାରା ଓଡ଼ିଶାରେ କଲବଲ କରୁଛି କୁହୁଡ଼ି। ଘନ କୁହୁଡ଼ି ସହ ପ୍ରବଳ ଶୀତ ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଥିବାବେଳେ ଗାଡ଼ିମୋଟର ପାଇଁ କାଳ ସାଜିଛି। ଇତିମଧ୍ୟରେ କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟି ବହୁ ଜୀବନ ଯାଇଛି। ତେବେ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?